Sabitlenmiş Tweet
Puri Sadar Block||ପୁରୀ ସଦର ବ୍ଲକ||
427 posts

Puri Sadar Block||ପୁରୀ ସଦର ବ୍ଲକ||
@block_puri
🏛️Official Handle of Puri Sadar Panchayat Samiti, Puri🏛️ 🏛️ପୁରୀ ସଦର ପଞ୍ଚାୟତ ସମିତି, ପୁରୀ ର ଆନୁଷ୍ଠାନିକ ପୃଷ୍ଠା🏛️
Puri, India Katılım Mayıs 2021
28 Takip Edilen662 Takipçiler
Puri Sadar Block||ପୁରୀ ସଦର ବ୍ଲକ|| retweetledi

A common myth is that #Aadhaar is a proof of #citizenship, however, the truth is that Aadhaar is the proof of #Identity.
#Aadhaar #UIDAI #MythvsFact

English
Puri Sadar Block||ପୁରୀ ସଦର ବ୍ଲକ|| retweetledi

ଏସ୍.ଆଇ.ଆର୍ ମ୍ୟାପିଂ ପ୍ରକ୍ରିୟା ପୁରଣ କରିବା ପାଇଁ ନିକଟସ୍ଥ ବି.ଏଲ.ଓଙ୍କ ସହ ଯୋଗାଯୋଗ କରନ୍ତୁ
📱ECINet ମାଧ୍ୟମରେ ସହଜ ପ୍ରକ୍ରିୟା :
➡️ମୋବାଇଲ୍ ଫୋନରେ ECINet ଆପ୍ ଡାଉନଲୋଡ୍ କରନ୍ତୁ
➡️"Book a Call with BLO" ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
➡️ନିମ୍ନଲିଖୁତ ତିନୋଟି ବିକଳ୍ପ ମଧ୍ୟରୁ ଗୋଟିଏ ଚୟନ କରନ୍ତୁ:
- ଯଦି ଭୋଟର ଆଇଡି (EPIC) ନମ୍ବର ଅଛି - ସେହି ନମ୍ବର ପ୍ରବେଶ କରନ୍ତୁ
- ଯଦି ନୂତନ ପଞ୍ଜୀକରଣ ପାଇଁ ଫର୍ମ ପୂରଣ କରିଛନ୍ତି – ରେଫରେନ୍ସ ନମ୍ବର ପ୍ରବେଶ କରନ୍ତୁ
- ଯଦି ଉପରୋକ୍ତ କିଛି ନାହିଁ – ବିଧାନସଭା ମଣ୍ଡଳୀ, ଜିଲ୍ଲା ଓ ରାଜ୍ୟ ଚୟନ କରନ୍ତୁ
➡️ଆପଣଙ୍କ ଅଞ୍ଚଳର ବି.ଏଲ.ଓଙ୍କ ନାମ ପ୍ରଦର୍ଶିତ ହେବ
➡️ନିଜର ନାମ ଓ ମୋବାଇଲ୍ ନମ୍ବର ଦିଅନ୍ତୁ
➡️OTP ସତ୍ୟାପନ ପରେ ଅନୁରୋଧ ଦାଖଲ କରନ୍ତୁ
📞ପରେ ଆପଣଙ୍କ ବି.ଏଲ.ଓ ଆପଣଙ୍କୁ କଲ୍ କରି ସହଯୋଗ କରିବେ
@ECISVEEP
@PIB_India
@IPR_Odisha
@DDNational
@dd_odia
#ECI #CEOOdisha #SIR #VoterMapping #SIRMapping
OR
Puri Sadar Block||ପୁରୀ ସଦର ବ୍ଲକ|| retweetledi

ଏସ୍.ଆଇ.ଆର୍ ମ୍ୟାପିଂ ପ୍ରକ୍ରିୟା ପୁରଣ କରିବା ପାଇଁ ନିକଟସ୍ଥ ବି.ଏଲ.ଓଙ୍କ ସହ ଯୋଗାଯୋଗ କରନ୍ତୁ
📱 ECINet ମାଧ୍ୟମରେ ସହଜ ପ୍ରକ୍ରିୟା :
➡️ ମୋବାଇଲ୍ ଫୋନରେ ECINet ଆପ୍ ଡାଉନଲୋଡ୍ କରନ୍ତୁ
➡️ “Book a Call with BLO” ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
➡️ ନିମ୍ନଲିଖିତ ତିନୋଟି ବିକଳ୍ପ ମଧ୍ୟରୁ ଗୋଟିଏ ଚୟନ କରନ୍ତୁ:
* ଯଦି ଭୋଟର ଆଇଡି (EPIC) ନମ୍ବର ଅଛି — ସେହି ନମ୍ବର ପ୍ରବେଶ କରନ୍ତୁ
* ଯଦି ନୂତନ ପଞ୍ଜୀକରଣ ପାଇଁ ଫର୍ମ ପୂରଣ କରିଛନ୍ତି — ରେଫରେନ୍ସ ନମ୍ବର ପ୍ରବେଶ କରନ୍ତୁ
* ଯଦି ଉପରୋକ୍ତ କିଛି ନାହିଁ — ବିଧାନସଭା ମଣ୍ଡଳୀ, ଜିଲ୍ଲା ଓ ରାଜ୍ୟ ଚୟନ କରନ୍ତୁ
➡️ ଆପଣଙ୍କ ଅଞ୍ଚଳର ବି.ଏଲ.ଓଙ୍କ ନାମ ପ୍ରଦର୍ଶିତ ହେବ
➡️ ନିଜର ନାମ ଓ ମୋବାଇଲ୍ ନମ୍ବର ଦିଅନ୍ତୁ
➡️ OTP ସତ୍ୟାପନ ପରେ ଅନୁରୋଧ ଦାଖଲ କରନ୍ତୁ
📞 ପରେ ଆପଣଙ୍କ ବି.ଏଲ.ଓ ଆପଣଙ୍କୁ କଲ୍ କରି ସହଯୋଗ କରିବେ
#ECI #CEOOdisha #SIR #VoterMapping #SIRMapping #Odisha #BookACallWithBLO

OR
Puri Sadar Block||ପୁରୀ ସଦର ବ୍ଲକ|| retweetledi

ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପୂର୍ବରୁ ଅତ୍ୟାବଶ୍ୟକ ଭୋଟର ମ୍ୟାପିଂ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବାପାଇଁ ଏକ ସୂଚନାତ୍ମକ ଭିଡିଓ ପ୍ରସ୍ତୁତ କରାଯାଇଛି !
ଦୟାକରି ସମୟ ବାହାର କରି ଏହି ଭିଡିଓଟି ଦେଖନ୍ତୁ ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ ସମୟରେ ନିଜକୁ ଅତ୍ୟଧିକ ପ୍ରକ୍ରିୟାକରଣରୁ ବଞ୍ଚିତ ରଖିବପାଇଁ, ମ୍ୟାପିଂ ପ୍ରକ୍ରିୟାକୁ ଯଥାଶୀଘ୍ର ସମାପ୍ତ କରନ୍ତୁ ।
@ECISVEEP
@PIB_India
@IPR_Odisha
@DDNational
@dd_odia
#ECI #CEOOdisha #SIR #VoterMapping #SIRMapping #Odisha
OR

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପାଇକ ବିଦ୍ରୋହର ଆଦ୍ୟସ୍ୱର ମହାନ ଯୋଦ୍ଧା ଜୟୀ ରାଜଗୁରୁଙ୍କୁ ବଳିଦାନ ଦିବସରେ ଭକ୍ତିପୂତ ପ୍ରଣାମ
@dm_puri @ZPpuri @Culturedeptt

OR

ଆଜି ଜୟୀ ରାଜଗୁରୁଙ୍କ ପବିତ୍ର ବଳିଦାନ ଦିବସ ଉପଲକ୍ଷେ ପୁରୀ ସଦର ବ୍ଲକ୍ ପ୍ରତାପ ରାମଚନ୍ଦ୍ରପୁର ସ୍ଥିତ ଗୋପୀନାଥ ଉଚ୍ଚ ମଧ୍ୟିକ ବିଦ୍ୟାପୀଠ ରେ ୬ଗୋଟି ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇ ଯାଇଛି।
@dm_puri @ZPpuri @Culturedeptt




OR

ବିକଶିତ ଭାରତ ଯୁବା ନେତୃତ୍ୱ ଆଲୋଚନାଚକ୍ର ନିମନ୍ତେ ଆଜି ପୁରୀ ସଦର ବ୍ଲକ୍ ର ପ୍ରତାପପୁରୁଷୋତ୍ତମପୁର ଡିଗ୍ରୀ କଲେଜ ରେ ଏକ ଯୁବ ପର୍ବ ମାଧ୍ୟମରେ କଲେଜ ସ୍ତରୀୟ ଲୋକ ନୃତ୍ୟ, ଲୋକକଳା, ବକ୍ତୃତା, ଗଳ୍ପ ଲିଖନ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା|
@dm_puri @ZPpuri @PRDeptOdisha @sports_odisha




OR

"ସମ୍ବିଧାନ ଦିବସ" ପାଳନ ଉପଲକ୍ଷେ ପୁରୀ ସଦର ବ୍ଲକ୍ ର ବିଦ୍ୟାଳୟ ଗୁଡିକର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରକଳା ପ୍ରତିଯୋଗୀତା, ସଂକଳ୍ପ ପଠନ, ସଚେତନତା ଶୋଭାଯାତ୍ରା ଜିଲ୍ଲା ପଞ୍ଚାୟତ ପ୍ରସାଧାନ କେନ୍ଦ୍ର, ପୁରୀ ଠାରେ ଅନୁଷ୍ଠିତ ହୋଇଅଛି| #ConstitutionDay #SamvidhanDiwas #ସମ୍ବିଧାନଦିବସ
@dm_puri @ZPpuri @PRDeptOdisha




OR

ଭାରତର ସବୁଠାରୁ ବଡ ପବିତ୍ର ଗ୍ରନ୍ଥ ହେଉଛି ଆମର 'ସମ୍ବିଧାନ', ଯାହା ଆମକୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ଅଧିକାର ସୁନିଶ୍ଚିତ କରୁଥିବା ଆମ ମହାନ ସମ୍ବିଧାନକୁ କୋଟି କୋଟି ପ୍ରଣାମ। ସମ୍ବିଧାନ ଦିବସର ଶୁଭେଚ୍ଛା! #ConstitutionDay #SamvidhanDiwas #ସମ୍ବିଧାନଦିବସ

OR

ପୁରୀ ସଦର ବ୍ଲକ ଅନ୍ତର୍ଭୁକ୍ତ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ନିମନ୍ତେ "ଭୀମ ଭୋଇ ସାମର୍ଥ୍ୟ ଶିବିର" ର ଆୟୋଜନ ମହନ୍ତ ଗଦାଧର ନୋଡାଲ ଉଚ୍ଚ ବିଦ୍ୟାଳୟ,ଚନ୍ଦନପୁର ଠାରେ ତା:୧୪.୧୧.୨୦୨୫ (ଶୁକ୍ରବାର) ଦିନ ୦୯.୦୦ ଘଟିକାରୁ ଆୟୋଜିତ ହେବ| ଏ ନେଇ ସବିଶେଷ ବିବରଣୀ ନିମ୍ନ ବିଜ୍ଞପ୍ତି ରେ ପ୍ରକାଶିତ|
@dm_puri @ZPpuri @SSEPD2 @PRDeptOdisha

OR
Puri Sadar Block||ପୁରୀ ସଦର ବ୍ଲକ|| retweetledi

Rashtriya Ekta Diwas stands as a timeless reminder of Sardar Vallabhbhai Patel’s visionary leadership in forging a united India.
This year’s celebration is particularly special as it marks the 150th birth anniversary of Sardar Patel.
Read more: pib.gov.in/PressReleasePa…
#RashtriyaEktaDiwas2025 #NationalUnityDay #SardarVallabhbhaiPatel

English

ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୁରୀ ସଦର ବ୍ଲକ ର ବିରହରେକୃଷ୍ଣପୁର ମାଟିର ସୁଯୋଗ୍ୟ ସନ୍ତାନ, ଭାରତ ମୁକ୍ତି ସଂଗ୍ରାମର ଯୋଦ୍ଧା ମହାନ୍ ବିପ୍ଲବୀ ଶହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଦେଶମାତୃକାର ସୁରକ୍ଷା ପାଇଁ ତାଙ୍କର ଅମର ବଳିଦାନ ଆମ ପାଇଁ ପ୍ରେରଣାର ସ୍ରୋତ।@dm_puri @ZPpuri @IPR_Odisha

OR

CDO-Cum-EO, ZP, Puri reviewed BPCs, BPMs, AEE, JE,PEO and ADEOs on progress of various Developmental Schemes of Puri Sadar Block. @ZPpuri @dm_puri @PRDeptOdisha




English

Honble MP, Puri and Honble MLA, Bramhagiri distributed work orders under Antyodaya Gruha Yojana and social security Pension and aids and appliances to persons with disabilities in Puri Sadar Block. @ZPpuri @dm_puri @PRDeptOdisha @CMO_Odisha




English













