Zilla Parishad, Ganjam retweetet
Zilla Parishad, Ganjam
1.9K posts

Zilla Parishad, Ganjam
@ZP_Ganjam
It is the Official page of CDO-cum-EO, Zilla Parishad, Ganjam.
Chhatrapur Beigetreten Ağustos 2019
99 Folgt24.7K Follower
Zilla Parishad, Ganjam retweetet

'ଓଡ଼ିଆ ପକ୍ଷ - ୨୦୨୬' ଆମ ସମସ୍ତଙ୍କ ପାଇଁ ଏକ ଗୌରବମୟ ଅବସର। ଏପ୍ରିଲ ୧ ଓଡ଼ିଶା ଦିବସଠାରୁ ୧୪ ତାରିଖ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଆମ ଭାଷା, ସଂସ୍କୃତି ଓ ପରମ୍ପରାର ଏହି ମହାମିଳନ ପର୍ବ ସାରା ରାଜ୍ୟରେ ପାଳିତ ହେବ। ଆସନ୍ତୁ, ଏହି ଉତ୍ସବରେ ସାମିଲ ହୋଇ ଆମ ଅସ୍ମିତାକୁ ଆହୁରି ସୁଦୃଢ଼ କରିବା।
#OdiaPakhya2026 #ଓଡ଼ିଆପକ୍ଷ୨୦୨୬
OR
Zilla Parishad, Ganjam retweetet

ପୂରଣ ହେଉଛି ପକ୍କାଘର ଆଶା, ବିକଶିତ ହେଉଛି ଆମ ଓଡ଼ିଶା
ସୁରକ୍ଷିତ ଆଶ୍ରୟ ସୁନିଶ୍ଚିତ କରିବା ଦିଗରେ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ଲୋକଙ୍କ ସରକାରଙ୍କ ଏକ ବଳିଷ୍ଠ ପଦକ୍ଷେପ। ମାତ୍ର ଏକ ବର୍ଷ ମଧ୍ୟରେ ୧,୫୭,୯୩୬ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ୭୨,୨୬୩ ଟି ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏହି ଅଭିଯାନ କେବଳ ବାସଗୃହ ନୁହେଁ, ବରଂ ଜନସାଧାରଣଙ୍କୁ ନୂଆ ପରିଚୟ ଏବଂ ସମ୍ମାନର ସହ ବଞ୍ଚିବାର ରାହା ପ୍ରଦାନ କରୁଛି।
#OneYearOfAntyodaya
OR
Zilla Parishad, Ganjam retweetet

1 year of Antyodaya Gruha Jojana - 1.57 lakh homes delivering dignity, security, and hope across Odisha.
#OneYearOfAntyodaya
English
Zilla Parishad, Ganjam retweetet
Zilla Parishad, Ganjam retweetet

ଓଡ଼ିଶା ଦିବସ ଅବସରରେ ଆଜି ଗଞ୍ଜାମ ଜିଲ୍ଲାପାଳ ବ୍ରହ୍ମପୁର ସହରସ୍ଥିତ ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
@CMO_Odisha
@Culturedeptt




OR
Zilla Parishad, Ganjam retweetet

ଗଞ୍ଜାମ ଜିଲ୍ଲାର ଶେରଗଡ, ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ‘ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର’ ଆୟୋଜିତ ହୋଇଥିଲା। ଏହି ଶିବିରରେ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି, ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଶୁଣାଣି କରିଥିଲେ।
@CMO_Odisha
@IPR_Odisha




OR
Zilla Parishad, Ganjam retweetet

ଜିଲ୍ଲାପାଳ, ଗଞ୍ଜାମ ଶେରଗଡ଼ ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ପରିଦର୍ଶନ କରି ସେମାନଙ୍କର କାର୍ଯ୍ୟନ୍ବୟନ ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।
@CMO_Odisha
@IPR_Odisha




OR
Zilla Parishad, Ganjam retweetet

ରାଜ୍ୟର ଗୃହହୀନ ଓ ଅସହାୟ ପରିବାରଙ୍କୁ ସ୍ୱାଭିମାନର ସହ ବଞ୍ଚିବାର ରାହା ଦେଖାଇ 'ଅନ୍ତ୍ୟୋଦୟ ଗୃହ ଯୋଜନା' ଆଜି ସଫଳତାର ଏକ ବର୍ଷ ଅତିକ୍ରମ କରିଛି। ଗତ ଏକ ବର୍ଷ ମଧ୍ୟରେ ଏହି ଯୋଜନା ମାଧ୍ୟମରେ ମୋଟ ୧,୫୭,୯୩୬ ପରିବାର ଉପକୃତ ହୋଇଥିବା ବେଳେ ଏହି ସମସ୍ତ ପରିବାରଙ୍କୁ ନିଜସ୍ୱ ପକ୍କାଘର ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୭୨,୨୬୩ ପରିବାରଙ୍କ ପକ୍କାଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ଅନ୍ୟ ୮୫,୬୭୩ ଘରର ନିର୍ମାଣ କାର୍ଯ୍ୟ ଜାରି ରହିଛି। ବିପର୍ଯ୍ୟୟ କ୍ଷତିଗ୍ରସ୍ତ, ଭିନ୍ନକ୍ଷମ, ସ୍ଥାନାନ୍ତରିତ ଏବଂ ଦୁରାରୋଗ୍ୟ ରୋଗଗ୍ରସ୍ତ ପରିବାରଙ୍କୁ ପ୍ରାଥମିକତା ଭିତ୍ତିରେ ସାମିଲ କରି ଏହି ଯୋଜନା ସାମାଜିକ ଓ ଅର୍ଥନୈତିକ ବିକାଶର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଏକ ସମୃଦ୍ଧ ଓଡ଼ିଶା ଗଠନ ସଂକଳ୍ପରେ ଏହି ଯୋଜନା ପ୍ରତିଟି ଗୃହହୀନଙ୍କ ମୁହଁରେ ହସ ଫୁଟାଇ ପାରିଛି।
#OneYearOfAntyodaya

OR
Zilla Parishad, Ganjam retweetet

ଜିଲ୍ଲାପାଳ, ଗଞ୍ଜାମ ଆଜି ସୁରଙ୍ଗୀ ଗ୍ରାମ ପଞ୍ଚାୟତର ସିନ୍ଧୁପାଙ୍କା ଅଞ୍ଚଳର ଗ୍ରାମବାସୀମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ମିଳୁଥିବା ମୌଳିକ ସୁବିଧାର ଯୋଗାଣ ସମ୍ପର୍କରେ ପଚାରି ବୁଝିଥିଲେ।
@CMO_Odisha
@IPR_Odisha




OR
Zilla Parishad, Ganjam retweetet

ଜିଲ୍ଲାପାଳ, ଗଞ୍ଜାମ ଆଜି ପାତ୍ରପୁର ବ୍ଲକ ଅନ୍ତର୍ଗତ ଖରିଆଗୁଡ଼ା ଗ୍ରାମ ପଞ୍ଚାୟତର ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ ଓ ତଦାରଖ କରିବା ସହ ଅଙ୍ଗନୱାଡି କେନ୍ଦ୍ରରେ ଶିଶୁମାନଙ୍କ “ପ୍ରବେଶ ଉତ୍ସବ”ରେ ଅଂଶଗ୍ରହଣ କରିଥିଲେ। ଏଥି ସହ ଝଗଡ଼ାପାଲି ଗସ୍ତ କରି ବିସ୍ଥାପିତ ପରିବାରମାନଙ୍କ ସହ ଆଲୋଚନା କରିଥିଲେ।
@CMO_Odisha
@WCDOdisha




OR

ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ଗଞ୍ଜାମଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବ୍ଲକ୍ ଉନ୍ନୟନ ଅଧିକାରୀ, ସହାୟକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ସହାୟକ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।
@CMO_Odisha
@IPR_Odisha




OR

























