SSEPD

32.3K posts

SSEPD banner
SSEPD

SSEPD

@SSEPD2

The Official X Handle of Social Security and Empowerment of Persons with Disabilities Department, Government of Odisha.

Bhubaneswar, Odisha Katılım Nisan 2016
223 Takip Edilen75.2K Takipçiler
SSEPD
SSEPD@SSEPD2·
"ସ୍ୱରାଜ୍ୟ ମୋର ଜନ୍ମଗତ ଅଧିକାର, ଆଉ ମୁଁ ଏହାକୁ ହାସଲ କରି ହିଁ ରହିବି ।" ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରଖର ଚିନ୍ତକ ତଥା ଯୁଗପୁରୁଷ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ଜୟନ୍ତୀ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । #SSEPD #LokmanyaTilak #BalGangadharTilak #FreedomFighter #Swaraj #2YearsofLokankaSarakar #BikasharaDharaOdishaSara @CMO_Odisha @NityanandaBJP @sureshvashishth @MSJEGOI @siepodisha @state_scpd
SSEPD tweet media
OR
0
0
0
427
𝗔𝘀𝗵𝗼𝗸 𝗞𝘂𝗺𝗮𝗿 𝗠𝗼𝗵𝗮𝗻𝘁𝘆
@CMO_Odisha @MohanMOdisha @dept_ga @SecyChief @SSEPD2 @NityanandaBJP @dssobalasore @ZPBalasore @BaliapalB @ssepd_baliapal #Balasore #Baliapal #Kumbhari #Palabegunia "ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ଭିନ୍ନକ୍ଷମ କରୁଣାକର" ବାଲେଶ୍ବର ଜିଲ୍ଲାପାଳ @DBalasore ମହୋଦୟ ଏ ଦିଗରେ ସ୍ଵତନ୍ତ୍ର ଦୃଷ୍ଟିଦେଇ.. ୧/୨
𝗔𝘀𝗵𝗼𝗸 𝗞𝘂𝗺𝗮𝗿 𝗠𝗼𝗵𝗮𝗻𝘁𝘆 tweet media𝗔𝘀𝗵𝗼𝗸 𝗞𝘂𝗺𝗮𝗿 𝗠𝗼𝗵𝗮𝗻𝘁𝘆 tweet media𝗔𝘀𝗵𝗼𝗸 𝗞𝘂𝗺𝗮𝗿 𝗠𝗼𝗵𝗮𝗻𝘁𝘆 tweet media
OR
3
4
6
274
Tarun Kumar Jena
Tarun Kumar Jena@tarunkumar94464·
@DBalasore @mvsuryawanshi @CMO_Odisha @SecyChief @dcmo_pravati @pcsarangi @SubasiniJenaInd @BaliapalB @SSEPD2 @ssepd_baliapal @dssobalasore ସାର୍ ଆପଣଙ୍କୁ ଅନୁରୋଧ କରୁଛି ଦୟାକରି ଖବରକାଗଜ ରେ ପ୍ରକାଶିତ ହୋଇଥିବା ଖବର ଉପରେ ଟିକିଏ ନଜର ଦିଅନ୍ତୁ ଏବଂ ଯଥାଶୀଘ୍ର ସମସ୍ୟାର ସମାଧାନ କରନ୍ତୁ ସାର୍ 🙏🙏
Tarun Kumar Jena tweet media
OR
4
3
10
240
Manish Jena (ମନୀଷ ଜେନା)
👉#ଭତ୍ତା_ଟଙ୍କା_ଫେରସ୍ତ_ନହେଲେ_ଭତ୍ତା_ବନ୍ଦ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକରେ ଭୁଲରେ ବର୍ଦ୍ଧିତ ଭତ୍ତା ଟଙ୍କା ଦିଆଯାଇଥିବା କହି ବାଲିଆପାଳ BSSO ଅଧିକାରୀ @ssepd_baliapal ହିତାଧିକାରୀଙ୍କୁ ଦିଆଯାଇଥିବା ବର୍ଦ୍ଧିତ ଭତ୍ତା ଟଙ୍କା ଫେରସ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ସହ, ୮୫ ପ୍ରତିଶତ ଦିବ୍ୟାଙ୍ଗଙ୍କ ଭତ୍ତା ବନ୍ଦ କରି ଦେଇଛନ୍ତି। ଏଥିରେ ଗରିବ ହିତାଧିକାରୀ ମାନଙ୍କର କଣ ଭୁଲ? ଏଇଠୁ ସ୍ପଷ୍ଟ ଜଣାପଡୁଛି ଏଥିରେ ବାଲିଆପାଳ ବ୍ଲକ୍ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ। @DBalasore @mvsuryawanshi Sir @dssobalasore Madam ଆପଣଙ୍କୁ ବିନମ୍ର ଅନୁରୋଧ ଏହି ଅଭିଯୋଗକୁ ଗୁରୁତର ସହ ନେଇ କାର୍ଯ୍ୟରେ ଖିଲାପ କରିଥିବା ଅଧିକାରୀଙ୍କ ଉପରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। @SSEPD2 @NityanandaBJP @BaliapalB @CMO_Odisha @SecyChief @MohanMOdisha @KVSinghDeo1 @PravatiPOdisha @dcmo_pravati @OfficialTeamATA @AboutBalasore @pcsarangi
OR
9
25
56
3.1K
Shree Gopal
Shree Gopal@DeepakK76352834·
@CMO_Odisha @DBalasore @dssobalasore @BaliapalB @ssepd_baliapal @SSEPD2 ସାର ମୁଁ Saraswati Behera At Bagada gp Jagatipur Block Baliapal Balasore ସାର ମୁଁ ଜଣେ ବିଧବା ମହିଳା ମୁଁ ନୂତନ ଭତା ପାଇଁ ଆବେଦନ କରିଥିଲି କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ପାଇଲି ମତେ ନୂତନ ଭତା ପ୍ରଦାନ କରାଗଲେ ମୁଁ ଚିର ଉପକୃତ
Shree Gopal tweet mediaShree Gopal tweet mediaShree Gopal tweet mediaShree Gopal tweet media
OR
4
0
0
145
SSEPD
SSEPD@SSEPD2·
As reported by the DSSO. Sri Dhubaleswar Mugri, S/o- Late Chandra Mugri, At- Rengali, Dist- Balangir has applied for Old Age Pension and is awaiting approval in serial no. 988 in Old Age Pension category at the SSSO level. The application will be approved in due procedure according to the target and vacancy allotted by the SSEPD Department..
English
0
0
2
13
Mr. PURNA PATRA
Mr. PURNA PATRA@purnapatra13·
I would like to draw your kind attention to a pressing matter regarding Mr. Dhubaleswar Mugri, a 68-year-old senior citizen residing in Rengali Village, Ichhapara Panchayat, Muribahal Block, Balangir District. @SSEPD2 @CMO_Odisha @KVSinghDeo1 @CollectorBgr
Mr. PURNA PATRA tweet mediaMr. PURNA PATRA tweet mediaMr. PURNA PATRA tweet mediaMr. PURNA PATRA tweet media
Dhumabhata, India 🇮🇳 English
3
1
5
262
SSEPD
SSEPD@SSEPD2·
As reported by the DSSO. Sri Dhubaleswar Mugri, S/o- Late Chandra Mugri, At- Rengali, Dist- Balangir has applied for Old Age Pension and is awaiting approval in serial no. 988 in Old Age Pension category at the SSSO level. The application will be approved in due procedure according to the target and vacancy allotted by the SSEPD Department..
English
0
0
0
3
SSEPD
SSEPD@SSEPD2·
As reported by the DSSO. Sri Dhubaleswar Mugri, S/o- Late Chandra Mugri, At- Rengali, Dist- Balangir has applied for Old Age Pension and is awaiting approval in serial no. 988 in Old Age Pension category at the SSSO level. The application will be approved in due procedure according to the target and vacancy allotted by the SSEPD Department..
English
0
0
0
22
Tophan Nag
Tophan Nag@NagTophan13759·
ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଇଛାପରା ପଞ୍ଚାୟତ ରେଙ୍ଗାଲି ଗ୍ରାମର ଧୂବଳେଶ୍ୱର ମୁଗ୍ରୀ ବୃଦ୍ଧ (୬୮) ବର୍ଷ ବୟସ୍କ ଭତ୍ତା ଅନଲାଇନ ଆବେଦନ କରି ବଞ୍ଚିତ, ତୁରନ୍ତ ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ, @CMO_Odisha @MohanMOdisha @SecyChief @SSEPD2 @SsepdB @CollectorBgr @NityanandaBJP @subcollectortig @
Tophan Nag tweet mediaTophan Nag tweet mediaTophan Nag tweet mediaTophan Nag tweet media
OR
4
5
11
227
SSEPD
SSEPD@SSEPD2·
@shashikantab1 The widow pension in favour of Smt. Joshna Pradha, a resident of Hukuma has already been sanctioned by the Sub-Collector, Berhampur vide order No. 4829/06.05.2026 w.e.f 01.05.2026. Hence, you are requested to collect the respective amount from your G.P office in every Month.
English
1
0
1
34
Shashikanta Barik
Shashikanta Barik@shashikantab1·
ମାନ୍ୟବର Sir @SSEPD2, ତଳୋକ୍ତ ବିଧବା ମହିଳାଙ୍କ ଭତ୍ତା ଆବେଦନ ଅନୁମୋଦିତ (Approved) ହୋଇସାରିଛି। କିନ୍ତୁ ଦୁଃଖର ବିଷୟ, ଏପର୍ଯ୍ୟନ୍ତ ସେ ଭତ୍ତା ପାଇନାହାନ୍ତି। ତାଙ୍କ ଆର୍ଥିକ ପରିସ୍ଥିତିକୁ ବିଚାର କରି ଦୟାକରି ଏହି ବିଷୟରେ ତୁରନ୍ତ ଦୃଷ୍ଟି ଦେଇ ଯଥାଶୀଘ୍ର ଭତ୍ତା ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିନମ୍ର ଅନୁରୋଧ।
Shashikanta Barik tweet media
OR
2
0
5
309
SSEPD
SSEPD@SSEPD2·
@jayantasahu363 @sdmbam The widow pension in favour of Smt. Joshna Pradha, a resident of Hukuma has already been sanctioned by the Sub-Collector, Berhampur vide order No. 4829/06.05.2026 w.e.f 01.05.2026. Hence, you are requested to collect the respective amount from your G.P office in every Month.
English
1
0
1
27
𝗠𝗼𝗵𝗮𝗻 𝗦𝗮𝗵𝘂
Sir @SSEPD2 ତଳ ବିଧବା ମହିଳାଙ୍କ ଭତ୍ତା approved ହେଇଯାଇଛି କିନ୍ତୁ ବର୍ତ୍ତମାନ ଯାଏଁ ମିଳିନାହିଁ। କେମିତି ଟିକିଏ ଜଲଦି ହେବ ଦୟାକରି ଧ୍ୟାନ ଦେବେ ବୋଲି ଅନୁରୋଧ। 🙏 @sdmbam
𝗠𝗼𝗵𝗮𝗻 𝗦𝗮𝗵𝘂 tweet media
OR
2
0
0
73
SSEPD
SSEPD@SSEPD2·
@shan92648 The widow pension in favour of Smt. Joshna Pradha, a resident of Hukuma has already been sanctioned by the Sub-Collector, Berhampur vide order No. 4829/06.05.2026 w.e.f 01.05.2026. Hence, you are requested to collect the respective amount from your G.P office in every Month.
English
1
0
1
42
Shankar Pujari
Shankar Pujari@shan92648·
Please look into this matter sir @SSEPD2
𝗠𝗼𝗵𝗮𝗻 𝗦𝗮𝗵𝘂@jayantasahu363

ମାନ୍ୟବର Sir @SSEPD2 , ତଳୋକ୍ତ ବିଧବା ମହିଳାଙ୍କ ଭତ୍ତା ଆବେଦନ ଅନୁମୋଦିତ (Approved) ହୋଇସାରିଛି। କିନ୍ତୁ ଦୁଃଖର ବିଷୟ, ଏପର୍ଯ୍ୟନ୍ତ ସେ ଭତ୍ତା ପାଇନାହାନ୍ତି। ତାଙ୍କ ଆର୍ଥିକ ପରିସ୍ଥିତିକୁ ବିଚାର କରି ଦୟାକରି ଏହି ବିଷୟରେ ତୁରନ୍ତ ଦୃଷ୍ଟି ଦେଇ ଯଥାଶୀଘ୍ର ଭତ୍ତା ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିନମ୍ର ଅନୁରୋଧ।

English
2
0
3
160