BMC

17.3K posts

BMC banner
BMC

BMC

@bmcbbsr

Official account of Bhubaneswar Municipal Corporation (BMC), Government of Odisha.

Bhubaneshwar, India Entrou em Aralık 2016
78 Seguindo323.3K Seguidores
BMC retweetou
Manas Muduli
Manas Muduli@manas_muduli·
This is of the best things about Nandankanan Zoological Park, Bhubaneswar 👏 1. Carrying a plastic water bottle? You pay a refundable ₹50 deposit & get it back after returning the empty bottle. 2. Packaged food in plastic? It must be transferred into a paper bag before entry. Simple rules, big impact. A great example of how small steps can keep our environment clean.
Manas Muduli tweet mediaManas Muduli tweet mediaManas Muduli tweet media
English
45
307
2.6K
109.4K
BMC
BMC@bmcbbsr·
ଭୁବନେଶ୍ବରର ସ୍ଵଚ୍ଛତାକୁ ଆଗେଇ ନେବାର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଆମ ସ୍ଵଚ୍ଛ ସହଯୋଗୀ l ତାଙ୍କରି ଉଦ୍ଦେଶ୍ୟରେ ବି ଏମ୍ ସି ଆୟୋଯିତ ସ୍ଵଚ୍ଛ ସମ୍ବର୍ଦ୍ଧନା ଏବଂ ବଡାଖାନା କାର୍ଯ୍ୟକ୍ରମ। #BadaKhana #SwachhBhubaneswar #Bhubaneswar #CleanCityGreenCity #SwachhSurvekshan #BMCProud #GiveToGain #SwachhAadat se #SwachhBharat
OR
1
3
25
812
BMC
BMC@bmcbbsr·
ପ୍ରମୁଖ ପରିମଳ କର୍ମଚାରୀଙ୍କୁ ମୋବାଇଲ୍ ଫୋନ୍ ଓ ପିପିଇ କିଟ୍ ପ୍ରଦାନ ଅବସରରେ ଏକାମ୍ର ହଲରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ମଧ୍ୟ ବିଧାୟକ, ମାନନୀୟା ମେୟର, କମିଶନର, ଡେପୁଟି ମେୟର, ଲାଇସେନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ସମସ୍ତ କର୍ପୋରେଟର ଏବଂ ଅତିରିକ୍ତ କମିଶନର ଯୋଗଦେଇଥିଲେ। #SafetyFirst #PPEKitDistribution & #MobilePhoneDistribution #SanitationWorkers #SwachhBhubaneswar #Bhubaneswar #SwachhSurvekshan
BMC tweet mediaBMC tweet mediaBMC tweet media
OR
0
2
21
832
BMC retweetou
DCOOdisha
DCOOdisha@DCOOdisha·
'ଜନଗଣନା ୨୦୨୭' କୁ ସଫଳ କରିବା ପାଇଁ ଭୁବନେଶ୍ୱର ଉତ୍ତର ଜୋନରେ ଅବସ୍ଥିତ ଚନ୍ଦ୍ରଶେଖରପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକଙ୍କ ନିମନ୍ତେ ଆୟୋଜିତ ତାଲିମ ଶିବିର। #census2027 @bmcbbsr @DMKhordha @IPR_Odisha @CensusIndia2027
DCOOdisha tweet mediaDCOOdisha tweet mediaDCOOdisha tweet media
OR
0
2
24
1.4K
BMC
BMC@bmcbbsr·
ମାନ୍ୟବର ଗୃହ ନିର୍ମାଣ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀଙ୍କ ଉପସ୍ଥିତିରେ ସହିଦ ନଗର ହାଟରେ ନବନିର୍ମିତ ଦୋକାନ ଗୃହର ଉଦଘାଟନ କରାଯାଇଥିବା ସହ ହିତାଧିକାରୀମାନଙ୍କୁ ଚାବି ପ୍ରଦାନ କରାଯାଇଥିଲା। ଏହି ପଦକ୍ଷେପଗୁଡ଼ିକ ସହରର ବଜାର ବ୍ୟବସ୍ଥାକୁ ସୁସଂଗଠିତ କରିବା ସହିତ ନଗର ସେବାକୁ ଆହୁରି ସ୍ମାର୍ଟ ଓ ସୁବିଧାଜନକ କରିବାରେ ସହାୟକ ହେବ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ମାନନୀୟା ମେୟର, କମିଶନର, ଡେପୁଟି ମେୟର, ଲାଇସେନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଓ ଅତିରିକ୍ତ କମିଶନର ଉପସ୍ଥିତ ଥିଲେ। #SahidNagarHaat #SmartCityBhubaneswar #CitizenService #SmartMarket #SwachhBhubaneswar #Bhubaneswar
BMC tweet mediaBMC tweet mediaBMC tweet mediaBMC tweet media
OR
0
4
29
1.1K
BMC
BMC@bmcbbsr·
ବିଏମ୍ ସିର ସ୍ୱଚ୍ଛକର୍ମୀ ସମ୍ବର୍ଦ୍ଧନା ଉତ୍ସବ ଓ ବଡା ଖାନା ଅନୁଷ୍ଠିତ । 8 ହଜାର ସ୍ୱଚ୍ଛକର୍ମୀଙ୍କ ସହ ସାମିଲ ହେଲେ ବଡାଖାନାରେ ସାମିଲ ହେଲେ ମାନନୀୟା ମେୟର, ଡେପୁଟି ମେୟର, କମିଶନର, ଅତିରିକ୍ତ କମିଶନର, ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା, କର୍ପୋରେଟର ଓ ବରିଷ୍ଠ ଅଧିକାରୀ । ସ୍ୱଚ୍ଛ ସର୍ବେକ୍ଷଣରେ ବିଏମ୍ ସିକୁ ଏକ ନମ୍ବର କରିବା ପାଇଁ ଶପଥ ନେଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ସ୍ୱଚ୍ଛ ସୈନିକ । ହୋଲ୍ଡିଂ ଟାକ୍ସ ସଂଗ୍ରହରେ ବିଏମ୍ ସିର ସର୍ବକାଳୀନ ରେକର୍ଡ । ସର୍ବାଧିକ ଟାକ୍ସ ଦେଇଥିବାରୁ ବିଡିଏ ଅଧ୍ୟକ୍ଷ ତଥା ସ୍ମାର୍ଟ ସିଟି ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ସମ୍ବର୍ଦ୍ଧିତ କଲେ ମାନନୀୟା ମେୟର । #TeamBMC #SwachhSainik #SwachhBhubaneswar #Bhubaneswar #CleanCityGreenCity #SwachhSurvekshan
BMC tweet mediaBMC tweet mediaBMC tweet mediaBMC tweet media
OR
0
2
20
733
BMC
BMC@bmcbbsr·
'ଜନଗଣନା ୨୦୨୭' କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ସରକାରଙ୍କ ପକ୍ଷରୁ 'ସ୍ୱ-ଗଣନା' ସୁବିଧା ଉପଲବ୍ଧ କରାଯାଇଛି। ଆପଣମାନେ ଘରେ ବସି ନିଜେ se.census.gov.in ମାଧ୍ୟମରେ ନିଜର ଆବଶ୍ୟକୀୟ ତଥ୍ୟ ପ୍ରଦାନ କରି ରାଷ୍ଟ୍ର ନିର୍ମାଣରେ ଯୋଗଦାନ ରଖିପାରିବେ। #census2027 #SwachhBhubaneswar #Bhubaneswar
OR
0
6
42
2.1K
BMC retweetou
DCOOdisha
DCOOdisha@DCOOdisha·
Initiating the Census 2027 self-enumeration process on April 1, 2026, at Lok Bhavan, Hon'ble @GovernorOdisha extended his greetings to the people of Odisha. The Governor urged the citizens of the state to actively participate in this historic national exercise and make it accurate, inclusive & successful. Citizens can submit their household details online at se.census.gov.in till April 15, 2026 (midnight). #census2027 @rdmodisha @IPR_Odisha @CensusIndia2027
English
2
8
53
2.2K