Manas R Dash

69K posts

Manas R Dash banner
Manas R Dash

Manas R Dash

@csharpian

Sani's Bapa, IT and Music, Creative, Eternal Optimist, ODIA/ଓଡ଼ିଆ

INDIA Joined Şubat 2011
796 Following10.5K Followers
Pinned Tweet
Manas R Dash
Manas R Dash@csharpian·
ଜଗନ୍ନାଥ ହୋ... କିଛି ମାଗୁନାହିଁ ତତେ... 🙏
OR
26
30
492
0
Maa BaglaMukhi Mandir
Maa BaglaMukhi Mandir@baglamukhipuja·
माँ बगलामुखी के दशर्न से सभी भक्तों की मनोकामना पूरी होती है। हमें पूर्ण श्रद्धा के साथ माँ का ध्यान करना चाहिए।
Maa BaglaMukhi Mandir tweet media
हिन्दी
293
346
3.4K
7.7K
Manas R Dash
Manas R Dash@csharpian·
ପାଚେରୀ ଭିତର କଡ଼ର ଆମ୍ବ, ପିଜୁଳି ଇତ୍ୟାଦି ଫଳ ଗଛରେ ଅନ୍ତତଃ ଘର ଆଖ ପାଖରେ ରହୁଥିବା ଛୋଟ ପିଲାଙ୍କ ଭାଗ ରହିବା ଦରକାର।
OR
1
0
15
384
Manas R Dash
Manas R Dash@csharpian·
Night matches are okay. But playing cricket at 3.30 pm in peak summer must be terrible. 😰
English
0
0
1
109
Manas R Dash
Manas R Dash@csharpian·
ନିଜ ଭାବନା ଏବଂ ନିଜ ବ୍ୟବହାର କୁ ନିୟନ୍ତ୍ରଣରେ ରଖି ପାରୁନଥିବା ବ୍ୟକ୍ତି ଅନ୍ୟ ମାନଙ୍କୁ କଦାପି ଠିକ୍ ବାଟରେ ଚଲେଇ ପାରିବ ନାହିଁ। ଦୁନିଆଁ ସୁଧାରିବା ଆଗରୁ ନିଜକୁ ସୁଧାର।
OR
0
0
4
98
ଓଡ଼ିଆ ଜଗତ
🙏🌺ମା ସମଲେଶ୍ବରୀ ଙ୍କ ଆଜି ର ଦର୍ଶନ🌺🙏 🌺🌸ଜୟ ମା ସମଲେଶ୍ବରୀ🌸🌺 🌿ତା:୦୫.୦୪.୨୦୨୬,ରବିବାର🌿
ଓଡ଼ିଆ ଜଗତ tweet media
OR
15
13
228
771
Manas R Dash
Manas R Dash@csharpian·
@odiajagat ଜୟ ମାଆ ମଙ୍ଗଳା 🙏🏻🙏🏻🙏🏻
OR
0
0
0
34
ଓଡ଼ିଆ ଜଗତ
କାକଟପୁର ମାଆ ମଙ୍ଗଳା ଙ୍କର ଦିବ୍ୟ ଦର୍ଶନ 😍🙏
ଓଡ଼ିଆ ଜଗତ tweet media
OR
15
18
309
911
ଓଡ଼ିଆ ଜଗତ
କାକଟପୁର ମାଆ ମଙ୍ଗଳା ଠାକୁରାଣୀଙ୍କର ଆଜିର ସନ୍ଧ୍ୟା ଆଳତି ଦର୍ଶନ ❤️😍🙏
OR
9
11
167
690
Manas R Dash
Manas R Dash@csharpian·
ଘର୍ କି ୟାଦ୍ ନହିଁ ଆଇ ତୁଝେ ଲସ୍ସି...
Manas R Dash tweet media
OR
2
1
19
545
Manas R Dash
Manas R Dash@csharpian·
ନିଜ ନିଜର ଜୀବନ, ନିଜ ନିଜର କାହାଣୀ। କେହି ଭୁଲ ନୁହେଁ, କେହି ଠିକ୍ ନୁହେଁ। ନିଜ ନିଜର ମତ, ନିଜ ନିଜର ସତ।
OR
4
4
37
666
ଓଡ଼ିଆ ଜଗତ
କାକଟପୁର ମାଆ ମଙ୍ଗଳା ଠାକୁରାଣୀଙ୍କର ଆଜିର ସନ୍ଧ୍ୟା ଆଳତି ଦର୍ଶନ ❤️😍🙏
OR
13
16
231
1.1K
Manas R Dash
Manas R Dash@csharpian·
@Kalpana525 @SangitaSethy ଚେଷ୍ଟା ତ କରିବାକୁ ପଡ଼ିବ। ଯେତେ ସମୟ ମୋବାଇଲ ଧରୁଛନ୍ତି, ତା ଠୁ ଭଲ ଚିତ୍ର କରନ୍ତୁ, ବହି ପଢନ୍ତୁ, ଗୀତ ଶିଖନ୍ତୁ। ଛୁଆ ମାନେ ଛୁଆ ହେଇ ରହନ୍ତୁ। କଷ୍ଟ, କିନ୍ତୁ କରି ହେବ।
OR
1
0
1
9
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
Because we are neglecting them in proper nurturing !ଆମ ମା ମାନେ ଆମକୁ ସେକି ଦେଉଥିଲେ ଏମିତି ବ୍ୟବହାର କଲେ।ଯୋଉଟା ଏବେ ହେଉନି ଫୁଲ ଭଳି ବ୍ଯବହାର ତାଙ୍କୁ କରୁଛନ୍ତି।ସେଥିପାଇଁ ମୁହଁଖୋର ଆଉ ଅଭଦ୍ରାମି ବି ବଢ଼ୁଛି।ମୋ ବୋଉ ଏବେ ବି ମତେ ଗାଳିଦେବ ଯଦି ମୁଁ ୟାଡୁ ସାଡୁ କହିବି !ଏମିତି ଅନେଇବା ପାଇଁ ଚାପୁଡ଼ା ବସିଥାନ୍ତା ଗାଲରେ!
Rosy@rose_k01

An Indian Mom Describes GenZ and their "Dead Look" 😂😂

OR
2
0
8
301