
@bairakhpali ଭାଇ ମାନେ ସେ ସମୟ ବହୁତ କଷ୍ଟ ଥିଲା, ଆଜି ତମେ ଆରାମ ରେ ବସି ଜ୍ଞାନ ଦିଅନ୍ତୁ ନାହିଁ, ଦେଶ ପୁରା ବୁଡ଼ି ଗଲାଣି ସେଇଟା ଦେଖ । India Pakistan, Hindu Muslim, Mandir Maszid, etc ନ କରି Japan, China, America ଭଳି developed ହେବା ପାଇଁ କାମ କର । କାହା ଉପରେ ବିଶ୍ୱାସ ବେଶୀ କରୁଛ ବେଳେ ଥରେ ଭାବ, ସତେ ତମ ଭରସା ରଖିବେ ତୋ!
OR





















