Pradip Kumar Dishari

725 posts

Pradip Kumar Dishari banner
Pradip Kumar Dishari

Pradip Kumar Dishari

@KumarDisari

MLA Lanjigarh

เข้าร่วม Aralık 2019
234 กำลังติดตาม1.7K ผู้ติดตาม
ทวีตที่ปักหมุด
Pradip Kumar Dishari
Pradip Kumar Dishari@KumarDisari·
ଆଜି ଥୁଆମୂଳରାମପୁର ଠାରେ ଅନୁଷ୍ଠିତ ମା ମାଣିକେଶ୍ବରୀ ଙ୍କ ନୂତନ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ପବିତ୍ର ଭୂମିପୂଜନ ଉତ୍ସବ @CMO_Odisha @DmKalahandi @sdpuspendra @DSMishraKLD @BJD4Kalahandi
Pradip Kumar Dishari tweet mediaPradip Kumar Dishari tweet mediaPradip Kumar Dishari tweet mediaPradip Kumar Dishari tweet media
OR
5
2
24
0
Pradip Kumar Dishari
Pradip Kumar Dishari@KumarDisari·
@Naveen_Odisha ବିଧାୟକ ଶ୍ରୀ ଖଟୁଆଙ୍କ ଅତ୍ୟନ୍ତ କୁତ୍ସିତ ମନ୍ତବ୍ୟକୁ ମୁଁ ଦୃଢ଼ ନିନ୍ଦା କରୁଛି। ଜଣେ ମହିଳା ଙ୍କ ପ୍ରତି ଏପରି ଶବ୍ଦ ପ୍ରୟୋଗ କରିଥିବା ହେତୁ ସେ ତୁରନ୍ତ ସମଗ୍ର ନାରୀ ଜାତି ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ।
OR
0
0
2
211
Naveen Patnaik
Naveen Patnaik@Naveen_Odisha·
ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଦ୍ୱାରା ବିଜେଡିର ଜଣେ ସମ୍ମାନନୀୟା ନେତ୍ରୀଙ୍କ ପ୍ରତି ଏପରି ଅପମାନଜନକ ମନ୍ତବ୍ୟ ଅତ୍ୟନ୍ତ ଦୁଃଖଦ ଏବଂ କଦାପି ଗ୍ରହଣୀୟ ନୁହେଁ। ରାଜନୈତିକ ପ୍ରତିଉତ୍ତର ଭାବରେ ସର୍ବସାଧାରଣରେ ଜଣେ ମହିଳାଙ୍କ ଚରିତ୍ର ସଂହାର କରିବା ରୁଗ୍ଣ ମାନସିକତାର ପରିଚୟ ଏବଂ ମହିଳାଙ୍କ ସ୍ୱର ଚପାଇ ଦେବାକୁ ଉଦ୍ଦିଷ୍ଟ। ଏହା ଦର୍ଶାଉଛି ସବୁ ମହିଳା ଚୁପ୍ ହୋଇ ରୁହନ୍ତୁ। ସବୁଠୁ ଅଧିକ ଦୁଃଖର ବିଷୟ ହେଉଛି ବିଜେପି ନେତାମାନଙ୍କର ଗଭୀର ନୀରବତା। ଜଣେ କେହି ବି ନେତା ଏପରି ଘୃଣ୍ୟ ମନ୍ତବ୍ୟକୁ ନିନ୍ଦା କରିବା ସହିତ ବିଧାୟକଙ୍କୁ ଉତ୍ତରଦାୟୀ କରିବାକୁ ମଧ୍ୟ ଆଗକୁ ଆସୁନାହାନ୍ତି। ଏପରି ବ୍ୟବହାର ନେଇ ସଭିଙ୍କ ନୀରବତା ସରକାରୀ ଦଳର ଆଭିମୁଖ୍ୟ ବେଶ୍ ସ୍ପଷ୍ଟ ଭାବେ ସର୍ବସାଧାରଣରେ ଦର୍ଶାଉଛି। ମହିଳାଙ୍କ ସଶକ୍ତିକରଣ ବିଷୟରେ ଉପଦେଶ ଦେବା ପୂର୍ବରୁ, ରାଜନେତାମାନେ ପ୍ରଥମେ ମହିଳାଙ୍କୁ ସମ୍ମାନ ଜଣାଇବାର ମୌଳିକ ନୀତି ଶିଖିବା ଦରକାର। ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କ ମୁହଁରୁ ଏପରି ଅପମାନଜନକ କଥା ଶୁଣିବା ଅତ୍ୟନ୍ତ ଅସହ୍ୟ ଓ ଅମାନବିକ। ଓଡ଼ିଶାର ରାଜନୈତିକ ଦୃଶ୍ୟପଟ ଏପରି ଲଜ୍ଜାଜନକସ୍ତରକୁ ଆସିବା ବେଶ୍ ବିରଳ। ମୁଁ ଓଡ଼ିଶାର ସମସ୍ତ ସଚେତନ ନାଗରିକଙ୍କୁ ଆହ୍ୱାନ କରୁଛି—ଏପରି ରୁଗ୍ଣ ମାନସିକତା ଥିବା ତଥା ନାରୀ ବିରୋଧୀ ମନୋଭାବ ରଖି ରାଜ୍ୟ ବିଧାନସଭାରେ ସ୍ଥାନ ଜମାଇଥିବା ଲୋକମାନଙ୍କର ଅସଲ ଚେହେରାକୁ ଚିହ୍ନନ୍ତୁ। ଆସନ୍ତୁ, ଦଳମତ ନିର୍ବିଶେଷରେ ଏହାକୁ ବିରୋଧ କରିବା ଏବଂ ଉତ୍ତରଦାୟିତ୍ୱ ବଜାୟ ରଖିବା ପାଇଁ ଏକ ହେବା। ନଚେତ ଏକ ରାଜ୍ୟ ଭାବେ ଆମେ ଆମ ଝିଅ ତଥା ମା'ମାନଙ୍କ ଆଗରେ ବିଫଳ ହେବା। #Odisha #RespectWomen
OR
151
157
1.2K
38.5K
Pradip Kumar Dishari
Pradip Kumar Dishari@KumarDisari·
@otvkhabar ଅତି ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ଘଟଣା ଟି ଶୁଣି ମୁଁ ଗଭୀର ଭାବରେ ମର୍ମାହତ। ଏହି ଦୁଃଖଦ ସମୟ ରେ ଭଗବାନ ସମସ୍ତ ପରିବାର ବର୍ଗ ଙ୍କୁ ଧର୍ୟ୍ଯ ରଖିବା ପାଇଁ ସାହାସ ଦିଅନ୍ତୁ।
OR
0
0
0
49
ଓଟିଭି
ଓଟିଭି@otvkhabar·
#ଏୟାରହୋଷ୍ଟେସ୍_ଝିଅର_ଶେଷ_କଲ୍... ''ଦିଦି ମୁଁ ଲଣ୍ଡନ ଯାଉଛି, ଦୁଇ ତିନି ଦିନ ଯାଏ କଥା ହୋଇପାରିବିନି । ଜୁନ୍ ୧୫ରେ ଫେରିଲେ ତୋ ସହ କଥା ହେବି ।'' କିଛି ଏମିତି ଥିଲା ୨୧ ବର୍ଷୀୟ ମଣିପୁରୀ କ୍ରୁ ମେମ୍ବର ନାଙ୍ଗଥୋଇ ଶର୍ମାଙ୍କ ତାଙ୍କ ଭଉଣୀ ସହ ଶେଷ ଫୋନ୍ କଲ । #AhemdabadPlaneCrash #PlaneCrash #AirIndia #OTV
OR
26
29
742
52.8K
Pritiranjan Gharai
Pritiranjan Gharai@PritiranjanBJD·
ଜୀବନ ଯାତ୍ରାର ସୁଖ ଦୁଃଖର ସାଥି ଓ ମୋ ଘରର ଦୁଇ ଲକ୍ଷ୍ମୀ ପ୍ରତିମ କୁନି ଝିଅଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା।
Pritiranjan Gharai tweet media
OR
25
5
626
16.2K
Pradip Kumar Dishari รีทวีตแล้ว
Naveen Patnaik
Naveen Patnaik@Naveen_Odisha·
ବିକାଶର ଦୃଢ଼ ଭିତ୍ତି ଉପରେ ଓଡ଼ିଶା ଆଗକୁ ବଢ଼ୁଛି। ୨୦୦୦ରୁ ୨୦୨୪ ଥିଲା ଓଡ଼ିଶା ବିକାଶର ନୂଆ ଯୁଗ। ଶଙ୍ଖ ଭବନରେ ଆୟୋଜିତ ଓଡ଼ିଶା ଦିବସ ପାଳନ ଉତ୍ସବରେ ସାମିଲ ହୋଇ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବିଭିନ୍ନ କ୍ଷେତ୍ରରେ ଗୌରବ ଅର୍ଜନ କରିଥିବା ଓଡ଼ିଆଙ୍କୁ ସମ୍ବର୍ଦ୍ଧିତ କଲି। ବିଜୁ ବାବୁ ଓଡ଼ିଶାକୁ ଏସିଆର ଏକ ନମ୍ବର ରାଜ୍ୟ କରିବାକୁ ସ୍ୱପ୍ନ ଦେଖାଇଥିଲେ। ସମୃଦ୍ଧିର ଏହି ଧାରାରେ ସାଧାରଣ ଜନତାଙ୍କୁ ସାମିଲ କରି ଗରିବୀ ହ୍ରାସ, କୃଷି, ପୁଞ୍ଜିନିବେଶ, ଭିତ୍ତିଭୂମି, ଅର୍ଥନୀତି, କ୍ରୀଡ଼ା, ଶିକ୍ଷା, ସ୍ୱାସ୍ଥ୍ୟ, ବିପର୍ଯୟ ପରିଚାଳନା ସହିତ ବିକାଶର ବିଭିନ୍ନ ସୂଚକାଙ୍କରେ ଓଡ଼ିଶା ବହୁ ଆଗରେ ଅଛି। ଆମ ସଭିଙ୍କ ସମ୍ମିଳିତ ଉଦ୍ୟମ ଏକ ସମୃଦ୍ଧ ଓ ସ୍ୱାଭିମାନୀ ଓଡ଼ିଶା ଗଠନ ମାର୍ଗକୁ ପ୍ରଶସ୍ତ କରିଛି। ଦେଶର ବିକାଶ ଯାତ୍ରାରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛି। ଉତ୍କଳ ଗୌରବ ଓ ଉତ୍କଳମଣିଙ୍କ ଜନ୍ମପୀଠର ବିକାଶ ଓଡ଼ିଆ ସ୍ୱାଭିମାନର ଜୟଗାନ କରୁଛି। ଓଡ଼ିଆମାନେ ଦେଶବିଦେଶରେ ଓଡ଼ିଶାର ପରିଚୟକୁ ଆଜି ଉଜ୍ଜ୍ୱଳ କରୁଛନ୍ତି। ଆସନ୍ତୁ ଏହି ଗରିମାକୁ ବ୍ୟାପକ କରିବା, ସ୍ୱାଭିମାନର ସହ ଆମେ ଓଡ଼ିଆ ବୋଲି କହିବା। ବନ୍ଦେ ଉତ୍କଳ ଜନନୀ 🙏 #ଓଡ଼ିଶାଦିବସ #OdishaDibasa #BandeUtkalJanani
OR
21
72
644
9.5K
Pradip Kumar Dishari
Pradip Kumar Dishari@KumarDisari·
ଆମର ପ୍ରିୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ @Naveen_Odisha ଙ୍କ ସହ ନବୀନ ନିବାସ ରେ ଦଳୀୟ ସଂଗଠନ ଓ ସଭ୍ୟ ସଂଗ୍ରହ ଅଭିଯାନ ଉପରେ ଆଲୋଚନା ହୋଇଥିଲା। @bjd_odisha
Pradip Kumar Dishari tweet media
OR
0
0
2
113
Pradip Kumar Dishari รีทวีตแล้ว
Naveen Patnaik
Naveen Patnaik@Naveen_Odisha·
Congratulate #AjeetSingh and #SundarSinghGurjar on clinching silver and bronze medals, respectively in the men’s javelin throw F46 event at the #ParisParalympics2024. May they continue to excel in sports and bring laurel for the country. Wish them very best for future.
Naveen Patnaik tweet mediaNaveen Patnaik tweet media
English
16
44
850
12K
Pradip Kumar Dishari รีทวีตแล้ว
Naveen Patnaik
Naveen Patnaik@Naveen_Odisha·
Congratulate #HarvinderSingh on scripting history by becoming first ever Indian archer to win a #Paralympic gold medal. His win in the men's individual recurve open event at #ParisParalympics2024 will continue to inspire sportspersons. May he continue to win laurels and make the country proud. Best wishes.
Naveen Patnaik tweet media
English
16
59
1.3K
14.4K
Pradip Kumar Dishari รีทวีตแล้ว
Naveen Patnaik
Naveen Patnaik@Naveen_Odisha·
ମା’ମାନଙ୍କ ସ୍ଵର ହୋଇ ବିଜୁ ଜନତା ଦଳ ସବୁବେଳେ ରହିଛି ଏବଂ ରହିବ। ବିଜୁ ମହିଳା ଜନତା ଦଳ ସାଙ୍ଗଠନିକ ବୈଠକରେ ଯୋଗ ଦେଇ ଏ ଦିଗରେ ଦୃଢ ଭାବେ ଆଗକୁ ବଢିବାକୁ ପରାମର୍ଶ ଦେଲି। ବିଜୁ ବାବୁ ହିଁ ସାରା ଦେଶରେ ମା’ମାନଙ୍କ ସଶକ୍ତିକରଣର ମୂଳଦୁଆ ପକାଇଥିଲେ। ତାଙ୍କ ମାର୍ଗ ଦର୍ଶନରେ ୭୦ଲକ୍ଷ ମା’ ସଶକ୍ତ ହୋଇଛନ୍ତି। ଏସଏଚଜିରୁ ଏସଏମଇ ଅଭିମୁଖେ ଆଗକୁ ବଢୁଛନ୍ତି। ଓଡ଼ିଶାର ପରିଚୟ ସାଜୁଛନ୍ତି। ସୁଭଦ୍ରା ଯୋଜନା ହେଉ କି ୩୦୦ ୟୁନିଟ୍ ମାଗଣା ବିଜୁଳି, କେବଳ ମିଛ ହିଁ ବିଜେପିର ସାହାରା ସାଜିଛି। ୨ ବର୍ଷରେ ୫୦,୦୦୦ ଟଙ୍କା ଦେବେ ବୋଲି କହିଥିଲେ। ଏବେ କହୁଛନ୍ତି ୫ ବର୍ଷରେ ଦେବେ। ତା’ ପୁଣି ୬ ମାସରେ ମାତ୍ର ୫ ହଜାର ଟଙ୍କା। ସବୁ ମହିଳାଙ୍କୁ ଦେବେ ବୋଲି କହି ଏବେ କିଛି ମହିଳାଙ୍କୁ ଦେଉଛନ୍ତି। ମା’ମାନଙ୍କ ଭାବନା ଓ ବିଶ୍ଵାସ ସହ ବିଜେପି ଖେଳିବା ଉଚିତ ନୁହେଁ। ସାଧାରଣ ଲୋକଙ୍କ ବିଶ୍ଵାସ ସହ ଖେଳିବା ଉଚିତ ନୁହେଁ। ଆମ ମା’ମାନେ ବହୁତ ସଚେତନ। ସେମାନେ ହିଁ ଏହାର ଜବାବ ଦେବେ। ପ୍ରତି ଘରେ ଘରେ ବିଜେପିର ଏପରି ମିଛ ଉପରୁ ପରଦା ଉଠାଇବା ପାଇଁ ବିଜୁ ମହିଳା ଜନତା ଦଳର କର୍ମୀ ସଙ୍କଳ୍ପବଦ୍ଧ ଭାବେ ଆଗକୁ ବଢୁଛନ୍ତି। #BJDWithOdisha
Naveen Patnaik tweet mediaNaveen Patnaik tweet mediaNaveen Patnaik tweet mediaNaveen Patnaik tweet media
OR
43
57
1.1K
17.9K
Pradip Kumar Dishari
Pradip Kumar Dishari@KumarDisari·
Standing Committee -VIII meeting held at OLA campus
Pradip Kumar Dishari tweet media
English
0
0
5
74
Pradip Kumar Dishari รีทวีตแล้ว
Naveen Patnaik
Naveen Patnaik@Naveen_Odisha·
ସରକାରୀ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ବର୍ତ୍ତମାନର ସରକାର ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନ ନେବା ଦୁର୍ଭାଗ୍ୟଜନକ। ଏହା ମୋତେ ଆଘାତ ଦେଇଛି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଲା ଭଳି ଲାଗୁଛି। ମୁଁ ସରକାରରେ ଥିବା ସମୟରେ ବିଧାୟକ, ମନ୍ତ୍ରୀ କିମ୍ବା ଉଚ୍ଚପଦସ୍ତ ସରକାରୀ ଅଧିକାରୀ ଯିଏ ବି ଆଇନ ଭାଙ୍ଗୁଥିଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଥିଲି।। ରାଜ୍ୟ ସରକାର ଆଇନ ଅନୁଯାୟୀ ପଦକ୍ଷେପ ନେବା ଆବଶ୍ୟକ। ସରକାରଙ୍କ ଏଭଳି ଆଭିମୁଖ୍ୟ ପାଇଁ ବିଜୁ ଜନତା ଦଳ ଗୃହ ପରିତ୍ୟାଗ କରିଛି। @bjd_odisha
OR
117
232
2.5K
85.8K
Pradip Kumar Dishari รีทวีตแล้ว
Naveen Patnaik
Naveen Patnaik@Naveen_Odisha·
ବରିଷ୍ଠ ନେତା, ପୂର୍ବତନ ବିଧାୟକ, ମନ୍ତ୍ରୀ ତଥା ପୂର୍ବତନ ଉପ-ବାଚସ୍ପତି ସୁରେନ୍ଦ୍ରନାଥ ନାୟକଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଲି। ଲୋକଙ୍କ କଲ୍ୟାଣ ପାଇଁ ଜନପ୍ରତିନିଧି ଭାବେ ତାଙ୍କ ଅବଦାନ ଅତୁଳନୀୟ। ଦିବଙ୍ଗତ ନେତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।
Naveen Patnaik tweet mediaNaveen Patnaik tweet mediaNaveen Patnaik tweet media
OR
38
64
1.5K
30.6K
Pradip Kumar Dishari
Pradip Kumar Dishari@KumarDisari·
ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ମୋତେ ଦ୍ିତୀୟଥର ପାଇଁ ଓଡିଶା ବିଧାନ ସଭାକୁ ନିର୍ବାଚିତ କରି ପଠାଇ ଥିବାରୁ ଅନେକ ଅନେକ ଧନ୍ୟବାଦ୍ ଦେବା ସହ କୃତଜ୍ଞତା ଜଣାଉଛି। @Naveen_Odisha @bjd_odisha
Pradip Kumar Dishari tweet media
OR
1
0
20
225
Pradip Kumar Dishari รีทวีตแล้ว
Biju Janata Dal
Biju Janata Dal@bjd_odisha·
ବିରୋଧୀଙ୍କ ମିଛ ପ୍ରଚାରକୁ କଡ଼ା ଜବାବ, ନବୀନ ଓଡ଼ିଶାରେ ଶାଣିତ ହେଉଛି 'ଯୋଡ଼ିଶଙ୍ଖ'ର ସ୍ୱର 'ସମୃଦ୍ଧ ଓଡ଼ିଶା'ର ସଂକଳ୍ପକୁ ଆହୁରି ଦୃଢ଼ କରିଛନ୍ତି ଜଗତସିଂହପୁର, ତିହିଡ଼ି ଏବଂ ବାସୁଦେବପୁରବାସୀ। ଜଣଙ୍କୁ ସାଂସଦ କଲେ ମୁଖ୍ୟମନ୍ତ୍ରୀ। ସେ କେନ୍ଦ୍ରାପଡ଼ାବାସୀ ତଥା ମୁଖ୍ୟମନ୍ତ୍ରୀଙ୍କ ସହ ବିଶ୍ୱାସଘାତକତା କଲେ। ୧୦ ବର୍ଷ ପାଇଁ ସାଂସଦ ହୋଇ କେବଳ ନିଜ ପାଇଁ ଓ ତାଙ୍କ କମ୍ପାନୀର ଲାଭ ପାଇଁ କାମ କଲେ। ମୁଖ୍ୟମନ୍ତ୍ରୀ ଆସନ ଉପରେ ତାଙ୍କର ଲୋଭ ଥିଲା। ଏହି ବିଶ୍ୱାସଘାତକତାର ଦୃଢ଼ ଜବାବ ଦେବାକୁ ସଭାପତି ଶ୍ରୀ @Naveen_Odisha ଆହ୍ୱାନ କରିଛନ୍ତି। #JodiShankha #NabinOdisha #5TNaveenGuarantee
Biju Janata Dal tweet mediaBiju Janata Dal tweet mediaBiju Janata Dal tweet media
OR
28
41
261
7K
Pradip Kumar Dishari รีทวีตแล้ว
Naveen Patnaik
Naveen Patnaik@Naveen_Odisha·
'ସମୃଦ୍ଧ ଓଡ଼ିଶା' ପାଇଁ ସଂକଳ୍ପ ଦୃଢ଼ ହେଉଛି, ଘରେ ଘରେ ଯୋଡ଼ିଶଙ୍ଖ ବାଜୁଛି। ଭୁବନେଶ୍ୱର- ଏକାମ୍ରବାସୀଙ୍କ ଭଲ ପାଇବା ନିକଟରେ ଋଣୀ। ବିଶ୍ୱାସ ଅତୁଟ ରଖନ୍ତୁ। ଯୋଡ଼ିଶଙ୍ଖରେ ଆଶୀର୍ବାଦ କରନ୍ତୁ। #JodiShankha
Naveen Patnaik tweet mediaNaveen Patnaik tweet mediaNaveen Patnaik tweet mediaNaveen Patnaik tweet media
OR
143
140
1.3K
49.5K
Pradip Kumar Dishari รีทวีตแล้ว
Biju Janata Dal
Biju Janata Dal@bjd_odisha·
ସମୃଦ୍ଧ ଜନଜାତି, ନବୀନ ଓଡ଼ିଶାର ଶକ୍ତି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଜନଜାତି ଭାଇଭଉଣୀମାନଙ୍କୁ ତାଙ୍କ ହୃଦୟରେ ରଖିଛନ୍ତି। ଜନଜାତିଙ୍କ ବିକାଶ ପାଇଁ ଓଡ଼ିଶାରେ ଯେତିକି କାମ ହୋଇଛି, ଅନ୍ୟ କୌଣସି ରାଜ୍ୟରେ ହୋଇନି। ଆଗକୁ ଆମ ଜନଜାତି ଭାଇଭଉଣୀମାନେ ସମୃଦ୍ଧିର ନବୀନ ଶିଖର ଛୁଇଁବେ ବୋଲି କେନ୍ଦୁଝର ଲୋକସଭା ନିର୍ବାଚନମଣ୍ଡଳୀରେ ବିରାଟ ଜନସଭାକୁ ସମ୍ବୋଧିତ କରି ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। #JodiShankha #NabinOdisha #5TNaveenGuarantee
Biju Janata Dal tweet mediaBiju Janata Dal tweet mediaBiju Janata Dal tweet media
OR
48
29
182
3.6K
Pradip Kumar Dishari รีทวีตแล้ว
CMO Odisha
CMO Odisha@CMO_Odisha·
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅଗ୍ରଗଣ୍ୟ ବ୍ୟକ୍ତିତ୍ୱ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଓଡ଼ିଆ ଭାଷା, ସାହିତ୍ୟର ସୁରକ୍ଷା ତଥା ପ୍ରସାର ସହ ରାଜ୍ୟର ପ୍ରଗତିରେ ତାଙ୍କ ଅମୂଲ୍ୟ ଯୋଗଦାନକୁ ସେ ଏହି ଅବସରରେ ସ୍ମରଣ କରିଛନ୍ତି।
CMO Odisha tweet media
OR
201
192
1.2K
63.5K
Pradip Kumar Dishari รีทวีตแล้ว
Naveen Patnaik
Naveen Patnaik@Naveen_Odisha·
ସଭିଙ୍କୁ ସାଥୀରେ ନେଇ, ସଭିଙ୍କ ଭାଗୀଦାରିରେ ‘ସମୃଦ୍ଧ ଓଡ଼ିଶା’ ଗଠନର ସଂକଳ୍ପ ଦୃଢ଼ ହେଉଛି। ପ୍ରତିଟି ଓଡ଼ିଆଙ୍କ କଲ୍ୟାଣ ସହ ବିକାଶକୁ ନୂଆ ଶିଖରରେ ପହଞ୍ଚାଇବା ପାଇଁ ଆଗେଇ ଆସନ୍ତୁ, ‘ଶଙ୍ଖ’ ଚିହ୍ନରେ ଆଶୀର୍ବାଦ କରନ୍ତୁ। #JodiShankha
Naveen Patnaik tweet media
OR
105
185
928
17.1K