Subdega Panchayat Samiti , Sundargarh

410 posts

Subdega Panchayat Samiti , Sundargarh banner
Subdega Panchayat Samiti , Sundargarh

Subdega Panchayat Samiti , Sundargarh

@SubdegaS

Subdega Panchayat Samiti is among 17 Blocks in Sundargarh District of Odisha . Our Page does entertain putting greivance, suggestions for better administration

شامل ہوئے Mayıs 2021
22 فالونگ382 فالوورز
Subdega Panchayat Samiti , Sundargarh
ସବଡେ଼ଗା "ବ୍ଲକ ସ୍ତରୀୟ ଯତ୍ରା ମହୋତ୍ସବ ୨୦୨୬" \ ଏହି ଅବସର ରେ ମୁଖ୍ୟ ଅତିଥି ଭାବରେ ଓଡିଶା ବିଧାନସଭା ର ମାନ୍ୟବର ଉପ-ବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ \ #jatra #culture @PRDeptOdisha @IPR_Odisha @CMO_Odisha @DMSundargarh
Subdega Panchayat Samiti , Sundargarh tweet mediaSubdega Panchayat Samiti , Sundargarh tweet mediaSubdega Panchayat Samiti , Sundargarh tweet mediaSubdega Panchayat Samiti , Sundargarh tweet media
OR
0
0
2
32
Subdega Panchayat Samiti , Sundargarh
ଆସନ୍ତା ୦୪.୦୨.୨୦୨୬ ତାରିଖ ରେ ଅନୁଷ୍ଠିତ ହେବ ପାଇଁ ଯାଉଛି "ସବଡେ଼ଗା ବ୍ଲକ ସ୍ତରୀୟ ଯତ୍ରା ମହୋତ୍ସବ ୨୦୨୬" \ ଏହି ମହୋତ୍ସବ ଟି ସବଡେ଼ଗା ସ୍ଥିତ ଉପେନ୍ଦ୍ର ସ୍କୁଲ ପଡିଆ ଠାରେ ଆୟୋଜନ କରା ଯିବା ପାଇଁ ସ୍ଥିର କରା ଯାଇଛି \ ଆପଣ ସମସ୍ତଙ୍କୁ ସାଦର ନିମନ୍ତ୍ରଣ , ସମସ୍ତେ ଆସି ଏହି ମହୋତ୍ସବ କୁ ଉପଭୋଗ କରିବା ସହ ଏହାକୁ ସଫଳ କରିବା ହେବେ \
Subdega Panchayat Samiti , Sundargarh tweet media
OR
0
0
1
24
Subdega Panchayat Samiti , Sundargarh
ଆଜି ସବଡେ଼ଗା ବ୍ଲକ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଗାଇବିରା ସ୍କୁଲ ପଡିଆ ଠାରେ ପାଳନ କରାଯାଇଥିଲା \ ଏଠାରେ ଓଡିଶା ବିଧାନସଭା ର ମାନ୍ୟବର ଉପ-ବାଚସ୍ପତି ତଥା ତଲସରା ବିଧାୟକ ଶ୍ରୀ ଭବାନୀ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଥିଲେ \ @PRDeptOdisha @IPR_Odisha
Subdega Panchayat Samiti , Sundargarh tweet mediaSubdega Panchayat Samiti , Sundargarh tweet mediaSubdega Panchayat Samiti , Sundargarh tweet mediaSubdega Panchayat Samiti , Sundargarh tweet media
OR
0
0
1
23
Subdega Panchayat Samiti , Sundargarh
ଆଜି ସବଡେ଼ଗା ଉପେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ "ସବଡେ଼ଗା ବ୍ଲକ ସ୍ତରୀୟ ୧୫୦ ତମ ବନ୍ଦେ ମାତରଂ ମହୋତ୍ସବ" ଅନୁଷ୍ଠିତ ହୋଇ ଯାଇଛି \ ଏହି ମହୋତ୍ସବ ରେ ମୁଖ୍ୟ ଅତିଥି ଭାବରେ ଓଡିଶା ବିଧାନସଭା ର ମାନ୍ୟବର ଉପ-ବାଚସ୍ପତି ଶ୍ରୀଯୁକ୍ତ ଭବାନୀ ଭୋଇ ଯୋଗ ଦେଇ ଏହି ଜାତୀୟ ଗୀତ ର ସ୍ମରଣ କରିଥିଲେ \ #VandeMataram #administration
Subdega Panchayat Samiti , Sundargarh tweet mediaSubdega Panchayat Samiti , Sundargarh tweet mediaSubdega Panchayat Samiti , Sundargarh tweet mediaSubdega Panchayat Samiti , Sundargarh tweet media
OR
0
0
1
67
Subdega Panchayat Samiti , Sundargarh
ଆଜି ତା ୦୫.୧୨.୨୦୨୫ ରିଖ ଦିନ ସବଡେ଼ଗା ବ୍ଲକ ର ସମସ୍ତ ଗ୍ରାମ ପଂଚାୟତ ତରଫରୁ ସମସ୍ତ ଗ୍ରାମ ପଂଚାୟତ ଠାରେ "ସାଂସଦ ଖେଳ ମହୋତ୍ସବ" ଅନୁଷ୍ଠିତ ହୋଇ ଯାଇଛି \ #SansadKhelMahotsav #SansadTV #tribalsports #administration #Sundargarh #Odisha @PRDeptOdisha @IPR_Odisha @CMO_Odisha @DMSundargarh
Subdega Panchayat Samiti , Sundargarh tweet mediaSubdega Panchayat Samiti , Sundargarh tweet mediaSubdega Panchayat Samiti , Sundargarh tweet mediaSubdega Panchayat Samiti , Sundargarh tweet media
OR
0
0
1
41
Subdega Panchayat Samiti , Sundargarh
ତ ତା ୧୫.୧୧.୨୦୨୫ ରିଖ ଦିନ ସବଡେ଼ଗା ସଦର ମହକୁମା ଠାରେ କେନ୍ଦ୍ର ସରକାର ଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ "ଏକଲବ୍ୟ ମୋଡେଲ ସ୍କୁଲ" ଆନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟିତ ହୋଇ ଯାଇଛି \ #ekalavyamodelschool #GovernmentSchool #administration #ministryoftribalaffairs @PRDeptOdisha @CMO_Odisha
Subdega Panchayat Samiti , Sundargarh tweet mediaSubdega Panchayat Samiti , Sundargarh tweet mediaSubdega Panchayat Samiti , Sundargarh tweet mediaSubdega Panchayat Samiti , Sundargarh tweet media
OR
0
1
1
48
Subdega Panchayat Samiti , Sundargarh
ସବଡେ଼ଗା ବ୍ଲକ ସ୍ତରୀୟ "ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା - ୨୦୨୫\ଏହି ମେଳା ରେ ମାନ୍ୟବର କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ଭାବରେ ମାନ୍ୟବର ଉପ-ବାଚସ୍ପତି ଶ୍ରୀ ଭବାନୀ ଭୋଇ ଯୋଗ ଦେଇ ଥିଲେ #animalhusbandry #fisheries #ମତ୍ସ୍ୟଓପ୍ରାଣୀସମ୍ପଦମେଳା୨୦୨୫ @PRDeptOdisha

35