ଶୁଭପଲ୍ଲବ ~ Shubhapallaba

12.7K posts

ଶୁଭପଲ୍ଲବ ~ Shubhapallaba banner
ଶୁଭପଲ୍ଲବ ~ Shubhapallaba

ଶୁଭପଲ୍ଲବ ~ Shubhapallaba

@Shubhapallaba

#Shubhapallaba (#ଶୁଭପଲ୍ଲବ) is an Odia Magazine and web portal available in languages like #Odia, #English, #Hindi, #Sanskrit, #Punjabi, #Telugu and #Bangla

Odisha, India Beigetreten Mart 2018
383 Folgt4.5K Follower
ହିମାଂଶୁ #ଗଳ୍ପକବିତା🇮🇳✍️🧢
#ଦୈତ୍ୟ ଓ #ବା କ୍ଷୁଦ୍ରଗଳ୍ପ ସଙ୍କଳନ ପରେ ଏବେ ଆଉ ଏକ ଗଳ୍ପ ସଙ୍କଳନ ପ୍ରକାଶ ପାଇବ ନିକଟ ଭବିଷ୍ୟତରେ । ଆପଣମାନଙ୍କ ସ୍ନେହ ଓ ଆଶୀର୍ବାଦ ରହୁ ଏତିକି କାମନା । ❣️🙏
OR
7
1
21
378
ଶୁଭପଲ୍ଲବ ~ Shubhapallaba retweetet
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
#ପଖାଳଦିବସ ଅବସର ରେ ଆମ ଓଡ଼ିଆ ଜାତିର ଅଭିମାନ #ପଖାଳ କୁ ସମ୍ମାନିତ କରି ତାର ମାନ ବଢେଇବା ଉଦ୍ଦେଶ୍ୟ ରେ ମୋ କବିତା "ପଖାଳ ଗୁଣ୍ଡା" @Shubhapallaba ପତ୍ରିକା ରେ ପ୍ରକାଶିତ। ଗର୍ବରେ କହିବା #ମୁଁଓଡ଼ିଆ #ଜୟଜଗନ୍ନାଥ। ପଖାଳ ଦିବସ ର ଅଭିନନ୍ଦନ। 🙏
Er.Sushree Sangita#ଜୟ⭕❕⭕ ଜଗନ୍ନାଥ tweet mediaEr.Sushree Sangita#ଜୟ⭕❕⭕ ଜଗନ୍ନାଥ tweet mediaEr.Sushree Sangita#ଜୟ⭕❕⭕ ଜଗନ୍ନାଥ tweet media
OR
29
19
105
0
ଶୁଭପଲ୍ଲବ ~ Shubhapallaba retweetet
ଶୁଭପଲ୍ଲବ ~ Shubhapallaba retweetet
ତାପସ
ତାପସ@tapasr10·
@madonamady ନିଜ ପ୍ରେମିକାକୁ ଅନ୍ୟଜଣଙ୍କ ବାହୁବନ୍ଧନରେ ଦେଖି ନୀରବରେ ହୁତ ହୁତ ଜଳୁଥିବା ଜଣେ ପ୍ରେମିକ ହେଉଛି ପଳାଶ ଫୁଲ ଉତ୍ତପ୍ତ ଅପରାହ୍ଣର ବିରହ ଯନ୍ତ୍ରଣାରେ କ୍ଷତାକ୍ତ ହୃଦୟରୁ ଝରୁଥିବା ଲହୁର ରଙ୍ଗରେ ତୁଳୀ ଧରି ଆଙ୍କୁଥିବା ପ୍ରେମିକ ହେଉଛି କୃଷ୍ଣଚୂଡ଼ା ଉଭୟ ଯନ୍ତ୍ରଣାର ପ୍ରତୀକ ☹️☹️
OR
7
9
84
0
ଶୁଭପଲ୍ଲବ ~ Shubhapallaba
ବିଶିଷ୍ଟ କବି ଗିରିଜା କୁମାର ବଳୀୟାରସିଂହଙ୍କ 'ପାଦପୂରଣ' ପୁସ୍ତକ ୨୦୨୫ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାରୁ କବିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା । #SahityaAkademi #OdiaSahitya #Odia #Book #Shubhapallaba #GirijaKumarBaliarsingh
ଶୁଭପଲ୍ଲବ ~ Shubhapallaba tweet media
OR
1
1
17
573
ଶୁଭପଲ୍ଲବ ~ Shubhapallaba retweetet
Sangram Keshari Senapati (ଗପୁ)
ସବୁଥର ଶୁଭପଲ୍ଲବର ଆଗପଟ କଭର୍ ସେୟାର୍ କରେ, କିନ୍ତୁ ଏଥର ପଛପଟ ଫଟୋ ସେୟାର୍ କରୁଛି । ଏଆଇ ଜରିଆରେ ପ୍ରସ୍ତୁତ ଏହି ଫଟୋଟି ମୋତେ ଭଲ ଲାଗିଲା, ତେଣୁ ପଛପଟ କଭର୍‌ରେ ଯୋଡ଼ିଲି । ୮୪ଶ ସଂସ୍କରଣ ଡାଉନ୍‌ଲୋଡ଼ କରନ୍ତୁ: bit.ly/Shubha84 #Shubhapallaba #ଶୁଭପଲ୍ଲବ #Shubhapallaba84
Sangram Keshari Senapati (ଗପୁ) tweet media
OR
2
3
25
864
ଶୁଭପଲ୍ଲବ ~ Shubhapallaba retweetet
Sangram Keshari Senapati (ଗପୁ)
ଶ୍ରୀକ୍ଷେତ୍ରରେ ମେଣ୍ଢାପୋଡ଼ି ନୀତି shubhapallaba.in/mendhapodi-nit… ବି.ଦ୍ର.: ଏହି ଆଲେଖ୍ୟଟି ଶୁଭପଲ୍ଲବର ୮୪ତମ ସଂସ୍କରଣରେ ପ୍ରକାଶିତ ହେବାକୁ ଯାଉଛି ।
OR
0
3
5
144
ଶୁଭପଲ୍ଲବ ~ Shubhapallaba retweetet
Debabrat Das
Debabrat Das@Debabrat__Das·
ରଙ୍ଗର ପର୍ବ ହୋଲି ଅବସରରେ ଶୁଭପଲ୍ଲବ ଓଡ଼ିଆ ପତ୍ରିକାର ୮୪ଶ ସଂସ୍କରଣ ଫଟୋ ସ୍ଥାନ ଦେଇଥିବାରୁ ଧନ୍ୟବାଦ। @Shubhapallaba
Debabrat Das tweet media
OR
2
2
8
229
ଶୁଭପଲ୍ଲବ ~ Shubhapallaba
@Debabrat__Das ଗୋପାଳ ପୁଅର ଫଟୋଟି ବଢ଼ିଆ ହେଇଛି । ହଁ ୮୪ ତମ ସଂସ୍କରଣରେ ପ୍ରକାଶ ପାଇବ ବୋଧେ ଏହି ଫଟୋଟି ।
OR
1
0
1
19
Debabrat Das
Debabrat Das@Debabrat__Das·
ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ । #ଦୋଳପୂର୍ଣ୍ଣିମା #DolaPurnima2026 #Madhuraganda_Khamar #kendrapada
Debabrat Das tweet mediaDebabrat Das tweet mediaDebabrat Das tweet mediaDebabrat Das tweet media
OR
1
0
6
85
ଶୁଭପଲ୍ଲବ ~ Shubhapallaba
ଶ୍ରୀକ୍ଷେତ୍ରରେ ମେଣ୍ଢାପୋଡ଼ି ନୀତି shubhapallaba.in/mendhapodi-nit… ବି.ଦ୍ର.: ଏହି ଆଲେଖ୍ୟଟି ଶୁଭପଲ୍ଲବର ୮୪ତମ ସଂସ୍କରଣରେ ପ୍ରକାଶିତ ହେବାକୁ ଯାଉଛି ।
OR
0
1
4
158