exciseodisha nag-retweet
exciseodisha
475 posts

exciseodisha
@exciseodisha
Official Handle of Excise Department, Government of Odisha.
Bhubaneshwar, India Sumali Haziran 2017
51 Sinusundan44.9K Mga Tagasunod
exciseodisha nag-retweet

ଆଜି କୋଣାର୍କ ଇକୋ ରିଟ୍ରିଟ୍ ଠାରେ ଅବକାରୀ ବିଭାଗ ପକ୍ଷରୁ ଆୟୋଜିତ Orientation-cum-Sensitization କର୍ମଶାଳାରେ ବିଭାଗର ପ୍ରମୁଖ ଶାସନ ସଚିବ, ଅବକାରୀ କମିଶନର , ଆନ୍ଧ୍ର ପ୍ରଦେଶ ଏବଂ ଉତ୍ତର ପ୍ରଦେଶର ଉଚ୍ଚ ପଦସ୍ଥ ଅଧିକାରୀ ତଥା ଅବକାରୀ କମିଶନରଙ୍କ ସମେତ ସମସ୍ତ ଜିଲ୍ଲାର ଅବକାରୀ ଅଧିକ୍ଷକମାନଙ୍କ ସହ ଏକ ବିଶେଷ ମୂହୁର୍ତ୍ତରେ....
ସମନ୍ୱୟ, ସଚେତନତା ଓ ଟିମ୍ୱର୍କ ମାଧ୍ୟମରେ ଅବକାରୀ ବିଭାଗକୁ ଆହୁରି କାର୍ଯ୍ୟକ୍ଷମ କରିବାରେ ଆମେ ସମସ୍ତେ ପ୍ରତିବଦ୍ଧ।



OR

ରାଜ୍ୟ ସାଧାରଣ ବଜେଟ୍ରେ ଅବକାରୀ ରାଜସ୍ବ ଆୟ ଲକ୍ଷ୍ୟ (୨୦୨୬-୨୭ ନିମିତ)– ଟ. ୧୦୯୦୦.୦୦ କୋଟି (VAT ଅନାଦେୟ), କାର୍ଯ୍ୟାଳୟ କୋଠାବାଡି ନିମିତ ବ୍ୟୟ ବରାଦ - ଟ ୪୫.୦୦ କୋଟି, ବାସଗୃହ ନିମିତ ବ୍ୟୟ ବରାଦ – ଟ. ୩୫.୦୦ କୋଟି ଟଙ୍କା ମଞ୍ଜୁର.
@CMO_Odisha @PrithivirajBJP @excisecomm

OR
exciseodisha nag-retweet

ଆଜି କଟକ ସ୍ଥିତ ସତ୍ୟବ୍ରତ ଷ୍ଟାଡିୟମ୍ରେ ରାଜ୍ୟ ଅବକାରୀ କ୍ରୀଡ଼ା କମିଟି ପକ୍ଷରୁ ଆୟୋଜିତ ୫୧ତମ ବାର୍ଷିକ ରାଜ୍ୟ ଅବକାରୀ କ୍ରୀଡ଼ା ପ୍ରତିଯୋଗିତା–୨୦୨୬ର ଉଦଘାଟନୀ ଉତ୍ସବ ଅବସରରେ ଅବକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ବଡି କ୍ୟାମେରା ପ୍ରଦାନ କରାଯାଇଛି।
ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୮୫ (୧) ଓ (୨) ଅନୁଯାୟୀ ତଦନ୍ତ ଓ ପ୍ରମାଣ ସଂଗ୍ରହର ଗୁଣବତ୍ତା ବୃଦ୍ଧି ପାଇଁ ରାଜ୍ୟ ସରକାର ଏହି ବ୍ୟବସ୍ଥା ଗ୍ରହଣ କରିଛନ୍ତି।
ରେଡ୍ ସମୟରେ ଏନଫୋର୍ସମେଣ୍ଟ ଟିମ୍ ବଡି କ୍ୟାମେରା ପିନ୍ଧି କାର୍ଯ୍ୟ କରିବେ, ଯାହା ଦ୍ୱାରା ତଦନ୍ତକାରୀ ଅଫିସରମାନେ କୋର୍ଟରେ ଭିଡିଓ ପ୍ରମାଣ ଉପସ୍ଥାପନ କରିପାରିବେ। ଏହାର ଫଳରେ ପ୍ରମାଣ ଅଭାବରୁ ଅଭିଯୁକ୍ତମାନେ ଆଉ ଖସି ପାରିବେ ନାହିଁ। ଆଗାମୀ ଦିନରେ ଅବକାରୀ କର୍ମଚାରୀ ଓ ଅଫିସରମାନଙ୍କୁ ସଶସ୍ତ୍ର ବାହିନୀର ମର୍ଯ୍ୟାଦା ଦେବା ପାଇଁ ପ୍ରକ୍ରିୟା ଚାଲିଛି।




OR
exciseodisha nag-retweet

ଆଜି କଟକ ସ୍ଥିତ ସତ୍ୟବ୍ରତ ଷ୍ଟାଡିୟମ୍ରେ ରାଜ୍ୟ ଅବକାରୀ କ୍ରୀଡ଼ା କମିଟି ପକ୍ଷରୁ ଆୟୋଜିତ ୫୧ତମ ବାର୍ଷିକ ରାଜ୍ୟ ଅବକାରୀ କ୍ରୀଡ଼ା ପ୍ରତିଯୋଗିତା-୨୦୨୬ର ଉଦଘାଟନୀ ଉତ୍ସବ ସମାରୋହରେ ଆର୍ଥିକ ବର୍ଷ ୨୦୨୫–୨୦୨୬ ମଧ୍ୟରେ ବେଆଇନ ମଦ, ଗଞ୍ଜେଇ ଓ ବ୍ରାଉନସୁଗାର ଚାଲାଣ ବିରୋଧରେ ସଫଳ ଚଢ଼ାଉ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ କରି ଶ୍ରେଷ୍ଠତା ପରିଦର୍ଶନ କରିଥିବା ବିଭିନ୍ନ ଜିଲ୍ଲା ଗୁଡ଼ିକୁ ସମ୍ମାନିତ କରିଛି।
ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅବକାରୀ ଅଧିକାରୀଙ୍କ ନିଷ୍ଠାପର କାର୍ଯ୍ୟ ଫଳରେ ପୂର୍ବରୁ ଚାଲିଆସୁଥିବା ଅନେକ ବେଆଇନ ନିଶା କାରବାର ଉପରେ ନିୟନ୍ତ୍ରଣ ସମ୍ଭବ ହୋଇଛି। ଆଗାମୀ ଦିନରେ 'ଗାଁ' ରୁ ' ସହର' ପର୍ଯ୍ୟନ୍ତ ସମ୍ପୂର୍ଣ ଓଡ଼ିଶାକୁ ଅପମିଶ୍ରିତ, ବିଷାକ୍ତ ଏବଂ ଚୋରା ମଦ କାରବାର ସମ୍ପୂର୍ଣ୍ଣ ରୋକିବା ଲାଗି ତଥା ଯୁବ ସମାଜକୁ ନିଶା କବଳରୁ ମୁକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରାଜ୍ୟ ସରକାର।
#ExciseDepartment #DrugFreeOdisha #StateExciseSports




OR
exciseodisha nag-retweet

ଆଜି କଟକ ସ୍ଥିତ ସତ୍ୟବ୍ରତ ଷ୍ଟାଡିୟମ୍ରେ ରାଜ୍ୟ ଅବକାରୀ କ୍ରୀଡ଼ା କମିଟି ପକ୍ଷରୁ ଆୟୋଜିତ ୫୧ତମ ବାର୍ଷିକ ରାଜ୍ୟ ଅବକାରୀ କ୍ରୀଡ଼ା ପ୍ରତିଯୋଗିତା–୨୦୨୬ର ଉଦଘାଟନୀ ସମାରୋହରେ ଯୋଗଦେଇ ଚ଼ଳିତ ବର୍ଷ (୨୦୨୫-୨୦୨୬)ର ଅବକାରୀ ବିଭାଗର ସଫଳତାର ବିବରଣୀ ପ୍ରଦତ୍ତ ଏକ ପୁସ୍ତକ ଉନ୍ମୋଚତି ହୋଇଛି।
ଏହି ପୁସ୍ତକରେ ଆମ ସରକାରଙ୍କ ଅବକାରୀ ବିଭାଗର ସଂକଳ୍ପ,ସାଧନା ଓ ଉପଲବ୍ଧି ସମ୍ପର୍କରେ ସ୍ଥାନିତ ହୋଇଛି।
#StateExciseSports2026
#Cuttack
#SportsForUnity
#ExciseDepartment


OR
exciseodisha nag-retweet

‘ଏନଫୋର୍ସମେଣ୍ଟରେ ଯାଉଥିବା ଅବକାରୀ କର୍ମଚାରୀଙ୍କୁ ଦିଆଯିବ ବଡି କ୍ୟାମେରା। ପର୍ଯ୍ୟାୟ କ୍ରମେ ଓଡ଼ିଶାର ସବୁ ଥାନାକୁ ବଡି କ୍ୟାମେରା ଦିଆଯିବ ।’ - ପୃଥ୍ୱୀରାଜ ହରିଚନ୍ଦନ, ଅବକାରୀ ମନ୍ତ୍ରୀ
#OdishaPolicy #ExciseDept #PrithvirajHarichandan #OTV
OR
exciseodisha nag-retweet
exciseodisha nag-retweet
exciseodisha nag-retweet
exciseodisha nag-retweet
exciseodisha nag-retweet

ଏହି ପ୍ୟାରେଡ୍ ଅତ୍ୟନ୍ତ ଶୃଙ୍ଖଳାବଦ୍ଧ ଓ ଚିତାକର୍ଷକ ଥିଲା, ଯାହା ଅବକାରୀ କର୍ମଚାରୀମାନଙ୍କ ଶୃଙ୍ଖଳାବୋଧ ଓ ଦାୟିତ୍ୱନିଷ୍ଠାର ସ୍ପଷ୍ଟ ପରିଚୟ ଅଟେ।
#StateExciseSports2026
#Cuttack
#SportsForUnity
#ExciseDepartment




OR
exciseodisha nag-retweet

ଆଜି କଟକ ସ୍ଥିତ ସତ୍ୟବ୍ରତ ଷ୍ଟାଡିୟମ୍ରେ ରାଜ୍ୟ ଅବକାରୀ କ୍ରୀଡ଼ା କମିଟି ପକ୍ଷରୁ ଆୟୋଜିତ ୫୧ତମ ବାର୍ଷିକ ରାଜ୍ୟ ଅବକାରୀ କ୍ରୀଡ଼ା ପ୍ରତିଯୋଗିତା–୨୦୨୬ର ଉଦଘାଟନୀ ଉତ୍ସବରେ ଯୋଗଦେଇ ଅତ୍ୟନ୍ତ ଆନନ୍ଦିତ।
ଏହି ଅବସରରେ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀବୃନ୍ଦଙ୍କ ତରଫରୁ ସ୍ନେହଭରା ସ୍ୱାଗତ ଓ ସମ୍ବର୍ଦ୍ଧନା ପାଇଁ ମୋର ଆନ୍ତରିକ ଧନ୍ୟବାଦ୍ ଜ୍ଞାପନ କରୁଛି।
#StateExciseSports2026
#Cuttack
#SportsForUnity




OR
exciseodisha nag-retweet
exciseodisha nag-retweet
exciseodisha nag-retweet

ସମ୍ମାନୀୟ ଅତିଥି ଭାବେ ସୁଶ୍ରୀ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏବଂ ଶ୍ରୀମତୀ ଅର୍ଚ୍ଚନା ଦାସ ପଟ୍ଟନାୟକ, ଯୋଗଦେଇଥିଲେ।
ଏହି ଅବସରରେ ଅବକାରୀ ଆୟୁକ୍ତଙ୍କ ସହିତ ଅତିଥି ମାନେ ବିଭିନ୍ନ କ୍ରୀଡା ବିଭାଗର ବିଜେତାମାନଙ୍କୁ ଟ୍ରଫି ପ୍ରଦାନ କରିଛନ୍ତି।
@CMO_Odisha @PrithivirajBJP @exciseodisha
OR
exciseodisha nag-retweet

ସମ୍ମାନୀୟ ଅତିଥି ଭାବେ ସୁଶ୍ରୀ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏବଂ ଶ୍ରୀମତୀ ଅର୍ଚ୍ଚନା ଦାସ ପଟ୍ଟନାୟକ, ଯୋଗଦେଇଥିଲେ।
ଏହି ଅବସରରେ ଅବକାରୀ ଆୟୁକ୍ତଙ୍କ ସହିତ ଅତିଥି ମାନେ ବିଭିନ୍ନ କ୍ରୀଡା ବିଭାଗର ବିଜେତାମାନଙ୍କୁ ଟ୍ରଫି ପ୍ରଦାନ କରିଛନ୍ତି।
@CMO_Odisha @PrithivirajBJP @exci



OR
exciseodisha nag-retweet

On 11.02.2026, IIC Nimapada Range detected a commercial quantity NDPS case, seizing 372 grams of heroin worth ₹37.20 lakh along with sale proceeds, and arrested one person.
Strict enforcement against drug trafficking continues.
@CMO_Odisha @PrithivirajBJP @exciseodisha
English
exciseodisha nag-retweet

In a continued crackdown on narcotics, Puri Excise achieved two major successes under the NDPS Act.
On 10.02.2026, OIC Pipili along with the Puri Excise team seized 178 grams of heroin (brown sugar) worth ₹17.80 lakh under Pipili PS limits and arrested one accused.
@CMO_Odisha

English























