SAMBIT BEHERA

161 posts

SAMBIT BEHERA banner
SAMBIT BEHERA

SAMBIT BEHERA

@SAMBIT4ALL

انضم Ocak 2012
64 يتبع45 المتابعون
SAMBIT BEHERA أُعيد تغريده
Creative Educational Idea
Creative Educational Idea@EducationalIdea·
୮ମ ଗରିବ ରାଷ୍ଟ୍ର ଓଡ଼ିଶାରେ ବିଧାୟକଙ୍କ ଦରମା ଦେଶର ସର୍ବାଧିକ।(୩.୫ଲକ୍ଷ) June 2024ରୁ ବକେୟା (୫୦ଲକ୍ଷ) ପେନସନ୍ ୧ଲକ୍ଷ+ Media ଚୁପ୍- କର୍ମଚାରୀ/ଶିକ୍ଷକ ଚାତକ- ଚାକିରୀ ଆଶାୟୀ ଭକୁଆ। କାହାକୁ କରିବେ ଗୁହାରି। ଏବେ ପରା ସର୍ବଦଳୀୟ ଏକ ସ୍ଵର ଗୁଞ୍ଜରିତ ହେଉଛି। - ଓଡ଼ିଶା କୁ ଜଗନ୍ନାଥ ମହାପ୍ରଭୁ ଭରସା🙏ଜୟ ଜଗନ୍ନାଥ.. ଜୟ ଜଗନ୍ନାଥ
Creative Educational Idea tweet mediaCreative Educational Idea tweet mediaCreative Educational Idea tweet media
OR
25
238
273
7.6K
SAMBIT BEHERA أُعيد تغريده
Creative Educational Idea
Creative Educational Idea@EducationalIdea·
ଶିକ୍ଷକଙ୍କ ଦରମା ୫୦,୦୦୦/-₹ ହେଲେ ଓଡିଶାର ଲୋକଙ୍କୁ ଭାରି ବାଧୁଛି। କିନ୍ତୁ MLA ଙ୍କ 3ଲକ୍ଷ ହେଲେ କିଛି ଆପତ୍ତି ନାହିଁ । ଏଇତ‌ଆମ ଶିକ୍ଷିତ ସମାଜ, ଓଡ଼ିଶା Promotion ନା Demotion ରାସ୍ତାରେ ???? ଏଥିରେ ସର୍ବ ଦଳ ସହମତ ବି। ବିନା Demand ରେ ବି ଦିଆଗଲା। ବିଚାର ଆପଣଙ୍କର🙏
Creative Educational Idea tweet media
OR
45
178
359
10.3K
DOUBLE-R
DOUBLE-R@Naam_kafi_hai·
Comment your name & get best signature ✍🏻
DOUBLE-R tweet media
English
105.9K
4.7K
81.1K
18.2M
ଓଟିଭି
ଓଟିଭି@otvkhabar·
#୩_ତାରିଖରେ_୪_ଜିଲ୍ଲାରେ_ସରକାରୀ_ଛୁଟି -୩ ତାରିଖରେ ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାରେ ସରକାରୀ ଛୁଟି -ଗଞ୍ଜାମ, ଗଜପତି, ନବରଙ୍ଗପୁର, ମାଲକାନଗିରିରେ ସରକାରୀ ଛୁଟି -କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡରେ ବି ସରକାରୀ ଛୁଟି -କାର୍ତ୍ତିକ ମାସ ଶେଷ ସୋମବାର ପାଇଁ ସ୍ଥାନୀୟ ଛୁଟି ଘୋଷଣା କଲେ RDC #GovtHolidayAlert #OfficialHolidayOdisha #OTV
ଓଟିଭି tweet media
OR
9
17
193
12.7K
SAMBIT BEHERA أُعيد تغريده
Creative Educational Idea
Creative Educational Idea@EducationalIdea·
ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୁଆଡେ Extra ଛୁଟି ମିଳୁଛି। @NandighoshaTV @SakalaNews @manasrmangaraj ଉପରୋକ୍ତ ୨ଟି ଅତିରିକ୍ତ ଛୁଟି ପାଇଁ ଗୋଟିଏ Local holiday & ଗୋଟିଏ Visiters Holiday କରାଯାଇଛି। -- ମାତ୍ର ସମ୍ବେଦନଶୀଳ ଗଣମାଧ୍ୟମ ହିସାବରେ ଆପଣଙ୍କ ଏଭଳି Reporting ଶିକ୍ଷକ ସମାଜ ପ୍ରତି ଅସମ୍ମାନ ସଦୃଶ।
Creative Educational Idea tweet mediaCreative Educational Idea tweet mediaCreative Educational Idea tweet media
OR
9
96
86
3.5K
SAMBIT BEHERA أُعيد تغريده
ଓଟିଭି
ଓଟିଭି@otvkhabar·
ସୋସିଆଲ ମିଡିଆରେ ମହଙ୍ଗା ପଡ଼ିଲା ଜାତିଆଣ ମନ୍ତବ୍ୟ । କଟକ ହିଂସାକୁ ଉସୁକାଉଥିବା ଅଭିଯୋଗରେ ଜଣେ ଗିରଫ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ପ୍ରଦୀପ ଚନ୍ଦ୍ର ସାହୁ । ଅଭିଯୁକ୍ତକୁ ଗିରଫ କଲା ଭରତପୁର ଥାନା ପୋଲିସ । #Cuttack #Casteist #Comment #SocialMedia #Arrest #OTV
OR
34
20
258
36.3K
SAMBIT BEHERA أُعيد تغريده
ଓଟିଭି
ଓଟିଭି@otvkhabar·
#୩_ବର୍ଷରେ_ଟ୍ରାନ୍ସଫର_ବାଧ୍ୟତାମୂଳକ -ଶିକ୍ଷା ବିଭାଗ ଅଧିକାରୀଙ୍କ ପାଇଁ ନୂଆ ନିୟମ; ପ୍ରତି ୩ ବର୍ଷରେ ହେବ ବଦଳି -ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ସମୟ ପୋଷ୍ଟିଂ ଥିଲେ ବଦଳି କରାଯିବ -ଚଳିତ ବର୍ଷ ୫୦ ପ୍ରତିଶତ ଓ ଆସନ୍ତା ବର୍ଷରେ ଅବଶିଷ୍ଟ ଅଧିକାରୀଙ୍କ ବଦଳି -ଶିକ୍ଷକ ମାନଙ୍କ ପାଇଁ ଲାଗୁ ହେବନି ନୂତନ ନିୟମ -ନିଜ ଜିଲ୍ଲା କିମ୍ବା ନିଜ ବ୍ଲକରେ କାର୍ଯ୍ୟ କରି ପାରିବେନି କୌଣସି ଅଧିକାରୀ -ଅବସରକୁ ୨ ବର୍ଷ ବାକିଥିବା ଅଧିକାରୀଙ୍କ ବଦଳି ହେବନାହିଁ #Transfer #EducationDepartment #Odisha #OTV
ଓଟିଭି tweet media
OR
15
38
333
22.5K
SAMBIT BEHERA أُعيد تغريده
Titu panda
Titu panda@Titupanda2·
ଛି... ସ୍କୁଲ ପିଲାଙ୍କୁ ନେଇ ରାଜନୀତି। ଏତେ ତଳ ସ୍ତରକୁ ଚାଲିଗଲେ @BJP4Odisha ଆଗରେ ମୋଦିଙ୍କ ଫୋଟୋ ଓ ପଛରେ ପାଠ ଛାଡି "ଏକ ପେଡ ମାଆ କେ ନାମ" ନାଁ ରେ ଶହ ଶହ ଛାତ୍ରଛାତ୍ରୀ ଅନେକ ଦୂର ରାସ୍ତା ଚାଲି ଚାଲି ପ୍ରଚାର କରୁଛନ୍ତି। @bjd_odisha @Vkpandianfancl1 @SankhaOdisha
OR
38
21
165
11.5K
SAMBIT BEHERA أُعيد تغريده
ଓଟିଭି
ଓଟିଭି@otvkhabar·
ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର #Biometric #Odisha #OTV
ଓଟିଭି tweet media
OR
52
61
826
43.1K
SAMBIT BEHERA أُعيد تغريده
Creative Educational Idea
Creative Educational Idea@EducationalIdea·
31st August ସୁଦ୍ଧା OAVS 1706 ପଦବୀରେ ନିଯୁକ୍ତି ବିଜ୍ଞାପନ କଥା ମନେଅଛି ନା ଭୁଲିଗଲେଣି ?? @OAVS_Official @SMEOdisha @NityanandaBJP ଲୋକଙ୍କ ସରକାର, ଲୋକଙ୍କୁ ନିରାଶ କରିବେ ନାହିଁ ବୋଲି ଆଶା। @MohanMOdisha @CMO_Odisha @SamalManmohan7 @BjpOdisha01 @dpradhanbjp
Creative Educational Idea tweet media
OR
18
163
132
14K
SAMBIT BEHERA أُعيد تغريده
ଓଟିଭି
ଓଟିଭି@otvkhabar·
#ନବୀନ_ପଟ୍ଟନାୟକ_ଅସୁସ୍ଥ -ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ -ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ସୂଚନା -ଅପରାହ୍ନ ୫ଟା ୧୫ରେ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି -ଡିହାଇଡ୍ରେସନ୍‌ ଯୋଗୁଁ ହସ୍ପିଟାଲ୍‌ରେ ଭର୍ତ୍ତି ସୂଚନା -ଏନେଇ ସମ୍ପୃକ୍ତ ଘରୋଇ ହସ୍ପିଟାଲ୍‌ ପକ୍ଷରୁ ସୂଚନା #NaveenPatnaik #Healthissue #Hospital #OTV
ଓଟିଭି tweet media
OR
57
17
420
22.8K
SAMBIT BEHERA أُعيد تغريده
Creative Educational Idea
Creative Educational Idea@EducationalIdea·
@CMO_Odisha @MohanMOdisha @NityanandaBJP ଏ କି ପ୍ରକାର ନ୍ୟାୟ ?? BEd ପାସ୍ କରି ୧ଲକ୍ଷ ପିଲା ବେକାର ଥିଲା ବେଳେ ତେଲିଆ ମୁଣ୍ଡରେ ତେଲ। -ଅତିଥି ଶିକ୍ଷକରେ Fresh ପିଲାଙ୍କୁ Allow କର ନଚେତ୍ NEP & NCTE ଅନୁସାରେ ଶିକ୍ଷକ ନିଯୁକ୍ତି ପାଇଁ TET ବାଧ୍ୟତାମୂଳକ ଥିବାରୁ,Retired ଶିକ୍ଷକ ନିଯୁକ୍ତି କୋର୍ଟରେ ବେଆଇନ୍ ସିଦ୍ଧ ହେବ।
ଓଟିଭି@otvkhabar

#ଅବସରପ୍ରାପ୍ତ_ଶିକ୍ଷକ_ହେବେ_ଅତିଥି_ଶିକ୍ଷକ -ଅବସରପ୍ରାପ୍ତ ୬୩୮୭ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମିଳିବ ନିଯୁକ୍ତି -ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ହାଇସ୍କୁଲ ସହ ସଂସ୍କୃତ ଟୋଲ୍‌ ସ୍କୁଲରେ ମିଳିବ ନିଯୁକ୍ତି -ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି -ନୂଆ TGT ନିଯୁକ୍ତ ହେବା ଯାଏଁ ଏମାନେ ଶିକ୍ଷକତା କରିବେ -ନିଜ ଅଞ୍ଚଳରେ ଫାଙ୍କା ଥିବା ପଦବୀ ବିଷୟରେ ଅବଗତ କରିବେ ଡିଇଓ -ଖାଲି ପଦବୀରେ TGT ନିଯୁକ୍ତ ହେଲେ ଅତିଥି ଶିକ୍ଷକ ଅପସାରିତ ହେବେ #Odisha #OTV #Teacher_Appointment

OR
14
130
79
1.3K
SAMBIT BEHERA أُعيد تغريده
Creative Educational Idea
Creative Educational Idea@EducationalIdea·
ହଁ ଭାଇ ଆପଣ ଧନ୍ୟବାଦ ର ପାତ୍ର। ଏବେ ପ୍ରକ୍ରିୟା କିପରି ଶୀଘ୍ର ତ୍ବରାନ୍ବିତ ହେବ, ସେଥିପାଇଁ ସମୟ ଦେବେ। ନା ବ୍ୟବସ୍ଥାକୁ ତା ବାଟରେ ଛାଡ଼ିଦେବେ ?? Dec 2023 ରୁ Aug 2025(21 months) No Prelims Exam... ଚାଲୁ ଏପରି ଓଡ଼ିଶାରେ ,ଗୋଟେ ନିଯୁକ୍ତି ସରିବାକୁ ୩ବର୍ଷ @CMO_Odisha @rdmodisha
Bibhuti Bhusan Mohapatra ବିଭୁତି ଭୂଷଣ ମହାପାତ୍ର@bibhuti_odisha_

ଆର ଆଇ, ଅମିନ ପରୀକ୍ଷା ବାତିଲ୍ । ସବୁ ପରିସ୍ଥିତିରେ ସବୁ ସ୍ତରକୁ ଯାଇ ଲଢ଼ିବା ଶିଖିଛୁ । ସତ୍ୟମେବ ଜୟତେ ।। ଯାଆନ୍ତୁ ଏଥର ସ୍ୱଚ୍ଛତାର ସହିତ ମୂଳରୁ ପରୀକ୍ଷା ପ୍ରକ୍ରିୟା ଆରମ୍ଭ କରନ୍ତୁ। @CMO_Odisha #StudentsAgainstCorruption

OR
0
19
29
763
SAMBIT BEHERA أُعيد تغريده
Creative Educational Idea
Creative Educational Idea@EducationalIdea·
ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମରିବାକୁ ବାଧ୍ୟ କରି ପ୍ରଶଂସା ସାଉଁଟୁଛନ୍ତି କି @NityanandaBJP @SMEOdisha ସର୍ବନିମ୍ନ Grade pay 2200 No Promotion,But Work Load on HM 6yrs Contractual Service JTS No Transfer Benifit No Clerk,Peon,Sweeper Teacher has to do All in Lowest Salary @CMO_Odisha
Creative Educational Idea tweet mediaCreative Educational Idea tweet media
English
18
286
137
7.3K