Satrujit 🇮🇳

14.1K posts

Satrujit 🇮🇳 banner
Satrujit 🇮🇳

Satrujit 🇮🇳

@SatrujitSingh

ଓଡ଼ିଆକୁ ଭଲ ପାଉଥିବା ଜଣେ ସାଦାସିଧା ମଣିଷ l ମତାମତ ସମ୍ପୂର୍ଣ ନିଜସ୍ୱ l #କେବେକେବେ_କବିତା,#ss_tweets A Supply Chain Professional.Proud Indian. बन्दे मातरम 🙏

Bhubaneshwar, India Katılım Nisan 2013
4.4K Takip Edilen2.9K Takipçiler
Sabitlenmiş Tweet
Satrujit 🇮🇳
Satrujit 🇮🇳@SatrujitSingh·
ବସ୍ ରେ ଫେରିଲା ବେଳକୁ ଠିକ୍ ସେତିକି ବେଳେ ଏଫ୍ ଏମ୍ ବାଜୁଥିଲା ଓ କେହି ପ୍ରେମିକା ଜଣେ ଗୋଟେ ଗୀତ ଡେଡିକେଟ୍ କରିବାକୁ ଚାହୁଁଥିଲା ଓଡ଼ିଆ ଟ୍ରାକ୍.. "ସବୁ ଭଲ ପାଇବାର ଶେଷ ସିନ୍ଦୂର ନୂହେଁ"........ @Satrujit #ସିନ୍ଦୂର #ଓଡ଼ିଆଗଳ୍ପ @tapasr10 @pani_patita @spriyadarshin10 @SangitaSethy @ssgapu22 @smrutiprav
OR
19
2
83
7.2K
Satrujit 🇮🇳
Satrujit 🇮🇳@SatrujitSingh·
@bagha_mamu ଜିତୁ ମୁଣ୍ଡା ବେଳେ ବ୍ୟାଙ୍କ୍ ମ୍ୟାନେଜର୍ ଦାୟୀ .. ଦାନ ମାଝୀ ବେଳେ ଆମ୍ବୁଲାନ୍ସ ନୂହେଁ ,ନବୀନ୍ ବାବୁ ଦାୟୀ ,🤔 ସୁବିଧା ରାଜନୀତି ବାର୍ଦ୍ଧକ୍ଯ ଭତ୍ତା ,35 କେଜି ଚାଉଳ ,ମାଗଣା ବିଜୁଳି ସବୁ ବ୍ୟାଙ୍କ୍ କର୍ମଚାରୀ ବନ୍ଦ କରି ରଖିଥିଲେ ..ମୁଖ୍ୟମନ୍ତ୍ରୀ ସବୁ ଦେଲେ ..😃 ଧନ୍ଯ ସେ ରାଜନୀତି
OR
0
0
12
380
ବାଘମାମୁଁ 🐯
ଏ ଚୋର ବ୍ୟାଙ୍କ୍ କର୍ମଚାରୀ ଙ୍କ ପାଇଁ ଆଜି ଯାଏଁ ତାଙ୍କ ଘରେ ବିଜୁଳି ପହଞ୍ଚିପାରୁ ନଥିଲା । ଆମ ମୁଖ୍ୟମନ୍ତ୍ରୀ, କେନ୍ଦୁଝର ଜିଲ୍ଲାପାଳ, RDC ମହୋଦୟ ମିଶି ଅଖାରେ ବିଜୁଳି ପୁରେଇ ତାଙ୍କ ଘରକୁ ନେଇ ଗଲା ବେଳକୁ ବ୍ୟାଙ୍କ୍ ମ୍ୟାନେଜର ବାଟରେ ବାଉଁଶ ପକେଇ ବାଟ ଛାଡୁ ନଥିଲେ।
Kanak News@kanak_news

#ଜିତୁଙ୍କ_ଘରେ_ପହଞ୍ଚିଲା_ବିଜୁଳି ବହୁ ଚର୍ଚ୍ଚିତ ଜିତୁ ମୁଣ୍ଡାଙ୍କୁ ମିଳିଲା ସରକାରୀ ସହାୟତା । ଡିଆନାଳୀ ଗାଁରେ ଜିତୁଙ୍କ ଘରେ ସଂଯୋଗ ହେଲା ବିଜୁଳି । ବାର୍ଦ୍ଧକ୍ୟ ଭତ୍ତା ସହ ଅନ୍ତ୍ୟୋଦୟ ଯୋଜନାରେ ମିଳିଲା ୩୫ କିଲୋ ଚାଉଳ #Keonjhar #Odisha #KanakNews #JituMunda

OR
10
25
164
4.7K
Satrujit 🇮🇳
Satrujit 🇮🇳@SatrujitSingh·
@quotesbylipsa ପ୍ରଶ୍ନ : 10 ଜାଗାରେ 40 କାହିଁକି ତାକୁ ମିଳିଥିଲା
OR
1
0
0
275
ଲିପ୍ସିତ
ଲିପ୍ସିତ@quotesbylipsa·
କଲେଜ୍ ରେ ପଢ଼ିଲା ବେଳେ ଗୋଟିଏ ପିଲା "ପ୍ରେରଣା" ବୃତ୍ତି ପାଉଥିଲା। ସରକାରଙ୍କ ମେଧାବୃତ୍ତି ୧୦ ହଜାର ବର୍ଷକୁ ଥିବା ବେଳେ ତାକୁ ୪୦ ହଜାର ମିଳୁଥିଲା। ତୃତୀୟ ବର୍ଷ ବେଳେ ତାକୁ କ୍ଲାସ୍ ମନିଟର କରିଦେଲେ ଆଉ କଲେଜ୍ ଫେଷ୍ଟ ବେଳେ ତା ଠାରୁ ୪୦ ହଜାର ନେଇଯାଇ କହିଲେ, "ଏବେ ଦେଇଥା, ଚାନ୍ଦା ଆଦାୟ ହେଇଗଲେ ତୋ ପଇସା ତୁ ପାଇଯିବୁ"... ।ଇତି।
OR
5
0
29
2.9K
Jay K Mud
Jay K Mud@J_K_Mu·
@SatrujitSingh ସେ ଚୁଟିରେ ଆପଣଂକ ଅଧିକାର ଅଛି .. କାଟିକି ରଖି ଦିଅନ୍ତୁ 😜
OR
1
0
1
296
Satrujit 🇮🇳
Satrujit 🇮🇳@SatrujitSingh·
ପ୍ରାୟତଃ ବର୍ଷେ ହବ ଜାଳେଣି ଗ୍ୟାସ୍ ଓ ଫିଲଟର ପାଣି ବ୍ୟବହାର ବଢି ଯାଇଛି l କିଛି ଜାଣି ହଉ ନଥିଲା l ଆଜି ଜାଣିବାକୁ ମିଳିଲା ଆମ ଗୃହ ସହାୟିକା ମହିଳା ସବୁଦିନ ହାଣ୍ଡିଏ ଆକ୍ଵାଗାର୍ଡ ପାଣି ଗ୍ୟାସ୍ ଚୁଲିରେ ଗରମକରି ଗାଧୁଆପାଧୁଆ କରିବା ସହିତ ମୁଣ୍ଡ ଧୁଅନ୍ତି, ଚୁଟି ଉପୁଡ଼ିବ ନାହିଁ l ଶଃ ..ମାଲିକ ଏଠି ଚନ୍ଦା ହେଇ ଗଲାଣି , #ss_tweets
Satrujit 🇮🇳 tweet media
OR
12
1
46
6.2K
Satrujit 🇮🇳
Satrujit 🇮🇳@SatrujitSingh·
@TheM_DsPen ମୁଣ୍ଡ ଧୋଇଲେ ଚଳିବ ,ହେଲେ ଏତେ ମାସ ହେଲାଣି aquaguard ପାଣିରେ ଗାଧୋଇବା 🤔
OR
0
0
1
226
md.🍁
md.🍁@TheM_DsPen·
@SatrujitSingh ଖାରି ପାଣିରେ ଚୁଟି ଛିଡେ ସେଥିପାଇଁ ତ 🙏🏼
OR
1
0
1
290
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
ଘରକୁ ଗଲେ ମତେ ରାନ୍ଧିକି ଦେବେ କଣ ଭାଇ ଭଉଣୀ ସବୁ ଅନେଇଥିବେ ଅପା ହାତରନ୍ଧା ଖାଇବେ ଚୁପ୍ କିଣା ସବୁ ବସିଯିବେ। ଡାଲମା ହେଲେ ବି ଅପା କରୁ ତରକାରୀ ହେଲେ ବି ଅପା କରୁ। ଆଉଗୋଟେ ଆଜି ସକାଳୁ ବାହାରୁ ଖାଇକି ଆସିଲା ଜଳଖିଆ ମୁଁ ଭଜା ଭାଜିଥିଲି ବୋଲି କହିଲା ମୁଁ ଖାଇବି। ଖାଇକି ଆସିଚି ତଥାପି ଭଜା ଟିକେ ଖାଇବି। 😄🤦‍♀️
OR
2
0
3
238
SP
SP@saipjena·
@SatrujitSingh ଏହେଃ..ଇଏ ତ ଲୁଟତରାଜ୍!
OR
1
0
1
406
Satrujit 🇮🇳
Satrujit 🇮🇳@SatrujitSingh·
@BinayakSahoo 😂 ଭାଇ ! ଆମେ ଶୁଣି ମୁଣ୍ଡରେ ହାତ ଦେଇ ବସିଛୁ ...ହସ ବି ଲାଗୁଛି ସବୁ ସେଇ ଇନଷ୍ଟା ରିଲ୍ ଜ୍ଞାନ ହେଇଥିବ 🤔
OR
0
0
2
336
Satrujit 🇮🇳
Satrujit 🇮🇳@SatrujitSingh·
@srrashmi1 ଯେତିକି ଗଲାଣି ଆଚାର ତ ହବ ..ବାକି ପାଚିଲେ
OR
0
0
0
15
Dr. RR Sahoo 👩‍🔬🔬 🇮🇳
କାଲି ଝଡ଼ ବାତ୍ୟା ପରେ ବି ଏତିକି ବଞ୍ଚିକି ଅଛି। ଆଶା କରେ ପାଚିଲା ଯାଏଁ ରହିବ !!!
Dr. RR Sahoo 👩‍🔬🔬 🇮🇳 tweet mediaDr. RR Sahoo 👩‍🔬🔬 🇮🇳 tweet media
OR
2
0
23
1K
Samita Sahoo 🇮🇳
Samita Sahoo 🇮🇳@flower_lover01·
ଏଇଟା କେଉଁ ଗଛର ପତ୍ର କେହି ଜାଣିଛନ୍ତି କି?ମୁଁ ପ୍ରଥମ ଥର ପାଇଁ ଦେଖିଲି।
Samita Sahoo 🇮🇳 tweet media
OR
3
0
6
182
ସତ୍ୟ
ସତ୍ୟ@citizen_view·
ତୁମେ ସକାଳୁଆ ଭୋକ... ମୁଁ ଦକ୍ଷିଣୀ 'ରାୱା ଦୋସା' ସୁଖ... @Warangal
ସତ୍ୟ tweet media
OR
1
0
6
123
Satrujit 🇮🇳
Satrujit 🇮🇳@SatrujitSingh·
@Drakshays ଡାଲମା ଲୁକ୍ 👌 ଟେଷ୍ଟ କହିପାରିବୁନି
OR
0
0
0
9
Satrujit 🇮🇳
Satrujit 🇮🇳@SatrujitSingh·
ସେ ମହୀୟସୀ ମହିଳା ଲମ୍ବା ବେଣୀ କରି ବୁଲୁଛନ୍ତି l ଆଗରୁ କେତେଥର ସୋସିଆଲ ମିଡ଼ିଆରେ ବିସ୍ଲେରି ପାଣିରେ ଗାଧୋଉଥିବା ଲୋକଙ୍କ ଭିଡିଓ ମୁଁ ସେୟାର କରିଥିବି ହେଲେ ମୋରି ଘରେ ...😡 ଦୁଇଜଣ ମହିଳା କାମରେ ସାହାଯ୍ୟ କରନ୍ତି,କିଛି ଦିନ ହେବ ବାଦ ବିବାଦ ଲାଗିଛି ଦୁହିଁଙ୍କ ଭିତରେ ..ଭାଣ୍ଡା ଫୋଡ଼ ହେଉଛି ..ଆଗକୁ କଣ ସବୁ ବାହାରିବ କେଜାଣି 🤔
OR
1
0
5
708
Satrujit 🇮🇳
Satrujit 🇮🇳@SatrujitSingh·
@quotesbylipsa @Drakshays @Zydus_Wellness ଏକଦମ୍ ଗୃହିଣୀ ବୁଦ୍ଧି ...ଶୀଘ୍ର ହାତକୁ ଦି ହାତ ହେଇ ଯା ...ପଞ୍ଚମୁଖେ ସୁସ୍ୱାଦୁ ବ୍ୟଞ୍ଜନ ଦେଇ ଏବଂ ଆଶୀର୍ବାଦ ନେଇ l ( ଫୋନ ପେ ଜୀ ପେ କ୍ୟୁ ଆର୍ କୋଡ୍ ରହିଲେ ଭଲ ..ଯିଏ ଯାହା ମୁଦ୍ରା ଆଶୀର୍ବାଦ ଦେବେ ସ୍ଵ ଇଚ୍ଛା ରେ 😂 )
OR
1
0
0
16