Sannu006

9.4K posts

Sannu006 banner
Sannu006

Sannu006

@Sannu006

😊😊Just B Happy😊😊#ମରିବାକୁ ଡର ନାହିଁ ହାରିବାକୁ ଡର !!! -:ଖଣି ଖାଦାନ ରେ ଘର ମୋର ଦୁର୍ଭାଗ୍ୟ ବଶତଃ ହେଇ ପାରୁନି ମାଲିକ ତାର!!✨✨#ମୋ ବାପା,ମା ଙ୍କ ଖୁସି ମୋ ପାଇଁ ପ୍ରଧାନ୍ୟଯୁକ୍ତ☺️☺

Orissa, India Katılım Mart 2012
862 Takip Edilen1.4K Takipçiler
Sannu006 retweetledi
All India Trinamool Congress
All India Trinamool Congress@AITCofficial·
Who is promising ₹3,000 to the women of Bengal? The same people who failed on every single promise they ever made: 🚫 Failed to create 2 crore jobs 🚫 Failed to deposit ₹15 lakh in every bank account 🚫 Failed to double farmers’ income 🚫 Failed in their Smart City Mission 🚫 Failed to reduce the price of petrol, diesel, and LPG 🚫 Failed to recover black money In short, the kings of Jumlas. The women of Delhi, Maharashtra, and Bihar have already paid the price for trusting BJP. The women of Bengal will not. We have Lakshmir Bhandar. We don’t need BJP’s fake promises and election-time deception.
English
85
1K
2.9K
25.5K
Sannu006 retweetledi
Indian Youth Congress
Pradhan mantri ❌ Prachar mantri ✅
हिन्दी
29
1.2K
3.7K
32.1K
Sannu006 retweetledi
Arpit Sharma
Arpit Sharma@iArpitSpeaks·
Jhootha No.2 - ft. Home Minister of Uganda
Eesti
141
2.2K
6.8K
60.4K
Sannu006 retweetledi
कुंभकरण
कुंभकरण@_kumbhkaran·
56 shades of Aatmiya-Sambandh!!
हिन्दी
114
1.4K
3.7K
69.5K
Sannu006 retweetledi
Manas choudhury
Manas choudhury@ManasChoudhury·
ପ୍ରକୃତ ଓଡ଼ିଆ ଏବେ ଯଦି ପାଟି ଖୋଲିବନି ତେବେ ଖୋଲିବ କେବେ? @INCIndia @INCOdisha @IYC @IYCOdisha
OR
6
23
161
2.9K
Sannu006 retweetledi
Tarun Gautam
Tarun Gautam@TARUNspeakss·
Subramanian Swamy makes huge allegations again “I can give names of 3-4 women who became MPs, who had to sleep with M*di, one even became minister” And he said this while replying to names of Indians in #EpsteinFiles Will BJP take action against Swamy?
English
1K
6.2K
16.6K
3.8M
Sannu006
Sannu006@Sannu006·
ପରିବେଶିକ_ପ୍ରଭାବ: କମ୍ପାନୀର ପରିତ୍ୟକ୍ତ ଦୂଷିତ ଜଳ ଯୋଗୁଁ ବଡ଼ ବଡ଼ ଜଳାଶୟ, ଚାଷଜମି ଏବଂ ପାନୀୟ ଜଳ ଉତ୍ସ ବିଷାକ୍ତ ହୋଇପଡ଼ୁଛି ।ସ୍ୱାସ୍ଥ୍ୟ_ସମସ୍ୟା: ଉକ୍ତ ଦୂଷିତ ପାଣି ବ୍ୟବହାର କରି ଗାଁ ଲୋକେ ବିଭିନ୍ନ ରୋଗର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
OR
0
0
0
4
Sannu006
Sannu006@Sannu006·
କାଳିଆପାଣି ଖଣି ଅଂଚଳରେ ଥିବା ଖଣି ଗୁଡିକର ନିର୍ଗତ ବିଷାକ୍ତ ପାଣି #ଦମଶାଳ ନାଳ ରେ ମିଶି ପରିବେଶକୁ ବ୍ୟାପକ ନଷ୍ଟ କରୁଛି, ଯାହାଦ୍ୱାରା ଦୁର୍ଗନ୍ଧ, ବିଷାକ୍ତ ଫସଲ ଏବଂ ରୋଗ ବ୍ୟାପୁଛି କମ୍ପାନୀର ନିର୍ଗତ ବିଷାକ୍ତ ପାଣି ଗାଁ ପାଣି ସ୍ରୋତରେ ମିଶି ଜଳଜୀବନକୁ ମଧ୍ୟ ବିପନ୍ନ କରୁଛି ଏହି । @CPCB_OFFICIAL @ospcb123 @Naveen_Odisha
OR
1
0
1
19
Sannu006
Sannu006@Sannu006·
ସମସ୍ୟାର ସମାଧାନ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦ୍ବାରା ହେଉ ନାହିଁ #ପରିବେଶିକ_ପ୍ରଭାବ: କମ୍ପାନୀର ପରିତ୍ୟକ୍ତ ଦୂଷିତ ଜଳ ଯୋଗୁଁ ବଡ଼ ବଡ଼ ଜଳାଶୟ, ଚାଷଜମି ଏବଂ ପାନୀୟ ଜଳ ଉତ୍ସ ବିଷାକ୍ତ #ସ୍ୱାସ୍ଥ୍ୟ_ସମସ୍ୟା: ଉକ୍ତ ଦୂଷିତ ପାଣି ବ୍ୟବହାର କରି ଗାଁ ଲୋକେ ବିଭିନ୍ନ ରୋଗର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
OR
0
0
0
2
Sannu006 retweetledi
SABYASACHI AMITAV
SABYASACHI AMITAV@SpeaksSabya·
ବାରମ୍ବାର ମିଡିଆ ପଚାରିବା ଦରକାର- ମୁକେଶ ମହାଲିଂଗ କେବେ ଇସ୍ତଫା ଦେବେ ? 13 ଜଣ ରୋଗୀ ମରିଛନ୍ତି ଆଜ୍ଞା। କାହାର ତ ଜଣେ ଆକାଉଣ୍ଟବିଲିଟି ରହିବା ଦରକାର। ମିଡ଼ିଆ ଲୋକଧର୍ମ ପାଳନ କରୁ। ସରକାର ରାଜଧର୍ମ ପାଳନ କରନ୍ତୁ।.. #askquestions #HealthMinister #OdishaPolitics #DoubleEngineSarkar #Sabyaspeaks #speaksabya
OR
17
41
231
4.4K
Bimal Kumar Jena
Bimal Kumar Jena@BimalKumarJena9·
@sofiafirdous1 madam 5 ବର୍ଷ ଥିଲା ଆପଣଙ୍କ ପାଖରେ ଲୋକଙ୍କ କାମ କରିବା ପାଇଁ ଦଳ ସାଥି ରେ ରହିକି ଏବେ ଯେଉଁ କାମ କଲେ ଇତିହାସ ରେ ଆପଣଙ୍କ ନାଁରେ ଗଦାରୀ ଶଦ୍ଦ ଟା ଲାଗିଗଲା। ଆପଣଙ୍କ 5 ବର୍ଷ ପୁରି ଥିଲେ ଆପଣ ଦଳ ଛାଡି ପାରିଥାନ୍ତେ କିନ୍ତୁ ଏବେ ଯେଉଁ ବିଶ୍ବାସଘାତକ କରିଛନ୍ତି ତାହା ଗ୍ରହଣ କରିବା ଯୋଗ୍ୟ ନୁହଁ
তন্ময় l T͞anmoy l@tanmoyofc

There has been News that Congress MLA Sofiya Firdaus has Voted for the BJP Rajya Sabha Candidate! Pure Treachery From Within! It's high time Congress installs an Ideological Funnel before handing tickets to ANYONE — No More Opportunists And Turncoats! If true, SUSPEND HER IMMEDIATELY! #SofiyaFirdaus #Odisha #IYCHallaBol

OR
1
0
2
39
Sannu006
Sannu006@Sannu006·
@BimalKumarJena9 @sofiafirdous1 ଟଙ୍କା ପ୍ରଥମେ ତା ପରେ ବାକି ସବୁ ଶୁଣା ହେଉଛି ଦିଦି ଙ୍କର ଭାଗ ଛିଡ଼ିଛି!!🤦
OR
0
0
1
4
Bimal Kumar Jena
Bimal Kumar Jena@BimalKumarJena9·
@sofiafirdous1 ମାଡାମ ଭୋଟ ଦେଲାବେଳେ ନିଜର ସ୍ବାର୍ଥ ଛାଡି ଦେଶବାସୀ ଏବଂ ନିଜ ଦଳ କଥା ଭାବିବେ ଯେଉଁ ଦଳ କଟକ ଭାଇଚାରା କୁ ନଷ୍ଟ କରିବା ପାଇଁ କଟକ ରେ ନିଆଁ ଲଗେଇ ଦେଲା ଆପଣ ଯଦି ସେଇ ଦଳ କୁ ଭୋଟ ଦେବେ ତାହାଲେ ଖୁଦା ଆପଣଙ୍କୁ କ୍ଷମା କରିବ ନି
OTV@otvnews

#WATCH | Cuttack, Odisha | On Congress moving 8 of its Odisha MLAs to a resort on the outskirts of Bengaluru ahead of the Rajya Sabha elections, Congress MLA Sofia Firdous says, "I don’t know about it because nobody contacted me regarding going to Bengaluru or anything related to that... We were not even consulted or asked for consent when it was decided which candidate to support..." On Congress leaders extending their support for BJD Rajya Sabha candidate Dr Datteswar Hota, she says, "... The Congress party extended its support to the candidate only after former Chief Minister Naveen Patnaik announced his support. How can this be a common candidate? He is a BJD candidate... If the Congress party is in this condition in Odisha today, the reason for that is the BJD itself. BJD has always supported the BJP. It has been the BJP's 'B-team'... They should stop their fake claims that they are secular. BJD supported the BJP on the Waqf Bill... I was not invited even during the elections; people from my very own constituency were joining the party, yet I remained completely unaware of it. The party is not moving in the direction of taking everyone along as it moves forward, and this has left everyone feeling disappointed."

OR
1
0
5
42
Sannu006 retweetledi
ହାଣ୍ଡିଆ ମାଝୀ
ଇତିହାସରେ ଲେଖା ହେବ ଯେତେବେଳେ ଗ୍ୟାସ ଅଭାବରେ କେତେକ ଲୋକ ନଖାଇ ଉପାସ ଶୋଇଛନ୍ତି, ଠିକ ସେତେବେଳେ ଓଡ଼ିଆ ଅସ୍ମିତାର ସରକାର ପାରାଦ୍ୱୀପର ଏକ ପଞ୍ଚତାରକା ହୋଟେଲରେ ସେଇ ଓଡ଼ିଆଙ୍କ ଟଙ୍କାରେ ମଉଜ କରୁଥିଲେ ||
ହାଣ୍ଡିଆ ମାଝୀ tweet media
OR
9
6
62
1.6K
Sannu006 retweetledi
Amiya_Pandav ଅମିୟ ପାଣ୍ଡଵ Write n Fight
ୟେ ବାବୁ କଣ କହିଲେଣି ବଙ୍ଗଳାକୁ ଦେଶର ନଂ - ୧ କରିବେ ! ସୁନାର ବଙ୍ଗଳା କରିବା, ୟାଙ୍କର ଲକ୍ଷ୍ୟ !! ଓଡ଼ିଶା ପଛେ ଚୁଲିକୁ ଯାଉ.... ଏମାନଙ୍କ ଓଡ଼ିଆ ଅସ୍ମିତା ହେଲା, ଓଡ଼ିଶା ପଛେ ହେଇଯାଉ ଲଙ୍ଗଳା, ଗଢିବେ ସୁନାର ବଙ୍ଗଳା !! @ତର୍କର ତାଣ୍ଡବ
OR
25
26
124
4.7K
Sannu006
Sannu006@Sannu006·
@Garrulous_sofen ଏମିତି ପୋଷ୍ଟ କରି ଗୋଟେ କଣ ପାଇ ଯିବେ ସେଇ ଆଶା ରେ ଅମର ନା ଲାଗିଛନ୍ତି😂😂🤦
OR
0
0
0
4
Sannu006 retweetledi
ʏᴏᴅᴅʜᴀ
ʏᴏᴅᴅʜᴀ@Yoddha_0·
रिपोर्टर: मोदी जी दावा कर रहे है हम सबको 5KG राशन दे रहे है। Le: दादी 👇 Note: हेडफोन पहनकर सुने 🎧
हिन्दी
16
485
1.5K
27.6K