Kalandi Samal
1.9K posts

Kalandi Samal
@KalandiSamal
Independent Director, NSIC,GoI & Former State Secretary, BJP, Odisha
Talcher, Odisha,India เข้าร่วม Eylül 2015
149 กำลังติดตาม8.7K ผู้ติดตาม





ଭଞ୍ଜ କଳା ମଣ୍ଡପ ଭୁବନେଶ୍ୱରଠାରେ କଳିଙ୍ଗ ନାଟ୍ୟ ସଂଘ ଆନୁକୂଲ୍ୟରେ ମଞ୍ଚସ୍ଥ ଗୀତିନାଟ୍ୟ କୁ ସଂଘର ସଭାପତି ଅଭିନେତା ଧୀରେନ୍ଦ୍ର ମଲ୍ଲିକ, ଗବେଷକ ରମେଶ ପାଣି ଙ୍କ ସହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କଲୁ |
#kalandisamal



OR

ଆମେ ବଞ୍ଚିଛୁ ନାଟକ ଉତ୍ସବରେ ଅତିଥି ମାନଙ୍କୁ "ଡାକ୍ତର ବାବୁ " ପୁସ୍ତକ ଅର୍ପଣ କଲି |
#ନାଟକଉତ୍ସବ #kalandisamal

OR


ପବିତ୍ର ଅଶୋକାଷ୍ଟମୀ ଓ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅବସରରେ ଶୁଭେଚ୍ଛା ।
#ଅଶୋକାଷ୍ଟମୀ #kalandisamal

OR


ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସହପାଠୀ ଡାକ୍ତର ବସନ୍ତ କୁମାର ମିଶ୍ରଙ୍କୁ "ଡାକ୍ତର ବାବୁ "ପୁସ୍ତକ ଅର୍ପଣ କଲି |
#kalandisamal

OR


ବର୍ଷିୟାନ ସମାଜସେବୀ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପଦ୍ମ ଚରଣ ନାୟକ ଙ୍କୁ ଭେଟି ବରିଷ୍ଠ ନେତା ସୁରେଶ କୁମାର ସାହୁଙ୍କ ସହିତ "ଡାକ୍ତର ବାବୁ "ପୁସ୍ତକ ଅର୍ପଣ କଲୁ |
#kalandisamal

OR















