Akshay Samal । ଅକ୍ଷୟ ସାମଲ

4K posts

Akshay Samal । ଅକ୍ଷୟ ସାମଲ banner
Akshay Samal । ଅକ୍ଷୟ ସାମଲ

Akshay Samal । ଅକ୍ଷୟ ସାମଲ

@AkshayKSamal

BPUT Alumnus. IT/Social writing/Philosophy/Politics/Analyst/Consultant/Strategist. Views are Personal. Aiming for developed Odisha. Truth, Duty and Justice 🙏

The Universe شامل ہوئے Ağustos 2012
47 فالونگ785 فالوورز
Bichitra Raula 🇮🇳
@AkshayKSamal ଜନମୁଖ ବୋଲି ଗୋଟେ ଖବରକାଗଜ ଅଛି ଡିଟେଲ ପଡନ୍ତୁ ଓ ବୁଝନ୍ତୁ
OR
1
0
0
10
Akshay Samal । ଅକ୍ଷୟ ସାମଲ
ଏ ତ ସୋସିଆଲ ମିଡ଼ିଆ ରେ ନାହାନ୍ତି , ବନ୍ଧୁଗଣ ଏତେ ଟ୍ରୌଲ କରୁଛ କାହିଁକି ? ତାଙ୍କର ଦୋଷ କଣ ?
Akshay Samal । ଅକ୍ଷୟ ସାମଲ tweet media
OR
2
0
4
100
Akshay Samal । ଅକ୍ଷୟ ସାମଲ
Tomorrow will be very Interesting As per Exit poll ASSAM - BJP WB - BJP Puducherry - BJP TN - ? Hung due to TVK so BJP+ King maker ? keralam - ? Hung - Close contact between LDF and UDF, if no majority then ? DON'T get confused wait for tomorrow.
English
0
1
0
141
Bichitra Raula 🇮🇳
@AkshayKSamal ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଏହି ଘଟଣା ପଛରେ କେବଳ ଜଣେ ଅସହାୟ ଗରିବର ଆର୍ତ୍ତନାଦ ନାହିଁ, ବରଂ ସମ୍ପତ୍ତି ପାଇଁ ଚାଲିଥିବା ଏକ ଷଡ଼ଯନ୍ତ୍ର ମଧ୍ୟ ଥାଇପାରେ। *ପ୍ରଶାସନିକ ଦ୍ୱନ୍ଦ୍ୱ ଓ ଆଧାର ସମସ୍ୟା* ମୃତ କଲରା ମୁଣ୍ଡାଙ୍କ ଆଧାର କାର୍ଡ ଅପଡେଟ୍ ନଥିବା ବେଳେ ବ୍ୟାଙ୍କ ନିୟମ ଅନୁସାରେ
OR
1
0
0
16
Akshay Samal । ଅକ୍ଷୟ ସାମଲ
@bichiraula ନାଁ । ସେ କଥା ଏପର୍ଯ୍ୟନ୍ତ କହୁନଥିଲେ କାହିଁକି ଅଧନସ୍ଥ ଅଧିକାରୀ । ବ୍ୟକ୍ତି ବିଶେଷଙ୍କ ଅପେକ୍ଷା ବ୍ୟବସ୍ଥା ଉପରେ ବଡ ପ୍ରଶ୍ନବାଚୀ ।
OR
10
0
0
37
Bichitra Raula 🇮🇳
@AkshayKSamal ନୂଆ ଖବର ନେଲେ ଣି କି? ତା ଭଉଣୀ ର ସ୍ୱାମୀ ଏଫିଦେବିଟଦେଇଛି 26 ମାର୍ଚ୍ଚ ରେ ମୁଁ ହିଁ ତାଙ୍କ ଉତ୍ତରଧିକାରୀ ବୋଲି କିନ୍ତୁ ଜିତୁ ମୁଣ୍ଡା ପଇସା ପାଇଁ ବେଙ୍କ ଗଲା? ତାହେଲେ ଭୁଲ କାହାର?
OR
1
0
0
36
Akshay Samal । ଅକ୍ଷୟ ସାମଲ
କୋଉ ରାସ୍ତାରେ ମୋ ରାଜ୍ଯ ଯାଉଛି ? ଏ ହୃଦୟ ବିଦାରକ ଦୃଶ୍ୟ ଅତ୍ୟନ୍ତ ପିଡାଦାୟକ। ଆଇନକାନୁନ ବ୍ୟବସ୍ଥା ଉପରେ ସାଧାରଣ ଜନତାଙ୍କର ଭରସା କେମିତି ଆସିବ ।
OR
1
0
4
133
DISTARED
DISTARED@satpathy_Abhaya·
@AkshayKSamal ବିକାଶ ପଚାରୁଥିଲା ଆସିଲେ ରହିବ କେଉଁଠି ?
OR
1
0
0
17
Akshay Samal । ଅକ୍ଷୟ ସାମଲ
ଆଜିର ବଡ ଜଟିଳ ପ୍ରଶ୍ନ ? ବିକାଶ ଫେରିଲାଣି କି ? ବିକାଶ ଏବେ କୋଉଠି ? ବିକାଶ ଏବେ ସୁରତର ସୁତା କଳରେ ବିକାଶ ଏବେ ଆନ୍ଧ୍ରର ଇଟା ଭାଟିରେ ବିକାଶ ଏବେ ହାଇଦ୍ରାବାଦର ରେଷ୍ଟୁରାଣ୍ଟରେ ବିକାଶ ଏବେ ବ୍ୟାଙ୍ଗାଲୋର ର ITPL ରେ ବିକାଶ ଏବେ ତାମିଲନାଡୁର ପ୍ଲାଇ କମ୍ପାନୀରେ ବିକାଶ ଏବେ କଲିକତାର ବଡ଼ବଜାରର ବିକାଶ ଏବେ କେରଳର ରିସୋର୍ଟରେ ବିକାଶ ମାନେ କେବେ ଓଡ଼ିଶା ଫେରିବେ ??? କାହା ପାଖରେ ଉତ୍ତର ଥିଲେ ଜଣାଇବେ 🙏
OR
23
8
93
5.4K
Akshay Samal । ଅକ୍ଷୟ ସାମଲ
ଆଜି ଗୋଟେ ସ୍ପେସ କରିବା କି ? ଜିତୁ ମୁଣ୍ଡା କିମ୍ବା ଭୁବନେଶ୍ୱର ମେଟୌ ଉପରେ । ସମୟ 9 PM
OR
0
0
1
64
Akshay Samal । ଅକ୍ଷୟ ସାମଲ
I respect your opinion. I am not against CTC-BBSR but Extension to PURI, there are many reason. In last 20 years I have seen Delhi , Hyderabad and Bangalore metro and used Hyderabad metro frequently. Did some research on this as well. I have seen Hyderabad road infrastructure expansion as well.
English
0
0
0
23
Pratyush Kumar Rath
@AkshayKSamal Yess.. Bhubaneswar needs a metro, period. All 6 lanes jammed daily, even in peak heat. Want real opinion? Come here. Twitter won’t show ground reality. (With due respect).
English
1
0
0
23
Akshay Samal । ଅକ୍ଷୟ ସାମଲ
ଏହା ଉପରେ କିଛି କହିବାର ନାହିଁ । ଯିଏ ଯେମିତି ବୁଝିବ ! କିଏ କୋଉ ପାର୍ଟିର ? ନବୀନ ବାବୁ , ବିଜେଡି ସବୁ ଜାଣିଥିଲେ 🤔 ଏ ସବୁ ମନ୍ତବ୍ଯ ଦଳକୁ ଆହୁରି ଦୁର୍ବଳ କରିବ ।
Akshay Samal । ଅକ୍ଷୟ ସାମଲ tweet media
OR
0
1
5
161
Ankit Acharya
Ankit Acharya@chaisenbergg·
@AkshayKSamal I honestly think that we dont need it. People are just following vibes when they are demanding a metro in the state and not logic.
English
1
0
1
49
SM 🇮🇳
SM 🇮🇳@dilemma_cric·
@AkshayKSamal ଆଜି ଦରକାର ନ ଥାଇ ପାରେ ୧୦-୨୦ ବର୍ଷ ପରେ ତ ଦରକାର ହେବ ହିଁ
OR
1
0
0
38
Rameswar Pattanayak
@AkshayKSamal କିଏ ଫେରିବେ? କାହିଁକି ଫେରିବେ? ସେମାନେ ତ ଯାଇଛନ୍ତି। ବାପା ମାଁ ଙ୍କ ଦାୟିତ୍ୱ ନ ନେବାପାଇଁ। ଗାଁ ର ସାମୁହିକ କାମରେ ଯୋଗ ନ ଦେବା ପାଇଁ। ମାସକୁ ₹୧_୨୦୦୦ ପଠେଇ ଦେଲେ ଭଲ ପିଲା। ବିଭା ହେବେ, ସ୍ତ୍ରୀ କୁ ଶାଶୁଘରେ ଛାଡି ପୁଣି ସୁରତ, ଚେନ୍ନାଇ ଚାଲିଯିବେ। ଗାଁ ରେ ରହିବେ କଣ ଦାୟିତ୍ବ ନେବାକୁ?
OR
1
0
0
71
Archana Priyadarshini Nath
Archana Priyadarshini Nath@Archana02546461·
@AkshayKSamal Sir mote gote katha sata kuhantu CM nka dosha kauthe rahilaaa?? Power distribute hoichhi zillare collector Block re BDO village re sarapanch..jitu munda ku nei rajaniti..niriha loka hoi crime karichhi under IPC dhara 301..mashaniru dead body ku kholi rajarastare chalila..
Indonesia
1
0
0
71
Akshay Samal । ଅକ୍ଷୟ ସାମଲ
ଦୋଷ କାହାର ? ଜିତୁ ମୁଣ୍ଡା ର ନା ବ୍ୟାଙ୍କର ? ଏହା ମଦ୍ଧରେ ଆମ ଚର୍ଚ୍ଚା କିନ୍ତୁ ସତକଥା ହେଲା ଜିତୁ ମୁଣ୍ଡା କୁ ଛାଡି ବାକି ସମସ୍ତେ ଦୋଷୀ । ଜିତୁ ମୁଣ୍ଡା ଜଣେ ଦର୍ପଣ , ବେଳେ ବେଳେ ଅପ୍ରତ୍ୟାଶିତ କାମ ବି କଥା କୁହେ , ବହୁତ ସତ ଆଗକୁ ଆସେ । ଆମ ସମାଜ ଆଗରେ ଦୁଇଟା କଥା । ଗୋଟେ କାଗଜରେ ଲେଖାଥିବା ଆଇନ କାନୁନ ଅନ୍ଯଟି ତା ପଛରେ ଥିବା ଉଦ୍ଦେଶ୍ଯ ଓ ଭାବନା । ସମସ୍ତେ ଲେଖାଥିବା ଆଇନ କାନୁନ କଥା କହୁଛନ୍ତି କିନ୍ତୁ ସେ ଲେଖା ପଛରେ ଥିବା ଉଦ୍ଦେଶ୍ଯ ଓ ଭାବନା କଣ ? ଏଥିପାଇଁ କିଛି ପ୍ରଶ୍ନ ନିଜକୁ ପଚାରିଲେ ସବୁ କଥା ଜଳ ଜଳ ହୋଇ ଜଣାପଡ଼ିବ। ଆଇନ କାନୁନ କଣ ପାଇଁ ଓ କାହା ପାଇଁ ? ସରକାରଙ୍କ ସମସ୍ତଙ୍କୁ ସମାଜର ମୂଖ୍ଯ ସ୍ରୋତରେ ମିଶାଇବାର ଯୋଜନା କାହାପାଇଁ ? ଜନଧନ ଯୋଜନା କାହିଁକି ଆସିଲା ? ବ୍ୟାଙ୍କ ମିତ୍ର କଣ ଓ କାହା ପାଇଁ ? ଗ୍ରାମ୍ଯ ବ୍ୟାଙ୍କ କାହା ପାଇଁ ? ଏମିତି ଆହୁରି ପ୍ରଶ୍ନ ଅଛି ? KYC ନହେଲେ ଆକାଉଣ୍ଟ ଲକ୍ ! ବାଲାନ୍ସ କମିଲେ ପଇସା କଟ୍ ତାହାଲେ ନୋମିନି ଅପଡେଟ ବି ସହଜରେ କରାଇ ପାରନ୍ତେ କିନ୍ତୁ ନାଁ ?
Akshay Samal । ଅକ୍ଷୟ ସାମଲ tweet mediaAkshay Samal । ଅକ୍ଷୟ ସାମଲ tweet mediaAkshay Samal । ଅକ୍ଷୟ ସାମଲ tweet media
OR
16
1
35
3.5K
RK NAYAK
RK NAYAK@RKNAYAK41003939·
@AkshayKSamal ପ୍ରଥମ ଦୋଷୀ ଗାଁ ର ସରପଞ୍ଚ ଆଉ ବାକି କୁଜି ନେତା ଯିଏ ସବୁଥିରେ ମାମଲତକାର ଦେଖାନ୍ତି, କିନ୍ତୁ ନିଜ ଅଞ୍ଚଳର ଜଣେ ଲୋକ ମରିବା ପରେ ତାର death certificate ବାହାର କରିବା ପାଇଁ କେହି ସାହାଯ୍ୟ କଲେନାହିଁ ।
OR
1
0
4
47