District Administration,Bhadrak
25K posts

District Administration,Bhadrak
@DM_Bhadrak
#Odisha #Bhadrak #District #Adminstration #OfficeOfCollector #And #DMBhadrak #Official
Bhadrak, India Katılım Haziran 2017
256 Takip Edilen71.3K Takipçiler
District Administration,Bhadrak retweetledi

'ଜନଗଣନା-୨୦୨୭' ସଚେତନତା ଅଭିଯାନରେ ସାମିଲ ହୋଇଛି ଓମଫେଡ୍
ଏପ୍ରିଲ ୧ ରୁ ୧୫ ତାରିଖ , ୨୦୨୬ ପର୍ଯ୍ୟନ୍ତ ସ୍ଵ-ଗଣନା ଏବଂ ଏପ୍ରିଲ ୧୬ରୁ ମଇ ୧୫ ତାରିଖ, ୨୦୨୬ ପର୍ଯ୍ୟନ୍ତ ଗୃହଗଣନା/ଗୃହତାଲିକା ପ୍ରସ୍ତୁତି ସମ୍ପର୍କିତ ତଥ୍ୟକୁ ଓମଫେଡ୍ ଦୁଗ୍ଧ ପ୍ୟାକେଟ୍ ଉପରେ ସ୍ଥାନ ଦେବା ସହ ନିଜ ବୁଥ୍ ଗୁଡ଼ିକରେ ଏ ନେଇ ପୋଷ୍ଟର ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେଇଛି । ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶାର ନିର୍ଦ୍ଦେଶକ ଶ୍ରୀ @pavankalyan ଶହୀଦନଗରସ୍ଥିତ ଓମଫେଡ଼ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ।
#census2027
@CensusIndia2027
@OMFEDofficial




OR
District Administration,Bhadrak retweetledi

‘ଜନଗଣନା-୨୦୨୭’ ସଚେତନତା ଅଭିଯାନ ହେଉଛି ତ୍ବରାନ୍ବିତ
ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶା ପକ୍ଷରୁ ଓମଫେଡ୍ ମାଧ୍ୟମରେ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଇଛି ।
#census2027
@CensusIndia2027
@OMFEDofficial

OR
District Administration,Bhadrak retweetledi

Census is the foundation of our democracy. It is essential to submit accurate socio-economic data, as it plays a crucial role in effective planning and sustainable development of the nation.
@CensusIndia2027
@IPR_Odisha
#CensusofIndia
#Census2027
#जनगणना
#जनगणना2027

English
District Administration,Bhadrak retweetledi

'ଜନଗଣନା ୨୦୨୭' କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ସରକାରଙ୍କ ପକ୍ଷରୁ 'ସ୍ୱ-ଗଣନା' ସୁବିଧା ଉପଲବ୍ଧ କରାଯାଇଛି। ଆପଣମାନେ ଘରେ ବସି ନିଜେ se.census.gov.in ମାଧ୍ୟମରେ ନିଜର ଆବଶ୍ୟକୀୟ ତଥ୍ୟ ପ୍ରଦାନ କରି ରାଷ୍ଟ୍ର ନିର୍ମାଣରେ ଯୋଗଦାନ ରଖିପାରିବେ।
@CensusIndia2027
@IPR_Odisha
#CensusofIndia
#Census2027
#जनगणना
#जनगणना2027
OR
District Administration,Bhadrak retweetledi
District Administration,Bhadrak retweetledi
District Administration,Bhadrak retweetledi

ଭଦ୍ରକ ଏବଂ ସମ୍ବଲପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଉପଭୋକ୍ତା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମଗୁଡ଼ିକ ସଫଳତାର ସହ ଆୟୋଜିତ ହୋଇଛି।
#ConsumerAwareness #FoodSuppliesDept #PublicAwareness #ConsumerRights

OR
District Administration,Bhadrak retweetledi
District Administration,Bhadrak retweetledi

ପ୍ରତ୍ୟେକ ମତଦାନ କେନ୍ଦ୍ରରେ ମତଦାତାମାନଙ୍କ ପାଇଁ ସୁଗମ, ସୁବିଧାଜନକ ଓ ସୁନିଶ୍ଚିତ ଭୋଟିଂ ଅନୁଭବ ଦେବା ପାଇଁ ଆବଶ୍ୟକ ନିଶ୍ଚିତ ସର୍ବନିମ୍ନ ସୁବିଧା (AMF) ବ୍ୟବସ୍ଥା କରାଯିବ।
#ECI #Elections2026
Election Commission of India@ECISVEEP
Every polling station will be equipped with Assured Minimum Facilities (AMF) to ensure smooth, accessible, and comfortable voting experience for all electors on poll day #ECI #Elections2026
OR
District Administration,Bhadrak retweetledi

‘ଜନଗଣନା ୨୦୨୭’ - ଦେଶର ସବୁଠାରୁ ବଡ଼ ସର୍ବସାଧାରଣ ଅଂଶଗ୍ରହଣ ଅଭିଯାନ ଏପ୍ରିଲ(୨୦୨୬)ରୁ ଆରମ୍ଭ ହେବାକୁ ଯାଉଛି। ‘ବିକଶିତ ଭାରତ ୨୦୪୭’ ର ଭିତ୍ତିକୁ ମଜଭୁତ କରିବା ଦିଗରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇବ।
@CensusIndia2027
#CensusofIndia #Census2027 #ViksitBharat2047 #जनगणना #जनगणना2027

OR
























