Titu panda

27.4K posts

Titu panda banner
Titu panda

Titu panda

@Titupanda2

ଭଲ ଲାଗେ ସେଇ ଶୁନଶାନ ଅନ୍ଧାର ରାତି, ଯେଉଁଠି ମଣିଷ ମାନଙ୍କ ଯାତାୟତ ନଥାଏ।

Sumali Ocak 2019
599 Sinusundan1.4K Mga Tagasunod
Naka-pin na Tweet
Titu panda
Titu panda@Titupanda2·
ନବୀନ ବାବୁ କିଛି କରିନାହାନ୍ତି କହୁଥିବା @BJP4Odisha ଟିକିଏ ଦେଖିବେ ନିଶୁଳ୍କ 'BIJU EXPRESSWAY' କେତେ ସୁନ୍ଦର। ନବରଙ୍ଗପୁର ରୁ କନ୍ଧମାଳ... @narendramodi ଜୀଙ୍କ NH ଭଳି ନୁହଁ ଯାହା ଓଡିଶା ମଧ୍ୟରେ KM ପିଛା ଏବେ ପ୍ରାୟ ଦେଢ଼ ରୁ ଦୁଇଟଙ୍କା ଦେବାକୁ ହୁଏ। @sasmitpatra @BhruguOdisha @Naveen_Odisha @AdvGantayat
OR
144
56
655
68.8K
Titu panda
Titu panda@Titupanda2·
ଏଇ ଥରଟି ହିଁ ୟାର last MLA ପଦ, ଜୀବନରେ ଆଉ କେବେ ଜିତି ପାରିବ ନାହିଁ ଏହି ମହିଳା ଜଣକ ଲେଖିକି ରଖନ୍ତୁ। କାରଣ ଏ ହେଲେ ମହିଳା ନାଁ ରେ କଳଙ୍କ, ନିଜେ ଜଣେ ମହିଳା ହେଇ ମହିଳାଙ୍କ ନାଁ ରେ ରାଜନୀତି କରେ ଏ ମହିଳା...😡 @bjd_odisha @Naveen_Odisha ବାବୁଙ୍କ ପାଦର ଧୂଳି ସହ ସମାନ ହେବ ନାହିଁ ୟେ...
Pravati Parida@PravatiPOdisha

ଯେତେବେଳେ ଦାନ ମାଝୀଙ୍କ କାନ୍ଧରେ ତାଙ୍କ ସ୍ତ୍ରୀର ଶବ ଦେଖି ମହିଳାମାନେ ହତୋତ୍ସାହିତ ହେଉଥିଲେ, ସେତେବଳେ ନବୀନ ବାବୁ ଓଡ଼ିଆରେ ଦୁଇ ପଦ ଭରସା ଦେଇପାରିଲେନି ? ଏବେ ସେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । #BJDAgainstWomen

OR
0
0
1
8
Titu panda
Titu panda@Titupanda2·
ୟାକୁ ଗାଳି ଦେବାକୁ ଇଛା ହେଉଛି, ଏମାନେ ନାରୀଙ୍କୁ କେବଳ ଶଯ୍ୟାଙ୍ଗିନୀ ଭାବନ୍ତି ବାସ ଆଉ କିଛି ନୁହଁ। ରାଜ୍ୟରେ ପ୍ରତିଦିନ ମହିଳାଙ୍କୁ ଧର୍ଷଣ, ଅତ୍ୟାଚାର କରାଯାଉଛି। କିନ୍ତୁ ଏମାନେ ଏଇଠି ଆସି ମିଛ ଭାଷଣ ମାରି ନୌଟଙ୍କି କରୁଛନ୍ତି... ଛି ଛି ଚୋର ମିଛୁଆ @BJP4Odisha ସରକାର। @bjd_odisha
Suryabanshi Suraj@suryabanshibjp

ଆମ ସମାଜ ଗୋଟେ ନାରୀ କୈନ୍ଦ୍ରିକ ସମାଜ । ଆମେ ପ୍ରକୃତିକୁ ମା ଭଳି ପୂଜା କରୁ, ରାଷ୍ଟ୍ରକୁ ମାତା ବୋଲି ସମ୍ବୋଧନ କରୁ । ଆମ ସଂସ୍କୃତି ଆମକୁ ଶିଖେଇଛି ଶକ୍ତିପୂଜନ, ମାତୃବନ୍ଦନର ମହତ୍ତ୍ୱ । କିନ୍ତୁ ଦୁଃଖର ବିଷୟ ବିରୋଧୀଙ୍କ ବୈମାତୃକ ମନୋଭାବ ଆଜି ଆମ ସମାଜର ମା-ଭଉଣୀଙ୍କ ଅଧିକାର ପ୍ରାପ୍ତିରେ ବାଧା ସୃଷ୍ଟି କରୁଛି । ଆଗାମୀ ଦିନରେ ରାଜ୍ୟର ମା'ମାନେ ବିରୋଧୀଙ୍କୁ ଉଚିତ ଜବାବ ଦେବେ । #AntiWomenAlliance #MahilaVirodhiBJD #MahilaVirodhiCongress

OR
0
0
1
10
Bhrugu Baxipatra
Bhrugu Baxipatra@BhruguOdisha·
ବିଜୁ ଜନତା ଦଳର ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁଙ୍କ ପିତା ଶ୍ରୀଯୁକ୍ତ ଗଙ୍ଗାଧର ସାହୁଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ଏପରି ଦୁଃଖଦ ସମୟରେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି 🙏
Bhrugu Baxipatra tweet media
OR
2
0
2
70
Titu panda
Titu panda@Titupanda2·
@NayakEsKay @SatpathyLive @RahulGandhi @INCIndia @INCOdisha @BhaktaCharanDas @DhabalEngine @Joy58478352 @SatyaPrNayak ହଁ media ହେଲା ସବୁଠୁ ବଡ଼ ଧୋକାବାଜ, କାରଣ ଟଙ୍କାରେ ବିକ୍ରି ହେଇଯାଉଛନ୍ତି। ଏଇଠି ରାହୁଲ ଗାନ୍ଧୀ-କଂଗ୍ରେସ-BJD-SP-AAP-TMC-DMK-RJD ସବୁ ମିସିଲେ ବି BJP ଭଳିଆ ଟଙ୍କା ମେଡିଆ କୁ ଦେଇପାରିବେ ନାହିଁ। ଏଣୁ TV ରେ news ଯେଉଁ ଭାରତୀୟ ମାନେ ଦେଖନ୍ତି, ସେମାନେ ମୋଦିଙ୍କ ଫ୍ୟାନ ଓ ମୋଦି ପାଇଁ ପାଗଳ ହେବେ ହିଁ ହେବେ।
OR
0
0
1
12
Saroj Kumar Nayak
Saroj Kumar Nayak@NayakEsKay·
@Titupanda2 @SatpathyLive @RahulGandhi @INCIndia @INCOdisha @BhaktaCharanDas @DhabalEngine @Joy58478352 @SatyaPrNayak ନିଜ ଅସ୍ଥିତ୍ୱ ଖୋଜିବାରେ ନିଜେ ବ୍ୟସ୍ତ 😂 ପ୍ରଥମେ ଭୋଟ ଚୋରି ତା ପରେ SIR ତା ପରେ ଦୁଇ ପଦ ସୀମା ବିବାଦ ତା ପରେ ମୋଦିଙ୍କ ସାଙ୍ଗରେ କଥା ସେଠାରୁ ଚାଲିଲେ ଆଣ୍ଡାମାନ ନା ବେଶୀ ପ୍ରଚାର କଲେ ଆସାମରେ ନା ପଶ୍ଚିମବଙ୍ଗରେ ନା କେରଳରେ କଥା ଟା ହଜମ ହେଲା ତ ?
OR
2
0
0
24
Titu panda
Titu panda@Titupanda2·
Sir @SatpathyLive ​୩ଟି ରାଜ୍ୟରେ ନିର୍ବାଚନୀ କୋଳାହଳ ଚାଲିଥିବା ବେଳେ @RahulGandhi ଙ୍କୁ ନିକୋବାରରେ ଦେଖି ତାଯୁବ ହେଲି। ସବୁ ଦଳ ଭୋଟ୍ ରାଜନୀତିରେ ବ୍ୟସ୍ତ, ସେ କିନ୍ତୁ ୧୬୦ବର୍ଗକିମି ଜଙ୍ଗଲର ସୁରକ୍ଷା ପାଇଁ ଚିନ୍ତିତ ​ଏହି ସମ୍ବେଦନଶୀଳତା କ’ଣ ଆପଣଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ପ୍ରଭାବିତ କରୁନାହିଁ? ରାହୁଲ ବାସ୍ତବରେ ବଦଳିଛନ୍ତି!
Titu panda tweet media
OR
2
0
6
65
Titu panda
Titu panda@Titupanda2·
@NayakEsKay @SatpathyLive @RahulGandhi @INCIndia @INCOdisha @BhaktaCharanDas @DhabalEngine @Joy58478352 @SatyaPrNayak କରିଛନ୍ତି, ସମସ୍ୟା ହେଲା ମେଡିଆ ସେ ସବୁକୁ ଦେଖାଏ ନାହିଁ। ମେଡିଆ ଦେଶକୁ ବୋକା ବନାଉଛନ୍ତି। ମୁଁ ରାହୁଲ ଗାନ୍ଧୀଙ୍କ fb insta follow କରୁଛି। ପ୍ରତ୍ୟେକ ଦିନ ତାଙ୍କ activity ଦେଖେ। ନିଶ୍ଚୟ ଦିନେ PM ହେବା ଉଚିତ। ଥରେ ସୁଯୋଗ ଦେଲା ପରେ ଆମେ ଆଙ୍ଗୁଠି ଦେଖାଇବା ଉଚିତ। ସେ ଉଠାଇଥିବା ସବୁ issue ସତ... ଦେଶର ଜନତା ବୁଝୁନାହାନ୍ତି।
OR
0
0
2
11
Bhrugu Baxipatra
Bhrugu Baxipatra@BhruguOdisha·
In the Special Assembly Session, Hon'ble LoP and BJD President Shri @Naveen_Odisha slammed the State Government over the Keonjhar case where a tribal man had to exhume his sister’s skeleton for bank formalities. What is more appalling is that after presenting her skeleton to the bank as proof, he had to again carry her back home on foot. It is a symbol of complete administrative apathy and zero accountability. The incident exposed “administrative apathy” globally. Today, the incident of a woman's family carrying her skeleton to the bank as proof of her death shows the extreme insensitivity of the Government. BJD has always given priority to women. For the first time in the country, Odisha implemented a 33% reservation for women. Later, Naveen Babu increased the reservation to 50%. BJP Government has lost all morale authority to talk about empowerment to women.
English
0
0
2
49
Titu panda
Titu panda@Titupanda2·
@DhabalEngine ଆଶ୍ଚର୍ଯ୍ୟ ଲାଗୁଛି ଏ ସବୁ ମିଡ଼ିଆ ରେ ନାହିଁ କି ଆସୁନି। ଦିନରାତି କେବଳ ଗୁଣ ଗାନ କରୁଛନ୍ତି ମୋଦିଙ୍କର
OR
0
0
1
15
ଢବଲ ଇଞ୍ଜିନ
ଛି ଦଙ୍ଗାକାରୀ ବିଜେପି.. ଆକ ଥୁ ତମ ମୁହଁରେ.. ଶଳେ ନାରୀ ବନ୍ଦନ କଣ ଏଇଟା? କୁକୁର ଦଳ ଚୁପ କାହିଁକି? ଦଲାଲ ବିସ୍କୁଟ ମିଡ଼ିଆ ଚୁପ କାହିଁକି? ସବୁ ଦଙ୍ଗାକାରୀ ମିଶିକି ଭାରତ ମାତାର ଚରିତ୍ର ସଂଘାର କରୁଛ..
Titu panda@Titupanda2

ମଣିପୁରର ଏ ସବୁ ଘଟଣା କାହିଁକି ଦେଶର ଜନତାଙ୍କୁ ଲୁଚାଇବାକୁ ଚେଷ୍ଟା କରୁଛି @BJP4India ଓ ଦେଶର ମିଡ଼ିଆ? @aajtak @indiatvnews @ZeeNews କାହିଁକି? ଆଜ୍ଞା @rashtrapatibhvn ଆପଣ ବି ଚୁପ କାହିଁକି? @BJP4Odisha @SulataDeoMP @Naveen_Odisha @bjd_odisha

OR
1
0
3
43
Titu panda
Titu panda@Titupanda2·
@AkshayKSamal @debendraprusty ମୂର୍ଖ କୋଉଠିକାର, death certificate ମିଳିନଥିଲା ଯାହା ୪ଏପ୍ରିଲ ରେ ମିଳିବା କଥା। ଅଧା ଅଧୁରା news ଦେଖି ପୋଷ୍ଟ କରୁଛନ୍ତି। ସରକାରୀ ଦଳର ନେତା ପରା ଆପଣ? ତ ଏଥିରୁ ଜଣା ପଡେ BJP ର ନେତାମାନେ କିଭଳି ମୂର୍ଖ। Bank ତା ନିୟମ ଅନୁଯାୟୀ ଚାଲେ, ବିନା death certificate ରେ ଟଙ୍କା ଦେଇଦେବ ବ୍ୟାଙ୍କ? ମୂର୍ଖ କୋଉଠିକାର...
OR
0
0
1
177
Titu panda
Titu panda@Titupanda2·
@SatpathyLive @ECISVEEP ସବୁ ପ୍ରକାର ଚେଷ୍ଟା ପରେ ଯଦି ମୋଦି ଜୀ ପଶ୍ଚିମବଙ୍ଗ ହାରିଯାଅନ୍ତି ତେବେ ଲୋକେ ଯେଉଁ ମନରେ ଭୟ ରଖିଛନ୍ତି BJP ପ୍ରତ୍ୟେକ ନିର୍ବାଚନ ଜିତିବ ସେ ଭୟ ନିଶ୍ଚୟ ଦୂର ହେଇଯିବ। କିନ୍ତୁ ଯଦି BJP ପଶ୍ଚିମବଙ୍ଗ ଜିତିଯାଏ ତେବେ ହୁଏ ତ ଲୋକଙ୍କ ଭୟ ୧୦୦୦ଗୁଣ ବଢିଯିବ ଯାହା ଆସନ୍ତା ୧୦ବର୍ଷ ଯାଏଁ ଦେଶରେ ପ୍ରତ୍ୟେକ ନିର୍ବାଚନ BJP ହିଁ ଜିତିବ।
OR
0
0
0
20
Tathagata🌶️Satpathy
Tathagata🌶️Satpathy@SatpathyLive·
Such 'Encounter specialist' goons, disguised in uniforms seem to be openly advocating violence Wonder if @ECISVEEP considers this normal and is encouraging such IPS officers with purpose
Tathagata🌶️Satpathy tweet media
English
5
5
13
389
Titu panda
Titu panda@Titupanda2·
"ଭୀମ ଆର୍ମି" ଏବେ କୁଆଡେ ଗଲେ? ଜିତୁ ମୁଣ୍ଡା ପାଇଁ ବାହାରିଲେ ନାହିଁ ତ? ଭୀମ ଆର୍ମି ଗରିବଙ୍କ ପାଇଁ ଚୁପ ରୁହେ କି?
OR
0
0
4
46
ଡ଼ଃ ସସ୍ମିତ ପାତ୍ର I Dr. Sasmit Patra
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ବିଜେଡି ସରକାର ସମୟରେ ଓଡ଼ିଶାର ମହିଳାମାନଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି । ହେଲେ ଆଜିର ସ୍ଥିତି ସମସ୍ତେ ସ୍ପଷ୍ଟ ଦେଖିପାରୁଛନ୍ତି, ଦୁଷ୍କର୍ମ ଏବଂ ହତ୍ୟା ଓଡ଼ିଶାର ମହିଳାମାନଙ୍କ ପାଇଁ ଏକ ନିତିଦିନିଆ ଭୟ ପାଲଟିଯାଇଛି । ମହିଳାଙ୍କୁ ହକ୍ ଦେବା ପରିବର୍ତ୍ତେ ନାଟକ କରୁଛି ଭାରତୀୟ ଜନତା ପାର୍ଟି।
ଡ଼ଃ ସସ୍ମିତ ପାତ୍ର I Dr. Sasmit Patra tweet mediaଡ଼ଃ ସସ୍ମିତ ପାତ୍ର I Dr. Sasmit Patra tweet mediaଡ଼ଃ ସସ୍ମିତ ପାତ୍ର I Dr. Sasmit Patra tweet mediaଡ଼ଃ ସସ୍ମିତ ପାତ୍ର I Dr. Sasmit Patra tweet media
OR
2
14
33
417
Titu panda
Titu panda@Titupanda2·
ଆଜ୍ଞା @PravatiPOdisha mam, ଏତେ "ନାରୀ ଶକ୍ତି ବନ୍ଦନ" ଉପରେ ଭାଷଣ ମାରୁଛନ୍ତି, BJP ଆପଣଙ୍କୁ ମୁଖ୍ୟମନ୍ତ୍ରୀ କରିଦେଉନି? Mam... @pinkyp_actor ଆପଣଙ୍କୁ ପରା @BJP4Odisha ଟିକେଟ ଦେଲା ନାହିଁ ୨0୨୪ରେ, ମୋତେ ତ ଆଶ୍ଚର୍ଯ୍ୟ ଲାଗେ ଆପଣ ସେଇ ଦଳର ଗୁଣ ଗାଉଛନ୍ତି 🙄 ଆପଣ ଛାଡ଼ନ୍ତୁ @mishra_kasturi ଙ୍କୁ ଭି 😓 @BMJD_Odisha
OR
0
0
4
50