ଅଫେରା ବାଟୋଇ....✍︎

36.1K posts

ଅଫେରା ବାଟୋଇ....✍︎ banner
ଅଫେରା ବାଟୋଇ....✍︎

ଅଫେରା ବାଟୋଇ....✍︎

@_Someonealone__

ଜୀବନକୁ ମନଭରି ବଞ୍ଚୁଛି

Mayurbhanj เข้าร่วม Ekim 2017
174 กำลังติดตาม4.9K ผู้ติดตาม
ทวีตที่ปักหมุด
ଅଫେରା ବାଟୋଇ....✍︎
କିଏ ଗୋ ତୁ ଜ୍ୟୋତିର୍ମୟୀ ! ଶୁଦ୍ଧ - ଶୁଭ୍ର - ବେଶା ଇନ୍ଦ୍ରନୀଳ - ଦ୍ୟୁତି - ଜିତ - ମନୋହର - କେଶା ? ତନୁକାନ୍ତି ଭେଦି ତୋର ଶୁଭ୍ର - ସୂକ୍ଷ୍ମ - ବାସ ଆହ୍ଲାଦ ଦେଉଛି ହୃଦେ ହୋଇ ସୁ ପ୍ରକାଶ। - ସ୍ବଭାବ କବି ଗଙ୍ଗାଧର ମେହେର
ଅଫେରା ବାଟୋଇ....✍︎ tweet media
OR
12
23
414
96.1K
ଅଫେରା ବାଟୋଇ....✍︎
ପୃଷ୍ଠା ପୃଷ୍ଠା ଉପନ୍ୟାସ ପଢି ସାରିବା ପରେ ସେ ଖୋଜୁଥିଲା ପ୍ରେମର ବ୍ୟାଖ୍ୟା, ପ୍ରେମର ବ୍ୟାଖ୍ୟା କ'ଣ କେଇ ପୃଷ୍ଠା କାଗଜରେ ସୀମିତ, ପ୍ରେମକୁ ବୁଝିବାକୁ ହେଲେ ପ୍ରେମରେ ପଡି ପ୍ରତାରଣାର ଶୀକାର ରେ ବିଚ୍ଛେଦକୁ ସ୍ବୀକାରିବାକୁ ହୁଏ।
ଅଫେରା ବାଟୋଇ....✍︎ tweet media
OR
1
1
4
79
ଅଫେରା ବାଟୋଇ....✍︎ รีทวีตแล้ว
ଅଫେରା ବାଟୋଇ....✍︎
ସେ ସ୍ନାତକ କଳା ବିଭାଗର ଝିଅ ପ୍ରେମର ସେ ବ୍ୟାକରଣ ଖୋଜେ, ମୁଁ ଦେଇଥିବା ପ୍ରତେକ ମେସେଜ୍ ଆଉ ଫୋନ କଲ୍ ପ୍ରତ୍ୟେକଟି କଥାର ସରଳାର୍ଥ ବାହାର କରେ। ପ୍ରେମକୁ ଆଉ ସମ୍ପର୍କକୁ ଦୁହିଁଙ୍କୁ ସନ୍ଦିବିଚ୍ଛେଦରେ ଯୋଡେ। ହେଲେ ମୋ ଖାତାରେ ତ' ପ୍ରେମ ଗୋଟେ ବାଲି, ଗୋଡି, ପାଣି , ସିମେଣ୍ଟ ,ଲୁହାଛଡର ମିଶ୍ରଣରେ ତିଆରି ଅତୁଟ ବନ୍ଧନ।
ଅଫେରା ବାଟୋଇ....✍︎ tweet media
OR
4
4
39
1.7K
ଅଫେରା ବାଟୋଇ....✍︎ รีทวีตแล้ว
𝄞❥❤️🅛🅘🅟🅘❤️𝄢🪽
ଅଧିକ ଭଲ ହେବା ସବୁଠୁ ବଡ଼ ଭୁଲ୍ କାହିଁକି ନା ଏଠି ଜାଣି ହୁଏନି କି ଆମର କଦ୍ର କରୁଛନ୍ତି ନା ଫାଇଦା ଉଠାଉଛନ୍ତି। ଜୟ ଜଗନ୍ନାଥ 🙏🌹
OR
2
3
26
768
ଅଫେରା ବାଟୋଇ....✍︎ รีทวีตแล้ว
Alka
Alka@whoalka·
मुझे नहीं पता बुरे लोंगो को क्या चाहिए लेकिन अच्छे लोंगो को प्यार चाइये , थोड़ी सी परवाह चाहिए !! - अल्का
हिन्दी
10
18
99
2.6K
ଅଫେରା ବାଟୋଇ....✍︎
ମୁଁ ଜାଣିନି ଜୀବନର ମାନେ ତୁମେ କ'ଣ ବୁଝୁଛ !? ମୋ ମତରେ ଏ ଜୀବନ ଏକ ଅପେକ୍ଷା, ଯାହା ଅନ୍ତ ବିହୀନ ଅସମାପ୍ତ ସମୟ।
OR
0
1
16
421
ଅଫେରା ବାଟୋଇ....✍︎
A person who considers a snake as his own becomes a victim of snakebite. Similarly, a person who considers others as his own becomes the cause of his own loss of peace of mind one day.
English
0
0
9
354
Sagar
Sagar@PatiSagar·
ମୁଁ କେବେ ଚାହୁଁନଥିଲି ପ୍ରେମ କବିତା ଲେଖିବାକୁ ମୁଁ ବାସ୍ ଚାହୁଁଥିଲି କେବଳ ପ୍ରେମ କରିବାକୁ! ମୋ ଲକ୍ଷେ ପ୍ରୟାସ ପରେ ବି ମୁଁ ସେଥିରେ ଅସଫଳ ରହିଲି ଆଉ ପ୍ରତିଥର ଅସଫଳ ହେଲା ପରେ ମୁଁ ଜାଣିଲି ଅସଫଳତା ହିଁ ପ୍ରେମ ଆଉ ସେହି ଅସଫଳତା ହିଁ ଶିଖାଏ ପ୍ରେମ କବିତା ଲେଖିବା!
OR
1
2
8
121
Nibedita Niki Das
Nibedita Niki Das@NikiNibedita·
@_Someonealone__ ଜେତେବେଳେ ଜଣେ ତୁମ ମନର କଥା ବୁଝୁନାହାନ୍ତି, ସେତେବେଳେ ତାଙ୍କୁ ବାରମ୍ବାର ବୁଝାଇବା ପେକ୍ଷା ନିଜ ମନକୁ ଶାନ୍ତ ରଖି ଦୂରେଇ ଯିବା ଭଲ। କାରଣ ବୁଝିବା ମନ ଥିବ କଥା କମ୍ ହେଲେ ମଧ୍ୟ ବୁଝି ପାରିବେ। ନହେଲେ ଅଯଥା ସମୟ ନଷ୍ଟ
OR
1
1
13
280
ଅଫେରା ବାଟୋଇ....✍︎
ଯେତେବେଳେ ଜଣେ ବୁଝେ ନାହିଁ ମନ କଥା, ତେବେ ସେଠାରେ କଣ କରିବା ଦରକାର !?
OR
2
2
12
593
ଅଫେରା ବାଟୋଇ....✍︎
କଥା କଥିତ କିଛିଟା ଓଡ଼ିଆ ନିୟୁଜ୍ ଚେନେଲ୍ (ଭାସ୍କର) କିଛି ଦିନ ହେବ ଏମିତି ଭଙ୍ଗୀରେ ଖବର ପ୍ରସାରିତ କରୁଛନ୍ତି। ଖବର ପରିବେଷଣରେ କୌଣସି ଶାଳୀନତା ନାହିଁ। ଏମିତି ଖବର ସଂସ୍ଥାଙ୍କ ଉପରେ ସରକାରଙ୍କ ଅଙ୍କୁଶ ଲାଗିବା ଦରକାର। ଏମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଏମିତି ବିକୃତ କରି ସାରିଲେଣି ନକହିବା ଭଲ। ଉଦାହରଣ - ବାପାଲୋ....
OR
0
1
15
788
ଅଫେରା ବାଟୋଇ....✍︎
ଅଭିମାନର ଝଡ଼ ଖୁବ୍ ବେହିସାବି, କବିତା ଲେଖେ ନିଜେ ପଢେ କେବେ ନିଜକୁ ନିଜେ ସାନ୍ତ୍ଵନା ଦିଏ, କାଳେ ଟିକିଏ ଆଶ୍ୱସ୍ତି ମିଳିଯିବ। ଧେତ୍ ସେ ସବୁ ଅଭିମାନର ଆଞ୍ଜୁଳିକୁ ସେ କ'ଣ ହାତ ବଢ଼େଇ ନେଇ ପାରେ !? ହଁ ସେ ସବୁ ପାଇଁ କାହା ପାଖେ କ'ଣ ଥାଏ।
ଅଫେରା ବାଟୋଇ....✍︎ tweet media
OR
1
2
20
543
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
ସାନ ଶାଶୁ ମା ଲାଗିଛନ୍ତି ପତ୍ରପୋଡ଼ା ଯୋଗାଡ଼ରେ। ଧାନ ଉଁଶା ଚାଲିଛି ସେ ତାଙ୍କର ତାଙ୍କ କାର୍ଯ୍ୟକ୍ରମ ଚଲେଇ ଛନ୍ତି। ଆମେ ସବୁ ଖାଇବା ଲୋକ। 🤣
OR
4
1
53
2.6K
ଅଫେରା ବାଟୋଇ....✍︎ รีทวีตแล้ว
Collector & DM, Jajpur
Collector & DM, Jajpur@dm_jajpur·
କଳା, ସଂସ୍କୃତି ଓ ମହାନ ପରମ୍ପରା ସମୃଦ୍ଧ ଆମର ଏଇ ଜିଲ୍ଲାର ଗୌରବକୁ ମହାସମାରୋହରେ ପାଳନ କରିବାର ମହାମଞ୍ଚ "ଯଯାତି ୨୦୨୬ ସୁଭଦ୍ରା ଶକ୍ତି ଓ ପଲ୍ଲିଶ୍ରୀ ମେଳା"ର ଅବ୍ୟବହିତ ପୂର୍ବରୁ ସହଧର୍ମିଣୀଙ୍କ ସହ ପୂଜାର୍ଚ୍ଚନା ପୂର୍ବକ ପୁଣ୍ୟତୋୟା ବୈତରଣୀ ନଦୀଙ୍କୁ ମହାଆଳତି କରିଛନ୍ତି ଯାଜପୁର ଜିଲ୍ଲାପାଳ ପରିଷଦ ଶ୍ରୀ ଅମ୍ବର କୁମାର କର।
Collector & DM, Jajpur tweet mediaCollector & DM, Jajpur tweet mediaCollector & DM, Jajpur tweet mediaCollector & DM, Jajpur tweet media
OR
2
6
33
726
ଅଫେରା ବାଟୋଇ....✍︎
ଯାଜପୁର ଜିଲ୍ଲା ପ୍ରଶାସନ @dm_jajpur , କାଶୀ, ପ୍ରୟାଗରାଜ ତଥା ଅନ୍ୟ ତୀର୍ଥ ରେ ଗଙ୍ଗା ଆଳତି ହେଲାପରି, ଯାଜପୁର ଜିଲ୍ଲା ଦଶ୍ଵାସମେଧ ଘାଟରେ ପ୍ରତ୍ୟେହ ସଂନ୍ଧ୍ୟା ଓ ସକାଳେ ବୈତରଣୀ ଆଳତୀ ହେଲେ , ଯାଜପୁର ଜିଲ୍ଲାର ପର୍ଯ୍ୟଟନ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ବେଶ୍ ଆଗକୁ ଯାଇ ପାରନ୍ତା ବୋଲି ଆମର ବିଶ୍ୱାସ।
Collector & DM, Jajpur@dm_jajpur

#Jajpur #ZillaMahostav #Jajati2026

OR
1
0
8
421