ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport
4.4K posts

ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport
@CTOdisha
C & T Department looks after the sectors of Road Transport, Port & Inland Waterways, Rail Coordination, OSRTC, Government Press and Civil Aviation in Odisha.
Bhubaneshwar, India Katılım Haziran 2016
252 Takip Edilen103.5K Takipçiler

Principal Secretary @CTOdisha chaired a comprehensive review meeting on the safety & security of vessels plying in inland waters across Odisha! In coordination with the Tourism, Fisheries & allied depts strict mandates are being enforced to ensure the safety of all passengers,1/3


English
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweetledi

ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।
ଏହି ପବିତ୍ର ଅବସରରେ ଆମ ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ଅଗ୍ରସର କରି, ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇ କାମ କରିବା।
#ପଣାସଂକ୍ରାନ୍ତି #ଓଡ଼ିଆନବବର୍ଷ #ସଂଯୋଗକରୁଛିଓଡ଼ିଶା
@CTOdisha

OR
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweetledi

ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ,ରାଜ୍ୟବ୍ୟାପୀ ସମସ୍ତ ବସ୍ ଷ୍ଟାଣ୍ଡ ଗୁଡିକର ନିର୍ମାଣ, ବିକାଶ, ନବୀକରଣ, କାର୍ଯ୍ୟକାରିତା, ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପାଇଁ “ଅଟଳ ବସ୍ ଷ୍ଟାଣ୍ଡ” ଯୋଜନାକୁ କ୍ୟାବିନେଟ ର ମଞ୍ଜୁରୀ ମିଳିଛି।
ଏହି ଯୋଜନା ଅଧୀନରେ ଥିବା ବସ୍ ଷ୍ଟାଣ୍ଡ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନର ଅବଧି ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏବଂ ସମସ୍ତ ବସ୍ ଷ୍ଟାଣ୍ଡଗୁଡ଼ିକର କାର୍ଯ୍ୟକାରିତା, ରକ୍ଷଣାବେକ୍ଷଣ ଏବଂପରିଚାଳନାର ଅବଧି ୨୦୩୧-୩୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଜାରି ରହିବ।
"ଅଟଳ ବସ୍ ଷ୍ଟାଣ୍ଡ " ଯୋଜନା ଦ୍ୱାରା ବସ୍ ଷ୍ଟାଣ୍ଡ ଗୁଡିକର ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ହେବା ସହିତ ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷା ସୁନିଶ୍ଚିତ ହେବ।
ଓଡିଶା ପରିବହନ କ୍ଷେତ୍ରକୁ ସୁଦୃଢ କରିବା ପାଇଁ ନିଆଯାଇଥିବା ଏହି ଦୃଢ ପଦକ୍ଷେପ କୁ ମୁଁ ସ୍ୱାଗତ କରୁଛି। ଏହି ପରିପ୍ରେକ୍ଷୀରେ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ଧନ୍ୟବାଦ ଜଣାଉଛି।
OR
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweetledi

आस्था व अध्यात्म से परिपूर्ण, भगवान जगन्नाथ की पावन भूमि ओडिशा राज्य स्थापना दिवस (उत्कल दिवस) की हार्दिक बधाई एवं शुभकामनाएं।
#UtkalDiwas

हिन्दी
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweetledi

ସମସ୍ତ ଓଡ଼ିଆ ଭାଇ ଓ ଭଉଣୀଙ୍କୁ ଓଡ଼ିଶା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷା ଭିତ୍ତିରେ ଗଠିତ ଆମ ପ୍ରିୟ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ମାନ୍ୟତା ପାଇଥିଲା।
ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ , ଡ. ହରେକୃଷ୍ଣ ମହତାବ, ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି, ଫକୀର ମୋହନ ସେନାପତି ଙ୍କ ଭଳି ମହାନାୟକଙ୍କ ଅବଦାନ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ଅତୁଳନୀୟ। ସେହିପରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଓଡ଼ିଶାର ଅନେକ ଓଡ଼ିଆ ମହିଳା ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ସେଥିମଧ୍ୟରୁ ସାରଳା ଦେବୀ, ରମାଦେବୀ ଚୌଧୁରୀ,ମାଳତୀ ଚୌଧୁରୀ ,କୁନ୍ତଳା କୁମାରୀ ସାବତ ଅନ୍ୟତମ।
ଆମର ଏହି ସମୃଦ୍ଧ ସଂସ୍କୃତି, ଶାସ୍ତ୍ରୀୟ ଓଡ଼ିଆ ଭାଷା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ସାରା ବିଶ୍ୱରେ ଅନନ୍ୟ। ପଖାଳ କଂସାରୁ ନେଇ ସୁଆଦିଆ ଛେନାପୋଡ଼ ପର୍ଯ୍ୟନ୍ତ, ଆମ ଖାଦ୍ୟପେୟରେ ଭରି ରହିଛି ଓଡ଼ିଆପଣର ମହକ। ଆସନ୍ତୁ ଆଜିର ଏହି ପବିତ୍ର ଦିନରେ ଆମ ଐତିହ୍ୟକୁ ସମ୍ମାନ ଜଣାଇବା ସହ ଓଡ଼ିଶାକୁ ଏକ ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବାକୁ ସଂକଳ୍ପ ନେବା।

OR
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweetledi

ଆଜିଠାରୁ ଆରମ୍ଭ ହେଉଛି ଆମ ଅସ୍ମିତାର ମହାକୁମ୍ଭ ‘ଓଡ଼ିଆ ପକ୍ଷ–୨୦୨୬’। ଏହାର ପ୍ରଥମ ଦିବସ ‘ଓଡ଼ିଶା ଦିବସ’ ଠାରୁ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ଯାତ୍ରା ଆମ ଭାଷା, ସଂସ୍କୃତି ଓ ସମୃଦ୍ଧ ଐତିହ୍ୟକୁ ବିଶ୍ୱ ଦରବାରରେ ସୁଦୃଢ଼ କରିବାର ଏକ ଅନନ୍ୟ ସଂକଳ୍ପ। ଏହି ସାଂସ୍କୃତିକ ମହୋତ୍ସବ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ସ୍ୱାଭିମାନର ମୁହୂର୍ତ୍ତ। ତେଣୁ ଆସନ୍ତୁ, ଆମେ ସମସ୍ତେ ଏହି ମହା-ଅଭିଯାନରେ ସାମିଲ ହୋଇ ଆମ ପରମ୍ପରାର ଗୌରବକୁ ଆହୁରି ବ୍ୟାପକ କରିବା ସହ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନରେ ନିଜକୁ ଉତ୍ସର୍ଗ କରିବା।
#OdiaPakhya #ଓଡ଼ିଆପକ୍ଷ

OR
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweetledi

ଉତ୍କଳ ଦିବସର ଏହି ପବିତ୍ର ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା।
ଆମ ଗୌରବମୟ ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ରଖି ଓଡ଼ିଶାକୁ ଉନ୍ନତିର ନୂଆ ଶିଖରକୁ ନେବା ପାଇଁ ଆସନ୍ତୁ ଆମେ ସମସ୍ତେ ସଙ୍କଳ୍ପବଦ୍ଧ ହେବା।
ବନ୍ଦେ ଉତ୍କଳ ଜନନୀ।
#utkaldivas #OSRTCForAll #ConnectingOdisha

OR
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweetledi

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ସଂଶୋଧିତ ଉଡ଼ାନ୍ (UDAN) ଯୋଜନାର ଅନୁମୋଦନ ଦେଶର ଆଞ୍ଚଳିକ ବିମାନ ଚଳାଚଳ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଏହି ଅଭିନବ ପ୍ରୟାସ ଦ୍ୱାରା ଦୂରଦୂରାନ୍ତ ଏବଂ ଅବହେଳିତ ଅଞ୍ଚଳଗୁଡ଼ିକରେ ବିମାନ ସଂଯୋଗୀକରଣ ବୃଦ୍ଧି ପାଇବା ସହ ସାଧାରଣ ନାଗରିକଙ୍କ ପାଇଁ ବିମାନ ଯାତ୍ରା ଅଧିକ ସହଜ ଓ ଶସ୍ତା ହୋଇପାରିବ। ବିମାନବନ୍ଦର ଏବଂ ହେଲିପ୍ୟାଡ୍ ଗୁଡ଼ିକର ସୁନିୟୋଜିତ ବିକାଶ 'ଲାଷ୍ଟ ମାଇଲ୍ କନେକ୍ଟିଭିଟି'କୁ ସୁଦୃଢ଼ କରିବ, ଯାହା ସାମଗ୍ରିକ ଏବଂ ସନ୍ତୁଳିତ ବିକାଶରେ ସହାୟକ ହେବ।

OR
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweetledi
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweetledi

ପୁରୀ ଚନ୍ଦନପୁର ବାଇପାସ୍ ରେ RTO ଟିମ୍ ପକ୍ଷରୁ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଚାଲିଛି। ମଦ୍ୟପାନ କରି ଗାଡ଼ି ଚାଳନା ସହ ଅନ୍ୟ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ବିରୋଧରେ ଜରିମାନା ଜାରି ହୋଇଛି। ସମସ୍ତଙ୍କୁ ନିବେଦନ ସଡ଼କ ସୁରକ୍ଷାର ସମସ୍ତ ନିୟମ ପାଳନ କରି ସୁରକ୍ଷିତ ଘରକୁ ଫେରନ୍ତୁ ।
#RoadSafety #Odisha #SpecialDrive #DriveSafe #FollowTrafficRules




OR
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweetledi

ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweetledi
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweetledi

Principal Secretary Shri @RAJPUT_NBS, IAS @CTOdisha & CMD @OSRTC_Odisha , visited Jharsuguda Airport for a field review.
Held discussions with APD, Collector & DM, Jharsuguda and officials. Also visited NTPC Hospital, Rourkela and RMC Rourkela to assess civic & public services.




English
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport retweetledi

ଓଡ଼ିଆ ଜାତିର ଅସ୍ମିତା, ପରମ୍ପରା ଓ ସଂସ୍କୃତିର ଅନନ୍ୟ ପ୍ରତୀକ ହେଉଛି 'ପଖାଳ'। ଏହା କେବଳ ଏକ ଖାଦ୍ୟ ନୁହେଁ, ବରଂ ପ୍ରତିଟି ଓଡ଼ିଆଙ୍କ ପାଇଁ ଏକ ଭାବପ୍ରବଣତା।
ବିଶ୍ୱ ପଖାଳ ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଆସନ୍ତୁ, ଆମର ଏହି ପାରମ୍ପରିକ ସୁସ୍ୱାଦୁ ବ୍ୟଞ୍ଜନର ମଜା ନେବା ସହ ଆମ ସମୃଦ୍ଧ ଖାଦ୍ୟ ସଂସ୍କୃତିକୁ ବିଶ୍ୱ ଦରବାରରେ ଗର୍ବର ସହ ପରିଚିତ କରାଇବା।

OR





