ଶୁଭପଲ୍ଲବ ~ Shubhapallaba

12.8K posts

ଶୁଭପଲ୍ଲବ ~ Shubhapallaba banner
ଶୁଭପଲ୍ଲବ ~ Shubhapallaba

ଶୁଭପଲ୍ଲବ ~ Shubhapallaba

@Shubhapallaba

#Shubhapallaba (#ଶୁଭପଲ୍ଲବ) is an Odia Magazine and web portal available in languages like #Odia, #English, #Hindi, #Sanskrit, #Punjabi, #Telugu and #Bangla

Odisha, India Katılım Mart 2018
383 Takip Edilen4.5K Takipçiler
ଶୁଭପଲ୍ଲବ ~ Shubhapallaba retweetledi
Sangram Keshari Senapati (ଗପୁ)
ଅପେକ୍ଷାରେ ଅନ୍ତ ଘଟାଇ ପ୍ରେମର ପହିଲି ପୁଲକ ନେଇ ଆସିଛି #ତାପସତ୍ୱ । ହାତଟି କାହାର ଆପଣମାନେ ତ ଜାଣିସାରିବେଣି, ଭିତରେ କ'ଣ ଅଛି ଜାଣିବାକୁ ହେଲେ, ପଢ଼ିବାକୁ ପଡ଼ିବ ବହିଟିକୁ । ପ୍ରି-ଅର୍ଡ଼ର୍ ପାଇଁ ଉଭୟ ଆମାଜନ୍ ଇଣ୍ଡିଆ ଓ @ShubhapallabStr ରେ ଉପଲବ୍ଧ ଅଛି । amzn.to/4fGB8L9 #Tapasatwa
Sangram Keshari Senapati (ଗପୁ) tweet media
OR
1
2
13
238
ଶୁଭପଲ୍ଲବ ~ Shubhapallaba
@pragu04 ଚକୁଳି ପିଠା ଦେଖିକି ମନେ ପଡ଼ିଗଲା ଏକ ମିଠା ଅଭିମାନର କଥା । ପଢ଼ନ୍ତୁ ଡ. ନୀଳିମା ପ୍ରିୟଦର୍ଶିନୀ ମିଶ୍ରଙ୍କ ରଚନାରୁ ଗପଟି । #ଶୁଭପଲ୍ଲବ #Shubhapallaba (X has restricted our domain as spam, so unable to share it.)
ଶୁଭପଲ୍ଲବ ~ Shubhapallaba tweet media
OR
0
1
8
203
ଶୁଭପଲ୍ଲବ ~ Shubhapallaba retweetledi
Sangram Keshari Senapati (ଗପୁ)
ସିଗାରେଟ୍ ଉପନ୍ୟାସ ଉନ୍ମୋଚନ ଖବରର କିଛି ପୁରୁଣା ନ୍ୟୁଜ୍🙏 #ଟାଇମପାସପ୍ରଥମା #timepassprathamaa #CigaretteNovel #Gapufy #ସିଗାରେଟ୍ #ସିଗାରେଟ୍‌ଉପନ୍ୟାସ * ଏହି ବହିଟି ଖୁବ୍‌ଶୀଘ୍ର ଆମାଜନ୍‌ରେ ଉପଲବ୍ଧ ହେବ ଏବଂ ବର୍ତ୍ତମାନ ଟାଇମ୍‌ପାସ୍ ବୁକ୍ କ୍ୟାଫେ, ଭୁବନେଶ୍ୱରରେ ଉପଲବ୍ଧ ଅଛି ।
Sangram Keshari Senapati (ଗପୁ) tweet mediaSangram Keshari Senapati (ଗପୁ) tweet mediaSangram Keshari Senapati (ଗପୁ) tweet mediaSangram Keshari Senapati (ଗପୁ) tweet media
OR
0
1
7
235