Panchasakha Shikhya Setu
1.7K posts

Panchasakha Shikhya Setu
@PSSOdisha
A citizen-government partnership to help people connect, collaborate and contribute to reimagining school education in Odisha. Come, join the journey.
Bhubaneshwar, India เข้าร่วม Şubat 2018
28 กำลังติดตาม13.6K ผู้ติดตาม

A four-day workshop is being conducted, focusing on the preparation of rubrics and evaluation formats for the new award categories for Higher Secondary Schools and OAVS under Mukhyamantri Shikshya Puraskar.
#Education #inspirational #success


English

ରାଜ୍ୟର ୭୩୬ଟି ପିଏମ୍ ଶ୍ରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସାକ୍ଷରତା ପାଠ୍ୟକ୍ରମ ଶିକ୍ଷା ଦେବା ପାଇଁ @PSSOdisha ଓ @ncfeindia ମଧ୍ୟରେ ସ୍ବାକ୍ଷରିତ ଏମଓୟୁ ବିଭିନ୍ନ ଓଡ଼ିଆ ଓ ଇଂରାଜୀ ଦୈନିକ ଖବରକାଗଜ ଗୁଡିକରେ ପ୍ରକାଶିତ।
#financial #FinancialLiteracy #StudentSuccess


OR
Panchasakha Shikhya Setu รีทวีตแล้ว

@PSSOdisha has signed an MoU with the NCFE to bring Financial Literacy into classrooms across Odisha.
From savings and budgeting to smart financial decision-making, students will now gain essential money management skills from an early age. The programme will be implemented for Classes VI to X across all 736 PM SHRI Schools in Odisha.
The MoU was signed in the presence of Dr. N. Thirumala Naik, CCS, Smt. Ananya Das, SPD, OSEPA & Member Secretary, PSSS, and Mr. Alok Chandra Jena, Director & CEO, NCFE, COO and OSD of PSSS.

English

"ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫" ଅଧୀନରେ ସମସ୍ତ ପୁରସ୍କାର ପାଇଁ ଆବେଦନ ସମୟସୀମା ୧୫ ମାର୍ଚ୍ଚ ୨୦୨୬ ଯାଏଁ ବୃଦ୍ଧି ହୋଇଛି। ଆପଣ msp.odisha.gov.in website କୁ ଯାଇ ଆବେଦନ କରିପାରିବେ।
#MukhyamantriShikhyaPuraskar
#Education
OR

ବୈଠକରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।
◆୨୩ ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟର ବିକାଶ ପାଇଁ ୯ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର
◆ ଗଞ୍ଜାମ ଜିଲ୍ଲାର ସର୍ବାଧିକ ପ୍ରକଳ୍ପକୁ ଅନୁମୋଦନ
◆ ବିଭିନ୍ନ ଜିଲ୍ଲାରେ ୧୩୪ଟି ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ହଲ୍ ନର୍ମାଣ ପାଇଁ ୫୪ କୋଟି ଟଙ୍କା ମଞ୍ଜୁର
#education #alumniconnection
OR

Together, we continue to strengthen STEM education and empower young minds with knowledge and innovation.
#Student #Education #inspirational
English

Happy International Women’s Day
Celebrating the strength, brilliance and grace of women who inspire us every day.
#WomensDay #EmpowerWomen #RespectWomen

English
Panchasakha Shikhya Setu รีทวีตแล้ว

"ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫- ୨୬" ଅଧୀନରେ ସମସ୍ତ ପୁରସ୍କାର ପାଇଁ ଆବେଦନ ସମୟସୀମା ପୁଣି ୧୫ ମାର୍ଚ୍ଚ ୨୦୨୬ ଯାଏଁ ବୃଦ୍ଧି ହୋଇଛି। ଯୋଗ୍ୟ ଆବେଦନକାରୀ msp.odisha.gov.in website କୁ ଯାଇ ଆବେଦନ କରିପାରିବେ।
ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ପାଇଁ ଆବେଦନରେ କୋହଳ l ପୂର୍ବ କାର୍ଯ୍ୟରତ ଜିଲ୍ଲା ଓ ବ୍ଲକରେ ୩୧ ମାର୍ଚ୍ଚ, ୨୦୨୪ ଭିତରେ ଯୋଗ ଦେଇଥିଲେ ଆବେଦନ କରିପାରିବେ।

OR
Panchasakha Shikhya Setu รีทวีตแล้ว

"ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫- ୨୬" ଅଧୀନରେ ସମସ୍ତ ପୁରସ୍କାର ପାଇଁ ଆବେଦନ ସମୟସୀମା ୨୮ ଫେବୃଆରୀ ୨୦୨୬ ଯାଏଁ ବୃଦ୍ଧି ହୋଇଛି।
ଯୋଗ୍ୟ ଆବେଦନକାରୀ msp.odisha.gov.in website କୁ ଯାଇ ଆବେଦନ କରିପାରିବେ।
ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ପାଇଁ ଆବେଦନରେ କୋହଳ l
ପୂର୍ବ କାର୍ଯ୍ୟରତ ଜିଲ୍ଲା ଓ ବ୍ଲକରେ ୩୧ ମାର୍ଚ୍ଚ, ୨୦୨୪ ଭିତରେ ଯୋଗ ଦେଇଥିଲେ ଆବେଦନ କରିପାରିବେ।

OR

ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭକାମନା
#exam #Students #education #success

OR













