
ଓଡ଼ିଶା ପାଇଁ ଏକ ଅତ୍ୟନ୍ତ ଗୌରବ ଓ ଆନନ୍ଦର ମୁହୂର୍ତ୍ତ। ନିଜର ଅସାଧାରଣ ସ୍ୱର ଓ ନିଷ୍ଠାପର ସାଧନା ବଳରେ ସଙ୍ଗୀତ ରିଆଲିଟି ଶୋ ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ ର ବିଜେତା ହୋଇ ଓଡ଼ିଶାର ନାଁ ଜାତୀୟ ସ୍ତରରେ ଉଜ୍ଜ୍ୱଳ କରିଥିବା ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ସାଧୁବାଦ।
ତାଙ୍କର ଏହି ଐତିହାସିକ ସଫଳତା ଆମ ରାଜ୍ୟର ଅଗଣିତ ଯୁବ କଳାକାରଙ୍କୁ ନିଜ ସ୍ୱପ୍ନ ପୂରଣ କରିବା ପାଇଁ ଅପାର ପ୍ରେରଣା ଯୋଗାଇବ। ଜ୍ୟୋତିର୍ମୟୀଙ୍କ ଉଜ୍ଜ୍ୱଳ ସଙ୍ଗୀତମୟ ଭବିଷ୍ୟତ କାମନା କରୁଛି।
This is a moment of immense pride and joy for Odisha. Heartfelt congratulations and best wishes to Odisha’s daughter, Jyotirmayee Nayak, for bringing glory to the state by winning Indian Idol Season 16 through her extraordinary voice, dedication, and relentless hard work, making Odisha shine on the national stage.
Her historic achievement will serve as a great source of inspiration for countless young artists across our state to pursue their dreams with passion and determination. I wish Jyotirmayee a bright, successful, and melodious future.
#JyotirmayeeNayak #indianidolwinner #ProudMoment #Odisha
OR














