ChiefSecyOdisha

867 posts

ChiefSecyOdisha banner
ChiefSecyOdisha

ChiefSecyOdisha

@SecyChief

The Chief Secretary is the head of Civil Service in the State Government. Smt. Anu Garg, IAS is the current Chief Secretary of Odisha.

Bhubaneshwar, India Katılım Kasım 2019
51 Takip Edilen302K Takipçiler
ChiefSecyOdisha
ChiefSecyOdisha@SecyChief·
Reviewed the performance of Odisha's four DISCOMs,discussed progress in renewable energy, operational efficiency, network strengthening and reliable power supply. Directed expeditious implementation of #PMKUSUM2 to further accelerate clean energy adoption across the State.
ChiefSecyOdisha tweet media
English
1
6
14
2.3K
ChiefSecyOdisha
ChiefSecyOdisha@SecyChief·
Odisha is now among the top 10 States under #PMSuryaGhar, with over 1.56 lakh rooftop solar installations. The DISCOMs were appreciated for their commendable performance in promoting rooftop solar across the State. #RenewableEnergy
ChiefSecyOdisha tweet mediaChiefSecyOdisha tweet media
English
0
0
0
142
ChiefSecyOdisha
ChiefSecyOdisha@SecyChief·
Odisha is among the top 10 States in rooftop solar installations under #PMSuryaGhar, with over 1.56 lakh rooftop solar systems installed. The Chief Secretary directed speedy implementation of #PMKUSUM2 to further accelerate clean energy adoption across the State. #RenewableEnergy
ChiefSecyOdisha tweet mediaChiefSecyOdisha tweet media
English
0
0
0
143
ChiefSecyOdisha retweetledi
CMO Odisha
CMO Odisha@CMO_Odisha·
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୨୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନେ ଯୋଗ ଦେଇଥିଲେ। ଲୋକଙ୍କ ସରକାରରେ ସମାଜର ସବୁ ବର୍ଗର ଉନ୍ନତି ସହିତ ଆଦିବାସୀମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ପଦକ୍ଷେପ ନିଆଯାଇଛି। ଅନ୍ତିମ ଧାଡ଼ିରେ ଥିବା ଗରିବ ଲୋକର ସେବା କରିବାର ମାଧ୍ୟମ, ଯାହାକୁ ଆମେ ଅନ୍ତ୍ୟୋଦୟ କହୁ। ତେଣୁ, ଆପଣମାନେ ଅନ୍ତିମ ଧାଡ଼ି ପର୍ଯ୍ୟନ୍ତ ପହଞ୍ଚି, ଲୋକଙ୍କ ପାଇଁ କାମ କରନ୍ତୁ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
10
3
39
11K
ChiefSecyOdisha retweetledi
ST & SC Development Department
On 18th July 2026, the Hon'ble Chief Minister of Odisha chaired an interaction session with the Chairpersons and Vice-Chairperson of all Special Development Councils (SDCs) at the Conference Hall, State Convention Centre, Lok Seva Bhawan, Bhubaneswar. 1/5
ST & SC Development Department tweet mediaST & SC Development Department tweet mediaST & SC Development Department tweet mediaST & SC Development Department tweet media
English
2
3
11
919
ChiefSecyOdisha
ChiefSecyOdisha@SecyChief·
Odisha has emerged among India's Top 5 investment-friendly States in the @NITIAayog "Investment Friendliness Index 2026",reaffirming its commitment to reforms,ease of doing business & investor-centric governance.Strong step towards #ViksitOdisha ,contributing to #ViksitBharat2047
ChiefSecyOdisha tweet mediaChiefSecyOdisha tweet media
English
3
0
26
4.9K
ChiefSecyOdisha
ChiefSecyOdisha@SecyChief·
PPP ecosystem to take centre stage in Odisha: A Programmatic Transaction Advisory Services Agreement #TASA has been signed between the Government of Odisha and #IFC to strengthen the State's #PPP ecosystem and accelerate private investment in infrastructure.
ChiefSecyOdisha tweet mediaChiefSecyOdisha tweet media
English
2
4
42
5.6K
ChiefSecyOdisha
ChiefSecyOdisha@SecyChief·
Over the period of one year, IFC will identify at least 20 PPP projects with a cumulative cost of USD 2 billion across renewable energy, transmission, logistics, transport, urban infrastructure, e-mobility and other priority sectors. #ViksitOdisha2036
English
1
1
24
3K
ChiefSecyOdisha
ChiefSecyOdisha@SecyChief·
@CMO_Odisha @IPR_Odisha Over the period of one year, IFC will identify at least 20 PPP projects with a cumulative cost of USD 2 billion across renewable energy, transmission, logistics, transport, urban infrastructure, e-mobility and other priority sectors. #ViksitOdisha2036
ChiefSecyOdisha tweet media
English
0
0
0
168
ChiefSecyOdisha
ChiefSecyOdisha@SecyChief·
@CMO_Odisha @IPR_Odisha Over the period of one year, IFC will identify at least 20 PPP projects with a cumulative cost of USD 2 billion across renewable energy, transmission, logistics, transport, urban infrastructure, e-mobility and other priority sectors. #ViksitOdisha2036
ChiefSecyOdisha tweet media
English
0
1
2
211
ChiefSecyOdisha
ChiefSecyOdisha@SecyChief·
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁଙ୍କ ଅସୀମ କୃପାରୁ ଏହି ବିଶ୍ୱପ୍ରସିଦ୍ଧ ମହାପର୍ବ ସୁରକ୍ଷିତ ଭାବେ ସମ୍ପନ୍ନ ହେଉ। ସମସ୍ତ ଭକ୍ତ, ଶାନ୍ତି ଶୃଙ୍ଖଳା ଓ ସହଯୋଗର ସହ ରଥଯାତ୍ରାରେ ସାମିଲ ହୋଇ ମହାପ୍ରଭୁଙ୍କ ଦିବ୍ୟ ଆଶୀର୍ବାଦ ଲାଭ କରନ୍ତୁ l
ChiefSecyOdisha tweet media
OR
9
3
63
10.1K
ChiefSecyOdisha
ChiefSecyOdisha@SecyChief·
@SRC_Odisha ରାଜ୍ୟସ୍ତରରୁ ଗ୍ରାମସ୍ତର ପର୍ଯ୍ୟନ୍ତ ସମନ୍ୱିତ ପ୍ରସ୍ତୁତି, ବିପର୍ଯ୍ୟୟ ମୁକାବିଲାରେ ନିୟୋଜିତ ସଂସ୍ଥାଗୁଡ଼ିକର ଆଧୁନିକୀକରଣ, ପ୍ରଶମନ କାର୍ଯ୍ୟକ୍ରମ ଓ ପ୍ରଶିକ୍ଷଣର ପ୍ରଭାବଶାଳୀ ତଦାରଖ ମାଧ୍ୟମରେ ସୁରକ୍ଷିତ ଓ ବିପର୍ଯ୍ୟୟ ସହନଶୀଳ ଓଡ଼ିଶା ଗଠନ ପାଇଁ ସମ୍ମିଳିତ ପ୍ରୟାସ ଜାରି ରଖିବାକୁ ଶ୍ରୀମତୀ ଗର୍ଗ ଆହ୍ୱାନ ଜଣାଇଛନ୍ତି। @SRC_Odisha
ChiefSecyOdisha tweet media
OR
1
1
9
539
ChiefSecyOdisha
ChiefSecyOdisha@SecyChief·
Chief Secy ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି, ପ୍ରଶମନ ଓ ପ୍ରଯୁକ୍ତିଭିତ୍ତିକ ପରିଚାଳନାକୁ ସୁଦୃଢ଼ କରିବାକୁ ଗୁରୁତ୍ୱ । ଗ୍ରୀଷ୍ମ ପ୍ରବାହ,ସହରାଞ୍ଚଳ ବନ୍ୟା ପରିଚାଳନା,ଜଙ୍ଗଲ ନିଆଁ,ବଜ୍ରପାତ,ସାପ କାମୁଡ଼ା ସଚେତନତା ଓ ସ୍ୱେଚ୍ଛାସେବୀ ବାହିନୀ ଗଠନ ଉପରେ ଆଲୋଚନା l
ChiefSecyOdisha tweet media
OR
3
2
36
3.2K
ChiefSecyOdisha retweetledi
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
ରାଜ୍ୟର ପର୍ଯ୍ୟଟନ ଏବଂ ସଂସ୍କୃତିର ବିକାଶକୁ ଆହୁରି ସମୃଦ୍ଧ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାର, ଜିରାଙ୍ଗ ମଧ୍ୟରେ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଯାଇଛି। ଏହାଦ୍ଵାରା ବୌଦ୍ଧ ଐତିହ୍ୟର ସଂରକ୍ଷଣ, ଗବେଷଣା ଏବଂ ଆନ୍ତର୍ଜାତିକ ବୌଦ୍ଧ ସମୁଦାୟ ସହ ସାଂସ୍କୃତିକ ସମ୍ପର୍କ ସୁଦୃଢ଼ ହେବ । ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ ଏବଂ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବପ୍ରସାଦ ଦାଶ ଉପସ୍ଥିତ ଥିଲେ । ଏଥି ସହିତ ବୌଦ୍ଧ ମହାବିହାରର ସଭାପତି ଜିଗ୍ମେ ରିମ୍ପୋଚେ ଏବଂ ଉଭୟ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ l #odisha #culture #odishatourism #GuruPadmasambhava #BuddhistHeritage
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ tweet mediaଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ tweet mediaଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ tweet mediaଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ tweet media
OR
1
2
8
836
ChiefSecyOdisha retweetledi
I & PR Department, Odisha
ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ନିମ୍ନ ପ୍ରଦତ୍ତ ସ୍ଥାନରେ ସୂଚନା କେନ୍ଦ୍ରମାନ ସ୍ଥାପନ କରାଯାଇଛି। #ରଥଯାତ୍ରା #puri #PuriRathYatra
I & PR Department, Odisha tweet media
OR
2
5
50
39.5K
ChiefSecyOdisha retweetledi
CMO Odisha
CMO Odisha@CMO_Odisha·
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱବ୍ୟାପୀ ଭକ୍ତଙ୍କ ଆଧ୍ୟାତ୍ମିକ ଆସ୍ଥାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏକ ଅତ୍ୟାଧୁନିକ ଡିଜିଟାଲ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ପବିତ୍ର ରଥଯାତ୍ରାର ପୂର୍ବ ଦିନ ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି ‘ସମର୍ପଣ’ର ଶୁଭାରମ୍ଭ କରିଛନ୍ତି । "ଡିଜିଟାଲ ହୁଣ୍ଡି - ସମର୍ପଣ" କେବଳ ଏକ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ସଂସ୍କାର ନୁହେଁ, ଏହା ହେଉଛି ସାରା ବିଶ୍ୱରେ ରହୁଥିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭକ୍ତି ଓ ସମର୍ପଣ ଭାବକୁ ଶ୍ରୀମନ୍ଦିର ସହ ଯୋଡ଼ିବାର ଏକ ପବିତ୍ର ତଥା ସ୍ୱଚ୍ଛ ସେତୁ":-ମାନ୍ୟବର ମୁଖ୍ୟମନ୍ତ୍ରୀ
CMO Odisha tweet mediaCMO Odisha tweet media
OR
5
5
65
11.1K
ChiefSecyOdisha
ChiefSecyOdisha@SecyChief·
ସମୃଦ୍ଧ ମୟୂରଭଞ୍ଜ-ବିକଶିତ ଓଡ଼ିଶା ଲକ୍ଷ୍ୟରେ ଜିଲ୍ଲାକୁ ଏକ ସମନ୍ୱିତ ବିକାଶ ମଡେଲ୍ ଭାବେ ଗଢ଼ିବା ପାଇଁ ୨୫ଟି ରୋଡମ୍ୟାପ୍ @DM_Mayurbhanj ଉପସ୍ଥାପନ କରିଥିଲେ l ଭିତ୍ତିଭୂମି,ପାନୀୟ ଜଳ,ଜଳସେଚନ, ପର୍ଯ୍ୟଟନ,ଶିକ୍ଷା,ସ୍ୱାସ୍ଥ୍ୟ ଓ ସ୍ଥାନୀୟ ଉଦ୍ୟୋଗ ବିକାଶ ସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛିl
ChiefSecyOdisha tweet mediaChiefSecyOdisha tweet media
OR
1
0
5
429
ChiefSecyOdisha
ChiefSecyOdisha@SecyChief·
ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭ ଲକ୍ଷ୍ୟରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ,ମହିଳା ସଶକ୍ତିକରଣ,ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆର୍ଥିକ ସଶକ୍ତିକରଣ ଓ ପ୍ରଶାସନିକ ସଂସ୍କାର ଉପରେ ଆଜି ସଚିବସ୍ତରୀୟ ବୈଠକରେ ଗୁରୁତ୍ୱାରୋପ ହୋଇଛି । ସମନ୍ୱୟ ଓ ନିୟମିତ ସମୀକ୍ଷା ଦ୍ବାରା ବିକାଶକୁ ଅଧିକ ଗତିଶୀଳ କରିବାକୁ@SecyChief ନିର୍ଦ୍ଦେଶ ଦେଇଛନ୍ତି ।
OR
4
0
26
4.2K