Creative Educational Idea

679 posts

Creative Educational Idea banner
Creative Educational Idea

Creative Educational Idea

@EducationalIdea

ଆସନ୍ତୁ ମିଳିମିଶି ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା।🙏

Odisha, India Katılım Aralık 2018
268 Takip Edilen5.8K Takipçiler
Creative Educational Idea
Creative Educational Idea@EducationalIdea·
@satyajit_i @sureshkpujari School is still continuing from 6.30 - 10.30 till 5th May. Then forcefully A teacher is going for Cencus after 11AM (AC Roomରେ ବସି SOP ବନାଇଦେଲେ ହୁଏନାହିଁ।)
English
1
0
1
21
Satyajit🇮🇳
Satyajit🇮🇳@satyajit_i·
@EducationalIdea @sureshkpujari The government has issued an SOP that the census will not be conducted in excessive sunlight. This was telecast on every TV channel and also appeared in the newspapers. Ignoring this is their mistake, not the government's.
English
1
0
2
210
Creative Educational Idea
Creative Educational Idea@EducationalIdea·
ପୁଣି ୨ଶିକ୍ଷକଙ୍କର ଅଂଶୁଘାତରେ ଦେହାନ୍ତ (ଅଦ୍ୟାବଧି ୩ଛୁଇଁଲା) - ମୟୁରଭଞ୍ଜ, ବେତନଟି ବ୍ଲକ କେ.ଭି. ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ରାଜକପୁର ହେମ୍ବ୍ରମ - ସୁନ୍ଦରଗଡ଼, ଗୁରୁଣ୍ଡିଆ ବ୍ଲକ ଜଲଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଅନୁରାଗ ଏକ୍କା @sureshkpujari କ'ଣ ଶିକ୍ଷକ ଏବେବି ସ୍କୁଲ ସାରି Cencus କରିବା ନିର୍ଦ୍ଦେଶ ଦେବେ ??
Creative Educational Idea tweet mediaCreative Educational Idea tweet media
OR
12
147
231
11.1K
Creative Educational Idea
Creative Educational Idea@EducationalIdea·
Then Dana Majhi & Now Jitu Munda are Saying the Complete System Failure & Reality of Poverty in Our State. But Govt is busy in Religious Based politics & Our Beloved Media in " ବାପା ଲୋ ବର ମୋର ମନକୁ ଯାଉନି" TRP Let's see what will be our Future 🙄 @MohanMOdisha @narendramodi
Creative Educational Idea tweet mediaCreative Educational Idea tweet media
English
0
7
6
215
Creative Educational Idea
Creative Educational Idea@EducationalIdea·
ବିଚରା ଶିକ୍ଷକ କେତେ ଆଉ ଜଙ୍ଗଲରେ ବୁଲିବେ ? 😞 📌 ସୋନପୁରରେ ଜଣେ ମୃତ, ମୟୁରଭଞ୍ଜରେ ଜଣେ ନିଖୋଜ। ଶିକ୍ଷକଙ୍କୁ troll କରୁଥିବା ହେବ ଓଡ଼ିଶାର ଜନସାଧାରଣ କ'ଣ ଏବେ ବି troll କରିବେ ନା ?? ..12:30 P.M ର ଅସହ୍ୟ ଖରା କୁ ବୁଝନ୍ତୁ । ସ୍କୁଲ ସାରି ଜନଗଣନା କରିବାକୁ ବାଧ୍ୟ କରନ୍ତୁ ନାହିଁ 🙏 #Census2027 #teacherlife
Creative Educational Idea tweet mediaCreative Educational Idea tweet media
OR
1
61
76
4.5K
Creative Educational Idea
Creative Educational Idea@EducationalIdea·
ସୋନପୁର ଜିଲ୍ଲା ଅନ୍ତର୍ଗତ ଉଲୁଣ୍ଡା ତହସିଲ ଅଧିନରେ କାର୍ଯ୍ୟରତ ସହକାରୀ ଶିକ୍ଷକ, ଶ୍ରୀଯୁକ୍ତ ବଂଶୀଧର ଭୋଇ ଜୀଙ୍କ ଜନଗଣନା କାର୍ଯ୍ୟ ସମ୍ପାଦନ କରିବା ସମୟରେ ଅଂଶୁଘାତ ଯୋଗୁ ଅକାଳ ବିୟୋଗ ହୋଇଛି..🙏 @SMEOdisha @NityanandaBJP ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ସ୍କୁଲ ସାରି ଜନଗଣନା କରିବା ନିର୍ଦ୍ଦେଶ, ଶିକ୍ଷକମାରଣ ନୁହେଁ ତ ଆଉ କ'ଣ
Creative Educational Idea tweet mediaCreative Educational Idea tweet media
OR
5
49
85
5.4K
Creative Educational Idea
Creative Educational Idea@EducationalIdea·
@MohanMOdisha @CMO_Odisha & @NityanandaBJP ଆପଣମାନେ ଦୀର୍ଘ ୭-୮ମାସ ଧରି କନିଷ୍ଠ ଶିକ୍ଷକ ନିୟମିତ ପ୍ରକ୍ରିୟା କହିଆସୁଛନ୍ତି। କିନ୍ତୁ ନା ରେଗୁଲାର ହେଉଛି, ନା Gazette ବାହାରୁଛି - ଏପଟେ DEO cum DPCମାନେ Contractual Renewalରେ ବ୍ୟସ୍ତ। @dpradhanbjp ଆପଣ ପ୍ରତ୍ୟକ୍ଷ ହସ୍ତକ୍ଷେପ କରିବେ କି ??
Creative Educational Idea tweet mediaCreative Educational Idea tweet mediaCreative Educational Idea tweet mediaCreative Educational Idea tweet media
OR
1
30
17
345
Creative Educational Idea retweetledi
ayush
ayush@ayush1527507·
ଦୟାକରି ସର୍, ଆମକୁ ଯଥୋଚିତ ସୁରକ୍ଷା ଦିଆଯାଉ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମୋର ଅଭିଯୋଗ ଆଧାରରେ କେସ୍‌ ରେଜିଷ୍ଟର କରି ଖୁବ ଶୀଘ୍ର ତଦନ୍ତ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଉ।ଏହି ଗ୍ରୁପ୍‌ରେ ଯେଉଁମାନେ ଦୋଷୀ ଅଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ ଆଇନୁସାରେ ପଦକ୍ଷେପ ଗ୍ରହଣ କରାଯାଉ.@CMO_Odisha
ayush tweet mediaayush tweet media
OR
5
56
33
1.6K
Creative Educational Idea
Creative Educational Idea@EducationalIdea·
ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ @MohanMOdisha & ଶିକ୍ଷାମନ୍ତ୍ରୀ @NityanandaBJP ଉଭୟ ଅନୁସୂଚିତ ଜନଜାତି ସଂପ୍ରଦାୟର। ଉଚ୍ଚଶିକ୍ଷା ମନ୍ତ୍ରୀ @suryabanshibjp ଅନୁସୂଚିତ ଜାତିର କିନ୍ତୁ ଦୁର୍ଭାଗ୍ୟକୁ SC-ST ଶିକ୍ଷକ ଆଶାୟୀ ରାଜରାସ୍ତାରେ। ଦୀର୍ଘ ୯ ବର୍ଷ ହେଲା ନିଯୁକ୍ତି ବିଜ୍ଞାପନ ନାହିଁ, ଏହାର ଉତ୍ତର ମିଳିବ ତ !!
Creative Educational Idea tweet mediaCreative Educational Idea tweet mediaCreative Educational Idea tweet media
OR
7
42
38
800
Creative Educational Idea retweetledi
RJ CHANDAN
RJ CHANDAN@Rj84798Rj·
@CMO_Odisha @EducationalIdea @IPR_Odisha @MohanMOdisha @narendramodi @NityanandaBJP @suryabanshibjp ନୂଆ ସରକାର ୨ ବର୍ଷ ବିତିଗଲାଣି ଶିକ୍ଷକ ନିଯୁକ୍ତି କେବେ? SSB TGT ପୋଷ୍ଟ ୭k ଫାଙ୍କା ଅଛି ହେଲେ govt ପୋଷ୍ଟ କେବେ ବାହର କରିବ? ମାର୍ଚ୍ଚ ସୁଦ୍ଧା ssb TGT ପୋଷ୍ଟ notification ଆଣନ୍ତୁ. ଶିକ୍ଷା ର ମାନ ବଢାନ୍ତୁ
OR
1
10
9
369
Creative Educational Idea
Creative Educational Idea@EducationalIdea·
@ClassplusApps @ClassplusLite @mukul_classplus My manager Mr Anish has made my call Transferred I am not able to contact He is not responding over whatsapp since 4days It's 9th Day when we are suffering with the Technical issue It seems You has no sensibility towards our concern
Creative Educational Idea@EducationalIdea

We have just paid 42k something in December and has Taken @ClassplusApps @ClassplusLite 7yrs Subscription. But in interval of just 3months we are facing similar issues again. I Mailed to Team on 16th Jan till now after 7days there is no solution @jagograhakjago @ConsumerVoiceIn

English
1
1
4
300
Creative Educational Idea
Creative Educational Idea@EducationalIdea·
We have just paid 42k something in December and has Taken @ClassplusApps @ClassplusLite 7yrs Subscription. But in interval of just 3months we are facing similar issues again. I Mailed to Team on 16th Jan till now after 7days there is no solution @jagograhakjago @ConsumerVoiceIn
Creative Educational Idea tweet mediaCreative Educational Idea tweet mediaCreative Educational Idea tweet mediaCreative Educational Idea tweet media
Classplus@ClassplusApps

@EducationalIdea Glad to know your issue is resolved. We apologize for the delay in response and appreciate your patience. Your feedback has been noted. – Team Classplus 💙

English
0
3
8
682
Creative Educational Idea
Creative Educational Idea@EducationalIdea·
ଶିକ୍ଷକ & ଶିକ୍ଷା ବିରୋଧୀ ସଚିବମାନଙ୍କୁ ଉଚିତ୍ ଜବାବ - ହାଇକୋର୍ଟ 👨‍⚖️ ଏବେ ନିର୍ଦ୍ଦେଶ ନମାନିଲେ ଗିରଫଦାରୀ ✌️
Creative Educational Idea tweet media
OR
4
20
62
2.5K
Creative Educational Idea
Creative Educational Idea@EducationalIdea·
କି ମାନସିକତା ଏସବୁ ?? ଯୁବ ବର୍ଗ ବେକାର। କିନ୍ତୁ ଏଠି ଅବସରପ୍ରାପ୍ତଙ୍କୁ ସନ୍ତୁଷ୍ଟିକରଣ ଚାଲିଛି। ତାହା ପୁଣି Police 🚨 60ବର୍ଷ ପରେ ଜଣେ Police Duty କରିବ ?? Body Fitness ଚୁଲିରୁ ଗଲା.. Work Efficiency ରେ ନିଆଁ ଲାଗିଲା🙆 @CMO_Odisha @MohanMOdisha @BhaktaCharanDas @Naveen_Odisha @PravatiPOdisha
Creative Educational Idea tweet mediaCreative Educational Idea tweet media
OR
21
126
142
5.1K
Creative Educational Idea
Creative Educational Idea@EducationalIdea·
ପିଲାଙ୍କ ଟଙ୍କା ନେଇ ବେଫିକର୍ OSSC & OSSSC @MohanMOdisha @PravatiPOdisha @dcmo_pravati @CMO_Odisha ଆଉ କେତେ‌ଦିନ‌ କାମଚଳା ନିଯୁକ୍ତି Agency & ବ୍ୟବସ୍ଥା ?? ଓଡ଼ିଶା ଆଶାୟୀ କ'ଣ ଏତେ ଶସ୍ତା ? @BhaktaCharanDas @Naveen_Odisha ଆପଣଙ୍କର କିଛି ଉତ୍ତର ଦାୟିତ୍ଵ ଅଛି କି ନାହିଁ ? @narendramodi @dpradhanbjp
Creative Educational Idea tweet mediaCreative Educational Idea tweet media
OR
1
78
140
7K
Creative Educational Idea
Creative Educational Idea@EducationalIdea·
ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ Dress Code କେବଳ ଅପିଲ୍‌ ଥିବା ସତ୍ତ୍ବେ ଶିକ୍ଷାଧିକାରୀ ମାନେ କାହିଁକି ବାଧ୍ୟ କରୁଛନ୍ତି। ଯଦି କରୁଛନ୍ତି ସେଥିପାଇଁ Allowancesର ବ୍ୟବସ୍ଥା କରନ୍ତୁ Uniform ପାଇଁ Police,Doctor,Fire Staff, Para medical staff ସମସ୍ତେ ଟଙ୍କା ପାଉଛନ୍ତି କିନ୍ତୁ ଶିକ୍ଷକ ନିଜ ହାତରୁ କାହିଁକି? @DMKhordha
Creative Educational Idea tweet media
OR
0
20
20
527
Creative Educational Idea
Creative Educational Idea@EducationalIdea·
ନୂଆ ବର୍ଷରେ ନୂଆ ଫର୍ମାନ୍ ଏବେ କୁକୁର ଗଣିବେ ମାଷ୍ଟ୍ରେ🤪 ବିହାର ସରକାର ରାସ୍ତା କଡ଼ରେ ଝାଡ଼ା ବସୁଥିବା ଲୋକଙ୍କ ଫଟୋ ଉଠେଇବା ପାଇଁ ଶିକ୍ଷକଙ୍କୁ ଦାୟିତ୍ଵ ଦେଇଥିଲେ ଆଉ ପାଦେ ଆଗେଇ ଦିଲ୍ଲୀ ସରକାର ରାସ୍ତାରେ ବୁଲାକୁକୁର ଗଣିବା ଦାୟିତ୍ଵ ବି ଶିକ୍ଷକଙ୍କୁ ଦେଲେ ଆମେ ଓଡ଼ିଆ କାହିଁକି ପଛରେ ରହିବା ? ତୁରନ୍ତ ଚିଠି କରିଦେଲେ ପୁରୀ ଅଫିସର।
Creative Educational Idea tweet mediaCreative Educational Idea tweet media
OR
2
26
23
530
Creative Educational Idea
Creative Educational Idea@EducationalIdea·
Delhi walo Thoda Relax feel karo. Hum Odisha walo Apse age nikal Gaye... Compitition କରି AC, Private Vehicle, Buildings କରୁଥିବା ବୁଦ୍ଧିମାନ ଲୋକମାନେ, ଆପଣଙ୍କ ପାଇଁ ଉପହାର 🎁 Please ନିଜ ଜୀବନର‌ ବୟସ ଯେତିକି, ଅନ୍ୟୁନ ସେତିକି ଗଛ(ଆମ୍ବ,ଚାକୁଣ୍ଡା,ନିମ୍ବ,ପଣସ,ବର,ଓସ୍ତ ପରି) ଲଗାନ୍ତୁ & ଯତ୍ନ ନିଅନ୍ତୁ।🙏
Creative Educational Idea tweet mediaCreative Educational Idea tweet media
1
5
8
352
Creative Educational Idea
Creative Educational Idea@EducationalIdea·
BIG BREAKING: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ। 1st Women Chief Secretary of Odisha👍 ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ଆସନ୍ତା 31ରେ ସରିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ @_anugarg
Creative Educational Idea tweet mediaCreative Educational Idea tweet media
OR
0
3
14
322
Creative Educational Idea
Creative Educational Idea@EducationalIdea·
ଦେଖୁଛନ୍ତି ତ ଜନମତ ର ଶକ୍ତି। ସୋସିଆଲ୍ ମିଡିଆରେ ଯେଉଁ ବିରୋଧ ଓ ଜନମତ ସଂଘଠିତ ହେଲା, ସରକାର ବି ଦୋହଲିଗଲେ। ବିରୋଧୀ ଦଳ ବି ଦୋହଲିଗଲା। ତାପରେ ଆସିଲା @Naveen_Odisha ଙ୍କ ଚିଠି,ତାପରେ ଚାଲିଲା ତର୍ଜମା ,ସମାଲୋଚନାକୁ ଡରି ସରକାର ଏବେ ଓଲଟିଲେ, ପୁନଃବିଚାର ହେବ ବିଧାୟକଂକ ଦରମା ବିଲ୍ #powerofcommunity #PowerOfPeople
Creative Educational Idea tweet media
OR
2
17
45
796