Collector & DM, Bargarh

3K posts

Collector & DM, Bargarh banner
Collector & DM, Bargarh

Collector & DM, Bargarh

@DMBargarh

Official account of District Administration, Bargarh, Odisha

Bargarh,Odisha,India Beigetreten Haziran 2017
345 Folgt15.4K Follower
Collector & DM, Bargarh
କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଜିଲ୍ଲାପରିଷଦ ଅଧ୍ୟକ୍ଷା ଯୋଗଦେଇ କୁନି କୁନି ପିଲାମାନଙ୍କୁ ଉତ୍ସାହିତ କରିବା ସହ ଶିକ୍ଷଣ ସାମଗ୍ରୀ କିଟ୍, ସ୍କୁଲ୍ ବ୍ୟାଗ୍ ଏବଂ ପୁସ୍ତକ ପ୍ରଦାନ କରି ସ୍ୱାଗତ କରିଥିଲେ। #OdiaPakhya2026 #ଓଡ଼ିଆପକ୍ଷ୨୦୨୬ #prabeshutsav #khadichuan
OR
0
0
0
33
Collector & DM, Bargarh
ଓଡ଼ିଆ ପକ୍ଷ-୨୦୨୬' ପାଳନର ଚତୁର୍ଥ ଦିବସରେ ସମଲେଶ୍ୱରୀ ଉଚ୍ଚ ବିଦ୍ୟାଳୟ ଅମ୍ଭାପାଲି ଠାରେ ଆଜି ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରାଯିବା ସହ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
Collector & DM, Bargarh tweet media
OR
1
1
0
61
Collector & DM, Bargarh
'ଓଡ଼ିଆ ପକ୍ଷ-୨୦୨୬' ପାଳନର ଚତୁର୍ଥ ଦିବସରେ ଜିଲ୍ଲାର ବିଭିନ୍ନ ଦୋକାନ ବଜାରରେ ଓଡ଼ିଆ ନାମ ଫଳକ ସ୍ପଷ୍ଟ ଭାବରେ ବ୍ୟବହାର ନିମନ୍ତେ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ 'ଓଡ଼ିଆରେ ନାମ ଫଳକ ଅଭିଯାନ - ସଚେତନତା ପଦଯାତ୍ରା' ଅନୁଷ୍ଠିତ ହୋଇଯାଇଛି। #OdiaPakhya2026 #ଓଡ଼ିଆପକ୍ଷ୨୦୨୬
Collector & DM, Bargarh tweet media
OR
0
0
1
55
Collector & DM, Bargarh
"ଆମ ପୋଷାକ ଆମ ପରିଚୟ" ଓଡ଼ିଆ ପକ୍ଷ ପାଳନର ତୃତୀୟ ଦିବସରେ ବରଗଡ଼ ସ୍ଥିତ ଭାରତୀୟ ହସ୍ତତନ୍ତ ପ୍ରଯୁକ୍ତି ପ୍ରତିଷ୍ଠାନ ଠାରେ ପାରମ୍ପରିକ ପୋଷାକ ଓ ବାନ୍ଧକଳା ପ୍ରଦର୍ଶନୀ ଆୟୋଜନ କରାଯାଇଛି । #OdiaPakhya2026 #ଓଡ଼ିଆପକ୍ଷ୨୦୨୬ #traditionalwear #traditionaldresses #odia #Odisha #culture #odishaculture #OdiaAsmita
Collector & DM, Bargarh tweet media
OR
0
1
10
319
Collector & DM, Bargarh
ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ବରଗଡ଼ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଠାରେ ଅଧିକାରୀ ଏବଂ କର୍ମଚାରୀ ମନେ ପାରମ୍ପରିକ ପୋଷାକ ପରିଧାନ କରି “ଆମ ପୋଷାକ, ଆମ ପରିଚୟ” ଅଭିଯାନରେ ସାମିଲ ହୋଇଛନ୍ତି । #OdiaPakhya2026 #ଓଡ଼ିଆପକ୍ଷ୨୦୨୬ #Odisha #traditionalwear #traditionaldresses #culture #odishaculture
Collector & DM, Bargarh tweet media
OR
0
0
4
141
Collector & DM, Bargarh retweetet
Chief Electoral Officer, Odisha
ଏସ୍.ଆଇ.ଆର୍ ମ୍ୟାପିଂ ପ୍ରକ୍ରିୟା ପୁରଣ କରିବା ପାଇଁ ନିକଟସ୍ଥ ବି.ଏଲ.ଓଙ୍କ ସହ ଯୋଗାଯୋଗ କରନ୍ତୁ 📱ECINet ମାଧ୍ୟମରେ ସହଜ ପ୍ରକ୍ରିୟା : ➡️ମୋବାଇଲ୍ ଫୋନରେ ECINet ଆପ୍ ଡାଉନଲୋଡ୍ କରନ୍ତୁ ➡️"Book a Call with BLO" ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ➡️ନିମ୍ନଲିଖୁତ ତିନୋଟି ବିକଳ୍ପ ମଧ୍ୟରୁ ଗୋଟିଏ ଚୟନ କରନ୍ତୁ: - ଯଦି ଭୋଟର ଆଇଡି (EPIC) ନମ୍ବର ଅଛି - ସେହି ନମ୍ବର ପ୍ରବେଶ କରନ୍ତୁ - ଯଦି ନୂତନ ପଞ୍ଜୀକରଣ ପାଇଁ ଫର୍ମ ପୂରଣ କରିଛନ୍ତି – ରେଫରେନ୍ସ ନମ୍ବର ପ୍ରବେଶ କରନ୍ତୁ - ଯଦି ଉପରୋକ୍ତ କିଛି ନାହିଁ – ବିଧାନସଭା ମଣ୍ଡଳୀ, ଜିଲ୍ଲା ଓ ରାଜ୍ୟ ଚୟନ କରନ୍ତୁ ➡️ଆପଣଙ୍କ ଅଞ୍ଚଳର ବି.ଏଲ.ଓଙ୍କ ନାମ ପ୍ରଦର୍ଶିତ ହେବ ➡️ନିଜର ନାମ ଓ ମୋବାଇଲ୍ ନମ୍ବର ଦିଅନ୍ତୁ ➡️OTP ସତ୍ୟାପନ ପରେ ଅନୁରୋଧ ଦାଖଲ କରନ୍ତୁ 📞ପରେ ଆପଣଙ୍କ ବି.ଏଲ.ଓ ଆପଣଙ୍କୁ କଲ୍ କରି ସହଯୋଗ କରିବେ @ECISVEEP @PIB_India @IPR_Odisha @DDNational @dd_odia #ECI #CEOOdisha #SIR #VoterMapping #SIRMapping
OR
1
19
18
1.3K
Collector & DM, Bargarh
ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ବରଗଡ଼ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଠାରେ ଅଧିକାରୀ ଏବଂ କର୍ମଚାରୀ ମIନେ ପାରମ୍ପରିକ ପୋଷାକ ପରିଧାନ କରି “ଆମ ପୋଷାକ, ଆମ ପରିଚୟ” ଅଭିଯାନରେ ସାମିଲ ହୋଇଛନ୍ତି । #OdiaPakhya2026 #ଓଡ଼ିଆପକ୍ଷ୨୦୨୬ @CMO_Odisha @Culturedeptt @IPR_Odisha @HTH_Odisha @EIT_Odisha
Collector & DM, Bargarh tweet media
OR
1
2
9
329
Collector & DM, Bargarh
ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ, ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ କୃତୀ ଛାତ୍ରଛାତ୍ରୀ, ସଫଳ ଚାଷୀ, ବୁଣାକାର ଏବଂ ପ୍ରତିଷ୍ଠିତ କଳାକାରଙ୍କୁ ସମ୍ମାନିତ କରିଥିଲେ।
OR
0
0
1
71
Collector & DM, Bargarh
ଆଜି ବରପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ l #janasunani
Collector & DM, Bargarh tweet media
OR
0
1
5
175
Collector & DM, Bargarh retweetet
Chief Electoral Officer, Odisha
ଏସ୍.ଆଇ.ଆର୍ ମ୍ୟାପିଂ ପ୍ରକ୍ରିୟା ପୁରଣ କରିବା ପାଇଁ ନିକଟସ୍ଥ ବି.ଏଲ.ଓଙ୍କ ସହ ଯୋଗାଯୋଗ କରନ୍ତୁ 📱 ECINet ମାଧ୍ୟମରେ ସହଜ ପ୍ରକ୍ରିୟା : ➡️ ମୋବାଇଲ୍ ଫୋନରେ ECINet ଆପ୍ ଡାଉନଲୋଡ୍ କରନ୍ତୁ ➡️ “Book a Call with BLO” ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ➡️ ନିମ୍ନଲିଖିତ ତିନୋଟି ବିକଳ୍ପ ମଧ୍ୟରୁ ଗୋଟିଏ ଚୟନ କରନ୍ତୁ: * ଯଦି ଭୋଟର ଆଇଡି (EPIC) ନମ୍ବର ଅଛି — ସେହି ନମ୍ବର ପ୍ରବେଶ କରନ୍ତୁ * ଯଦି ନୂତନ ପଞ୍ଜୀକରଣ ପାଇଁ ଫର୍ମ ପୂରଣ କରିଛନ୍ତି — ରେଫରେନ୍ସ ନମ୍ବର ପ୍ରବେଶ କରନ୍ତୁ * ଯଦି ଉପରୋକ୍ତ କିଛି ନାହିଁ — ବିଧାନସଭା ମଣ୍ଡଳୀ, ଜିଲ୍ଲା ଓ ରାଜ୍ୟ ଚୟନ କରନ୍ତୁ ➡️ ଆପଣଙ୍କ ଅଞ୍ଚଳର ବି.ଏଲ.ଓଙ୍କ ନାମ ପ୍ରଦର୍ଶିତ ହେବ ➡️ ନିଜର ନାମ ଓ ମୋବାଇଲ୍ ନମ୍ବର ଦିଅନ୍ତୁ ➡️ OTP ସତ୍ୟାପନ ପରେ ଅନୁରୋଧ ଦାଖଲ କରନ୍ତୁ 📞 ପରେ ଆପଣଙ୍କ ବି.ଏଲ.ଓ ଆପଣଙ୍କୁ କଲ୍ କରି ସହଯୋଗ କରିବେ #ECI #CEOOdisha #SIR #VoterMapping #SIRMapping #Odisha #BookACallWithBLO
Chief Electoral Officer, Odisha tweet media
OR
1
37
103
5.6K
Collector & DM, Bargarh
Collector & DM, Bargarh@DMBargarh·
ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଆଧାର ପରିଚାଳନା କମିଟିର ଷଷ୍ଠ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକରେ ଆଧାର ସେବା ସମ୍ବନ୍ଧୀୟ ବିଭିନ୍ନ ବିଷୟ ସହ ଆଧାର ପଞ୍ଜୀକରଣ କାର୍ଯ୍ୟକୁ ଗତିଶୀଳ କରିବାକୁ ଆଲୋଚନା କରାଯାଇଥିଲା । @CMO_Odisha @EIT_Odisha @IPR_Odisha
Collector & DM, Bargarh tweet mediaCollector & DM, Bargarh tweet media
OR
0
0
4
193
Collector & DM, Bargarh
Collector & DM, Bargarh@DMBargarh·
୬୦ ଦିବସୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଆଗାମୀ ୬ ମାସ ପର୍ଯ୍ୟନ୍ତ ସର୍ବମୋଟ ୩୦୦ ଜଣ ଅନୁସୂଚିତ ଜାତି ବୁଣାକାରଙ୍କୁ ୩ଟି ପର୍ଯ୍ୟାୟରେ ତାଲିମ ପ୍ରଦାନ ସହ ଦୈନିକ ୨୦୦ ଟଙ୍କା ହିସାବରେ ଜଣଙ୍କୁ ୬୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ। #Bargarh #SkillDevelopment #Weavers #PMAJAY
OR
0
0
0
97
Collector & DM, Bargarh
Collector & DM, Bargarh@DMBargarh·
ଆଜି ସୋହେଲା ବ୍ଲକ ଅନ୍ତର୍ଗତ ଗୋଠ, ଛୁରିଆପାଲି, ସାଧୁପାଲି ଏବଂ ବିଜେପୁର ବ୍ଲକ ରଙ୍ଗମାଟିଆ ଓ ବିଜେପୁର ସ୍ଥିତ ହସ୍ତତନ୍ତ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଅଭ୍ୟୁଦୟ ଯୋଜନାର ହାଇବ୍ରିଡ୍ ପ୍ରକଳ୍ପ ଅଧୀନରେ ଜିଲ୍ଲାର ଅନୁସୂଚିତ ଜାତି ବୁଣାକାରମାନଙ୍କ ପାଇଁ ଡୋବି ଓ ଜାଳା ବୁଣା କୌଶଳର ବିକାଶ ନିମନ୍ତେ [୧/୨]
Collector & DM, Bargarh tweet media
OR
1
0
3
172
Collector & DM, Bargarh
Collector & DM, Bargarh@DMBargarh·
କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଳକ ଏବଂ ଏନଏସି ଚେୟାରମ୍ୟାନଙ୍କ ସମେତ ଜିଲ୍ଲାପରିଷଦ ଅଧ୍ୟକ୍ଷା,ଜିଲ୍ଲାପାଳ, ଅତରିକ୍ତ ଜିଲ୍ଲାପାଳ, ବରିଷ୍ଠ ବୁଦ୍ଧିଜୀବୀଗଣ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ କର୍ମଚାରୀ ଉପସ୍ଥିତ ରହି ରାଜ୍ୟ ସ୍ତରୀୟ 'ପଖାଳ ପରବ' କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଡ଼ି ହେବା ସହ ପଖାଳ ଖାଇଥିଲେ। #pakhaladivas
OR
0
0
0
99
Collector & DM, Bargarh
Collector & DM, Bargarh@DMBargarh·
ବିଶ୍ୱ ପଖାଳ ଦିବସ ଅବସରରେ ସ୍ଥାନୀୟ ଆନନ୍ଦ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ 'ପଖାଳ ପରବ' ଅନୁଷ୍ଠିତ ହୋଇଯାଇଛି।
Collector & DM, Bargarh tweet media
OR
1
0
6
167
Collector & DM, Bargarh
Collector & DM, Bargarh@DMBargarh·
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ନିଜ ବିଭାଗର ପ୍ରସ୍ତୁତି ଉପରେ ଆଲୋକପାତ କରିଥିଲେ। ଅଂଶୁଘାତ ସମ୍ପର୍କରେ ପ୍ରଚାର ପ୍ରସାର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। #heatwave #manangement
Collector & DM, Bargarh tweet media
OR
0
0
3
194