ABHIMANYU BEHERA

43 posts

ABHIMANYU BEHERA

ABHIMANYU BEHERA

@paitda

SUNDARGARH

BARIPADA ODISHA Inscrit le Mayıs 2012
12 Abonnements20 Abonnés
Team ATA Official
Team ATA Official@OfficialTeamATA·
ପୁରୀ ପୌରପାଳିକା ଅନ୍ତର୍ଗତ ରେଡ଼କ୍ରସ ରୋଡ଼ ମାଛ ବଜାର ନିକଟ ମୁଖ୍ୟ ନାଳରେ କଠିନ ବର୍ଜ୍ୟବସ୍ତୁ ପୂର୍ଣ୍ଣ ହୋଇ ରହିଅଛି। ଯାହା ଫଳରେ ନାଳ ପାଣି ଠିକସେ ଯାଉନାହିଁ। ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ ତୁରନ୍ତ ଏହାକୁ ସଫେଇ କରି ନାଳ ପାଣି ନିଷ୍କାସନ ପାଇଁ ସୁବନ୍ଦୋବସ୍ତ କରନ୍ତୁ। @dm_puri @puriulb @CMO_Odisha @dcmo_pravati
Team ATA Official tweet mediaTeam ATA Official tweet mediaTeam ATA Official tweet mediaTeam ATA Official tweet media
OR
6
7
31
707
BJD Morcha
BJD Morcha@BJDMorcha98369·
@CMO_Odisha @MohanMOdisha @PrithivirajBJP @sureshpujariofc @SecyChief @sidd_swain @paitda @PuriTahasil ମୁଖ୍ୟମନ୍ତ୍ରୀଏବଂଆଇନମନ୍ତ୍ରୀଙ୍କୁ ଅନୁରୋଧପୁରୀରେ ଚାଲିଥିବା ବେଆଇନପ୍ରତି ଧ୍ୟାନ ଦିଅନ୍ତୁ ପିକେଡିଏର ଏବଂ ମ୍ୟୁନିସିପାଲଟି ଉଭୟ ଅଫିସର ସୁଶାନ୍ତ କୁମାର ଭୋଇ ପ୍ଲାନିଂ ରେ ମନଇଛା ଅନୁମୋଦନ ଦେଇଛନ୍ତି କୋଉଠି ରାସ୍ତା ନାହିଁ କୋଉଠି ନୟନ ଜୋର୍ କୋଉଠି ପତିତ ୧୦ଫୁଟ ୨୦ଫୁଟ ରାସ୍ତାରେ ୭ମହଲା ଅନୁମୋଦନ ଦେଇ ଭଲ ଅର୍ଥ ନେଇ ସାରିଲେଣି ବଦଳି ହେଉ
OR
1
0
0
20
BJD Morcha
BJD Morcha@BJDMorcha98369·
@CMO_Odisha @MohanMOdisha @PrithivirajBJP @sureshpujariofc @SecyChief @sidd_swain @paitda @PuriTahasil ମଙ୍ଗଳା ଘାଟ ମୌଜାରେ ଜଳାଶୟରେ ରାସ୍ତା୨୩ଫୁଟ ନାଳ ସହିତ ତହସିଲ ରିପୋର୍ଟ ୨୬ଥିବା ବେଳେ ସାତ ମହଲା ନିର୍ମାଣ କରୁଛନ୍ତି ଯେତେ ଗୁହାରି କଲେ ନୀରବ ରହୁଛନ୍ତି ଜିଲ୍ଲାପାଳ କାର୍ଯ୍ୟନିର୍ବାହୀ ଅଧିକାରୀ ପଦକ୍ଷେପ ସୁନ
BJD Morcha tweet media
OR
1
0
0
30
BJD Morcha
BJD Morcha@BJDMorcha98369·
@CMO_Odisha @rdmodisha @RCuttack @SecyChief @dr_kcmahapatra @sidd_swain @paitda କେତେ ଅଭିଯୋଗ କରିବା ପୁରୀରେ।ଆଇନ ନାହିଁ ସବୁ ବେଆଇନ ନିର୍ମାଣ ପ୍ରଶାୟ ଦେଉଛନ୍ତି ଅଧିକାରୀ ମାନେ ଉଚ୍ଚସ୍ତରୀୟ ଅଧିକାରୀ ଙ୍କୁ ଅନୁରୋଧ ବେଆଇନ ନିର୍ମାଣ ବନ୍ଦ ହେଉ ନିର୍ମାଣ ଚାଲିଛି ଜିଲ୍ଲାପାଳ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରନ୍ତୁ କେତେଗୋଟି ନୋଟିସ ୨ମାସ ଭିତରେ କରିଛନ୍ତି ଜଣା ପଡ଼ିଯିବା ଉତ୍ତର ଦେଉ ନାହାନ୍ତି
OR
1
0
0
25
BJD Morcha
BJD Morcha@BJDMorcha98369·
@CMO_Odisha @rdmodisha @RCuttack @SecyChief @dr_kcmahapatra @sidd_swain @paitda ସନ୍ତୋଷ କୁମାର ପାତ୍ର ଜଳାଶୟ ରାସ୍ତା ୩୦ଫୁଟନଥାଇସାତମହଲାନିର୍ମାଣ ଅଭିଯୋଗପରେ ନୀରବବସିଛନ୍ତି କାର୍ଯ୍ୟନିର୍ବାହୀଅଧିକାରୀ ମିଛରେ କହୁଛନ୍ତି ଆକ୍ସନ ନେଇଛୁ କପି ଦିଅନ୍ତୁ ଉତ୍ତରରେ ମୋଟାଅଙ୍କରେଅର୍ଥଖେଳହୋଇଛିପଦକ୍ଷେପନେଇ ନିର୍ମାଣବନ୍ଦକରାଯାଉ
BJD Morcha tweet media
OR
2
0
1
45
susanta das
susanta das@e_kumaras·
@dm_puri @sidd_swain @paitda ସାର୍ ହାଡ଼ି ଗୋହରି ସଫା ହେଉନାହିଁ ସ୍କାପ ପଡୁନାହିଁ ରାଧଗୋବିନ୍ଦ ଲେନ ୱାର୍ଡ ନଂ ୧୬
OR
1
0
0
20
susanta das
susanta das@e_kumaras·
@dm_puri @sidd_swain @paitda ରାଧା ଗୋବିନ୍ଦ ଲେନ ହାଡ଼ି ଗୋହାରୀ ଅବ୍ୟବସ୍ଥା ଜଣାଇଲା ପରେ ସଫା କରଜାଉନି ମଶା ପ୍ରବଳ ଲୋକ ରୋଗାକ୍ରାନ୍ତ ହେବାର ସମ୍ଭାବନା ଆଜି ଦୟାକରି ସଫା କରନ୍ତୁ
susanta das tweet media
OR
1
0
0
29
susanta das
susanta das@e_kumaras·
@CMO_Odisha @MohanMOdisha @dm_puri @sidd_swain @SecyChief @rdmodisha @puriulb @paitda ୨୬ଫୁଟ ରାସ୍ତାରେ ଅନୁମୋଦନ ଅବଧି ସରିବା ପରେ ବେଆଇନ ଆପାର୍ଟମେଣ୍ଟ ନିର୍ମାଣ ଚାଲିଚି ଆଇନକୁ ଖାତିର ନାହିଁ ସମସ୍ତ ଅଧିକାରୀ ଙ୍କୁ ଅନୁରୋଧ ତୁରନ୍ତ ପଦକ୍ଷେପ ନେବା ସହ ନିର୍ମାଣ କାର୍ଯ୍ୟ ବନ୍ଦ କରାଯିବାକୁ ଅନୁରୋଧ କାହା ଛତ୍ରଛାୟା।ତଳେ
susanta das tweet mediasusanta das tweet media
OR
5
0
0
235
susanta das
susanta das@e_kumaras·
@CMO_Odisha @MohanMOdisha @dm_puri @paitda @SecyChief @dr_kcmahapatra @rdmodisha ପୁରୀ ଚକର୍ତ୍ତିର୍ଥ ସମୁଦ୍ର କୂଳରେ ସାତମହଲା ହୋଟେଲନିର୍ମାଣ ଚାଲିଛିବାରମ୍ବାର ଅଭିଯୋଗପରେ ଚିଠିଖଣ୍ଡେକରି ନୀରବ ସମସ୍ତ ପ୍ରଶାସନିକଅଧିକାରୀ ଶିଶିରମିଶ୍ର କାରଣ।ଅସସ୍ପଷ୍ଟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯିବା ସହ୧୪୪ଜାରି କରାଯାଉ
susanta das tweet media
OR
2
0
0
54
BJD Morcha
BJD Morcha@BJDMorcha98369·
@CMO_Odisha @dm_puri @sidd_swain @paitda ନିର୍ମାଣ ଚାଲିଛି ପଦକ୍ଷେପ ମିଛ ଦୟାକରି ପୋଲିସ ଚିଠି କରାଯାଇ ବନ୍ଦ କରିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପାଳଙ୍କୁ ଅନୁରୋଧ
OR
1
0
0
32
BJD Morcha
BJD Morcha@BJDMorcha98369·
@CMO_Odisha @dm_puri @sidd_swain @paitda ମଙ୍ଗଳା ଘାଟ ମୌଜାରେ ଜଳାଶୟରେ ରାସ୍ତା ୨୬ଫୁଟ ରେ ବେଆଇନ ଆପାର୍ଟମେଣ୍ଟ ନିର୍ମାଣ ବନ୍ଦ କରାଯାଇ ସିଲ୍ କରାଯାଉ ସନ୍ତୋଷ କୁମାର ପାତ୍ର
BJD Morcha tweet mediaBJD Morcha tweet mediaBJD Morcha tweet media
OR
3
1
0
70
BJD Morcha
BJD Morcha@BJDMorcha98369·
@CMO_Odisha @MohanMOdisha @dm_puri @sidd_swain @SecyChief @RCuttack @rdmodisha @ushapadhee1996 @paitda ସନ୍ତୋଷପାତ୍ରବେଆଇନନିର୍ମାଣଚାଲିଛି ସବୁଜାଣି ନୀରବ ପୁରୀମ୍ୟୁନିସିପାଲଟି ବାରମ୍ବାରଅଭିଯୋଗହୋଇଛିନିର୍ମାଣଚାଲିଛିମଙ୍ଗଳା ଘାଟମୌଜାବୋଧହୁଏ ନୋଟିସକିପୋଲିସ ଚିଠି କରିନାହାନ୍ତି EO ସାର୍ ନିର୍ମାଣ କାର୍ଯ୍ୟ ବନ୍ଦ ହେଉ
BJD Morcha tweet mediaBJD Morcha tweet media
OR
4
0
0
77
susanta das
susanta das@e_kumaras·
@CMO_Odisha @MohanMOdisha @dm_puri @sidd_swain @paitda @SecyChief @sureshpujariofc @ushapadhee1996 @dr_kcmahapatra ପୁରୀଶ୍ରୀଜଗନ୍ନାଥଜମି ଜଗନ୍ନାଥବଲ୍ଲଭସମ୍ମୁଖରେ ସୁବାସବସ୍ତିଆ କିପରି ତାଙ୍କନାମରେ କିଏକରିଛିତଦନ୍ତକରାଯାଇ ଦୋକାନ ଗୃହ ଉଚ୍ଛେଦକରି ତୁଳସୀବଗିଚା ପୁନର୍ବାର ରୋପଣ କରାଯାଇ ମହାପ୍ରଭୁଙ୍କସେବାରେ ଲାଗୁ
susanta das tweet mediasusanta das tweet media
OR
1
0
0
61
susanta das
susanta das@e_kumaras·
@CMO_Odisha @dm_puri @sidd_swain @SecyChief @dr_kcmahapatra @sureshpujariofc @paitda ବଡ଼ଦାଣ୍ଡରେ ପ୍ରଦୀପକୁମାରବିଶ୍ଵାଳପାର୍କିଂ ନଥାଇ ବେଆଇନନିର୍ମାଣକରିଥିବାରୁଏହାବିରୁଦ୍ଧରେ ପିକେଡିଏସଚିବ ପୋଲିସଚିଠିକରିଥିଲେ ତାପରେ ପିକେଡିଏ ଅଫିସରଜଣେ କର୍ମଚାରୀ ଙ୍କୁ ହାତେଇ କେସଫାଇଲ ଚିପିରଖିଦେଲେବର୍ତ୍ତମାନରାସ୍ତା ଅବରୋଧ
susanta das tweet mediasusanta das tweet mediasusanta das tweet media
OR
1
0
0
52
susanta das
susanta das@e_kumaras·
@CMO_Odisha @MohanMOdisha @dm_puri @sidd_swain @paitda @SecyChief @rdmodisha @RCuttack ସମସ୍ତ କାଗଜ ପତ୍ର ହେଉଛି ପଟା ଦେଲାପରେ କଣ verifr କରୁଛନ୍ତି ଜଣେ ଉପ ଜିଲ୍ଲାପାଳ ଙ୍କ ସମୟରେ ଅଭିଯୋଗ।ହୋଇଥିଲା ତାପରେ ନୀରବ ରହିଗଲେ କୋଟି କୋଟି ତାଙ୍କର ସରକାରୀ ସମ୍ପତି ତୁରନ୍ତ ଭଙ୍ଗା ଯାଇ ମ୍ୟୁନିସିପାଲଟି ନିଜ ହେପାଜତକୁ ଆଣୁ ଜିଲ୍ଲାପାଳ ମହୋଦୟ ଆପଣ ହସ୍ତାନ୍ତର କରିବାକୁ ଅନୁରୋଧ
OR
3
0
0
47
susanta das
susanta das@e_kumaras·
@CMO_Odisha @MohanMOdisha @dm_puri @sidd_swain @paitda @SecyChief @rdmodisha @RCuttack ଖୋଦ୍ ମ୍ୟୁନିସିପାଲଟି ଜମିରେ କୋଠା ନିର୍ମାଣ କରି ପ୍ରଚୁର ଅର୍ଥ ରୋଜଗାର ନୀରବ ପୌରଅଧିକାରୀକାରଣ ଅସ୍ପଷ୍ଟ ଜିଲ୍ଲାପାଳମହୋଦୟ ସତଜଣାଇଲେଖରାପଆପଣ ଚିନ୍ତା କରନ୍ତୁ କ୍ଷତି କାହାରତୁରନ୍ତପଦକ୍ଷେପ ନେବାସହ ଭଙ୍ଗାଯାଇ ନିଜ ଦଖଲକୁଅଣାଯାଉ
susanta das tweet mediasusanta das tweet media
OR
3
1
0
109
BJD Morcha
BJD Morcha@BJDMorcha98369·
@CMO_Odisha @MohanMOdisha @SecyChief @RCuttack @rdmodisha @sidd_swain @dm_puri @paitda ମଙ୍ଗଳାଘାଟ ମୌଜା ରେ ସନ୍ତୋଷକୁମାରପାତ୍ର୨୬ରାସ୍ତାରେ ସାତମହଲା ଅନୁମୋଦନ ନେବା ପାଇଁ ବସିଚି ଜିଲ୍ଲାପାଳ ମହୋଦୟ କାର୍ଯ୍ୟନିର୍ବାହୀଅଧିକାରୀଙ୍କୁଅନୁରୋଧ ପ୍ଲାନନଦିଆଯାଉATP ସୁଶାନ୍ତଭୋଇଙ୍କୁଅନୁରୋଧ ଥରେଭୁଲକରିଥିଲେ ପୁନର୍ବାର ନହେଉ
BJD Morcha tweet mediaBJD Morcha tweet mediaBJD Morcha tweet media
OR
5
1
0
111
BJD Morcha
BJD Morcha@BJDMorcha98369·
@CMO_Odisha @dm_puri @sidd_swain @SecyChief @paitda @rdmodisha @ushapadhee1996 @dr_kcmahapatra ସନ୍ତୋଷପାତ୍ରମଙ୍ଗଳା ଘାଟମୌଜାରେବେଆଇନସାତମହଲା ନିର୍ମାଣ ଚାଲିଛିସମସ୍ତଅଧିକାରୀମାନଙ୍କୁଅବଗତକରାଇବା ପରେନୀରବପ୍ରଶାସନଅଧିକାରୀଜଳାଶୟରରାସ୍ତା ୨୬ଫୁଟନାଳକୁମିଶାଇdrainisnotroad ନିର୍ମାଣ ୨୩ଫୁଟ ରାସ୍ତା ନିର୍ମାଣ ବନ୍ଦ ହେଉ
BJD Morcha tweet mediaBJD Morcha tweet media
OR
1
0
0
24