Puri Municipal Corporation
5.1K posts

Puri Municipal Corporation
@puriulb
Official account of Puri Municipality, Govt of Odisha. Since 1881.
Puri, Odisha 가입일 Temmuz 2016
49 팔로잉10.1K 팔로워
Puri Municipal Corporation 리트윗함

ପୁରୀ ଟାଉନହଲରେ ଆଜି ରାଜ୍ୟ ସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର, ପୁରୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁନୀଲ କୁମାର ମହାନ୍ତି, ଶ୍ରୀମତୀ ଉଷା ପାଢ଼ୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀଯୁକ୍ତ ଅରିନ୍ଦମ ଡାକୁଆ, ଅତିରିକ୍ତ ସଚ୍ଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଶ୍ରୀମତୀ ଅରୁଗୁଳା ସ୍ନେହା, କମିଶନର, ପୁରୀ ପୌର ନିଗମଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇ ନାଗରିକ ସହଭାଗିତା ଓ ସହର ଉନ୍ନୟନ ଉପରେ ମତବିନିମୟ କରିଥିଲେ।
@puriulb
#UrbanDevelopment #CitizenParticipation #Puri #OdishaGovt




OR
Puri Municipal Corporation 리트윗함

ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା–୨୦୨୬ ପାଇଁ ଦ୍ୱିତୀୟ ସମନ୍ୱୟ କମିଟି ବୈଠକ ଆଜି ପୁରୀ ଟାଉନହଲ୍ରେ ଓଡ଼ିଶାର ମାନ୍ୟବର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମହୋଦୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ଜନପ୍ରତିନିଧି, ସେବାୟତ, ମଠାଧୀଶ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ରଥଯାତ୍ରାର ସୁଚାରୁ ପରିଚାଳନା, ସମନ୍ୱିତ ପ୍ରସ୍ତୁତି, ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧା ସୁନିଶ୍ଚିତ କରିବା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ।
ସମନ୍ୱିତ ପ୍ରୟାସରେ ଭକ୍ତଙ୍କ ପାଇଁ ସୁରକ୍ଷିତ, ସୁସଂଗଠିତ ଓ ସୁବ୍ୟବସ୍ଥିତ ରଥଯାତ୍ରା ପାଇଁ ପ୍ରଶାସନ ପ୍ରତିବଦ୍ଧ।
#RathYatra2026 #Puri #JagannathDham #SafeRathYatra #Odisha




OR
Puri Municipal Corporation 리트윗함

*ସ୍ୱଚ୍ଛତାରେ ସେବା, ସେବାରେ ସମର୍ପଣ – ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଅହରହ ପ୍ରୟାସ।*
ବ୍ୟାପକ ସଫେଇ କାର୍ଯ୍ୟ, ବର୍ଜ୍ୟ ପରିଚାଳନା, ସାନିଟେସନ୍ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଅସ୍ଥାୟୀ ଶୌଚାଳୟ ଓ ଜନସୁବିଧା କାର୍ଯ୍ୟକ୍ରମ ମାଧ୍ୟମରେ ଭକ୍ତମାନଙ୍କ ପାଇଁ ଏକ ସ୍ୱଚ୍ଛ ଓ ଦିବ୍ୟ ରଥଯାତ୍ରାର ପରିବେଶ ସୃଷ୍ଟି କରିବା ଆମର ସଙ୍କଳ୍ପ।
@puriulb
#RathaYatra2026 #RathYatra2026 #PuriRathYatra #PuriMunicipalCorporation
#PMCForRathaYatra #SwachhaPuri #CleanPuri #CleanAndGreenPuri
#SafeRathYatra #RathaYatraPreparations #DevoteeFirst
#ServingDevotees #SanitationForAll #JagannathCulture #JaiJagannath
#PuriCares #PrideOfOdisha #FestivalOfFaith #MahaprabhuInPuri
OR
Puri Municipal Corporation 리트윗함

Dedicated to maintaining a clean, healthy and waterlogging-free city, Puri Municipal Corporation is carrying out extensive drain cleaning operations across different areas.
@puriulb




English
Puri Municipal Corporation 리트윗함

@puriulb @CMO_Odisha @HUDDeptOdisha @IPR_Odisha @SwachSurvekshan Regular desilting and removal of waste from drains help ensure smooth water flow, prevent blockages, and strengthen the city's preparedness during the monsoon season.
✨ Cleaner drains, safer streets, healthier communities.
@puriulb




English
Puri Municipal Corporation 리트윗함

A drain slab is more than just a concrete cover—it is a shield of safety for every citizen. 🚧
To ensure safer roads and uninterrupted public movement, Puri Municipal Corporation is undertaking drain slab replacement work on Red Cross Road. Strong and secure drain slabs not only prevent accidents but also support efficient drainage, keeping the city functional and resilient.
Every slab laid today is a promise of a safer, cleaner, and better Puri for residents, pilgrims, and visitors alike.
🔹 Safer streets
🔹 Protected drainage network
🔹 Enhanced public convenience
Building a stronger city, one drain slab at a time.
@puriulb
#DrainSlabReplacement #SafePuri #UrbanInfrastructure #CleanPuri #PMC


English
Puri Municipal Corporation 리트윗함

Puri Municipal Corporation continues its dedicated efforts to maintain a clean, healthy, and beautiful city through regular garbage cleaning operations in different areas.
Timely collection and removal of waste help improve sanitation, protect public health, and create a cleaner environment for residents, pilgrims, and visitors.
@puriulb




English

ନମ୍ର ଅନୁରୋଧ, ଦୟାକରି ଏହି ବିଷୟରେ ଶୀଘ୍ର ଲକ୍ଷ୍ୟ ଦିଅନ୍ତୁ। ଆମେ ଉତ୍ତରଦ୍ୱାର ବlନୁଆ ସାହିର ନିବାସୀ ହୋଇ ଅନେକ ଅସୁବିଧା ସମ୍ମୁଖୀନ ହେଉଛୁ। ରଥଯାତ୍ରା ନିକଟେଇଆସୁଥିବା ସମୟରେ, ଉତ୍ତରଦ୍ୱାର ଏବଂ ବlନୁଆ ସାହି ସମ୍ମୁଖର ସ୍ଥାନ ଠିକ ଭାବେ ପରିଷ୍କାର ହେଉନାହିଁ।
@dm_puri
@puriulb
@PuriMunicipali1

OR

@Sudhansujenaa @dm_puri @snehaias @CMO_Odisha Your complaint has been sent to the concerned authority
English

ଖକୀମଠ ନୁଆସାହି ଘଟଣା. ସେତେବେଳର ୱାର୍ଡ 28 ବର୍ତମାନ 35.ପୁଣି ନାଳ ଉପରେ କ୍ୟାବିନ ପକେଇ ଦଖଲ!!! @puriulb @dm_puri @snehaias @CMO_Odisha ଦୟାକରି ଦୃଷ୍ଟି ଦିଅନ୍ତୁ.
OR
Puri Municipal Corporation 리트윗함

Illegal street dumping not only affects the city's beauty but also poses serious environmental and public health risks. The dedicated sanitation teams of Puri Municipal Corporation are actively lifting and clearing dumped garbage from different areas to ensure cleaner, healthier, and safer surroundings for all citizens.
♻️ Let's work together to keep Puri clean. Citizens are requested to avoid dumping waste on streets and use the designated waste collection systems responsibly.
@puriulb
#PuriMunicipalCorporation #CleanPuri #GarbageFreePuri #StreetDumpingFreePuri #SwachhPuri




English
Puri Municipal Corporation 리트윗함

Puri Municipal Corporation carried out an eviction drive from Badasankha to Gundicha Temple to remove unauthorized encroachments and ensure smooth movement for residents, pilgrims, and visitors.
✅ The drive aimed to reclaim public spaces, improve accessibility, and maintain cleanliness and order along this important route.
🤝 Citizens are requested to cooperate with civic authorities by avoiding unauthorized occupation of public land and helping preserve Puri's heritage and beauty.
@puriulb

English

@jeet01081991 @dm_puri @CMO_Odisha @PrithivirajBJP @PravatiPOdisha @sambitswaraj Your complaint has been sent to the concerned authority
English

ୱାର୍ଡ ନମ୍ବର ୨୪ ତଳମାଳି ସାହିରେ ନୂତନ ରାସ୍ତା କାମ ହେଉଚି । ଫୁଣି ଢଳେଇ ରାସ୍ତା ପେବାର ବ୍ଲକ୍ ନ ହୋଈ । ବର୍ଷା ଜଳ ମାଟିକୁ ଯିବା ପାଇଁ ସରକାର୍ ନେଇ ଥିବା ନିଷ୍ପତ୍ତି ଅଧିକାରୀ ମାନୁ ନାହାନ୍ତି। ଯଦି ପୁରୁଣା କାମ ତାକୁ କଣ୍ ବଦଳିପାରିବନି।@dm_puri @CMO_Odisha @puriulb @PrithivirajBJP @PravatiPOdisha @sambitswaraj




OR
Puri Municipal Corporation 리트윗함

🦟 Night Mosquito Control Drive Across Puri
To safeguard public health and prevent mosquito-borne diseases, Puri Municipal Corporation is conducting night-time mosquito control vehicle operations in different areas of the city. Through regular fogging and preventive measures, efforts are being made to create a safer, healthier, and more comfortable environment for all citizens.
🤝 Citizens are requested to cooperate during the drive by keeping their surroundings clean and eliminating stagnant water around their homes and premises.
@puriulb




English
Puri Municipal Corporation 리트윗함

🚛 Daily Cleanliness Drive Across Puri
Keeping the city clean, healthy, and beautiful, Puri Municipal Corporation is actively carrying out garbage lifting operations in different areas every day. Dedicated sanitation teams are ensuring the timely collection and disposal of waste to maintain hygienic surroundings and improve the quality of life for residents and visitors alike.
🌿 A cleaner city begins with collective responsibility. Citizens are requested to avoid littering, use designated waste collection systems, and support the mission of a cleaner and greener Puri.
@puriulb




English
Puri Municipal Corporation 리트윗함

ସୁସ୍ଥ ଶରୀର ପାଇଁ ଯୋଗ 🧘♂️
ସଠିକ୍, ନିର୍ଭୁଲ ଓ ସମାବେଶୀ ଭୋଟର ତାଲିକା ପାଇଁ SIR 2026 🗳️
ଯୋଗ ଯେପରି ଶରୀର, ମନ ଓ ଆତ୍ମାରେ ସନ୍ତୁଳନ ଆଣିଥାଏ, ସେହିପରି Special Intensive Revision (SIR) 2026 ଗଣତନ୍ତ୍ରର ଭିତ୍ତିକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ସାମୂହିକ ପ୍ରୟାସ।
ସୁସ୍ଥ ଜୀବନ ପାଇଁ ଯୋଗ ଯେପରି ଅପରିହାର୍ଯ୍ୟ, ସେହିପରି ଏକ ସଠିକ୍, ନିର୍ଭୁଲ ଓ ସମାବେଶୀ ଭୋଟର ତାଲିକା ଗଠନ ପାଇଁ ପ୍ରତ୍ୟେକ ଯୋଗ୍ୟ ମତଦାତାଙ୍କ ସକ୍ରିୟ ଭାଗିଦାରି ଅତ୍ୟନ୍ତ ଆବଶ୍ୟକ।
ଆସନ୍ତୁ,
🧘♂️ ଯୋଗକୁ ଅଭ୍ୟାସ କରି ସୁସ୍ଥ ଜୀବନ ଗଢ଼ିବା,
🗳️ SIR 2026ରେ ସହଯୋଗ କରି ସୁଦୃଢ଼ ଗଣତନ୍ତ୍ର ନିର୍ମାଣରେ ନିଜର ଅବଦାନ ରଖିବା।
ଆନ୍ତର୍ଜାତୀୟ ଯୋଗ ଦିବସର ଅନ୍ତରିକ ଶୁଭେଚ୍ଛା।
#InternationalYogaDay #YogaDay #SIR2026 #ElectionCommission #ECI #CEOOdisha #Democracy #InclusiveElectoralRoll #NoEligibleElectorLeftBehind

OR

@rosaleen_sahoo @CMO_Odisha @dm_puri @block_puri @PuriTahasil Your complaint has been sent to the concerned authority
English
Puri Municipal Corporation 리트윗함

Badadanda is the lifeline of Puri, carrying the spirit and devotion of millions, especially during the sacred Rath Yatra.
@puriulb
English
Puri Municipal Corporation 리트윗함

To safeguard the city and ensure smooth drainage, Team PMC is actively carrying out demolition of such illegal structures, restoring the free flow of stormwater and strengthening Puri's preparedness for the monsoon and Rath Yatra.
@puriulb




English
Puri Municipal Corporation 리트윗함

A waterlogging-free Badadanda is essential for a safer, cleaner, and more accessible Puri for all.
@puriulb
#Puri #Badadanda #RathYatra #TeamPMC #WaterloggingFreePuri #SwachhPuri



English

