We want Corruption free Solampur GP

998 posts

We want Corruption free Solampur GP banner
We want Corruption free Solampur GP

We want Corruption free Solampur GP

@SolampurM

Fights for Justice Fighting against corrupt officer The speaker of truth has no friends

Bhubaneshwar, India Beigetreten Eylül 2022
415 Folgt68 Follower
Advocate MonaLisha 🫶🏻StateGeneralsecretary
#ବିଜେପି ସରକାର ଙ୍କୁ ଭୋଟ ଦେଇ ଲୋକମାନେ ନିଜ ଗାଲରେ ଚାପୁଡା ମାରୁଛନ୍ତି,କହୁଛନ୍ତି ଆମର ଭୁଲ୍ ହୋଇଗଲା ହେ ପ୍ରଭୁ ଦୁଇ ବର୍ଷ ରେ ଏତିକି #ବିଜେଡି
OR
4
6
63
1.4K
Advocate MonaLisha 🫶🏻StateGeneralsecretary
ଯେଉଁଦିନ ମହିଳା ମାନେ ରାଜରାସ୍ତାରେ ଲଙ୍ଗଳ ଧରି ରାସ୍ତା କୁ ଓହ୍ଲେଇବେ ସେହିଦିନ ଓଡ଼ିଶା ର ନୁଆ ନେତୃତ୍ୱ ନୁଆ ଓଡ଼ିଶା ର କ୍ରାନ୍ତି #ମୋନାଲିସା #ବିଜେଡି
Advocate MonaLisha 🫶🏻StateGeneralsecretary tweet media
OR
34
6
123
3.7K
Advocate MonaLisha 🫶🏻StateGeneralsecretary
ଓଡ଼ିଆ ମୁଖ୍ୟମନ୍ତ୍ରୀ ଆସି ଓଡ଼ିଆ ଭାଇ ପରି ଆମ ପିଠିରେ ହାତ ମାରି ଆମକୁ ସାହାସ ଦେବେ ମୁଁ ଭାବିଥିଲି ମୋର ଓଡ଼ିଆ ମାନେ ସବୁ କ୍ଷେତ୍ରରେ ଚାକିରି ପାଇବେ ଓଡ଼ିଶା ପରିଚିତ ହେବ ଓଡ଼ିଆ ମାନଙ୍କୁ ନେଇ ଯାହାର ଶାସନ କହିବ ଓଡ଼ିଆ ଅସ୍ମିତା ମୁଁ ମଧ୍ୟ ଓଡ଼ିଆଅସ୍ମିତା ମାନେ ବୁଝିଥିଲି ମୋରଓଡ଼ିଆ ମାଆ ଭାଇଭଉଣୀ ମାନେ ଏମିତି କଷ୍ଟ ପଇବେନାହିଁ 💔
ଓଟିଭି@otvkhabar

#ହେ_ଭଗବାନ_ହଠାତ୍_ଇଏ_କଣ_ହେଲା? OSSC ଅଫିସ ଆଗରେ ଆନ୍ଦୋଳନ କରୁଥିଲେ LTR ଶିକ୍ଷକ ଆଶାୟୀ। ହଠାତ୍ ଅସୁସ୍ଥ ହୋଇପଡ଼ିଲେ ଜଣେ ଆଶାୟୀ। #Education #OSSC #LTRTeacherProtest #Bhubaneswar #JobAspirants #MeritListDelay #TeacherRecruitment #SitInProtest #OdishaJobs #LTRProtest_Bhubaneswar #OTV

OR
1
0
4
162
Advocate MonaLisha 🫶🏻StateGeneralsecretary
କିଛି ଅଭିନେତାରୁ ରାଜନେତା ସାଜିଥିବା ବିଧାୟକ ମାନଙ୍କ ପାଇଁ ଭବିଷ୍ୟବାଣୀ ଏ‌ହି ପାଞ୍ଚ ବର୍ଷ ଆଉ ନୁହେଁ ମୋନାଲିସା ଭବିଷ୍ୟବାଣୀ କିଛି ଅଭିନେତା ରୁ ନେତା ସାଜିଥିବା ବିଧାୟକ ମାନଙ୍କ ଅହଙ୍କାର ଚରମ ସୀମାରେ ପହଞ୍ଚିଲାଣି ସମାପ୍ତ ହେଲା✌🏻ରାଜନୀତି ଜୀବନ @SidhantBJP🤡 @IamAkashDNayak ମେକ୍ଅପ ନେତା ବିଜେଡି,ବିଜେପି ପାଇଁ ବୋଝ 🤡
OR
8
2
34
1.7K
BJP
BJP@BJP4India·
जब परंपरा हाथों में हो और संकल्प दिल में… तब बनता है विकसित भारत। 𝚿🇮🇳
BJP tweet media
हिन्दी
383
534
2.5K
30.5K
BJP
BJP@BJP4India·
It is extremely unfortunate that the state government went on to appeal against the honourable judge’s order permitting the lighting of the lamp, clearly reflecting an anti-Hindu mindset and exposing the hostility that Stalin, Udhayanidhi, the DMK, and their partners in the INDI alliance have towards the Hindu religion. - Shri @PiyushGoyal
BJP tweet media
English
145
547
2K
49.5K
BJP
BJP@BJP4India·
I humbly appeal to all of you. You gave the Congress a chance for many years, the Communist Party for 34 years, and the TMC for 15 years. Their track record is of pushing the state backwards, while the BJP’s track record is of taking people forward. I urge the people of Bengal to, under the leadership of Modi ji, form a BJP government with a full majority in the state. -Shri @AmitShah
English
2.1K
3.3K
20K
725.7K
Kailash ch rout
Kailash ch rout@KailashJou25331·
@AdvGantayat @Vkpandianfancl1 ସବୁଠୁ ବଡ ଚୋର IAS, OAS, ସରକାରୀ ଚାକିରିଆ ଲାଞ୍ଚ ନଖାଇଲେ କାମ କରିବେନି, ଯାହାକୁ କୁହନ୍ତି ପାଠୁଆ ଚୋର ଗତ 2ବର୍ଷ ଭିତରେ 200ରୁ ଅଧିକ ଧରାହେଲେଣି ରାଜନୀତିଆ ଙ୍କ ଠୁ ଅଧିକ ପଇସା
OR
1
0
2
11
Advocate MonaLisha 🫶🏻StateGeneralsecretary
ଶିକ୍ଷାଗତ ଯୋଗ୍ୟତା ରହିବା ଦରକାର ନହେଲେ ଗଣତନ୍ତ୍ର ବିପଦରେ ସାଥି ମୋର ମତରେ ବିଧାୟକ ସାଂସଦ ମାନଂକର ଶିକ୍ଷାଗତ ଯୋଗ୍ୟତା ରହିବା ନିହାତି ଆବଶ୍ୟକ ଅତିତରେ ଶିକ୍ଷାଗତନେତୃତ୍ଵ ଦେଶ ପାଇଁ ଭିଜନ୍ ଥିଲା କିନ୍ତୁ ବର୍ତମାନ #ରାଜନୀତିରେ ବିନା ଯୋଗ୍ୟତାରେ ଆମନେତା ମାନେ କ'ଣ ଆମପାଇଁ ଠିକ୍ କି? #PoliticsToday think @Vkpandianfancl1
Advocate MonaLisha 🫶🏻StateGeneralsecretary tweet media
OR
13
8
79
2.2K
We want Corruption free Solampur GP retweetet
Advocate MonaLisha 🫶🏻StateGeneralsecretary
ପ୍ରଦିପ ପାଣିଗ୍ରାହୀ ରଡ଼ି ଛାଡ଼ିଲେ କହିଲେ ଲେଖା ଚିଡ଼େଇବା ହେଲେ କ'ଣ ହେଲା ଠିକ୍ ସେହିପରି ସେମିତି କିଛି ନେତା ପାଣ୍ଡିଆନ କୁ ଗାଳି କରିବା ଆଉ ନିଜର ରାଜନୀତି ଭବିଷ୍ୟତ ରାଜନୀତି ରୋଟି ଶିଖିବା ଜାଣିଛନ୍ତି #ମୋନାଲିସା ବିଜେଡି ର ଭବିଷ୍ୟତ କ'ଣ ହେବ? youtu.be/PtK5vHkixYI?si…
YouTube video
YouTube
OR
4
3
15
2K
Advocate MonaLisha 🫶🏻StateGeneralsecretary
ଯେଉଁମାନେ ଭି କେ ପାଣ୍ଡିଆନ ସାର୍ ଙ୍କୁ ଘୃଣା କରୁଛନ୍ତି ସେହିମାନଙ୍କ ପାଇଁ 🫵🏻👍🏻👊🏻 Picking my battles like I pick my coffee: strong and focused 🎯 #Favourite_dialogue Always #VK_pandian👉🏻 is saying you will not build me so you will not destroy me
Advocate MonaLisha 🫶🏻StateGeneralsecretary tweet media
English
35
4
116
5.4K
Advocate MonaLisha 🫶🏻StateGeneralsecretary
#ବିଜେଡି_କୋଠରୀ_ଗ୍ରୁପ ଧିରେ ଧିରେ ସବୁ ପଦାକୁ ବାହାରିବେ Balancing eachother 😉⚖️ ସବୁ ବାହାରିବା ଦରକାର understand the connection #fake_Biju_Premi
Advocate MonaLisha 🫶🏻StateGeneralsecretary tweet media
8
0
29
1.5K
SSEPD
SSEPD@SSEPD2·
ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ତାଙ୍କୁ ଜଟଣୀ ସ୍ଥିତ ମନୋଦୟ ଆଶ୍ରମକୁ ପୁନର୍ବାସ ପାଇଁ ପଠାଯାଇଛି। ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ସୁବିଧା ସୁଯୋଗ ତାଙ୍କୁ ଆନନ୍ଦିତ କରିଥିବା ଉକ୍ତ ଦମ୍ପତି ପ୍ରକାଶ କରିଛନ୍ତି। #ssepd @CMO_Odisha @NityanandaBJP @DMKhordha
OR
1
0
4
377
SSEPD
SSEPD@SSEPD2·
ପରିଣତ ବୟସରେ ରୋଗଗ୍ରସ୍ତ ଥିବାଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ଏକ ଦମ୍ପତି ଧୋନି ବେହେରା ଓ କୁହୁଡି ବେହେରା ନିଜର ସନ୍ତାନ ମାନଙ୍କ ଦ୍ଵାରା ଅବହେଳିତ ହୋଇ ଅସହାୟ ହୋଇପଡିଥିଲେ ।
OR
4
0
27
2.5K