Pradeep Satapathy {ପ୍ରଦୀପ ଶତପଥି}🇮🇳 retweetledi
Pradeep Satapathy {ପ୍ରଦୀପ ଶତପଥି}🇮🇳
3K posts

Pradeep Satapathy {ପ୍ରଦୀପ ଶତପଥି}🇮🇳
@satapathy76
।। कालोऽस्मि लोकक्षयकृत्प्रवृद्धो लोकान्समाहर्तुमिह प्रवृत्तः। ऋतेऽपि त्वां न भविष्यन्ति सर्वे येऽवस्थिताः प्रत्यनीकेषु योधाः।। 🕉️
Bhubaneswar Katılım Nisan 2016
67 Takip Edilen151 Takipçiler

@sambad_odisha ଭୁଲ ଭୁଲ ଉପରେ ଭୁଲ କରିଚାଲିଛନ୍ତି,କେତେ କ୍ଷମା ମାଗିବେ ଧର୍ମେନ୍ଦ୍ର ବାବୁ,
NEET ଆଉ CBSE ର ତ୍ରୁଟି ପାଇଁ ଆପଣଂକୁ ସମସ୍ତେ ନିନ୍ଦା ଅପବାଦ ଦେଇଚାଲିଛନ୍ତି, ଆପଣଙ୍କ ହୃଦୟ ଏତେ ବଡ ଯେ ଏତେ ଶୁଣିକି ବି ଚୁପ ରହୁଛନ୍ତି, ଦୟାକରି ଆପଣ ଓଡିଶା ନା ଆଉ ବଦନାମ କରନ୍ତୁ ନାହିଁ, କଣ ମିଳିବ ସେ ମନ୍ତ୍ରୀପଦ, RESIGN ଦେଇ ଓଡ଼ିଶା ରେ ରୁହନ୍ତୁ
OR

ଓଏସ୍ଏମ୍ ଅସଙ୍ଗତି ପାଇଁ ମୁଁ ଦାୟୀ, ଏହାର ସମାଧାନ କରାଯିବ: କେନ୍ଦ୍ର ଶିକ୍ଷାମନ୍ତ୍ରୀ
#Sambad #CBSE #OSM #Discrepancies #Education #DharmendraPradhan #India
sambad.in/india-and-beyo…
OR

@SujitSarangi3 ପ୍ରଧାନମନ୍ତ୍ରୀ ଙ୍କୁ ଯେମିତି ଓଡିଶା ଭଲ ପାଇବା ଦେଇଥିଲା
ତା ବଦଳରେ ସେମିତିଆ ମୁଖ୍ୟମନ୍ତ୍ରୀ ପାଇଲା
ଅସୁବିଧା କଣ ?
ଆପଣ hoardings ଦେଖୁନାହାନ୍ତି କେତେ ସୁନ୍ଦର ଦେଖାଯାଉଛନ୍ତି
ଆଉ କଣ ଦରକାର ଓଡ଼ିଶାବାସୀ ଙ୍କୁ
ତାଙ୍କ ଫୋଟୋ ଦେଖିକି ତ ମନ ପୁରା ଦିଲଖୁସ ହେଇଯାଉଛି
OR

ଏହା ହେଉଛି ଦୁଇ ବର୍ଷ ତଳର tweet.
କଥା ଟା ଠିକ ପ୍ରମାଣିତ ହେଲା 🤔
Sujit Sarangi@SujitSarangi3
ଓଡ଼ିଆ ଅସ୍ମିତା ର ସଠିକ୍ ଅର୍ଥ ଟା କଣ କିଏ ଜାଣିଛନ୍ତି Pleaae Comment କରନ୍ତୁ। ଏ ଶବ୍ଦ ଟା ବହୁତ୍ ଦିନ ହେଲା ଚାରି ଆଡେ ଘୁରି ବୁଲୁଛି।
OR

@TheAnuragTyagi Regarding the poor marking, I sent my son’s physics paper along with the other papers to the concerned teachers. They became very upset, but not a single teacher questioned CBSE. I came to know that there are strict instructions from CBSE not to speak in front of the media.
English

Csbe forgot tat CBSE isnt a competitive exam like Jee & Neet. Students’ ans r evaluated on,formulas,concepts, steps, presentation, keywords,& final marks gven, no step marking tis time,why?
If CBSE students hv become weak in compared to icse & igse then CBSE techniques failed !
Schools are Also Responsible
English

@Iam_Rohit_G He is a head of state and he comes from the film world.
His wish is that he should be able to go however he wants. Where is the problem in this?
English

C. Joseph Vijay travelled to Delhi for his first Official Meeting with Prime Minister of India Narendra Modi.
While Meeting the Prime Minister, His button was open and his Vest (Baniyan) was visible.
Is this the way you meet a PM of the Nation?
Has Vijay forgotten all the ethics and Etiquettes?
Is he meeting a Movie Director or a Head of the state?

English

@manoj_216 It is not possible, yes, but they can take 15 days' time and recheck everyone's answer sheets twice.
English

@TheAnuragTyagi CBSE has damaged students' +2 marks in such a way that they are neither able to tell their friends and relatives about the marks they received, nor are they able to update those marks for entrance exams or graduation courses. @cbseindia29
English

@PrithivirajBJP ସମସ୍ତ ଙ୍କ କଥା ବିଶ୍ୱାସ ହେଉଛି
କିନ୍ତୁ ଏ ମନ୍ତ୍ରୀ ମହୋଦୟ ଙ୍କ କଥାରେ ମୋର ବିଲକୁଲ ବିଶ୍ୱାସ ନାହିଁ
ଆଗରୁ ଏମିତି ବହୁତ କିଛି କହିଛନ୍ତି
କିନ୍ତୁ ସେଥିରୁ ଗୋଟେ ବି ପୂରଣ କରିନାହାନ୍ତି
OR

ଦୁର୍ଘଟଣା ରୋକିବାକୁ ପ୍ରସ୍ତୁତ ମାଷ୍ଟରପ୍ଲାନ୍ । ଭୁବନେଶ୍ୱରରୁ ପୁରୀ ହେବ ୬ ଲେନ୍ ରୋଡ୍ । ପଳାଶୁଣିରୁ ତମାଣ୍ଡୋ ସର୍ଭିସ ରୋଡ୍ (୪-୪ ଲେନ୍) ହେବ । ପର୍ଯ୍ୟଟକଙ୍କ ସୁବିଧା ଓ ସୁରକ୍ଷା ଦୃଷ୍ଟିରୁ ପୁରୀ-ସାତପଡା ରାସ୍ତାକୁ ୪ଲେନ୍ କରାଯିବ । ଏନ୍-୧୬ ଟାଙ୍ଗି-ଇଚ୍ଛାପୂରମ ଭାୟା ବ୍ରହ୍ମପୁର ଯାଏଁ ରାସ୍ତାକୁ ୬ ଲେନ୍ ପାଇଁ ଖୁବଶୀଘ୍ର ଡିପିଆର୍ ପ୍ରସ୍ତୁତ କରାଯାଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ।
OR

Same party, similar conditions like Odisha; there it's bjp, here it's BJP. But Suvendu Adhikari is in an aggressive mood, giving priority to work, whereas the Odisha Chief Minister, instead of focusing on work, is focusing on hoardings.
News Algebra@NewsAlgebraIND
Crucial Pillar 317–319 connection of Kolkata Metro was delayed for 18 months 🤯 It has now been completed in just 120 hours - ahead of schedule 🔥🔥 Suvendu Adhikari's big gift for people before Durga Puja.
English

#ଓଲା_ସ୍କୁଟିର_ଅନ୍ତିମ_ସଂସ୍କାର
ଓଲା ସ୍କୁଟିକୁ ଫୁଲମାଳ ପିନ୍ଧାଇ ଅନ୍ତିମ ସଂସ୍କାର କଲେ ଅସନ୍ତୁଷ୍ଟ ଗ୍ରାହକ । ବାଲେଶ୍ୱରରୁ ସାମ୍ନାକୁ ଆସିଲା ଏମିତି ଦୃଶ୍ୟ
#Fire #odisha #KanakNews #Balasore
OR

@otvkhabar ସବୁ ବେଳେ ଗୋଡ ରେ ଗୁଳି କାହିଁକି
ଛାତି ରେ ମାରିଲେ କଣ ଅସୁବିଧା ?
OR

ବିଚ୍ ରାସ୍ତାରେ କଟୁରୀରେ ହାଣିଥିଲା। ୫ ଘଣ୍ଟା ଭିତରେ ଅଭିଯୁକ୍ତ ଜଗା ସାହୁକୁ ଏନକାଉଣ୍ଟର, ଦୁଇ ଆଣ୍ଠୁରେ ବାଜିଛି ଗୁଳି।
#BrahmapurEncounter #JagaSahuEncounter #BerhampurPoliceEncounter #OdishaEncounter #BauriSukunda #PoliceEncounter #JagaSahu #OdishaCrime #ViralVideoEncounter #BerhampurNews #OTV
OR

@VEDANTSHRIV17 My son got only 30 marks in physics
English

@TheAnuragTyagi physics answer sheets were evaluated by chemistry teachers and Chemistry by Physics.
English


This Student did correct final answers and full solution of 5 marker question , they gave me 0/5 , not even 1 or 2 marks , there are few more similar questions in my Answer sheet.
( During Checking his Copy )
#cbsescam #OSMControversy #osmchecking #OSM #AnuragTyagi



English

@ActorVijayTeam At present, Tamil Nadu has got such a popular Chief Minister that the general public is getting plenty of entertainment from him.
English




















