✿▓Pʀᴀʙнᴀт▓❿ ⁷࿐

26.1K posts

✿▓Pʀᴀʙнᴀт▓❿ ⁷࿐ banner
✿▓Pʀᴀʙнᴀт▓❿ ⁷࿐

✿▓Pʀᴀʙнᴀт▓❿ ⁷࿐

@Chiku_MP

Be savage, not average.

Paradip, India 가입일 Eylül 2020
211 팔로잉846 팔로워
✿▓Pʀᴀʙнᴀт▓❿ ⁷࿐
@Sanu3601 ଭାଇ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା 💐🎉🎂ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ କୃପା ସବୁବେଳେ ଥାଉ 🥳
OR
0
0
0
11
Sanu17
Sanu17@Sanu3601·
ପବିତ୍ର ବାରୁଣୀ ଅମାବାସ୍ୟାର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା,ବାରୁଣୀରେ ସ୍ନାନ କଲେ କୋଟି ଜନ୍ମର ପୁଣ୍ୟ ମିଳେ,ଜୟମାଚଣ୍ଡାଦେବୀ, ଜୟଶ୍ରୀବଳଦେବଜୀୟୁ 🙏🙏🙏💛💛💛❤️❤️❤️❤️❤️ #ବାରୁଣୀସ୍ନାନ #ଇନ୍ଦୁପୁର #ତୁଳସୀକ୍ଷେତ୍ର
Sanu17 tweet mediaSanu17 tweet mediaSanu17 tweet mediaSanu17 tweet media
OR
2
0
29
354
Sanu17
Sanu17@Sanu3601·
କେନ୍ଦ୍ରାପଡା ହୋଲିର ଢେର ସାରା ଶୁଭେଚ୍ଛା,ଓ ଶୁଭକାମନା, ❤️❤️❤️💛💛💛🥰🥰 #ହୋଲି #ପଞ୍ଚୁଦୋଳ #କେନ୍ଦ୍ରାପଡା
Sanu17 tweet mediaSanu17 tweet mediaSanu17 tweet media
OR
5
1
53
2.1K
Tappu
Tappu@Silent_bt_Vio·
ମୋ ଛୋଟ ଫୁଲ ବଗିଚା🥰🥰🌹🥀🌺🌷🌸🏵️🌻🌼🪻🍁🍂
Tappu tweet mediaTappu tweet mediaTappu tweet mediaTappu tweet media
OR
9
0
38
842
🦋͜͡⍣pragati♪═♥
ପାଠ ପଢ଼ିବାବେଳେ ସେ ଚେୟାର ପ୍ରତି ଦୁର୍ବଳତା, ଶିକ୍ଷକତା କଲାପରେ ଏ ବେଞ୍ଚ୍ ପ୍ରତି ଦୁର୍ବଳତା ଦିନକୁ ଦିନ ବଢି ବଢି ଯାଉଛି । ଏ ବେଞ୍ଚ୍ ରେ ବସିଲେ ଲାଗେ ମୁଁ ସେଇ ଯୁକ୍ତ ତିନି ବର୍ଷର ପ୍ରଥମ ଧାଡ଼ିର ଛାତ୍ରୀ। #ସ୍ମୃତି
🦋͜͡⍣pragati♪═♥ tweet media🦋͜͡⍣pragati♪═♥ tweet media
OR
11
10
171
6.1K
🦋͜͡⍣pragati♪═♥
ମୋର ମାମୁଁ ଘର ତରଫରୁ ଆଜି ଶେଷ ଅଷ୍ଟମୀ, ଘରେ ଥିବାବେଳେ ମୋ ସାନ ଭାଇ ସହ ଏଇ ଦିନ ବହୁତ୍ ଝଗଡ଼ା ହୁଏ , ମାମୁଁ ଘରୁ ଆସିଥିବା ଡ୍ରେସ୍ ସଜ ଜିନିଷ ସେ ଲୁଚେଇ ଦେଇ କାନ୍ଦେ, ବୋଉ ଦିଦି ପାଇଁ ଆସିଚି ମୋ ପାଇଁ ଡ୍ରେସ୍ କାଇଁ ... ବୋଉ ତାକୁ ବୁଝେଇ କୁହେ ତୁ କାଲି ପିନ୍ଧିବୁ 😁 ସେ ସବୁ ଆଜି ବହୁତ୍ ମନେ ପଡୁଛି ...🥹 #ପ୍ରଥମାଷ୍ଟମୀ
🦋͜͡⍣pragati♪═♥ tweet media🦋͜͡⍣pragati♪═♥ tweet media
OR
19
2
186
3.9K
Sanu17
Sanu17@Sanu3601·
କଣ ମାଲିକେ ଆଉ ସବୁ ରେଡ୍ଡୀ ତ ଏସିଆ ମହାଦେଶର ସର୍ବବୃହତ ଖୋଲା ଆକାଶ ମେଳା ଐତିହାସିକ ବାଲିଯାତ୍ରାକୁ ଦେଖିବା ପାଇଁ, ଆଉ ରହି ହେଲାନି, ଦହିବରାରୁ ଆରମ୍ଭ ❤️❤️❤️❤️🥰🥰🥰🥰 #ବାଲିଯାତ୍ରା #କଟକ
Sanu17 tweet mediaSanu17 tweet media
OR
4
3
99
2.2K
ଲକ୍ଷ୍ମୀପ୍ରିୟା ସ୍ଵାଇଁ (ଲିପି)
କାର୍ତ୍ତିକ ପୂର୍ଣ୍ଣିମା ଏତେ ଭିଡରେ ତା ମହୋଦଧିରେ ଡ଼ଙ୍ଗା ଭସେଇ ତାକୁ ଦର୍ଶନ କରିବାର ସୌଭାଗ୍ୟ ପାଇଲି ବାପା କହିଲେ ଯାଆନି ଏତେ ଭିଡରେ ଠାକୁରଙ୍କୁ ଦେଖିପାରିବୁନି ହଇରାଣ ହବ କିନ୍ତୁ ସେ ପରା କାଳିଆ ଡାକିଚି ଯେତେବେଳେ ଦର୍ଶନ ଦବନି କେମିତି ଭଲରେ ଦର୍ଶନ କଲି.....🙏 #ମୋଜଗା ❤️ #puri #jagannathtemple #Odisha
ଲକ୍ଷ୍ମୀପ୍ରିୟା ସ୍ଵାଇଁ (ଲିପି) tweet mediaଲକ୍ଷ୍ମୀପ୍ରିୟା ସ୍ଵାଇଁ (ଲିପି) tweet mediaଲକ୍ଷ୍ମୀପ୍ରିୟା ସ୍ଵାଇଁ (ଲିପି) tweet media
OR
10
1
111
2.5K
SYAMA
SYAMA@syama143·
@Chiku_MP ଶୁଭ ଦୀପାବଳି
OR
1
0
1
60
ସୁଜ୍ଞାନୀ ଭଟ୍ଟ
ଘର ଅଗଣାରେ ମୁରୁଜ କରିବା ସମୟ ରେ କେବେ ଭାବି ନଥିଲି ମୁରୁଜ ପାଇଁ ଦିନ ASIA BOOK OF Record & INDIA BOOK OF Record ରେ ଆମେ ସ୍ଥାନ ପାଇବୁ 😊ସବୁ ଆପଣଙ୍କ ଇଚ୍ଛା ପ୍ରଭୁ 🙏🙏🙏
ସୁଜ୍ଞାନୀ ଭଟ୍ଟ tweet mediaସୁଜ୍ଞାନୀ ଭଟ୍ଟ tweet media
OR
66
13
615
10.8K