Saroj Kumar Pradhan
165 posts


@SietKumar @Vkpandianfancl1 epic group,shahi export pvt ltd,aditya birla, Wildlotus etc....all at Bhubaneswar area
English

ପ୍ରାୟତଃ ବର୍ଷେ ହବ ଜାଳେଣି ଗ୍ୟାସ୍ ଓ ଫିଲଟର ପାଣି ବ୍ୟବହାର ବଢି ଯାଇଛି l କିଛି ଜାଣି ହଉ ନଥିଲା l ଆଜି ଜାଣିବାକୁ ମିଳିଲା ଆମ ଗୃହ ସହାୟିକା ମହିଳା ସବୁଦିନ ହାଣ୍ଡିଏ ଆକ୍ଵାଗାର୍ଡ ପାଣି ଗ୍ୟାସ୍ ଚୁଲିରେ ଗରମକରି ଗାଧୁଆପାଧୁଆ କରିବା ସହିତ ମୁଣ୍ଡ ଧୁଅନ୍ତି, ଚୁଟି ଉପୁଡ଼ିବ ନାହିଁ l ଶଃ ..ମାଲିକ ଏଠି ଚନ୍ଦା ହେଇ ଗଲାଣି , #ss_tweets

OR

@Titupanda2 Se Andaman bi biki dei sarilani. Desha biki sarichhi se Gujurati dakayak
हिन्दी

@suryabanshibjp That was a delimitation bill disguised as a mahila bill. Women bill was already passed in 2023.
English

ଧାମନଗର ବିଜେପି ଗ୍ରାମୀଣ ମଣ୍ଡଳ ପକ୍ଷରୁ ଚୁଡ଼ାକୁଟିଠାରେ ଆୟୋଜିତ ଜନ ଆକ୍ରୋଶ ମହିଳା ଶୋଭାଯାତ୍ରା ଓ ସମାବେଶରେ ସାମିଲ ହୋଇ ମାତୃଶକ୍ତିଙ୍କ ଅଦମ୍ୟ ଉତ୍ସାହ ଦେଖିବାକୁ ପାଇଲି। ହଜାର ହଜାର ସଂଖ୍ୟାରେ ଏକଜୁଟ ହୋଇଥିବା ଏହି ମାତୃଶକ୍ତିଙ୍କ ସ୍ୱର ସ୍ପଷ୍ଟ କରୁଛି ଯେ ଆଉ ଅନ୍ୟାୟ ସହିବେନି ନାରୀ।
'ନାରୀ ଶକ୍ତି ବନ୍ଦନ ଅଧିନିୟମ'କୁ କଂଗ୍ରେସ ଓ ଇଣ୍ଡି ମେଣ୍ଟ ଯେଉଁଭଳି ଭାବେ ବିରୋଧ କରୁଛନ୍ତି, ତାହା ସେମାନଙ୍କର ସଂକୀର୍ଣ୍ଣ ଓ ମହିଳା ବିରୋଧୀ ମନୋଭାବର ପ୍ରତିଫଳନ। ମୋଦୀ ସରକାର ନାରୀ ସମ୍ମାନ ପାଇଁ ସଂକଳ୍ପବଦ୍ଧ ଥିବାବେଳେ ବିରୋଧୀ କେବଳ ପ୍ରତିବନ୍ଧକ ସାଜୁଛନ୍ତି। ଆଜିର ଏହି ବିଶାଳ ଜନସମୁଦ୍ର ମହିଳା ବିରୋଧୀ ଶକ୍ତିଙ୍କ ପାଇଁ ଏକ ବଳିଷ୍ଠ ଚେତାବନୀ।




OR

@bjd_odisha Se Babu giri roga ta apana belu rahi asichhi. Kichi officers nka sei roga ta jaini.
Indonesia

ବ୍ୟାଙ୍କକୁ ପ୍ରମାଣ ଦେବାକୁ କବରରୁ ମହିଳାଙ୍କ କଙ୍କାଳ ଉଠୁଛି।
ବିଜେପି ସରକାରର ଚରମ ଅବହେଳା ଏବଂ ଦାୟିତ୍ୱହୀନତା ବିଶ୍ୱ ଦେଖୁଛି।
#WomenReservationBill #BJDWithWomen #BJPAntiWomen #ହଟାଅବିଜେପି #JababMaguchiOdisha
OR

@DhabalEngine First' first sabu tike udanti. Tapare bada jor re kachada khanti. Loke flying kick bi sikhichhanti. 🤣
Indonesia

@SujitSarangi3 Pageli ta. Dimag ta really anthu re hin achhi
Filipino

@Vkpandianfancl1 Samaya asigala. He Mahaprabhu Kaliki avatar jatha aisighra nia
हिन्दी

`#ଦୃଷ୍ଟାନ୍ତମୂଳକ_କାର୍ଯ୍ୟାନୁଷ୍ଠାନ_ହେଉ'
ଭଉଣୀର ଟଙ୍କା ଉଠାଇବାକୁ ଭଉଣୀର କଙ୍କାଳ ଧରି ବ୍ୟାଙ୍କ ଆସିବା ଘଟଣା
କେନ୍ଦୁଝରରେ ଏହି ଘଟଣା ହୃଦୟବିଦାରକ କହିଲେ ରାଜସ୍ବ ମନ୍ତ୍ରୀ
‘ଦାନ ମାଝୀଙ୍କ ପରେ ଦ୍ଵିତୀୟ ଘଟଣା, ଏମିତି ଘଟଣା ଯେମିତି ଆଗକୁ ନ ଘଟୁ’
`ଦାୟୀ ଅଧିକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉ'
`ଦୋଷୀ ବ୍ୟାଙ୍କ କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ'
#Odisha #Keonjhar #BankDeadBody #SisterSkeleton

OR

@otvnews Sikkim written back side poster and you r saying Varanasi. Chi chi re.
English

@BJDITCell That's your failure. It was your government since last 24 years.
English

ଡବଲ ଇଞ୍ଜିନ ସରକାରରେ, ଆଜି ବି ଗାଁ ଗାଁ ରେ ମୋବାଇଲ ନେଟୱାର୍କ ନାହିଁ। ପିଲା ପାଠ ପଢିବେ କେମିତି?
#BJPAntiOdisha

OR

@otvkhabar Mausa tume kisa karuchha WB re. Okhane kichhu karte parbona.
Eesti

#ପଶ୍ଚିମବଙ୍ଗରେ_ମୁଖ୍ୟମନ୍ତ୍ରୀଙ୍କ_ପ୍ରଚାର
-ପଶ୍ଚିମବଙ୍ଗରେ ମାରାଥନ୍ ପ୍ରଚାର କରିବେ ଓଡ଼ିଶା ମୁଖ୍ୟମନ୍ତ୍ରୀ
-ରୋଡ୍ ସୋ' ସାଙ୍ଗକୁ ପରିବର୍ତ୍ତନ ସମାବେଶରେ ଯୋଗଦେବେ
-ବଗଡ଼ାରେ ରୋଡ୍ ସୋ' କରି ବିଜେପି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍
-ରାଜାରହାଟ ସମାବେଶରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ
-ଓଡ଼ିଆ ସମ୍ପ୍ରଦାୟ ସହ ଆଲୋଚନା ଓ ବିଜେପି ପ୍ରାର୍ଥୀଙ୍କୁ ମନ୍ତ୍ର ଦେବେ
-ପଶ୍ଚିମବଙ୍ଗରୁ ଫେରି କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
#OdishaCM #MohanMajhi #WestBengal #BJPCampaign #RoadShow #OTV

OR

@SujitSarangi3 Thik katha se kahichhi . Duita jaka dakayat 🤣
हिन्दी

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୨୬ ଏପ୍ରିଲ ୨୦୨୬ ପୂର୍ବାହ୍ନ ୧୧ ଘଟିକାରେ ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ।
#MannKiBaat

OR

ଶଳା ଜଣେ ପ୍ରଧାନମନ୍ତ୍ରୀ ହୋଇ କିଭଳି ରନ୍ତଭଣ୍ଡାର ଚାବି ନେଇ ମିଛ କହିଥିଲେ।
@narendramodi ର କହିବା style ତ ଦେଖ.
୧୯୭୮ ମସିହା ତାଲିକା ସହ ମେଳ ଖାଇଲା ସବୁ ରତ୍ନ।
@Naveen_Odisha ବାବୁ ହାତରେ ଓଡିଶା ସୁରକ୍ଷିତ ଥିଲା।
ଏ ଚୋର ମିଛୁଆ @BJP4Odisha କିଭଳି ଜଗନ୍ନାଥଙ୍କ ନାଁ ରେ ମିଛ କହିଥିଲା ନିର୍ବାଚନ ଜିତିବାକୁ।
OR














