
ସମ୍ମାନନୀୟ ସାର୍ @CMO_Odisha @MohanMOdisha @scstdevdept @NityanandaBJP ୨୦୨୫-୨୬ ଶିକ୍ଷାବର୍ଷ ଶେଷ ହେଲାଣି କିନ୍ତୁ ଏ ପର୍ଯ୍ୟନ୍ତ ବି ବହୁତ ପିଲାଙ୍କୁ ପୋଷ୍ଟ୍-ମାଟ୍ରିକ୍ ସ୍କଲାରସିପ୍ ଟଙ୍କା ମିଳିନି ଯାହା ଫଳରେ ବହୁତ ପିଲା ଉଚ୍ଚଶିକ୍ଷା ପଢ଼ିବାରୁ ବଞ୍ଚିତ ହେଉଛନ୍ତି ।
#OdishaScholarshipDelay2026 #SukantTutorial
OR
