Surbhi

7K posts

Surbhi banner
Surbhi

Surbhi

@subhrapadma

Here for news 🙏

Katılım Mart 2019
101 Takip Edilen37 Takipçiler
ଓଡ଼ିଆ ଜଗତ
କାକଟପୁର ମାଆ ମଙ୍ଗଳା ଙ୍କର ଦିବ୍ୟ ଦର୍ଶନ 😍🙏
ଓଡ଼ିଆ ଜଗତ tweet media
OR
2
2
6
18
ଓଡ଼ିଆ ଜଗତ
ଶ୍ରୀ ସିଦ୍ଧ ମହାବୀର ହନୁମାନ ଙ୍କ ଦିବ୍ଯ ଦର୍ଶନ 😍❤️🙏
ଓଡ଼ିଆ ଜଗତ tweet media
OR
6
6
199
625
ଓଡ଼ିଆ ଜଗତ
କାକଟପୁର ମାଆ ମଙ୍ଗଳା ଙ୍କର ଦିବ୍ୟ ଦର୍ଶନ 😍🙏
ଓଡ଼ିଆ ଜଗତ tweet media
OR
22
22
409
1.3K
ଓଡ଼ିଆ ଜଗତ
ଚନ୍ଦନ ଯାତ୍ରାର ଷୋଡ଼ଶ ଦିବସରେ ଶ୍ରୀ ମଦନମୋହନ ମହାପ୍ରଭୁଙ୍କ ଗିରି ପୂଜା / ଗୋବର୍ଦ୍ଧନ ପୂଜା ବେଶ।
ଓଡ଼ିଆ ଜଗତ tweet mediaଓଡ଼ିଆ ଜଗତ tweet media
OR
6
8
94
427
ଓଡ଼ିଆ ଜଗତ
ଜଗତ ଜନନୀ ମାଆ ମହାଲଷ୍ମୀ ❤️😍🙏
ଓଡ଼ିଆ ଜଗତ tweet media
OR
7
17
330
1.2K
ଓଡ଼ିଆ ଜଗତ
🙏🌺ମା ସମଲେଶ୍ବରୀ ଙ୍କ ଆଜି ର ଦର୍ଶନ🌺🙏 🌺🌺ଜୟ ମା ସମଲେଶ୍ବରୀ🌺🌺 🌿ତା:୦୬.୦୫.୨୦୨୬,ବୁଧବାର🌿
ଓଡ଼ିଆ ଜଗତ tweet media
OR
15
10
261
918
ଓଡ଼ିଆ ଜଗତ
ଓଡ଼ିଆ ଜଗତ@odiajagat·
ପବିତ୍ର ପଞ୍ଚୁକ ତୃତୀୟ ଦିବସ ଅବସରରେ ବାମନକ୍ଷେତ୍ର, ଉରାଳୀ ଅବସ୍ଥିତ ବାବା କପିଳେଶ୍ୱର ମହାଦେବ ଙ୍କ କାଳଭୈରବ ବେଶ ଦର୍ଶନ ❤️🥰🙏
ଓଡ଼ିଆ ଜଗତ tweet media
OR
4
6
110
690
ଓଡ଼ିଆ ଜଗତ
ଓଡ଼ିଆ ଭାଗବତ କଥାମୃତ ଭାଗ - ୩୬୪ ଓଁ ନମୋ ଭଗବତେ ବାସୁଦେବାୟ ----------------------------------------- ତୁ ସେ ମାତାପିତା ବନ୍ଧୁ ତୁ ସେ ମହାଧନ। ସର୍ବ ସୁଖ ସମ୍ପଦ ତୁ ଜୀବର ଜୀବନ। ତାହାକୁ ସେ କଥା ବୋଲି ଯହିଁ ତୋର ନାମ। ସେ ମନକୁ ମନ ବୋଲି ଯହିଁ ତୋର ଧ୍ୟାନ। ଯେ କର୍ମ ତୋହର ଅର୍ଥେ କରି ସେହି କର୍ମ। ତାହା ଛାଡ଼ି ଅନ୍ୟ ମାର୍ଗେ ଯେତେ କରି ଭ୍ରମ। ତୁମର ସ୍ମରଣକୁ ଯେ ବୋଲି ଘୋର ତପ। ଧନ୍ୟ ଧନ୍ୟ ବୋଲି ଯେ ସେବନ୍ତି ତୋର ରୂପ। ତୋର କାର୍ଯ୍ୟ ଅର୍ଥେ ଯେତେ ବେଳ ଯାଇ ବହି। ସର୍ବ ଶୂନ୍ୟ ମାର୍ଗେ ଯାଇ ତେତେ ମାତ୍ର ରହି। ଅର୍ଥ - ଭଗବାନ ବିଷ୍ଣୁଙ୍କୁ ସ୍ତୁତି କରି ଭକ୍ତ ଧ୍ରୁବ କହିଲେ, ହେ ପ୍ରଭୁ ! ତୁମେ ହେଉଛ ସକଳ ଜୀବର ଜୀବନ ଏବଂ ସମସ୍ତ ସୁଖ ଓ ସମ୍ପଦର ମୂଳସ୍ଥାନ। ତୁମେ ହିଁ ପ୍ରାଣୀର ମାତା, ପିତା ଓ ବନ୍ଧୁ ଅଟ। ଯେଉଁ ବଚନରେ ଆପଣଙ୍କର ନାମ ଥାଏ ତାହାକୁ ହିଁ କଥା କୁହାଯାଏ , ଯେଉଁ ମନରେ ଆପଣଙ୍କୁ ଧ୍ୟାନ କରାଯାଏ ତାହା ହିଁ ମନ ଅଟେ। ଆପଣଙ୍କ ପ୍ରୀତି ନିମନ୍ତେ ଯେଉଁସବୁ କର୍ମ କରାଯାଏ ତାକୁ ଛାଡ଼ି ଏହି ସଂସାରରେ ଅନ୍ୟ ସମସ୍ତ କର୍ମ କେବଳ ବୃଥା ଓ ଭ୍ରମ ଅଟେ। ଆପଣଙ୍କ ନିମନ୍ତେ କାର୍ଯ୍ୟ କରିବାରେ ପ୍ରାଣୀ ଜୀବନର ଯେତିକି ସମୟ ଅତିବାହିତ ହୁଏ ଜୀବନର ସେତିକି ସମୟ କେବଳ ସାର୍ଥକ ଅଟେ। ଏହା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟରେ ବିତୁଥିବା ସମୟ ନିରର୍ଥକ ଅଟେ। ନିରନ୍ତର ମନ ମଧ୍ୟରେ ଆପଣଙ୍କ ନାମ ସ୍ମରଣ କରିବା ହିଁ ତପ ଅଟେ। ଏହି ସଂସାରରେ ଯେଉଁମାନେ ନିରନ୍ତର ଆପଣଙ୍କ ଅନିନ୍ଦ୍ୟ ସୁନ୍ଦର ରୂପକୁ ଧ୍ୟାନ କରନ୍ତି ସେମାନଙ୍କର ଜୀବନ ଧନ୍ୟ ଅଟେ।
ଓଡ଼ିଆ ଜଗତ tweet media
OR
7
2
150
714
ଓଡ଼ିଆ ଜଗତ
"ତୁଳସୀ ବୃକ୍ଷରେ ଜଳ ଦେବାମନ୍ତ୍ର " ଓଁ ଗୋବିନ୍ଦ ବଲ୍ଲଭାଂ ଦେବୀ ଭକ୍ତ ଚୈତନ୍ୟ କାରିଣୀଂ । ସ୍ନାପୟାମି ଜଗଦ୍ଧାତ୍ରୀଂ ବିଷ୍ଣୁଭକ୍ତି ପ୍ରଦାୟିନୀ ।।
ଓଡ଼ିଆ ଜଗତ tweet media
OR
5
5
59
421
ଓଡ଼ିଆ ଜଗତ
ଶ୍ରୀ ପତିତପାବନ ମହାପ୍ରଭୁ ❤️😍🙏
ଓଡ଼ିଆ ଜଗତ tweet media
OR
8
15
446
1.5K
ଓଡ଼ିଆ ଜଗତ
ଶ୍ରୀଲିଙ୍ଗରାଜ ମହାପ୍ରଭୁ ❤️😍🙏
ଓଡ଼ିଆ ଜଗତ tweet media
OR
6
12
290
972
ଓଡ଼ିଆ ଜଗତ
ଶ୍ରୀ ସିଦ୍ଧ ମହାବୀର ହନୁମାନ ଙ୍କ ଦିବ୍ଯ ଦର୍ଶନ 😍❤️🙏
ଓଡ଼ିଆ ଜଗତ tweet media
OR
7
12
306
1.1K
ଓଡ଼ିଆ ଜଗତ
ମା ମହାଲକ୍ଷ୍ମୀ ଙ୍କ ଆଜିର ଦର୍ଶନ ।
ଓଡ଼ିଆ ଜଗତ tweet media
OR
13
18
417
1.5K
ଓଡ଼ିଆ ଜଗତ
ଶ୍ରୀ ସିଦ୍ଧ ମହାବୀର ହନୁମାନ ଙ୍କ ଦିବ୍ଯ ଦର୍ଶନ 😍❤️🙏
ଓଡ଼ିଆ ଜଗତ tweet media
OR
9
12
251
898