tv9odia

118 posts

tv9odia banner
tv9odia

tv9odia

@tv9odia

News communication in all social media & web

Katılım Ocak 2021
49 Takip Edilen8 Takipçiler
tv9odia
tv9odia@tv9odia·
@suryabanshibjp @utkaluniversity ଓଡ଼ିଆ ପ୍ରଶ୍ନପତ୍ରରୁ ବଞ୍ଚିତ ରହିଲେ +୩ କଳା ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ, ଇଂରାଜୀ ଭାଷାରେ ପ୍ରଶ୍ନ ପଢି ଓଡ଼ିଆରେ ଉତ୍ତର ଲେଖିବାକୁ ପଡ଼ିଲା । ଏହି ସମସ୍ୟାକୁ ନେଇ ୧ଘଣ୍ଟା ସମୟ ନଷ୍ଟ ତା ସହିତ ସମୟ ମଧ୍ୟ ସମାନ ରହିବାରୁ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
OR
0
1
0
3
tv9odia
tv9odia@tv9odia·
ଭାରତୀୟ ଜନତା ପାର୍ଟିର ୪୦ଜଣ ପ୍ରଚାରକ ତାଲିକା ଜାରି ।
tv9odia tweet media
OR
0
0
0
16
tv9odia
tv9odia@tv9odia·
ବିଜେଡି ସମ୍ବଲପୁରକୁ ଯେଉଁ ଦୃଷ୍ଟିରେ ଦେଖିବା କଥା ତାହା କଲା ନାହିଁ , ମୋତେ କଷ୍ଟ ଦେଲା - ରାସେଶ୍ୱରୀ ପାଣିଗ୍ରାହୀ tv9odia.com/2024/04/23/%e0…
OR
0
0
0
6
tv9odia
tv9odia@tv9odia·
ମୋଦି ପରିବାରଙ୍କ ଚୁଡାନ୍ତ ତାଲିକା ପ୍ରକାଶ । ୪୯ ନୂଆଁ ଚେହେରା , ବର୍ତ୍ତମାନ ତାଲିକାରେ ୮ମହିଳା @BJP4India @BjpOdisha01 @tv9odia #BJPcandidate #odisha
tv9odia tweet mediatv9odia tweet mediatv9odia tweet mediatv9odia tweet media
OR
0
0
0
6
tv9odia
tv9odia@tv9odia·
ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟ୍ବେଣ୍ଟି୨୦ ମୁକାବିଲା tv9odia.com/%e0%ac%86%e0%a…
OR
0
0
0
6
tv9odia
tv9odia@tv9odia·
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ପୁରୁଣା ରେକୁଳା ଗାଁରେ ଦେଖାଦେଇଛି ଝାଡ଼ାବାନ୍ତି ଆତଙ୍କ ଆଜିକୁ ୩ରୁ୪ଦିନ ହେଲାଣି ବ୍ୟାପିଛି ଝାଡ଼ାବାନ୍ତି।ଝାଡ଼ା ବାନ୍ତିରେ ଗାଁର ୬୦ରୁ ଉର୍ଦ୍ଧ ଲୋକ ଆକ୍ରାନ୍ତ ।ଏ ନେଇ ବାରମ୍ବାର ଅଭିଯୋଗ ପରେବି ପ୍ରସାଶନ ଦୃଷ୍ଟି ନଦେବା କାରଣରୁ ଏହି ଆକ୍ରାନ୍ତ ଦେଖା ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି
CMO Odisha@CMO_Odisha

ରାଜ୍ୟରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଗୁଡ଼ିକର ଉତ୍ତମ ପରିଚାଳନା ପାଇଁ @MoHFW_INDIA ପକ୍ଷରୁ ବାରଣାସୀରେ ଆୟୋଜିତ 'ୟୁନିଭର୍ସାଲ ହେଲଥ କଭରେଜ ଡେ ସେଲିବ୍ରେସନ' ଉତ୍ସବରେ ଓଡ଼ିଶା ପୁରସ୍କୃତ ହୋଇଛି। ଲୋକଙ୍କ ସୁବିଧା ପାଇଁ ଉତ୍ତମ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଜାତୀୟସ୍ତରରେ ଏହି ପୁରସ୍କାର ଓଡ଼ିଶା ପାଇଁ ଗୌରବର ବିଷୟ। #OdishaLeads

OR
0
0
0
0
tv9odia
tv9odia@tv9odia·
ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତାଳଚେର ବନ୍ଦ କରାଯାଇଛି । ଏନେଇ କମିଟି ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଆଜି ବନ୍ଦ ପାଳନ କରାଯାଉଛି । ବନ୍ଦର ପ୍ରଭାବ ତାଳଚେରରେ ଦେଖିବାକୁ ମିଳୁଛି । ବନ୍ଦ ଯୋଗୁ ତାଳଚେରରେ ରାସ୍ତାଘାଟ ଶୂନଶାନ ରହିଛି । ଦୋକାନ ବଜାର ମଧ୍ୟ ବନ୍ଦ ଦେଖିବାକୁ ମିଳିଛି।
tv9odia tweet media
OR
0
0
1
0
tv9odia
tv9odia@tv9odia·
ବସ୍ତା ବନ ଅଧିକାରୀଙ୍କ ନିଆରା ପ୍ରୟାସ। ସବୁଜ ଧରଣି କରିବା ଦିଗରେ ସ୍ବାଗତଯୋଗ୍ୟ ପଦକ୍ଷେପ ।
OR
0
0
0
0
tv9odia
tv9odia@tv9odia·
ଅନୁଭବ ମହାନ୍ତିଙ୍କ ମନ କଥା ବଖାଣିଛନ୍ତି ଦେଖନ୍ତୁ ପୁରା ଭିଡ଼ିଓ fb.watch/d5TFqPKR-S/ via @FacebookWatch
OR
0
0
0
0
tv9odia
tv9odia@tv9odia·
ଯୁକ୍ତ ୨ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ପିଲା ଦେଇପାରିବେ ଅଫ୍‌ଲାଇନ୍‌ରେ ପରୀକ୍ଷା tv9odia.com/?p=821
OR
0
0
0
0
tv9odia
tv9odia@tv9odia·
ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ଜଣଙ୍କ ମୃତ୍ୟୁ tv9odia.com/?p=818
OR
0
0
0
0
tv9odia
tv9odia@tv9odia·
ରୋଷେଇ ଘରେ ପୁଣି ମହଙ୍ଗା ମାଡ : ବୃଦ୍ଧି ପାଇଲା ଗ୍ୟାସ ସିଲିଣ୍ଡର ଦର tv9odia.com/?p=815
OR
0
0
0
0
tv9odia
tv9odia@tv9odia·
ସଲମାନ୍‌ଙ୍କୁ ଶୃଙ୍ଖଳା ଜ୍ଞାନ ଶିଖାଇଲେ ଓଡ଼ିଆ ଯବାନ tv9odia.com/?p=811
OR
0
0
0
0
tv9odia
tv9odia@tv9odia·
ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ tv9odia.com/?p=808
OR
0
0
0
0
tv9odia
tv9odia@tv9odia·
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୫୩ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୬ tv9odia.com/?p=805
OR
0
0
0
0
tv9odia
tv9odia@tv9odia·
ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମୋତ୍ସବ, ବଳଭଦ୍ର ଓ ଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ ସୁଭଦ୍ରା tv9odia.com/?p=802
OR
0
0
0
0