
ଅସୁସ୍ଥତା ପାଇଁ ଛୁଟି ମାଗିଥିଲେ, ହେଲେ ଅଧିକାରୀ ମାଗିଲେ 'ପ୍ରମାଣ'। ଶେଷରେ ବାଧ୍ୟ ହୋଇ ହାତରେ ସାଲାଇନ୍ ଲଗାଯାଇଥିବା ଅବସ୍ଥାରେ ଅଙ୍ଗନୱାଡ଼ି କେନ୍ଦ୍ରରେ ପହଞ୍ଚିଲେ ମହିଳା କର୍ମଚାରୀ। ଥରି ଥରି ଅଫିସ୍ ଆସୁଥିବା ବେଳେ ସ୍ୱାମୀ ଧରିଥିଲେ ସାଲାଇନ୍ ବୋତଲ। #BiharNews #ViralVideo #Katihar #Inhumanity #SystemApathy #Sambad
























