A S H U
334 posts

A S H U
@Ashutosh98Sahoo
Tech 🧑🏻💻 X Fitness 💪🏻 https://t.co/k0Ecr87Hv6
India Katılım Ekim 2014
312 Takip Edilen263 Takipçiler

ପୁରୀ ସହର ସାରା ‘ବଙ୍ଗଳା’ ପୋଷ୍ଟର୍। ସାହି ସାହି ଗଳି ଗଳିରେ ବିଜେପି ଲଗାଇଛି ବଙ୍ଗଳା ଭାଷାରେ ପୋଷ୍ଟର୍। ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବଙ୍ଗାଳୀ ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଜେପି ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଥିବା ଚର୍ଚ୍ଚା ହେଉଛି।
#OdishaPolitics #BJP #WestBengalElection #PuriPolitics #Odisha #OTV
OR

@BJP4Odisha Loka dhanyabaad karichanty ki ? @BJP4India na apana mane mane mane ?
हिन्दी

ଧନ୍ୟବାଦ ମୁଖ୍ୟମନ୍ତ୍ରୀ...
ଧନ୍ୟବାଦ ଲୋକଙ୍କ ସରକାର...
ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିୟରି, କୃଷି ତଥା ଆନୁସଙ୍ଗିକ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ ନାମଲେଖାରେ ସଂରକ୍ଷଣ, ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୧୨% ରୁ ୨୨.୫୦% କୁ ବୃଦ୍ଧି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୮% ରୁ ୧୬.୨୫% କୁ ବୃଦ୍ଧି ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ (ଏସଇବିସି) ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୧.୨୫% ସଂରକ୍ଷଣକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

OR

#WATCH | Delhi | Over his post on social media platform 'X', BJP MP Nishikant Dubey says, "On April 1, 1950, when no country in the world was recognising China, India was the first country to do so. It sent an ambassador, and then what happened in 1951, 1952, 1953 is the most evident. Tibet also became a part of China. We recognised that too. The 1962 war, whose pain still lingers today, all of that is a gift from the Nehru-Gandhi family. Today is the most sorrowful day, April 1, 1950, so today is a day to mourn."
English

@dpradhanbjp What about meritorious poor general students ? All these are only for votes ? Then Congrats you lost General category votes.
English

ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିୟରି, କୃଷି ତଥା ଆନୁସଙ୍ଗିକ ପ୍ରଯୁକ୍ତିବିଦ୍ୟାଭିତ୍ତିକ ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ରାଜ୍ୟର ଅନୁସୂଚିତ ଜନଜାତିଙ୍କ ନିମନ୍ତେ ସଂରକ୍ଷଣକୁ ୧୨% ରୁ ୨୨.୫୦% ଓ ଅନୁସୂଚିତ ଜାତି ପାଇଁ ୮% ରୁ ୧୬.୨୫% କୁ ବୃଦ୍ଧି କରିବା ସହିତ ପ୍ରଥମ ଥର ପାଇଁ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ (ଏସଇବିସି) ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥାକୁ କ୍ୟାବିନେଟ୍ରେ ମଞ୍ଜୁର କରିଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କୁ ଧନ୍ୟବାଦ ଜଣାଉଛି ।
ସାମାଜିକ ନ୍ୟାୟ ପ୍ରଦାନ କରିବା ମୋଦୀ ସରକାରଙ୍କ ଶାସନର ମୂଳମନ୍ତ୍ର ହୋଇଥିବା ବେଳେ ସମାଜର ପ୍ରତ୍ୟେକ ବର୍ଗକୁ ସମାନ ସୁଯୋଗ, ଅଧିକାର ଓ ସମ୍ମାନଜନକ ଜୀବନ ପ୍ରଦାନ କରିବା ଆମ ସରକାରଙ୍କ ପ୍ରାଥମିକତାରେ ରହିଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ୍, ସବକା ବିକାଶ’ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶା ସରକାରଙ୍କ ଏହି ନିଷ୍ପତ୍ତି ଏକ ଐତିହାସିକ ପଦକ୍ଷେପ । ଏହା ଡବଲ ଇଞ୍ଜିନ ସରକାରଙ୍କ ‘ଅନ୍ତ୍ୟୋଦୟ ସଂକଳ୍ପ’ ଅର୍ଥାତ୍ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ବିକାଶର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।
ଏହି ଐତିହାସିକ ନିଷ୍ପତ୍ତି ସମାଜର ଅନ୍ତିମ ଶ୍ରେଣୀରେ ଥିବା ମେଧାବୀ ପ୍ରତିଭାମାନଙ୍କୁ ସଶକ୍ତ କରିବା ସହ ରାଜ୍ୟର ସାଧାରଣ ଗରିବ ପରିବାରର ଛାତ୍ରଛାତ୍ରୀଙ୍କ ମେଡିକାଲ ଓ ଇଞ୍ଜିନିୟରିଂ ପଢ଼ିବା ସ୍ୱପ୍ନକୁ ସାକାର କରିବାରେ ଏକ ପ୍ରମୁଖ ମାଧ୍ୟମ ହେବ । ଏହି କଲ୍ୟାଣକାରୀ ପଦକ୍ଷେପ ପାଇଁ ମୁଁ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ଶ୍ରୀ @KVSinghDeo1, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ମନ୍ତ୍ରୀ ଶ୍ରୀ @NityanandaBJP, ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ @MahalingMukesh , ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ @suryabanshibjp ଏବଂ ଶିଳ୍ପ, ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ @SampadSwainBJP ଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି ।
#OdishaCabinet
OR
A S H U retweetledi

@nishikant_dubey You have disrespected Biju Babu. If you don’t know the facts correctly, you shouldn’t make statements on your own. @narendramodi, you should take strict action against this. Also, @BJP4Odisha and @MohanMOdisha, why are you still quiet? Where is your Odia asmita now?
English

#WATCH | Delhi | BJP MP Nishikant Dubey says, "...America sent its troops and CIA agents to Tibet, knowing that China would one day take over Tibet. The Dalai Lama and his brother were in constant contact with the US government. Nehru fought the entire 1962 war with China with American money and in collaboration with CIA agents. Biju Patnaik, the then Chief Minister of Odisha, was a link between the US government, the CIA, and Nehru. Even the officials were aware of this. I have released two letters from Nehru today, in which he is telling his officials, especially the US ambassador, to do their job. We have sent Biju Patnaik for a major task, and he is discussing defense matters. Even after losing the China war in 1962, Nehruji didn't find peace. And how did he surrender India's interests?...In 1964, when Nehruji was alive, a nuclear device was installed at Nanda Devi, which still hasn't been found. As a result, the entire Gangetic Terai region is still battling cancer. Secondly, the Charbatia airport in Odisha, where Biju Patnaikji, who was heavily involved, built a large U2 spy plane, a U2 base, and made Charbatia the base for the U2 aircraft. And that aircraft base housed the US military in India from 1963 to 1979. Congress could never have perpetrated a more democratic attack than this in its lifetime. Therefore, Congress should apologise today"
English

ISI Chief wanted Modi to become Prime Minister.
Watch full video: youtu.be/SflzVl2UjMM

YouTube
English

📢 Accenture Referral Alert
Giving referrals for Accenture.
Steps:
1️⃣ Follow me
2️⃣DM your Resume + Job ID
⚠️ Note: You should NOT have an existing account on the Accenture career portal.
Let’s help each other land jobs 🚀
#AccentureJobs #Referral #Hiring #TechCareers #OpenToWork
English

Never Watched - the Kashmir files
Never Watched - the Kerala Story
Never Watched - the Bengal files
Never Watched - the Vaccine war
Never Watched - P. Minister Modi
Never Watched - Ajey. Yogi's movie
Never Watched - Mann Ki baat
Never Watched - Accidentall Prime minister
Accidentally Watched - DHURNDHAR 1
But I will Never Watch Dhurndhar2
Just Because This movie has
0 % Facts
100% Propaganda
To praise only a one Person...
Sorry Aditya dhar, nice try to fool US, but totally Failed this time

English

@AshishSinghKiJi Ye neta banenge 😂 phle ache se hindi english odia toh bol lo 😂😂🫠
HT

Mr. Mohapatara @SidhantBJP please Stop such nonsense and rather some basic understanding about Fire Safety normal and it's compliance by your OWN Government. You will be surprised.
Just ask your authorities How strictly are the concerned authorities enforcing fire safety compliance in institutions and residential apartments especially at BBSR and Cuttack . It's better to abolish @DGFS_HGs_CD DG Fire Service Odisha as this is the most inefficient department just acting as a scapegoat .Not a single action has yet been initiated by this department or by @HUDDeptOdisha
This incident reflects serious negligence and raises fundamental questions about your double engine governance since in power . It appears that focus is being placed more on PR narratives than on strengthening critical safety systems.
The loss of lives in the SCB fire incident, followed by limited compensation and routine investigations, does little to address the root causes or restore public confidence.
Public safety cannot be compromised even within government institutions. Fire safety systems are not optional; they are mandatory safeguards that require strict enforcement and continuous monitoring by all concerned authorities.
The issue becomes even more alarming in the context of 689+ illegal apartments, where flat buyers have been given possession without Occupancy Certificates (OC) and adequate fire safety compliance. Such large-scale violations indicate systemic failure and lack of accountability. The continued inaction raises concerns about whether non-compliant builders are being shielded instead of being held responsible.
If such structures pose a serious risk to human life, authorities must take decisive action even if it involves demolition to prevent future tragedies.
At the same time, enforcement agencies such as the Fire Services Department must move beyond reactive responses. Proactive inspections, strict penalties, and zero tolerance for non-compliance are essential to prevent such incidents rather than merely responding after damage is done.




English

#ନବୀନଙ୍କ_ଉପରେ_ବର୍ଷିଲେ_ସିଦ୍ଧାନ୍ତ
SCB ମେଡିକାଲ ଘଟଣାକୁ ନେଇ ପୂର୍ବ ସରକାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର। ଶୁଣନ୍ତୁ କଣ କହିଲେ....
#OdishaPolitics #SidhantMohapatra #NaveenPatnaik_Odisha #SCBMedicalIssue_Odisha #OTV
OR

@otvkhabar Abe b road semiti khola hei padichi bhuabaneswar re sidhant sir. Where is solution ?
Eesti

@otvkhabar Ranga badaleiba chada kn kama karicha developement pain ?
Indonesia

ଏହି ଭିଡ଼ିଓଟି ଦୁଇ/ଅଢେଇ ବର୍ଷ ତଳର l ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କ ଆନ୍ଦୋଳନରେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ l ସେତେବେଳେ ସେ ଥିଲେ ବିଧାନସଭାରେ ବିଜେପି ଦଳର ମୁଖ୍ୟ ସଚେତକ l ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ଦାବିକୁ କେବଳ ସମର୍ଥନ କରିନଥିଲେ, ସେଗୁଡିକୁ ମୁଖସ୍ଥ କରିଛନ୍ତି ବୋଲି କହିଥିଲେ l ଏହି ଭିଡ଼ିଓଟି ତାର ପ୍ରମାଣ l
ସେତେବେଳର ମୁଖ୍ୟ ସଚେତକ ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ l ଏତେ କମ ଦିନ ଭିତରେ ସେ ମୁଖସ୍ଥ କରିଥିବା କଥା ଗୁଡିକୁ ଭୁଲିଗଲେ କେମିତି?
@MohanMOdisha ଙ୍କୁ ଅନୁରୋଧ, ଆପଣ ନିଜେ କହିଥିବା କଥାକୁ ନଭୂଲି ଏହି କୁତ୍ସିତ ପ୍ରଥା କୁ ବନ୍ଦ ଜରନ୍ତୁ l ଆପଣ ସବୁ ଦିନ ମୁଖ୍ୟମନ୍ତ୍ରୀ ରହିବେ ନାହିଁ l କିନ୍ତୁ ସବୁ ଦିନ ପାଇଁ ଆପଣଙ୍କୁ ଓଡିଶା ମନେ ରଖିବ ଯଦି 70 ହଜାର କର୍ମଚାରୀଙ୍କୁ ଏହି ଗୋତି ପ୍ରଥାରୁ ମୁକ୍ତି ଦେବେ l
ଭୁବନେଶ୍ୱରର ରାଜ ରାସ୍ତାରେ ସେମାନେ 9 ଦିନ ହେଲା ଖରା କାକର ରେ ବସିଛନ୍ତି l ସେମାନଙ୍କ କଥା ଟିକେ ଶୁଣନ୍ତୁ l ସେମାନଙ୍କୁ ଡାକି ତାଙ୍କ ସହିତ କଥା ହୁଅନ୍ତୁ l ସେମାନଙ୍କୁ ହେୟ ମଣନ୍ତୁ ନାହିଁ l
OR

I'm looking to #connect with people who are interested in
- React JS
- React Native
- DSA
- JavaScript
- TypeScript
- DevOps
- WEB 3
- Freelancing
Let's follow each other and grow our connections.
#follobackforfolloback #follow
English

📢 Accenture Referral Alert
Giving referrals for Accenture.
Steps:
1️⃣ Follow me
2️⃣DM your Resume + Job ID
⚠️ Note: You should NOT have an existing account on the Accenture career portal.
Let’s help each other land jobs 🚀
#AccentureJobs #Referral #Hiring #TechCareers #OpenToWork
English

📢 Accenture Referral Alert
Giving referrals for Accenture.
Steps:
1️⃣ Follow me
2️⃣DM your Resume + Job ID
⚠️ Note: You should NOT have an existing account on the Accenture career portal.
Let’s help each other land jobs 🚀
#AccentureJobs #Referral #Hiring #TechCareers #OpenToWork
English



