Sukant Sir

355 posts

Sukant Sir banner
Sukant Sir

Sukant Sir

@SukantTutorial

Jay Jagannath 🙏 | Official X Handle of Sukant Tutorial | Creator at YouTube (85K+ Subscribers) | An Educator, Social Worker & Social Media Influence.

Puri ,Odisha ,India Katılım Aralık 2021
93 Takip Edilen708 Takipçiler
Sukant Sir
Sukant Sir@SukantTutorial·
ସମ୍ମାନନୀୟ ସାର୍ @CMO_Odisha @MohanMOdisha @scstdevdept @NityanandaBJP ୨୦୨୫-୨୬ ଶିକ୍ଷାବର୍ଷ ଶେଷ ହେଲାଣି କିନ୍ତୁ ଏ ପର୍ଯ୍ୟନ୍ତ ବି ବହୁତ ପିଲାଙ୍କୁ ପୋଷ୍ଟ୍-ମାଟ୍ରିକ୍ ସ୍କଲାରସିପ୍ ଟଙ୍କା ମିଳିନି ଯାହା ଫଳରେ ବହୁତ ପିଲା ଉଚ୍ଚଶିକ୍ଷା ପଢ଼ିବାରୁ ବଞ୍ଚିତ ହେଉଛନ୍ତି । #OdishaScholarshipDelay2026 #SukantTutorial
OR
1
6
6
321
Sukant Sir
Sukant Sir@SukantTutorial·
ସମ୍ମାନନୀୟ ସାର୍ @CMO_Odisha @MohanMOdisha @scstdevdept @NityanandaBJP ୨୦୨୫-୨୬ ଶିକ୍ଷାବର୍ଷ ଶେଷ ହେଲାଣି କିନ୍ତୁ ଏ ପର୍ଯ୍ୟନ୍ତ ବି ବହୁତ ପିଲାଙ୍କୁ ପୋଷ୍ଟ୍-ମାଟ୍ରିକ୍ ସ୍କଲାରସିପ୍ ଟଙ୍କା ମିଳିନି ଯାହା ଫଳରେ ବହୁତ ପିଲା ଉଚ୍ଚଶିକ୍ଷା ପଢ଼ିବାରୁ ବଞ୍ଚିତ ହେଉଛନ୍ତି । #OdishaScholarshipDelay2026 #SukantTutorial
Sukant Sir tweet media
OR
3
21
10
607
Sukant Sir
Sukant Sir@SukantTutorial·
ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କଲେ ପୋଷ୍ଟ-ମାଟ୍ରିକ୍ ସ୍କଲାରସିପ୍ ରେ ଛାତ୍ରଙ୍କୁ ₹୧୬,୦୦୦ ଏବଂ ଛାତ୍ରୀଙ୍କୁ ₹୧୭,୦୦୦ ଟଙ୍କା ପ୍ରଦାନ କରାଯିବ ...... ଘୋଷଣା କରାଗଲା କିନ୍ତୁ ମିଳୁନି #odisha #sukanttutorial #postmatricscholarship @mohanmodisha @cmo_odisha @stscdevelopment @NityanandaBJP @SukantTutorial
Sukant Sir tweet media
OR
1
28
14
446
Sukant Sir
Sukant Sir@SukantTutorial·
Post Matric Scholarship 2025-26 ନିମନ୍ତେ Apply & Re-Apply ତାରିଖ ଶେଷ ହେବା ପରେ ବହୁତ ପିଲାଙ୍କର Scholarship Revert ହୋଇଛି ଏବଂ ବହୁତ ପିଲା Scholarship ଟଙ୍କା ପାଇବାରୁ ବଞ୍ଚିତ ହେବେ , ଏଥିପ୍ରତି ଧ୍ୟାନ ଦେବାକୁ ବିନମ୍ର ଅନୁରୋଧ @MohanMOdisha @CMO_Odisha @stscdevelopment @NityanandaBJP @DHE_Odisha
OR
1
7
8
372
Sukant Sir
Sukant Sir@SukantTutorial·
@CMO_Odisha @krushibibhag @KVSinghDeo1 @arvindpadhee , କିଛିଦିନ ଧରି ସ୍କଲାରସିପ୍ ପୋର୍ଟାଲ୍ ଠିକ୍ ଭାବରେ ଖୋଲୁନଥିବାରୁ ଓ ସାଇଟ୍ ଡାଉନ୍ ଥିବାରୁ, ବହୁତ ଛାତ୍ରଛାତ୍ରୀ କୃଷି ବିଦ୍ୟାନିଧି ଯୋଜନା ସ୍କଲାରସିପ୍ ଆବେଦନ କରିପାରି ନାହାଁନ୍ତି । ଆବେଦନର ଶେଷ ତାରିଖ 30 ନଭେମ୍ବର ଥିଲା, ଆବେଦନ ତାରିଖକୁ ପୁଣି ଥରେ ବୃଦ୍ଧି କରନ୍ତୁ
Sukant Sir tweet media
OR
33
152
85
1.5K
Sukant Sir
Sukant Sir@SukantTutorial·
OS-CIT November Month Online Batch Admission Open Now Don't Wait - Enroll Today Online OS-CIT Course For Admission Contact -: 91 6372522240 #okcl #mkcl #oscit #odisha
Sukant Sir tweet media
English
0
1
5
607
Sukant Sir
Sukant Sir@SukantTutorial·
🎓 SHRESHTA (NETS)–୨୦୨୬ ମେଧାବୀ ଅନୁସୂଚିତ ଜାତି (SC) ଛାତ୍ରଛାତ୍ରୀଙ୍କ ପାଇଁ ନିଃଶୁଳ୍କ ଆବାସିକ ଶିକ୍ଷା 🖥️ ଆଜି ହିଁ ଅନଲାଇନ୍ ଆବେଦନ କରନ୍ତୁ ! 📝 ଅନଲାଇନ୍ ଆବେଦନ ଲିଙ୍କ୍ - exams.nta.nic.in/shreshta/ @scstdevdept #SHRESHTA2026 #SCStudents #ResidentialSchool #MeritBasedScholarship #EducationForAll
Sukant Sir tweet media
OR
0
1
5
490
Sukant Sir
Sukant Sir@SukantTutorial·
ଯୁକ୍ତ ୨ ଫର୍ମ ପୂରଣ ଅବଧି ବୃଦ୍ଧି -ବାତ୍ୟା 'ମୋନ୍ଥା' ପାଇଁ ଯୁକ୍ତ ୨ ଫର୍ମ ପୂରଣ ଶେଷ ତାରିଖ ଅବଧି ବୃଦ୍ଧି -ନଭେମ୍ୱର ୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି ବୃଦ୍ଧି -ଅକ୍ଟୋବର ୨୮ ତାରିଖ ଥିଲା ଫର୍ମ ପୂରଣ ଶେଷ ତାରିଖ -କଲେଜ କର୍ତ୍ତୃପକ୍ଷଙ୍କ ନିବେଦନ ପରେ CHSEର ନିଷ୍ପତ୍ତି #PlusTwo #FormFillup #Odisha #SukantTutorial
Sukant Sir tweet media
OR
0
3
13
719
Sukant Sir
Sukant Sir@SukantTutorial·
ଓଡ଼ିଶାରେ ୧୯୯୯ ଅକ୍ଟୋବର ୨୯ ଠାରୁ ୨୦୨୫ ଅକ୍ଟୋବର ୨୮ ତାରିଖରେ ଘଟିଥିବା ବାତ୍ୟାର ନାମ ଓ ତାରିଖ । #Cyclone #SukantTutorial #Odisha
Sukant Sir tweet media
OR
1
2
9
378
Sukant Sir
Sukant Sir@SukantTutorial·
୮ ଜିଲ୍ଲାରେ ସ୍କୁଲ ଛୁଟି - ଗଣଶିକ୍ଷା ବିଭାଗ 'ମୋନ୍ଥା' ପାଇଁ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ସ୍କୁଲ ଛୁଟି । ସ୍କୁଲ ଛୁଟି ଘୋଷଣା କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଆସନ୍ତାକାଲିଠୁ (ଅକ୍ଟୋବର୨୮) ରୁ ଅକ୍ଟୋବର ୩୦ ଯାଏଁ ୮ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ । #School #Montha #Cyclone #SchoolClosed #Odisha #SukantTutorial
Sukant Sir tweet media
OR
0
1
7
764
Sukant Sir
Sukant Sir@SukantTutorial·
+3 ପରୀକ୍ଷାରେ ହେରଫେର ଅଭିଯୋଗ । ଅଧ୍ୟକ୍ଷଙ୍କ ବାସଭବନରେ ଉତ୍ତର ଖାତା । @DHE_Odisha @suryabanshibjp ଘଟଣାର ତଦନ୍ତ କରାଯାଇ ସତ୍ୟତା ସାମ୍ନାକୁ ଅଣାଯାଉ । ଯଦି ଏ ଅଭିଯୋଗ ସତ ତାହାଲେ ପରୀକ୍ଷାରେ ସ୍ୱଚ୍ଛତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସ୍ଵାଭାବିକ । #Education #Odisha #SukantTutorial
Sukant Sir tweet media
OR
0
1
11
325
Sukant Sir
Sukant Sir@SukantTutorial·
Vivekananda Shiksha Kendra Scholarship For AY 2025-26 ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିବେକାନନ୍ଦ ମେଧାବୃତ୍ତି ୨୦୨୫-୨୬ ଆୟୋଜନ କରାଯାଉଛି ◆ Apply Last Date : 19/November/2025 ◆ Apply Link : #ap" target="_blank" rel="nofollow noopener">vsk.ac.in/scholarship#ap#SukantTutorial #Scholarship #Odisha
Sukant Sir tweet media
1
1
9
322
Sukant Sir
Sukant Sir@SukantTutorial·
ରାଜ୍ୟର ଭୁଶୁଡୁଛି ଶିକ୍ଷା ବ୍ୟବସ୍ଥା । ଯଦି ବର୍ଷ ସାରା ଶିକ୍ଷା କ୍ୟାଲେଣ୍ଡର ଦେଖା ଯାଏ ତାହାଲେ Admission + Scholarship + Internal + Semester ଏଇଟା ହିଁ ଚାଲିଛି #Education #Scholarship #Odisha
Sukant Sir tweet media
OR
1
1
7
316
Sukant Sir
Sukant Sir@SukantTutorial·
Good News to All Students Extended Dateline for Online Application & Validation of e-Medhabruti (UG Merit , PG Merit , Technical & professional Merit) , GSSY , VFMB Scholarship AY 2025-26 for Fresh / Renewal Students. #Scholarship #odisha #sukanttutorial
Sukant Sir tweet media
English
2
5
20
1K
Sukant Sir
Sukant Sir@SukantTutorial·
Odisha State Scholarship Portal Website ସବୁବେଳେ ସମସ୍ୟା ରହୁଛି, ବାରମ୍ବାର ପ୍ରୟାସ କଲେ ମଧ୍ୟ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡୁଛି, ଏଥିପ୍ରତି ଧ୍ୟାନ ଦେବାକୁ ବିନମ୍ର ଅନୁରୋଧ ।@CMO_Odisha, @scstdevdept, @DHE_Odisha ଦୟା କରି ଆବେଦନ ତାରିଖ ବଢ଼ାଇଲେ ପିଲାମାନେ ଠିକ୍ ସେ ଆବେଦନ କରି ପାରିବେ ।#SukantTutorial
Sukant Sir tweet media
OR
13
59
125
5.6K