Rameswar Pattanayak

1.5K posts

Rameswar Pattanayak

Rameswar Pattanayak

@kptnrp

Process simplifier

Ballipadar, India Katılım Eylül 2014
41 Takip Edilen7 Takipçiler
Rameswar Pattanayak
@AkshayKSamal ମେଟ୍ରୋ ର ଆବଶ୍ୟକତା ନାହିଁ। କାରରେ ଯିବା ଲୋକ ଯିବେନି। ବାଇକ୍ ରେ ଯିବା ଲୋକ ଦୋକାନ ଆଗ ପର୍ଯ୍ୟନ୍ତ ଯିବେ। ଏବେ ଏସି ଆମ ବସ୍ ରେ ଯାଉନାହାଁନ୍ତି। ମେଟ୍ରୋ ରେ ଯିବେ।
OR
0
0
1
6
Rameswar Pattanayak
@AkshayKSamal କିଏ ଫେରିବେ? କାହିଁକି ଫେରିବେ? ସେମାନେ ତ ଯାଇଛନ୍ତି। ବାପା ମାଁ ଙ୍କ ଦାୟିତ୍ୱ ନ ନେବାପାଇଁ। ଗାଁ ର ସାମୁହିକ କାମରେ ଯୋଗ ନ ଦେବା ପାଇଁ। ମାସକୁ ₹୧_୨୦୦୦ ପଠେଇ ଦେଲେ ଭଲ ପିଲା। ବିଭା ହେବେ, ସ୍ତ୍ରୀ କୁ ଶାଶୁଘରେ ଛାଡି ପୁଣି ସୁରତ, ଚେନ୍ନାଇ ଚାଲିଯିବେ। ଗାଁ ରେ ରହିବେ କଣ ଦାୟିତ୍ବ ନେବାକୁ?
OR
1
0
0
71
Akshay Samal । ଅକ୍ଷୟ ସାମଲ
ଆଜିର ବଡ ଜଟିଳ ପ୍ରଶ୍ନ ? ବିକାଶ ଫେରିଲାଣି କି ? ବିକାଶ ଏବେ କୋଉଠି ? ବିକାଶ ଏବେ ସୁରତର ସୁତା କଳରେ ବିକାଶ ଏବେ ଆନ୍ଧ୍ରର ଇଟା ଭାଟିରେ ବିକାଶ ଏବେ ହାଇଦ୍ରାବାଦର ରେଷ୍ଟୁରାଣ୍ଟରେ ବିକାଶ ଏବେ ବ୍ୟାଙ୍ଗାଲୋର ର ITPL ରେ ବିକାଶ ଏବେ ତାମିଲନାଡୁର ପ୍ଲାଇ କମ୍ପାନୀରେ ବିକାଶ ଏବେ କଲିକତାର ବଡ଼ବଜାରର ବିକାଶ ଏବେ କେରଳର ରିସୋର୍ଟରେ ବିକାଶ ମାନେ କେବେ ଓଡ଼ିଶା ଫେରିବେ ??? କାହା ପାଖରେ ଉତ୍ତର ଥିଲେ ଜଣାଇବେ 🙏
OR
24
8
93
5.4K
बघीरा 😺
बघीरा 😺@LegalAdvisour·
Mamta Banerjee - 71 years MK STALIN - 73 years Rahul Gandhi - 53 years Arvind Kejriwal - 57 years Akhilesh YADAV - 52 years Reventh Reddy - 56 years Tejasvi Yadav - 36 years Dk Shivkumar - 62 years Mahua Moitra - 50 years Udhaav Thakrey - 65 years Narendra Modi - 76 years Among all of them, Modiji is the oldest. And He don't know how to run the country. Although The Opposition Leaders can Run the Country better than him But The public is not giving the opposition a chance. Can you tell me why?
हिन्दी
1K
198
2K
451.9K
Rameswar Pattanayak
@SatyaPrNayak The full family of the lady are illiterate. Who is at fault? Bankers? Officials? The government should and has to be cruel and obstinate enough to inculcate financial literacy among people compulsorily.
English
0
0
1
20
Satya Prakash Nayak
Satya Prakash Nayak@SatyaPrNayak·
A country and a state have failed her. Even in death, she was not allowed to rest in peace. They raised torches in the name of Nari Shakti Vandan, celebrated slogans, and claimed victory for women’s dignity. But in a remote village of Odisha, a poor tribal woman was denied dignity even after death. Her skeleton taken to a bank for KYC formalities. What greater shame can there be for a nation that chants respect for women, yet cannot protect the honour of a dead woman? What greater failure for a system that forces the poorest and most vulnerable to suffer even beyond death? This is not empowerment. This is cruelty wrapped in hypocrisy. If women’s rights are only slogans for rallies and speeches, while tribal women are abandoned in life and dishonoured in death, then every claim of justice stands exposed. #Keonjhar #Odisha #TribalRights #WomensDignity #NariShakti #JusticeForWomen #HumanityFirst #BJP #WomenReservationBill #India
English
11
43
156
3K
Rajesh mudras
Rajesh mudras@MudrasRajesh·
@manasrmangaraj Sir I think till such time the reforms are not carried, the banks should be told to instruct their branches, especially in the rural and semi rural, to keep a list of NGO's and Social workers, and take their help to resolve such cases.
English
2
0
1
113
Manas Mangaraj
Manas Mangaraj@manasrmangaraj·
A poor tribal man in Kendujhar, Odisha, had to dig up his sister’s skeleton to prove her death and withdraw ₹19,300 from her bank account, exposing the harsh insensitivity of rural banking systems. I have written to Hon’ble Union Finance Minister Smt. Nirmala Sitharaman seeking urgent intervention and reforms to ensure simpler procedures, local verification, and dignity for poor citizens accessing their family savings. @nsitharaman @Naveen_Odisha @SecyChief
Manas Mangaraj tweet mediaManas Mangaraj tweet media
English
32
47
160
7.1K
Rameswar Pattanayak
@manasrmangaraj It is not the insensitivity of the Banker. It is the system that doesn't make people financially literate. Why people who frown upon the employees are not coming forward to make people financially literate?
English
0
0
0
40
Mohandas Pai
Mohandas Pai@TVMohandasPai·
@CMofKarnataka⁩ please see the policy below- all govt employee and minister children should study in govt schools . Need this in Karnataka to improve education quality in govt schools
Mohandas Pai tweet media
English
1.1K
643
2.3K
153.3K
Rameswar Pattanayak
Rameswar Pattanayak@kptnrp·
@AnanyaDash11 ଓଡ଼ିଶା ର ସବୁ ଇଁରାଜୀ ମାଧ୍ୟମ (ଅଣ ଓଡ଼ିଆ) ସ୍କୁଲ ରେ ଶିକ୍ଷକ ଓ ଛାତ୍ରମାନେ ପରସ୍ପର ମଧ୍ୟ ରେ ହିନ୍ଦୀରେ କଥା ହୁଅନ୍ତି। ଇଂରାଜୀ ରେ ନୁହେଁ।
OR
0
0
0
230
ଅନନ୍ୟା ଦାଶ
ଅନନ୍ୟା ଦାଶ@AnanyaDash11·
ବାହାର ରାଜ୍ୟ କୁ ଗଲେ ସେଇଠି ଯୁବ ପିଲାମାନେ ସେଇ ରାଜ୍ୟ ର ଭାଷା ରେ କଥା ଆରମ୍ଭ କରୁଛନ୍ତି। କିନ୍ତୁ ଆମ ଭୁବନେଶ୍ୱର ରେ ଦେଖା ଯାଉଛି ଆଜିକାଲି ଓଡ଼ିଆ ପିଲାମାନେ ହିନ୍ଦୀ ରେ କଥା ଆରମ୍ଭ କରୁଛନ୍ତି। ଆଉ ଦୁଃଖ ର ବିଷୟ ହେଉଛି ଏଇଟା ଗୋଟିଏ ରୋଗ ପରି ବ୍ୟାପି ଚାଲିଛି - ଓଡ଼ିଆ ଭାଷା କୁ ହିନ୍ଦୀ ବା ଇଂରାଜୀ ଠୁ ତୁଚ୍ଛ ମନେ କରିବା ଏହି ବ୍ୟାଧି ର ଚିକିତ୍ସା କଣ? ଯଦି ଆମ ଯୁବଗୋଷ୍ଟି ଓଡ଼ିଆ ଭାଷାକୁ ଏହିପରି ତୁଚ୍ଛ ମନେକରିବେ ତାହାଲେ ଆଉ ୫୦ ବର୍ଷ ପରେ ଆମ ଓଡ଼ିଆ ଭାଷା ଲୋପ ପାଇଯାଇଥିବ। ବାପା ମା ମାନଙ୍କୁ ମୂର୍ଖ କହିବା ପାଇଁ ଭଲ ଲାଗୁନି କିନ୍ତୁ ଏହିପରି ପିଲାମାନଙ୍କ ବାପା ମା ମୂର୍ଖ ହିଁ। ଭାଷା ଓ ସଂସ୍କୃତି ପ୍ରତି ଭଲ ପାଇବା ଘରୁ ଆରମ୍ଭ ହୁଏ। ଯଦି ଘରେ ଭାଷା ପାଇଁ ସମ୍ମାନ ନାହିଁ, ପିଲା ମଧ୍ୟ ଭାଷା କୁ ସମ୍ମାନ କରିବ ନାହିଁ। ଯେଉଁମାନେ ନିଜର ମୂଳ ସଂସ୍କୃତି କୁ ସମ୍ମାନ ଦିଅନ୍ତିନାହିଁ, ସେମାନେ କେବେ ମଧ୍ୟ ଜୀବନ ରେ କିଛି ବଡ଼ କରିପାରିବେ ନାହିଁ। ଏହା ନିରାଟ ସତ୍ୟ। #Odisha #Odia
OR
49
25
183
6K
Rameswar Pattanayak
Rameswar Pattanayak@kptnrp·
@BibhutiJena93 Install multi level Bus Parking stations at major cities. Roadside parking of bus and trucks is creating lot of difficulty.
English
0
0
0
33
Bibhuti Bhusan Jena
Bibhuti Bhusan Jena@BibhutiJena93·
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ,ରାଜ୍ୟବ୍ୟାପୀ ସମସ୍ତ ବସ୍ ଷ୍ଟାଣ୍ଡ ଗୁଡିକର ନିର୍ମାଣ, ବିକାଶ, ନବୀକରଣ, କାର୍ଯ୍ୟକାରିତା, ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପାଇଁ “ଅଟଳ ବସ୍ ଷ୍ଟାଣ୍ଡ” ଯୋଜନାକୁ କ୍ୟାବିନେଟ ର ମଞ୍ଜୁରୀ ମିଳିଛି। ଏହି ଯୋଜନା ଅଧୀନରେ ଥିବା ବସ୍ ଷ୍ଟାଣ୍ଡ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନର ଅବଧି ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏବଂ ସମସ୍ତ ବସ୍ ଷ୍ଟାଣ୍ଡଗୁଡ଼ିକର କାର୍ଯ୍ୟକାରିତା, ରକ୍ଷଣାବେକ୍ଷଣ ଏବଂପରିଚାଳନାର ଅବଧି ୨୦୩୧-୩୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଜାରି ରହିବ। "ଅଟଳ ବସ୍ ଷ୍ଟାଣ୍ଡ " ଯୋଜନା ଦ୍ୱାରା ବସ୍ ଷ୍ଟାଣ୍ଡ ଗୁଡିକର ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ହେବା ସହିତ ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷା ସୁନିଶ୍ଚିତ ହେବ। ଓଡିଶା ପରିବହନ କ୍ଷେତ୍ରକୁ ସୁଦୃଢ କରିବା ପାଇଁ ନିଆଯାଇଥିବା ଏହି ଦୃଢ ପଦକ୍ଷେପ କୁ ମୁଁ ସ୍ୱାଗତ କରୁଛି। ଏହି ପରିପ୍ରେକ୍ଷୀରେ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ଧନ୍ୟବାଦ ଜଣାଉଛି।
OR
11
2
42
2.9K
Rameswar Pattanayak
Rameswar Pattanayak@kptnrp·
@BibhutiJena93 ପ୍ରତି ଗାଁ ଛକରେ ଏକ ଦେୟଯୁକ୍ତ ବିଶ୍ରାମାଗାର ରହୁ। ଟଏଲେଟ୍ ଓ ପାର୍କିଂ ସୁବିଧା ରହୁ। ପୁରୁଣା ରେଳ ବଗି ରଖିଲେ ଆହୁରି ଭଲ।
OR
0
0
0
46
Rameswar Pattanayak
Rameswar Pattanayak@kptnrp·
@pbhushan1 @Swamy39 Prashant Bhushan should be made PM cum president cum chief justice cum solicitor general and chief of defence. This only will satiate his wish .
English
0
0
0
52
Prashant Bhushan
Prashant Bhushan@pbhushan1·
Just as Trump destroyed the superpower status of the US in this Iran war; Modi has also destroyed India’s status & respectability in the world, by his stupid antics around the world & his insatiable desire to show himself in India as a Vishwaguru. His visit to Israel seeking recognition from Netanyahu & the Knesset just before Israel’s attack on Iran exposed him as foolish & shortsighted. Even Pakistan has emerged as a more respectable & reliable country
English
755
2.2K
8.4K
231K
Rameswar Pattanayak
Rameswar Pattanayak@kptnrp·
@AprajitaSarangi @MohanMOdisha Investment in Metro at Bhubaneswar will be a waste. As all market is on the road sides only. Even now A/c Ama Bus are running empty as commuters are comfortable only in personal vehicles.
English
0
0
0
123
Aparajita Sarangi, MP,( Lok Sabha) Bhubaneswar
I have spoken to Hon’ble CM Sri @MohanMOdisha & requested him to kindly consider revisiting the State Cabinet Decision of suspending the implementation of Metro Rail Project for Bhubaneswar . “Some projects are done for public good and not for profit .” My written submission…
Aparajita Sarangi, MP,( Lok Sabha) Bhubaneswar tweet mediaAparajita Sarangi, MP,( Lok Sabha) Bhubaneswar tweet mediaAparajita Sarangi, MP,( Lok Sabha) Bhubaneswar tweet mediaAparajita Sarangi, MP,( Lok Sabha) Bhubaneswar tweet media
English
230
191
1.1K
35.8K
Rameswar Pattanayak
Rameswar Pattanayak@kptnrp·
@bharatkatax Replace the toxic income tax and GST with APTT Automated Payment Transaction Tax of 2% on all receipts. No exemption, no filing of return and no refund. Nobody will lose. Neither the citizens nor the country.
English
0
0
3
92
BharatKaTax
BharatKaTax@bharatkatax·
🚨BIG ANNOUNCEMENT: Indian taxpayers, unite! BharatKaTax has just launched - a community-driven platform to crowdsource income tax refund timelines. Waiting for your refund with no updates? Let’s map tax refund delays together and bring transparency to pending refunds.
English
9
65
281
463.5K
Rameswar Pattanayak
Rameswar Pattanayak@kptnrp·
@Titupanda2 @HUDDeptOdisha @CMO_Odisha @Ganjam_Admin @sdmbam @Naveen_Odisha @BhruguOdisha ଚିକିଟି, ପାତ୍ରପୁର, ଜରଡା, ସୁରଙ୍ଗି ତାଙ୍କ ବଜାର ଆବଶ୍ୟକତା ପାଇଁ ଇଚ୍ଛାପୁର ଉପରେ ନିର୍ଭର କରନ୍ତି। ବ୍ରହ୍ମପୁରରୁ ଏ ସମସ୍ତ ଜାଗାକୁ ଇଚ୍ଛାପୁର ହୋଇ ଯିବାକୁ ହୁଏ। ମୁଁ ୧୯୬୫ ରୁ ଦେଖିଛି। ମୋ ଦାଦା ପାତ୍ରପୁର ରେ ଓଭରସିଅର ଥିଲେ। ତାଙ୍କ ଜିପ୍ ଇଚ୍ଛାପୁର ରେ ପେଟ୍ରୋଲ ଭରେ। ତେଣୁ ଚିକିଟି ଏନଏସି ର ଗାଡ଼ି ଆସିଲେ କଣ ଅସୁବିଧା ହୁଏ?
OR
1
0
2
115
Titu panda
Titu panda@Titupanda2·
ଆନ୍ଧ୍ର ଇଚ୍ଛାପୁରମ ଷ୍ଟେସନରେ ଓଡିଶା #ଚିକିଟି_NAC କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଗାଡି 😥 ଏଭଳି ଚାଲୁଛି ଆମ ଚିକିଟି ନିର୍ବାଚନମଣ୍ଡଳୀ। ଦାୟକରି ଏହା ଉପରେ ଧ୍ୟାନ ଦିଅନ୍ତୁ @HUDDeptOdisha @CMO_Odisha @Ganjam_Admin @sdmbam @Naveen_Odisha @BhruguOdisha
OR
11
20
107
9.8K
Rameswar Pattanayak
Rameswar Pattanayak@kptnrp·
@PrithivirajBJP ଗୋପାଳପୁର ରୁ ତାଳଚେର ଯାଏଁ ଏକ ଇକୋନୋମିକ କରିଡୋର କରାଯାଉ। ରୋଡ, ରେଲ, ପାଓ୍ବାର ଓ ଜଳପଥ ର।
OR
0
0
1
29
Prithiviraj Harichandan
Prithiviraj Harichandan@PrithivirajBJP·
ସବୁ ରାଜ୍ୟ ରାଜପଥ ହେବ ୪ ଲେନ୍
Prithiviraj Harichandan tweet media
OR
30
8
79
4.4K
Rameswar Pattanayak
Rameswar Pattanayak@kptnrp·
@DhabalEngine ତମର ବିଦ୍ରୁପ କରିବାର ଇଛା ରହିଛି। ସେ ଯାହା କହିଥିଲେ ବି ତମେ ବିଦ୍ରୁପ କରନ୍ତ।
OR
0
0
0
11
ଢବଲ ଇଞ୍ଜିନ
ଢବଲ ଇଞ୍ଜିନ@DhabalEngine·
ମହାଶୟଙ୍କର ଏବେଯାଏଁ ବିଶ୍ୱାସ ହେଉନି ସେ ମୁଖ୍ୟମନ୍ତ୍ରୀ ବୋଲି.. ଯୁଆଡେ ଯାଉଛନ୍ତି ଲୋକଙ୍କୁ ପଚାରୁଛନ୍ତି ମୁଖ୍ୟମନ୍ତ୍ରୀ କିଏ 😂😂🤣 ଲୋକଙ୍କ ଭୋଟ ପାଇ ମୁଖ୍ୟମନ୍ତ୍ରୀ ହେଇଥିଲେ ପଚାରିବାକୁ ପଡ଼ିନଥାନ୍ତା, ଭୋଟ ଚୋରୀ କଲେ ଏଇ ଅବସ୍ଥା ହେବ..
ଓଟିଭି@otvkhabar

ରାଷ୍ଟ୍ରପତିଙ୍କ ଘର ସାମ୍ନାରେ ଛିଡ଼ାହୋଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଚାରିଲେ ମୁଖ୍ୟମନ୍ତ୍ରୀ କିଏ? #OdishaCM #MohanCharanMajhi #PresidentsResidence #OdishaNews #KidsInteraction #OdishaTV #OTV #OTVNews

OR
5
1
44
1.1K
SUDHIR
SUDHIR@seriousfunnyguy·
@sardesairajdeep Nehru was born in 1889 & the damage he did to this nation in75 years is unforgivable. He was not only a major stakeholder in India’s partition that led to 3 million deaths, he also gave away Aksai Chin and permanent seat of security council to china. The list is endless
English
33
272
1.5K
20.5K
Rajdeep Sardesai
Rajdeep Sardesai@sardesairajdeep·
Nehru died in 1964. We are now in 2026. And yet, Nehru’s ghost haunts Parliament. #PMSpeech
English
3K
3.6K
23.5K
938.9K
Rameswar Pattanayak
Rameswar Pattanayak@kptnrp·
@rajaaswain ଏପରି ମତକୁ ଅଣଦେଖା କରିବାକୁ ମଣିଷ ବାଧ୍ୟ।
OR
0
0
0
2
Ranendra Pratap Swain
Ranendra Pratap Swain@rajaaswain·
ଗତକାଲି କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ଲୋକସଭାରେ ଆଗତ କରିଥିବା ବଜେଟ ପ୍ରସ୍ତାବ ସଂପୂର୍ଣ୍ଣ ଭାବେ ନୈରାଶ୍ୟଜନକ। ଏହି ବଜେଟ ଅଭିବୃଦ୍ଧି ପରିପନ୍ଥୀ। ଦେଶର ‘ଗରିବ, ଅନ୍ନଦାତା, ଯୁବବର୍ଗ ଏବଂ ମହିଳା’ ଙ୍କ ବିକାଶ ପାଇଁ କୌଣସି ନୂତନ ଯୋଜନା କିମ୍ବା ରୋଡମ୍ୟାପ ନାହିଁ। ସବୁଠାରୁ ବଡ଼ ଚିନ୍ତାଜନକ ବିଷୟ ହେଉଛି ଯେ, ଚଳିତ ବଜେଟରେ ସାର, ଏଲପିଜି ଏବଂ ଖାଦ୍ୟ ସବସିଡିରେ ଉଲ୍ଲେଖନୀୟ ହ୍ରାସ ହୋଇଛି ଯାହା ଚାଷୀ ଏବଂ ଗରିବଙ୍କୁ ବିଶେଷ ଭାବେ ପ୍ରଭାବିତ କରିବ। ଓଡ଼ିଶାରେ ତଥାକଥିତ ‘ଡବଲ ଇଞ୍ଜିନ’ ସରକାର ଚାଲୁଥିବା ବେଳେ ଏବଂ ସରକାରୀ ଦଳରୁ ୨୦ ଜଣ ଲୋକସଭା ସାଂସଦ ଥିବା ବେଳେ, ଓଡ଼ିଶା ପାଇଁ କୌଣସି ଯୋଜନା ନାହିଁ। କିନ୍ତୁ, ଚିନ୍ତାଜନକ ହେଉଛି ଯେ ଓଡ଼ିଶାକୁ କିଛି ‘ଦେବା’ ବଦଳରେ ରାଜ୍ୟର ବହୁମୂଲ୍ୟ ଖଣିଜ ପଦାର୍ଥକୁ ‘ଲୁଟିବା’ ପାଇଁ ବ୍ୟବସ୍ଥା କରିଛନ୍ତି। ଅନୁଗୁଳ, କଳିଙ୍ଗ ନଗର, ତାଳଚେରକୁ ପାରାଦୀପ ଏବଂ ଧାମରା ସହିତ ଯୋଡିବାର ଅର୍ଥ କ'ଣ? ପୂର୍ବତଟ ରେଳପଥ କେନ୍ଦ୍ରକୁ ସର୍ବାଧିକ ରାଜସ୍ୱ ଦେଉଥିବା ଡିଭିଜନ ମଧ୍ୟରୁ ଅନ୍ୟତମ ହୋଇଥିବା ବେଳେ ହାଇ-ସ୍ପିଡ କରିଡର ଯୋଜନାରେ ଓଡ଼ିଶାର ଅଧିକାରକୁ ଅଣଦେଖା କରାଯାଇଥିବା, ଓଡ଼ିଶା ସରକାର ଓ ସରକାରୀ ଦଳର ବିଫଳତାକୁ ସୂଚିତ କରେ। ଓଡ଼ିଶାର ସବୁ ମହଲରେ ଏହି ବଜେଟକୁ ନେଇ ନୈରାଶ୍ୟଭାବ ସୃଷ୍ଟି କରିଛି ଏବଂ ଆଗାମୀ ଦିନରେ ରାଜ୍ୟବାସୀ ସେମାନଙ୍କ ଅଧିକାରକୁ ନେଇ ନିଶ୍ଚିତ ଭାବେ ସରକାରଙ୍କୁ ପ୍ରଶ୍ନ ପଚାରିବେ।
OR
2
3
45
1.1K