ODISHA VETERINARY SERVICE ASSOSCIATION retweetet

ରାଜ୍ୟରେ ଜାତୀୟ ଦୁଗ୍ଧ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ୧୬ ଜଣ ଗୋପାଳକଙ୍କୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ସହାୟତା ରାଶି ପ୍ରଦାନ କରାଗଲା।
ପ୍ରାଣିକଲ୍ୟାଣ ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଅନୁରୂପ ୮୩ ଟି ପଞ୍ଜିକୃତ ଗୋଶାଳାକୁ ବୁଲା ଓ ଅସହାୟ ଗୋରୁଙ୍କ ଯତ୍ନ ପାଇଁ ୧୧ କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି।
ତା ସହିତ, ୨୪ ଗୋଟି ପୌରସଂସ୍ଥାକୁ ବୁଲା ପ୍ରାଣୀ ଉଦ୍ଧାର ପାଇଁ ଆବଶ୍ୟକୀୟ ଗାଡ଼ି କ୍ରୟ କରିବାକୁ ୬ କୋଟି ଟଙ୍କା ସହଯୋଗ ଦିଆଯାଇଛି। 🐄
@CMO_Odisha @GokulanandaBJP @SecyChief @dahvsodisha @olrdsahd @OMFEDofficial @VOTIBBSR @sureshvashishth @Vijaykulange @IPR_Odisha @Dept_of_AHD @NDDB_Coop




OR














































