kameswar behera ✈️ أُعيد تغريده

#ଯେବେ_ଚିଲିକାରେ_ରହିଥିଲା_କାଳିଆ
ଚିଲିକା ସହ କାଳିଆର ନିବିଡ଼ ସଂପର୍କ । ନୀଳଜଳରାଶି ଓ ନୀଳମାଧବଙ୍କ ଅକୁହା ଆବେଗ । ମୋଗଲ ଆକ୍ରମଣ ସମୟରେ ଗୁରୁବାଈ ଟାପୁରେ କିଛି ଦିନ ପାଇଁ ପାତାଳି ହୋଇଥିଲେ ୩ ଠାକୁର । ଏବେ ବି ସ୍ମୃତିକୁ ସାଇତି ରଖିଛି ଗୁରୁବାଇ ଗାଁ
#Chilika #Odisha #KanakNews #Jagannath
OR



























