Sofia Firdous

6.4K posts

Sofia Firdous banner
Sofia Firdous

Sofia Firdous

@sofiafirdous1

Member of Legislative Assembly, Barabati - Cuttack, Odisha @INCIndia; Proud daughter of Cuttack | Entrepreneur | IIMB | Proud Odia |

Cuttack, Odisha , India Beigetreten Nisan 2020
816 Folgt48.1K Follower
Angehefteter Tweet
Sofia Firdous
Sofia Firdous@sofiafirdous1·
Jai Hind Yatra from Cuttack! 🇮🇳 From the old capital of Odisha, Historic City Cuttack, we united for the Jai Hind Yatra, a powerful tribute to our heroic Armed Forces - Army, Navy, and Airforce - who safeguard our nation amid rising tensions with Pakistan. Led by Ex-MLA @iammdmoquim and Barabati-Cuttack MLA Sofia Firdous, the march from Samaja Office, Buxi Bazar to Gourishankar Park, Choudhury Bazar brought together Senior Congress Leaders, PCC President Shri @BHAKTACHARANDAS , Odisha Congress In-Charge Shri @AjayLalluINC , and diverse groups in solidarity. Spearheaded by the Indian National Congress, this nationwide initiative honors our military’s unwavering courage and pays solemn homage to the 26 martyrs of the #PahalgamTerrorAttack #indianarmy 📍 Cuttack, Odisha
English
114
81
934
196K
Sofia Firdous
Sofia Firdous@sofiafirdous1·
From MoUs to Industries — Time for Action Odisha has signed several investment MoUs since the first Make in Odisha Conclave during the previous government till the Utkarsh Odisha! Now, people are eager to see these commitments translate into real industries and real jobs on the ground. The time has come to move from agreements to implementation and turn these investments into opportunities for Odisha’s youth. #employment #odisha #barabaticuttack #sofiafirdous
English
21
5
33
2.2K
Sofia Firdous
Sofia Firdous@sofiafirdous1·
ପବିତ୍ର ରମଜାନ ମାସ ଅବସରରେ କଟକ ଯୋବ୍ରା ଠାରେ ଆୟୋଜିତ ଇଫତାର ପାର୍ଟିରେ ସାମିଲ ହୋଇଥିଲି। ସଭିଙ୍କ ସହ ମିଳିମିଶି ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏହି ମାସଟି ସଭିଙ୍କ ପାଇଁ ସୁଖ ସମୃଦ୍ଧି ଆଣିଦେଉ। #iftarparty2026🌙❤️ #odisha #barabaticuttack #sofiafirdous
Sofia Firdous tweet mediaSofia Firdous tweet mediaSofia Firdous tweet media
OR
79
5
160
17.1K
Sofia Firdous
Sofia Firdous@sofiafirdous1·
କଟକ ସ୍ଥିତ ଆବାସିକ କାର୍ଯ୍ୟାଳୟ ଠାରେ ଲୋକଙ୍କ ସମସ୍ୟାକୁ ଶୁଣିଥିଲି। ଲୋକଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ କିପରି ହୋଇପାରିବ ସେଦିଗରେ ଆଲୋଚନା ହୋଇଥିଲା। #homegrievance #odisha #barabaticuttack #sofiafirdous
Sofia Firdous tweet mediaSofia Firdous tweet mediaSofia Firdous tweet media
OR
20
1
57
4.9K
the ind warrior rk 46
the ind warrior rk 46@IamrakkyPutts·
The issue still remains permanently unresolved same area , same people throwing garbage on the street, no cmc's sweeper came since last Friday, it's simply a joke going on in the name of swachha bharat @sofiafirdous1 @CMCCuttack @PMOIndia @CMO_Odisha @CuttackDM @dcp_cuttack
the ind warrior rk 46@IamrakkyPutts

Dear @CMCCuttack / @sofiafirdous1 This is what the swachhata abhiyan of @narendramodi looks like in cuttack.. no cleanliness no road care, waterleakage from supply pipe , people throwing garbage on road without hesitation. @CMO_Odisha @PMOIndia

English
1
0
8
7K
Sofia Firdous retweetet
Rahul Gandhi
Rahul Gandhi@RahulGandhi·
ओडिशा के कटक स्थित एससीबी मेडिकल कॉलेज और अस्पताल में आग लगने की दुर्घटना में कई लोगों की मृत्यु का समाचार अत्यंत पीड़ादायक है। सभी शोकसंतप्त परिजनों को अपनी गहरी संवेदनाएं व्यक्त करता हूं। घायलों के शीघ्र स्वस्थ होने की आशा करता हूं।
हिन्दी
334
2.6K
9.7K
180.5K
Sofia Firdous retweetet
Mallikarjun Kharge
Deeply saddened by the tragic fire at the Trauma Care ICU of SCB Medical College and Hospital in Cuttack, Odisha, which has claimed the lives of at least 10 patients and left several others injured. My heartfelt condolences to the bereaved families in this hour of grief. I pray for the speedy recovery of those injured. I urge all Congress workers to extend every possible assistance to the affected families.
English
23
366
1.3K
48.7K
Sofia Firdous
Sofia Firdous@sofiafirdous1·
Deeply saddened by the tragic fire at SCB Medical College and Hospital. Visited the hospital immediately after receiving the news and met the grieving families. My heartfelt condolences to those who lost their loved ones, and prayers for the speedy recovery of the injured. Such incidents raise serious concerns about safety and preparedness in our healthcare institutions. I have demanded a high-level enquiry and strict accountability so that responsibility is fixed and such tragedies are never repeated. My thoughts and prayers are with the affected families. 🙏
Sofia Firdous tweet mediaSofia Firdous tweet mediaSofia Firdous tweet mediaSofia Firdous tweet media
English
217
24
334
60.6K
Sofia Firdous
Sofia Firdous@sofiafirdous1·
କଟକ ଏସସିବି ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଏପରି ଆକସ୍ମିତ ଅଘଟଣରେ ନିଜ ଆତ୍ମୀୟସ୍ୱଜନଙ୍କୁ ହରାଇଥିବା ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି । ଏପରି ଘଡ଼ସନ୍ଧି ମୁହୂର୍ତ୍ତରେ ପରିବାର ଲୋକଙ୍କ ଉପରେ କ’ଣ ବିତୁଥିବ ତାହା ଅନୁମାନ କରିବା ମଧ୍ୟ କଷ୍ଟସାଧ୍ୟ । ତୁରନ୍ତ ସୂଚନା ପାଇ ବଡ଼ ମେଡିକାଲରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ମୃତକଙ୍କ ପରିବାରକୁ ଭେଟିଥିଲି । ଅଘଟଣରେ ଯେଉଁମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।
OR
89
9
188
40.9K
Sofia Firdous
Sofia Firdous@sofiafirdous1·
ବିଗତ ସରକାରରେ ଆଉଟସୋର୍ସିଂକୁ ନେଇ ଯେଉଁ ଆନ୍ଦୋଳନ ଉଠିଥିଲା ତାହା ବର୍ତ୍ତମାନର ସରକାରରେ ମଧ୍ୟ ବଳବତ୍ତର ରହିଛି। ଏବେ ବି ରାଜରାସ୍ତାରେ ସ୍ଥାୟୀ ନିଯୁକ୍ତିକୁ ନେଇ ଆଉଟସୋର୍ସିଂ ସ୍ୱରରେ କମ୍ପୁଛି ଓଡ଼ିଶା। ଏହି ପ୍ରଥାକୁ ସମ୍ପୂର୍ଣ ହଟାଇ ସ୍ଥାୟୀ ନିଯୁକ୍ତି ଦେବାକୁ ଗୃହରେ ଦାବି ରଖିଥିଲି। #outsourcing #employment #odisha #barabaticuttack #sofiafirdous
OR
36
47
149
13.6K
Sofia Firdous
Sofia Firdous@sofiafirdous1·
ଡିଜିଟାଲ ଯୁଗରେ ସବୁକିଛି ଆଧୁନିକ ସରଞ୍ଜାମ ଦ୍ଵାରା କରାଯାଇଥିବା ବେଳେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏଥିରେ ବହୁଳ ମାତ୍ରାରେ ବ୍ୟବହାରର ଆବଶ୍ୟକତା ରହିଛି। ବାରବାଟୀ କଟକର ଏବେ ବି ବିଭିନ୍ନ ସରକାରୀ ସ୍କୁଲ ରହିଛି ଯେଉଁଥିରେ ଡିଜିଟାଲ ଶ୍ରେଣୀଗୃହ ନାହିଁ। ପିଲାମାନେ ଏବେ ବି ଆଧୁନିକ ପ୍ରଣାଳୀରେ ଶିକ୍ଷାଦାନରୁ ବଞ୍ଚିତ ରହିଛନ୍ତି। ଗ୍ରାଉଣ୍ଡ ଭିଜିଟ ସମୟରେ ସହରର ବିଭିନ୍ନ ସ୍କୁଲର ସ୍ଥିତି ତଥା ଭିତ୍ତିଭୂମିକୁ ନେଇ ରିପୋର୍ଟ ପ୍ରସ୍ତୁତ କରିଥିବା ବେଳେ ସେସବୁ ଆଧାରରେ ସରକାରଙ୍କର କେଉଁ ବିଭାଗ କେବେ ଏହାର ପୁନରୁଦ୍ଧାର କାମ କରିବେ ସେନେଇ ଗୃହରେ ପ୍ରଶ୍ନ କରିଥିଲି। #digitalera #education #odisha #barabaticuttack #sofiafirdous
OR
4
5
52
9.4K
Sofia Firdous retweetet
Kanak News
Kanak News@kanak_news·
#କେବେ_ହେବ_ସବୁ_ସ୍କୁଲରେ_ଡିଜିଟାଲ_କ୍ଲାସରୁମ ? ବିଧାନସଭାରେ ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନ, କେବେ ସବୁ ସ୍କୁଲରେ ହେବ ଡିଜିଟାଲ କ୍ଲାସରୁମ୍ ? #KanakNews #SofiaFirdous #OdishaAssembly
OR
6
6
55
7.8K
Sofia Firdous
Sofia Firdous@sofiafirdous1·
I believe in dreaming big for the future—but not at the cost of today’s realities. 🏛️ Spoke in the Odisha Legislative Assembly Our people deserve: ✓ Quality education — now ✓ Water security — now ✓ Employment opportunities — now True development begins when we address the immediate needs of our people while planning for the future. Let us strengthen the present so we can build a stronger tomorrow. #education #employment #odisha #barabaticuttack #sofiafirdous
English
30
11
96
18.6K
Sofia Firdous
Sofia Firdous@sofiafirdous1·
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତି ରହିଛି ଓଡ଼ିଶାର ସର୍ବ ପୂରାତନ ମହିଳା ମହାବିଦ୍ୟାଳୟରେ। କିନ୍ତୁ ବର୍ଷାଧିକାଳରୁ ଏହି କଲେଜକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନର ଉଠିଆସୁଥିବା ଏହି ଦାବିକୁ ନା ସରକାର ଦୃଷ୍ଟି ଗୋଚର କରୁଛନ୍ତି ନା ଶିକ୍ଷା ବିଭାଗ। ବିଶ୍ଵବିଦ୍ୟାଳୟ ପାଇଁ ଆବଶ୍ୟକୀୟ କ୍ୟାମ୍ପସ ତଥା ଭିତ୍ତିଭୂମି ଉପରେ ଧ୍ୟାନ ଦିଆଯାଇ ଏହାକୁ କାର୍ଯ୍ୟକାରୀ କରିବାକୁ ଗୃହରେ ପ୍ରଶ୍ନ ଉଠାଇଥିଲି। #sailabalauniversitydemand #sailabalawomenscollege #odisha #barabaticuttack #sofiafirdous
OR
7
4
80
5.5K
Sofia Firdous
Sofia Firdous@sofiafirdous1·
ରାସନ କାର୍ଡ ଡିଲର ଓ ହିତାଧିକାରୀଙ୍କ ପାଇଁ ସରକାର ଇ-ରାସନ ବ୍ୟବସ୍ଥା କଲେ ସତ କିନ୍ତୁ ଏହାକୁ ଆଧୁନିକତା ସହ ଯୋଡ଼ିବାକୁ ଭୁଲିଗଲେ। ୫ଜି ଜମାନାରେ ୨ଜି ସୁବିଧାରେ ଚାଲୁଛି ପିଓଏସ ମେସିନ। ଏହି ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଗୃହରେ ପ୍ରଶ୍ନ ଉଠାଇଥିଲି। #rationcard #posmachine #odisha #barabaticuttack #sofiafirdous
OR
3
13
131
6.5K
Sofia Firdous
Sofia Firdous@sofiafirdous1·
ଆମେ ଓଡ଼ିଆ, ଆମ ଭାଷା ସାହିତ୍ୟ ବି ଭାରି ବଢିଆ । ଓଡ଼ିଆ ଭାବେ ମୁଁ ଗର୍ବ କରେ ମୋର ଓଡ଼ିଆ କାବ୍ୟ କବିତା, ଛନ୍ଦ ପ୍ରବନ୍ଧକୁ ନେଇ । ଅଳଙ୍କାର ଉପମା ଦେଇ କବିର କଳ୍ପନା, ରୂଢି ଓ ଲୋକବାଣୀ ଦେଇ ଲେଖକର ଲେଖନୀ, ଆଜି ସ୍ୱର୍ଣ୍ଣିମ ଅଧ୍ୟାୟରେ କାଳଜୟୀ ରଚନା ଭାବେ ସ୍ଥାନିତ ହୋଇ ପାଠକଙ୍କୁ କଲମ ମୁନରେ ବାନ୍ଧି ରଖିପାରିଛି । ସେହି ଋଦ୍ଧିମନ୍ତ ଭାଷା ସାହିତ୍ୟ ପ୍ରତି ସମ୍ମାନ ଜଣାଇ ଓଡ଼ିଆ ଭାଷା ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ।
Sofia Firdous tweet media
OR
1
6
56
3.1K
Sofia Firdous
Sofia Firdous@sofiafirdous1·
କଟକ ସ୍ଥିତ ଆଚାର୍ଯ୍ୟ ହରିହର ଇନଷ୍ଟିଚ୍ୟୁଟ ଅଫ କ୍ୟାନ୍ସରରେ ଦୀର୍ଘ ବର୍ଷ ଧରି କାମ କରିଆସୁଥିଲେ ମଧ୍ୟ ନର୍ସିଂ ଷ୍ଟାଫମାନଙ୍କୁ ଚାକିରି ସମ୍ବନ୍ଧୀୟ ଆବଶ୍ୟକୀୟ ସୁବିଧା ସୁଯୋଗ ମିଳିପାରୁ ନାହିଁ। ଏହା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉଟସୋର୍ସିଂକୁ ଉଠାଇ ସ୍ଥାୟୀ ନିଯୁକ୍ତିକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ବିଧାନସଭାରେ ପ୍ରଶ୍ନ କରିଥିଲି। #healthsector #development #odisha #barabaticuttack #sofiafirdous
OR
2
2
31
2.7K
Sofia Firdous
Sofia Firdous@sofiafirdous1·
ବ୍ୟସ୍ତ ବହୁଳ ଜୀବନରୁ ଟିକେ ଫୁରସତ ନେଇ କଟକ ଠାରେ ଆୟୋଜିତ କର୍ପୋରେଟ କ୍ରିକେଟ ଲିଗ୍ ସମାରୋହରେ ଯୋଗ ଦେଇଥିଲି। କର୍ପୋରେଟ ଦୁନିଆର ଅନେକ ଚିହ୍ନା ଜଣା ବ୍ୟକ୍ତି ବିଶେଷଙ୍କୁ ନେଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶେଷ ମୁହୂର୍ତ୍ତ ଅତିବାହିତ କରିଥିଲି। #corporatecricketleague #sports #odisha #barabaticuttack #sofiafirdous
Sofia Firdous tweet mediaSofia Firdous tweet mediaSofia Firdous tweet media
OR
1
2
87
2.9K
Sofia Firdous
Sofia Firdous@sofiafirdous1·
Attended the International Women’s Day 2026 celebration organised by AAFSA – Her Odisha Initiative at Swosti Premium, Bhubaneswar. The event brought together inspiring women leaders, motivational talks, and engaging panel discussions highlighting the strength, courage, and achievements of women across different fields. Good to see such initiatives creating spaces for dialogue, inspiration, and networking to further empower women in society. #womensday #odisha #barabaticuttack #sofiafirdous
Sofia Firdous tweet mediaSofia Firdous tweet mediaSofia Firdous tweet media
English
2
3
102
3.4K
Sofia Firdous
Sofia Firdous@sofiafirdous1·
ନାରୀ ସର୍ବ ଗୁଣ ସମ୍ପନ୍ନ। ଘର କାମ ସାରି ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ନାରୀର ଅବଦାନ ଅତୁଳନୀୟ। କିନ୍ତୁ ସେହି ବ୍ୟବସାୟିକ ପରିବେଶ ମଧ୍ୟରେ ଜଣେ ଉଦ୍ଦ୍ୟୋଗୀ ମହିଳାଙ୍କ ଶାରୀରିକ, ମାନସିକ ଓ ଆର୍ଥିକ ଅଭିବୃଦ୍ଧିକୁ ନେଇ କଟକ ସ୍ଥିତ ଓଡ଼ିଶା ରାଜ୍ୟ ମାରିଟାଇମ୍ ମ୍ୟୁଜିୟମ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା। ସ୍ଥାନୀୟ ବୁଦ୍ଧିଜୀବୀ ତଥା ମହିଳା ଉଦ୍ୟୋଗୀଙ୍କ ଗହଣରେ ଏକ ବିଶେଷ ମୁହୂର୍ତ୍ତ ବିତାଇଥିଲି। #OASME #odisha #barabaticuttack #sofiafirdous
OR
0
1
35
1.7K