Deepali Das
3.2K posts

Deepali Das
@deepalidas95
General Secretary Biju Janta Dal odisha. @bjd_odisha, Founder Naba Das Foundation, MBA in communication and PR from Eu business school Barcelona @eubusiness
Jharsuguda, India เข้าร่วม Aralık 2019
30 กำลังติดตาม10K ผู้ติดตาม

ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ବଡ଼ମାଲ ନିବାସୀ ଶିବୁ ପଟ୍ଟନାୟକଙ୍କ ସ୍ଵର୍ଗତଃ ବାପାଙ୍କ ଗଙ୍ଗାଶ୍ରାଦ୍ଧରେ ଯୋଗଦେଲି। ପରଲୋକଗତ ଅମର ଆତ୍ମାଙ୍କ ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକାକୁଳ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି। #jharsuguda




OR

ପବିତ୍ର ରାମ ନବମୀ ଉପଲକ୍ଷେ ଝାରସୁଗୁଡ଼ାର ସଙ୍କଟ ମୋଚନ ଏବଂ ଭିମ ଛକ ଆଖଡ଼ା ପକ୍ଷରୁ ଆସନ୍ତା ମାର୍ଚ୍ଚ ୨୬ ତାରିଖ ଅପରାହ୍ନ ୩ଟା ସମୟରୁ ସରବାହାଲ ହାଇସ୍କୁଲ ପଡ଼ିଆଠାରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଭବ୍ୟ ଶୋଭାଯାତ୍ରାରେ ବିପୁଳ ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରିବା କରିବାକୁ ସହଯୋଗ କରିବାକୁ ବିନମ୍ର ଅନୁରୋଧ।
ଜୟ ଶ୍ରୀରାମ 🙏
OR

ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ କୁଳେମୁରା ଗ୍ରାମପଞ୍ଚାୟତର ସାହ୍ଲେଟିକ୍ରାଠାରେ ଆୟୋଜିତ ପବିତ୍ର କୀର୍ତ୍ତନ କାର୍ଯ୍ୟକ୍ରମରେ ସାମିଲ ହେଲି। ରାଧାକୃଷ୍ଣଙ୍କ କୃପାରୁ ଗ୍ରାମବାସୀଙ୍କୁ ସୁଖ ସମୃଦ୍ଧିର ଆଶୀର୍ବାଦ ପ୍ରାପ୍ତ ହେଉ। #jharsuguda




OR

ମା' ସମଲେଇଙ୍କ ଅପାର କରୁଣାରୁ ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଲଇକେରାଠାରେ ପୁନଃରୁଦ୍ଧାର ସହ ରୂପାନ୍ତରିତ ହୋଇଥିବା ସମଲେଇ ମନ୍ଦିର ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିନରେ ଅନୁଷ୍ଠିତ କଳସ ଯାତ୍ରାରେ ମା' ମାନଙ୍କ ଉତ୍ସାହ ଓ ସମର୍ପଣ ବହୁତ ପ୍ରଭାବିତ କଲା। ଏହି ଅବସରରେ ମା'ଙ୍କ ଦର୍ଶନ କରିବାର ସୌଭଗ୍ୟ ଲାଭକଲି। ମା'ଙ୍କ ସୁଦୟାରେ ଗ୍ରାମବାସୀଙ୍କର ମଙ୍ଗଳ ହେଉ।
ଜୟ ମା' ସମଲେଇ 🙏




OR

ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ୍ ଅନ୍ତର୍ଗତ ଜି.ପାନପାଲି ଗ୍ରାମପଞ୍ଚାୟତର ସାରସମାଲଠାରେ ଆୟୋଜିତ ପବିତ୍ର କୀର୍ତ୍ତନ କାର୍ଯ୍ୟକ୍ରମରେ ସାମିଲ ହେଲି। ଭକ୍ତିପୂର୍ଣ୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ଏହି ପବିତ୍ର ଉତ୍ସବ ଗ୍ରାମବାସୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ସ୍ଥାପନର ମାଧ୍ୟମ ହେଉ। #jharsuguda




OR

ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ହିର୍ମା ଗ୍ରାମପଞ୍ଚାୟତର କେ. କଣ୍ଟାପାଲିଠାରେ ଆୟୋଜିତ ପବିତ୍ର କୀର୍ତ୍ତନ କାର୍ଯ୍ୟକ୍ରମରେ ସାମିଲ ହେଲି। ଏହି ପବିତ୍ର ଉତ୍ସବ ଅବସରରେ ଗ୍ରାମବାସୀଙ୍କ ମଙ୍ଗଳ ପାଇଁ ରାଧାକୃଷ୍ଣଙ୍କ ନିକଟରେ ପ୍ରାର୍ଥନା କଲି। #jharsuguda




OR

ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଅନ୍ତର୍ଗତ ଅର୍ଡା ଗ୍ରାମପଞ୍ଚାୟତର ଧୁତୁରା ଗ୍ରାମରେ ଆୟୋଜିତ କୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେଲି। ଏହି ପବିତ୍ର ଆଧ୍ୟତ୍ମିକ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଗ୍ରାମବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ରାଧାକୃଷ୍ଣଙ୍କ କରୁଣା ଆମ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ସହିତ ସମାଜରେ ସକାରାତ୍ମକ ଶକ୍ତି ପ୍ରଦାନ କରୁ। #jharsuguda




OR

ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍ ଅନ୍ତର୍ଗତ ବାବୁଚିପିଡିହି ଗ୍ରାମପଞ୍ଚାୟତର ବାଙ୍କି ଗ୍ରାମରେ ଆୟୋଜିତ ଅଷ୍ଟପ୍ରହରୀ ନାମଯଜ୍ଞରେ ଯୋଗଦେଇ ଅପାର ଆନନ୍ଦ ଅନୁଭବ କଲି। ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଶାନ୍ତି, ସମ୍ପ୍ରୀତି ଓ ଭକ୍ତିଭାବର ପରିବେଶ ସୃଷ୍ଟି କରିବାର ମାଧ୍ୟମ ହୋଇଥାଏ। ଗ୍ରାମବାସୀଙ୍କ ମଙ୍ଗଳ ଓ ସମୃଦ୍ଧି ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି। #jharsuguda




OR

ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଲଇକେରାଠାରେ ଚଳିତ ମାସ ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ମା' ସମଲେଇ ମନ୍ଦିର ପ୍ରତିଷ୍ଠା ପାଇଁ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା ଉତ୍ସବ ସମ୍ପର୍କରେ ଆୟୋଜକଙ୍କ ସହିତ ଆଲୋଚନା କଲି। ଏହି କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦନ ହେବା ପାଇଁ ମା' ସମଲେଇଙ୍କୁ ପ୍ରାର୍ଥନା କରୁଛି। #jharsuguda




OR

ଶହୀଦ ଦିବସ ଉପଲକ୍ଷେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଅମର ଶହୀଦ ଭଗତ ସିଂ, ସୁଖଦେବ ଓ ରାଜଗୁରୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରୁଛି। ମାତୃଭୂମି ପାଇଁ ସେମାନଙ୍କର ଅଦମ୍ୟ ସାହସ, ଅପାର ତ୍ୟାଗ ଓ ଅତୁଟ ଦେଶପ୍ରେମ ଆମ ପାଇଁ ପ୍ରେରଣାର ସ୍ରୋତ। #SaheedDiwas

OR

The swift action taken by Jharsuguda Police in arresting the accused within 24 hours in connection with the firing incident at Talipada, Sarbahal, along with the seizure of firearms and other evidence is highly commendable. Such decisive steps will further strengthen public confidence in law and order. I pray for the speedy recovery of the injured pregnant woman.
On the other hand, peaceful area like Jharsuguda, the occurrence of such a heinous incident reflects a disturbing law and order situation. The silence of the Hon’ble Jharsuguda MLA and distancing from the incident raises serious concerns. The people of Jharsuguda will judge how appropriate this is. The lack of prompt response from elected representatives towards public safety poses a serious question on the functioning of our democratic system. @SPJharsuguda
English

ଝାରସୁଗୁଡ଼ା ପୌରପରିଷଦ ଅନ୍ତର୍ଗତ ୱାର୍ଡ଼ ନମ୍ବର ୨୦ ମୁଙ୍ଗାପଡ଼ା ନିବାସୀ ପିଣ୍ଟୁ ପାଣ୍ଡେଙ୍କ ବାପାଙ୍କ ଶେଷ ଦର୍ଶନ କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି। ଅମର ଆତ୍ମାର ସଦଗତି କାମନା କରିବା ସହିତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଲି। #jharsuguda



OR

ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ଏଚ୍. କଟାପାଲି ଗ୍ରାମପଞ୍ଚାୟତର ବେହେରାପାଟଠାରେ ଆୟୋଜିତ ପବିତ୍ର କୀର୍ତ୍ତନ କାର୍ଯ୍ୟକ୍ରମରେ ସାମିଲ ହେଲି। ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ଏହି ପବିତ୍ର ଉତ୍ସବରେ ଗ୍ରାମବାସୀଙ୍କ ମଙ୍ଗଳ ପାଇଁ ରାଧାକୃଷ୍ଣଙ୍କ ନିକଟରେ ପ୍ରାର୍ଥନା କଲି। #jharsuguda




OR

ଜଳ ହିଁ ଜୀବନର ମୂଳ ଆଧାର। ଜଳ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ଆମ ସମସ୍ତଙ୍କର ସାମୁହିକ ଦାୟିତ୍ୱ। ବିଶ୍ୱ ଜଳ ଦିବସ ଅବସରରେ ଜଳର ଅପଚୟକୁ ନିୟନ୍ତ୍ରଣ କରିବା ସହ ଏହାର ସଠିକ ବ୍ୟବହାର କରିବା ପାଇଁ ପ୍ରୟାସ କରିବା। #WorldWaterDay

OR

ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ କେଲଡାମାଲଠାରେ ଗ୍ରାମବାସୀଙ୍କ ଆନ୍ତରିକ ଉଦ୍ୟମରେ ଆୟୋଜିତ ପବିତ୍ର ନାମ ସଙ୍କୀର୍ତ୍ତନ ମହୋତ୍ସବରେ ଯୋଗଦେଲି। ରାଧାକୃଷ୍ଣଙ୍କ କରୁଣା ଗ୍ରାମବାସୀଙ୍କ ଉପରେ ସଦା ସର୍ବଦା ରହିଥାଉ। #jharsuguda




OR

ଝାରସୁଗୁଡ଼ା ପୌରପରିଷଦ ଅନ୍ତର୍ଗତ ୱାର୍ଡ଼ ନମ୍ବର ୧୪ ବଢ଼େଇମୁଣ୍ଡାଠାରେ ଆୟୋଜିତ ପବିତ୍ର କୀର୍ତ୍ତନ କାର୍ଯ୍ୟକ୍ରମରେ ସାମିଲ ହେଲି। ଭକ୍ତିମୟ ପରିବେଶ ମଧ୍ୟରେ ହରିନାମର ଗୁଞ୍ଜରଣ ମନକୁ ଅଦ୍ଭୁତ ଆଧ୍ୟାତ୍ମିକ ଶାନ୍ତିରେ ଭରିଦେଲା। ରାଧାକୃଷ୍ଣଙ୍କ ଦିବ୍ୟ ଅନୁଗ୍ରହରେ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। #jharsuguda




OR



