Sabitlenmiş Tweet

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ (୧)
debabratdas.wordpress.com/2021/09/29/%e0…
@PramodpandaVk @ssgapu22 @tapasr10

Orissa, India 🇮🇳 OR
Debabrat Das
14.5K posts

@Debabrat__Das
Society for Art & Cultural Heritage of India Proud Odia, Indian Culture, #Explore Lost Temple, #Architecture #Founder - DAS GROUP OF ASSOCIATES 🏛️















ପାଞ୍ଚଦିନ ହେଲା ମୁଁ ନିକଟସ୍ଥ ମଣ୍ଡି ରେ ଧାନ ରଖିବା ପରେ ଆଜି ମୋତେ ନଜଣାଇ ରାତି ରେ ଚୋର ଙ୍କ ପରି ରାତି ରେ ଧାନ ସଂଗ୍ରହ କରୁଛନ୍ତି । ମଣ୍ଡିରେ ଅବ୍ୟବସ୍ଥା ଏବଂ ଟୋକନ ବ୍ୟବସ୍ଥାରେ ଗରିବ ଚାଷୀଙ୍କୁ ଲୁଟି ଖାଉଛନ୍ତି ସରକାରୀ ଏଜେଣ୍ଟ । ପଚାରିବାରୁ କୌଣସି ଉତ୍ତର ନରଖି ପଳାଇଲେ ସଭାପତି ତପନ ମହାପାତ୍ର (ସଭାପତି ) ମଧୁରଗଣ୍ଡ ଖମାର।

#ଜଳୁଛି_ଧାନମଣ୍ଡି_ନିଆଁ ମଣ୍ଡି ସରିବାକୁ ବସିଲାଣି, ବିକ୍ରି ହେଉନି ଧାନ । ମଣ୍ଡି ସମସ୍ୟାକୁ ନେଇ ଚାଷୀଙ୍କ ରଣହୁଙ୍କାର । ଯାଜପୁରରେ ମିଲର ଓ ପ୍ରଶାସନର 'ମଧୁଚନ୍ଦ୍ରିକା' ଅଭିଯୋଗ #Odisha #KanakNews #Farmer #Jajpur






