고정된 트윗
Creative Educational Idea
674 posts

Creative Educational Idea
@EducationalIdea
ଆସନ୍ତୁ ମିଳିମିଶି ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା।🙏
Odisha, India 가입일 Aralık 2018
269 팔로잉5.8K 팔로워

@MohanMOdisha @CMO_Odisha & @NityanandaBJP ଆପଣମାନେ ଦୀର୍ଘ ୭-୮ମାସ ଧରି କନିଷ୍ଠ ଶିକ୍ଷକ ନିୟମିତ ପ୍ରକ୍ରିୟା କହିଆସୁଛନ୍ତି।
କିନ୍ତୁ ନା ରେଗୁଲାର ହେଉଛି, ନା Gazette ବାହାରୁଛି
- ଏପଟେ DEO cum DPCମାନେ Contractual Renewalରେ ବ୍ୟସ୍ତ।
@dpradhanbjp ଆପଣ ପ୍ରତ୍ୟକ୍ଷ ହସ୍ତକ୍ଷେପ କରିବେ କି ??




OR
Creative Educational Idea 리트윗함

ଦୟାକରି ସର୍, ଆମକୁ ଯଥୋଚିତ ସୁରକ୍ଷା ଦିଆଯାଉ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମୋର ଅଭିଯୋଗ ଆଧାରରେ କେସ୍ ରେଜିଷ୍ଟର କରି ଖୁବ ଶୀଘ୍ର ତଦନ୍ତ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଉ।ଏହି ଗ୍ରୁପ୍ରେ ଯେଉଁମାନେ ଦୋଷୀ ଅଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ ଆଇନୁସାରେ ପଦକ୍ଷେପ ଗ୍ରହଣ କରାଯାଉ.@CMO_Odisha


OR

ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ @MohanMOdisha & ଶିକ୍ଷାମନ୍ତ୍ରୀ @NityanandaBJP ଉଭୟ ଅନୁସୂଚିତ ଜନଜାତି ସଂପ୍ରଦାୟର। ଉଚ୍ଚଶିକ୍ଷା ମନ୍ତ୍ରୀ @suryabanshibjp ଅନୁସୂଚିତ ଜାତିର
କିନ୍ତୁ ଦୁର୍ଭାଗ୍ୟକୁ SC-ST ଶିକ୍ଷକ ଆଶାୟୀ ରାଜରାସ୍ତାରେ।
ଦୀର୍ଘ ୯ ବର୍ଷ ହେଲା ନିଯୁକ୍ତି ବିଜ୍ଞାପନ ନାହିଁ, ଏହାର ଉତ୍ତର ମିଳିବ ତ !!



OR
Creative Educational Idea 리트윗함

@CMO_Odisha @EducationalIdea @IPR_Odisha @MohanMOdisha @narendramodi @NityanandaBJP @suryabanshibjp ନୂଆ ସରକାର ୨ ବର୍ଷ ବିତିଗଲାଣି ଶିକ୍ଷକ ନିଯୁକ୍ତି କେବେ? SSB TGT ପୋଷ୍ଟ ୭k ଫାଙ୍କା ଅଛି ହେଲେ govt ପୋଷ୍ଟ କେବେ ବାହର କରିବ? ମାର୍ଚ୍ଚ ସୁଦ୍ଧା ssb TGT ପୋଷ୍ଟ notification ଆଣନ୍ତୁ. ଶିକ୍ଷା ର ମାନ ବଢାନ୍ତୁ
OR

We are not doing late in App Renewal payment, Then why such services towards us ?
@jagograhakjago @CTATech @ConsumerVoiceIn @consumertc
Can I get help from The System/ Officials as a Consumer ?
English

@ClassplusApps @ClassplusLite @mukul_classplus My manager Mr Anish has made my call Transferred
I am not able to contact
He is not responding over whatsapp since 4days
It's 9th Day when we are suffering with the Technical issue
It seems You has no sensibility towards our concern
Creative Educational Idea@EducationalIdea
We have just paid 42k something in December and has Taken @ClassplusApps @ClassplusLite 7yrs Subscription. But in interval of just 3months we are facing similar issues again. I Mailed to Team on 16th Jan till now after 7days there is no solution @jagograhakjago @ConsumerVoiceIn
English

We have just paid 42k something in December and has Taken @ClassplusApps @ClassplusLite 7yrs Subscription.
But in interval of just 3months we are facing similar issues again.
I Mailed to Team on 16th Jan till now after 7days there is no solution
@jagograhakjago @ConsumerVoiceIn




Classplus@ClassplusApps
@EducationalIdea Glad to know your issue is resolved. We apologize for the delay in response and appreciate your patience. Your feedback has been noted. – Team Classplus 💙
English

କି ମାନସିକତା ଏସବୁ ??
ଯୁବ ବର୍ଗ ବେକାର। କିନ୍ତୁ ଏଠି ଅବସରପ୍ରାପ୍ତଙ୍କୁ ସନ୍ତୁଷ୍ଟିକରଣ ଚାଲିଛି।
ତାହା ପୁଣି Police 🚨
60ବର୍ଷ ପରେ ଜଣେ Police Duty କରିବ ??
Body Fitness ଚୁଲିରୁ ଗଲା.. Work Efficiency ରେ ନିଆଁ ଲାଗିଲା🙆
@CMO_Odisha @MohanMOdisha @BhaktaCharanDas @Naveen_Odisha
@PravatiPOdisha


OR

ପିଲାଙ୍କ ଟଙ୍କା ନେଇ ବେଫିକର୍ OSSC & OSSSC
@MohanMOdisha @PravatiPOdisha @dcmo_pravati @CMO_Odisha
ଆଉ କେତେଦିନ କାମଚଳା ନିଯୁକ୍ତି Agency & ବ୍ୟବସ୍ଥା ??
ଓଡ଼ିଶା ଆଶାୟୀ କ'ଣ ଏତେ ଶସ୍ତା ?
@BhaktaCharanDas @Naveen_Odisha
ଆପଣଙ୍କର କିଛି ଉତ୍ତର ଦାୟିତ୍ଵ ଅଛି କି ନାହିଁ ?
@narendramodi @dpradhanbjp


OR

ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ Dress Code କେବଳ ଅପିଲ୍ ଥିବା ସତ୍ତ୍ବେ ଶିକ୍ଷାଧିକାରୀ ମାନେ କାହିଁକି ବାଧ୍ୟ କରୁଛନ୍ତି। ଯଦି କରୁଛନ୍ତି ସେଥିପାଇଁ Allowancesର ବ୍ୟବସ୍ଥା କରନ୍ତୁ
Uniform ପାଇଁ Police,Doctor,Fire Staff, Para medical staff ସମସ୍ତେ ଟଙ୍କା ପାଉଛନ୍ତି
କିନ୍ତୁ ଶିକ୍ଷକ ନିଜ ହାତରୁ କାହିଁକି?
@DMKhordha

OR

BIG BREAKING: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ।
1st Women Chief Secretary of Odisha👍
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
ଆସନ୍ତା 31ରେ ସରିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ
@_anugarg


OR

ଦେଖୁଛନ୍ତି ତ ଜନମତ ର ଶକ୍ତି। ସୋସିଆଲ୍ ମିଡିଆରେ ଯେଉଁ ବିରୋଧ ଓ ଜନମତ ସଂଘଠିତ ହେଲା, ସରକାର ବି ଦୋହଲିଗଲେ। ବିରୋଧୀ ଦଳ ବି ଦୋହଲିଗଲା।
ତାପରେ ଆସିଲା @Naveen_Odisha ଙ୍କ ଚିଠି,ତାପରେ ଚାଲିଲା ତର୍ଜମା ,ସମାଲୋଚନାକୁ ଡରି ସରକାର ଏବେ ଓଲଟିଲେ, ପୁନଃବିଚାର ହେବ ବିଧାୟକଂକ ଦରମା ବିଲ୍ #powerofcommunity #PowerOfPeople

OR

Examର ଠିକ୍ ଦିନକ ପୂର୍ବରୁ Time ପରିବର୍ତ୍ତନ,Admit Card ପରିବର୍ତ୍ତନ।
କ'ଣ ଚାଲିଛି ଏ, OTET Exam ନା ପ୍ରଥମ ଶ୍ରେଣୀ ପରୀକ୍ଷା।
ଧନ୍ୟ ତୁମେ BSE ODISHA - ଧନ୍ୟ ତୁମ ନୂତନ ଅଫିସର (S.B.)
@ArgusNews_in @kanak_news @kalingatv @News18Odia @NandighoshaTV @NEWS7Odia @otvnews @PragativadiNews @sambad_odisha


OR
Creative Educational Idea 리트윗함


@KrushnaOdisha ହଁ ହଁ ଠିକ୍ କହିଲେ।
ଶିକ୍ଷକ ଯଦି କିଛି କରୁନାହାନ୍ତି ତ ସମସ୍ତ ସ୍କୁଲ ବନ୍ଦ କରି ଆୟୁଷ୍ମାନ କାର୍ଡ ଭଳି ଖଣ୍ଡେ ଖଣ୍ଡେ ଶିକ୍ଷା କାର୍ଡ ଧରାଇ ଦିଅନ୍ତୁ ଘରୋଇ ସ୍କୁଲରେ ପଢ଼ିବା ଲାଗି। ଭଲ ଦି ପଇସା ପିସି ମିଳିବ ଏକାଦଶାହ, ଜନ୍ମଦିନ ବୁଲିବାକୁ।
OR

@EducationalIdea ଶିକ୍ଷକମାନଙ୍କର କିଛି କାମ ନାହିଁ। ସେ ବହୁତ୍ ଦରମା ନେଉଛନ୍ତି, ତାଙ୍କର୍ ଦରମା ବଢ଼ିବା ଦରକାର ନାହିଁ। ବିଧାୟକ ତୁମ ଏକାଦଶାହ, ଜନ୍ମଦିନରେ ପହଁଞ୍ଚିବ ଦରମା ନ ବଢ଼ିଲେ ନିର୍ବାଚନ ମଣ୍ଡଳୀ ବୁଲିବେ କିପରି
OR

@Sonasonamajhi Class wise Teacher ନାହାଁନ୍ତି।
ଶିକ୍ଷକ ସର୍ବଦା ସରକାରଙ୍କ ଦ୍ଵାରା ଅଣ-ଶୈକ୍ଷିକ କାର୍ଯ୍ୟରେ ନିୟୋଜିତ।
ପର୍ଯ୍ୟାପ୍ତ ଶ୍ରେଣୀଗୃହ ନାହିଁ।
ନିମ୍ନମାନର ପାଠ୍ୟକ୍ରମ (୩ୟ ରୁ ଇଂରାଜୀ ଶିକ୍ଷା ଆରମ୍ଭ)।
ଏମିତି ଅନେକ ବ୍ୟବସ୍ଥା ଗତ ଅବ୍ୟବସ୍ଥା ଭିତରେ ଶିକ୍ଷକ କାହିଁକି ତାଙ୍କ ପିତାଙ୍କୁ ପଢାଇବେ ?
- ତଥାପି ୫୦% ଶିକ୍ଷକ ପଢ଼ାଉଛନ୍ତି।
OR

@EducationalIdea ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର କେତେ ଛୁଆ ସରକାରୀ ସ୍କୁଲରେ ପାଠ ପଢ଼ୁଛନ୍ତି।
OR









