Deogarh Sub-Collector retweetou

ଲକ୍ଷ ଲକ୍ଷ ମନକୁ ପ୍ରେରଣା ଦେଇଥିବା ଏକ ଅସାଧାରଣ ମୁହୂର୍ତ୍ତ 🌟
ଓଡିଶାର ଗର୍ବ, ପାୟଲ ନାଗ ଇତିହାସ ସୃଷ୍ଟି କରିଛନ୍ତି।
ସେ ବିଶ୍ୱର ପ୍ରଥମ ଡବଲ୍ ଆମ୍ପୁଟି ପାରା-ଆର୍ଚର୍ ଭାବେ World Archery Para Series ରେ ସୁନା ପଦକ ଜିତିଛନ୍ତି, ଏବଂ ବିଶ୍ୱ ଚ୍ୟାମ୍ପିଅନ୍ ଶୀତଳ ଦେବୀଙ୍କୁ ପରାସ୍ତ କରିଛନ୍ତି।
ଏହି ଅଭୁତପୂର୍ବ ସଫଳତା ତାଙ୍କର ଅଦମ୍ୟ ସାହସ, ଧୈର୍ଯ୍ୟ ଓ ସଙ୍କଳ୍ପର ପ୍ରତିକ।
ଓଡିଶା ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ
ଅଭିନନ୍ଦନ 💐
OR































