Radhakrushna Panigrahi
131 posts


Business #headlines || June 24, 2026 || ବ୍ୟବସାୟ ଭିତ୍ତିକ ଖବର || PrameyaNews7 #shorts

ତୁମେ ଯେବେ ହଜିଯାଅ 🌌
ଅନନ୍ତ ଆକାଶେ ✨
କେବେ ତୁମକୁ ମୁଁ ଖୋଜେନା 🔍
ବାହ୍ୟ ଜଗତେ 🌍
ଜାଣିଛି କି ମୁଁ ପାଇବିନି ।। 💔
ତୁମେ ଯେବେ କହିଯାଅ 📜
ଭୁଗଳର ପାଠ 🌿
ମୁଁ ପଢେନା 🙇♂️
କାହିଁକିନା
ମୁଁ କେବେ ଖୋଜେନା 🧭
ଅଭିନ୍ନ ପ୍ରାନ୍ତକୁ ।। 🌊
ତୁମେ ଯେବେ ହଜିଯାଅ 🌙
ମାୟାର ଚାଦର ବାନ୍ଧି ହୃଦୟରେ 🫧
ସେବେ ମୁଁ ଖୋଜେ ❤️
ହୃଦୟ ରାଜ୍ୟରେ 👑
ତୁମ ଅନୁପସ୍ଥିତିକୁ ।।। 🕯️
#deepsense🥀🥀🥀
OR


ଆପଣ ଚାହିଁଲେ ବି ଆପଣଙ୍କ ପ୍ରତି ଥିବା ଲୋକଙ୍କର ଧାରଣାକୁ ବଦଳେଇ ପାରିବେ ନାହିଁ....
ଏଥିପାଇଁ ନିଜର ପସନ୍ଦ ଅନୁଶାରେ ନିଜର ଜୀବନ ଜିଅନ୍ତୁ ଓ ଖୁସିରେ ରୁହନ୍ତୁ....
#ଜୟଜଗନଥ🚩🙏🚩⭕‼️⭕
#highlightsシ゚ #postviralシ

OR



























