

Soumya Priyadarshini
1K posts

@spriyadarshini0
Executive Secretary at IHS, Official Campus Ambassador IMUN, President of HNO, Kiitian, Hospital Administrator, Social worker, Writer, Rotaracter, Odia ❤️



Happy Birthday @IamAkashDNayak bhai.. Thank you for inspiring youths like us.. Always a big fan of yours.. Keeping showering your blessings 🙏

ପୂର୍ବତନ ପ୍ରଶାସନିକ ଅଧିକାରୀ, ବରିଷ୍ଠ ବିଜେଡି ନେତା ଓ ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଶ୍ରୀ ମହେନ୍ଦ୍ର ବଢ଼ାଇଙ୍କ ଅକାଳ ବିୟୋଗ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ପଦମପୁର ଓ ପଶ୍ଚିମ ଓଡ଼ିଶା ଏକ ପ୍ରତିଭାଶାଳୀ ନେତାଙ୍କୁ ହରାଇଲା । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି । ଓଁ ଶାନ୍ତି । 🙏








