Babali Swain

1.1K posts

Babali Swain

Babali Swain

@BabaliSwain

❤️I'm in Love with my freedom❤️ ❤️❤️❤️❤️❤️❤️❤️❤️❤️❤️❤️

Katılım Mart 2022
920 Takip Edilen3.3K Takipçiler
Sabitlenmiş Tweet
Babali Swain
Babali Swain@BabaliSwain·
ଗୋଟେ କଥା ଦେଖିଛ ବ୍ୟାସେ ! ତୁମ ପାଟପୁର ରେବତୀ ବସ୍ତାନୀରେ ସିନା ସିଲଟ, ଖଡି, ଗୀତା ଭାଗବତ ଥିଲା ହେଲେ.. ଆଜିର ରେବତୀ, ଦେଢ଼ଶହ ବର୍ଷ ପରେ ତୁମରି ମାଟିରେ ଜଳିଥିବା ଆଉ ଜଣେ ରେବତୀ ବ୍ୟାଗରେ କଣ ଥିଲା ଜାଣ ? ଶୁଣିଲେ, କାନ ତାବଦା ହେଇଯିବ.. ତଥାପି ଶୁଣ.. ଆଜିର ରେବତୀ ବ୍ୟାଗରେ ପାଠ ପଢା ବହି ସହ ଥିଲା ପେଟ୍ରୋଲ । #SoumyashreeBisi
Babali Swain tweet media
OR
19
41
151
7K
Babali Swain
Babali Swain@BabaliSwain·
ଆମ ଓଡ଼ିଶାର ଟିମ ବିଜୁ ଲିଗାସୀ ଏବେ କେଉଁଠି ? ଯେଉଁ ବିଜୁ ବାବୁଙ୍କୁ ପରଲୋକରେ ତିନି ଦେଶର ପତାକା ଅବନମିତ ହୋଇଥିଲା ସେହି ବିଜୁ ବାବୁଙ୍କୁ ପ୍ରତି ଅତ୍ୟନ୍ତ ନିମ୍ନରୁଚିର ମନ୍ତବ୍ୟ ଦେଇଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ । ଏହା ଉପରେ କେବେ ବିଜେପିକୁ ପ୍ରଶ୍ନ କରିବେ ଟିମ ବିଜୁ ଲିଗାସୀ? #Odisha #NishikantDubey #BijuPatnaik
Babali Swain tweet media
OR
5
39
88
726
Babali Swain
Babali Swain@BabaliSwain·
Talent was always there. Opportunity wasn’t. Odisha fixed the system — and now champions are emerging. 🏆 The real win? A sustainable sports ecosystem. Made possible through the leadership of #NaveenPatnaik and the dedicated push by #VKPandian. VC: @thebetterindia #Odisha
English
7
54
75
338
🦋šrαdhα🦋
🦋šrαdhα🦋@princess_sradha·
ଜୟ ଜଗନ୍ନାଥ 🚩🙏
🦋šrαdhα🦋 tweet media
OR
12
19
351
1.3K
Ranjit Mishra
Ranjit Mishra@Ranjitmishraaa·
🧡‼️🧡Jay shree Jaganath 🧡‼️🧡 💖💛💖💛💖🙏💖💛💖💛💖 🍁 Shubh prabhat 🍁.
Ranjit Mishra tweet media
हिन्दी
4
2
8
43
Guruprasad Nath🇮🇳
Guruprasad Nath🇮🇳@IAMGPN_Babu·
ଆପଣଙ୍କର ଚିନ୍ତାଧାରା ଓ ମନର ଭାବନା ଯଦି ସୁନ୍ଦର ଆଉ ଉଚ୍ଚ କୋଟିର ହୋଇଥାଏ ତାହେଲେ ଏ ସମଗ୍ର ପୃଥିବୀ ମଧ୍ୟ ଆପଣଙ୍କୁ ସୁନ୍ଦର ଲାଗିବ । "ଜୟ ଜଗନ୍ନାଥ"🙏🙏🙏
Guruprasad Nath🇮🇳 tweet media
OR
7
10
114
621
Babali Swain
Babali Swain@BabaliSwain·
ଏଇ ଦେଖୁନାହାନ୍ତି 👇👇👇
OR
2
11
20
182
Babali Swain
Babali Swain@BabaliSwain·
Odisha lost a ₹70,000 crore mega steel project by ArcelorMittal Nippon Steel India to Andhra Pradesh. This is not just a missed investment—it’s a failure of governance. Why couldn’t the BJP deliver what Odisha rightfully deserved? #Odisha #AndhraPradesh #AMNSIndiaComesToAP
Babali Swain tweet media
English
26
99
304
4.6K
Babali Swain
Babali Swain@BabaliSwain·
@Naveen_Odisha ଆଜ୍ଞା ଓଡ଼ିଶାରେ ସୋଇଛି ଡବଲ ଇଞ୍ଜିନ ସରକାର, ସାରା ଦୁନିଆରେ ଓଡ଼ିଶାର ନାଁ ହେଲାଣି ଛାରକାର । ଯଦି ଖୋଦ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଏହିଭଳି ଗୁଣ୍ଡାରାଜ ହେଉଛି ଭାଵନ୍ତୁ ସାରା ଓଡ଼ିଶାରେ କଣ ହେଉଥିବ । ଦେଖାଯାଉ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହା ଉପରେ କି ପଦକ୍ଷେପ ନେଉଛନ୍ତି କି ନାଲି ଫିତା ତଳେ ଫାଇଲରେ ଚାପି ଦେଉଛନ୍ତି ।
OR
3
4
21
1.4K
Naveen Patnaik
Naveen Patnaik@Naveen_Odisha·
ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ବାସଭବନ ଉପରେ ଗତକାଲି ରାତିରେ ହୋଇଥିବା ସଶସ୍ତ୍ର ଆକ୍ରମଣକୁ ମୁଁ ତୀବ୍ର ନିନ୍ଦା କରୁଛି। ରାଜ୍ୟସଭା ନିର୍ବାଚନରେ ଯେଉଁମାନେ ଟଙ୍କା ବଳରେ ଗଣତନ୍ତ୍ରକୁ ଅପମାନିତ କଲେ, ସେମାନଙ୍କର ନିର୍ଦ୍ଦେଶରେ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ହିଂସାକାଣ୍ଡ ଭିଆଇଲେ। ଏହା ଦୁଇଟି ଅଲଗା ଘଟଣା ନୁହେଁ ବରଂ କୁଶାସନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ନଗ୍ନ ଉଦାହରଣ। ତୁରନ୍ତ ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅପରାଧୀଙ୍କୁ ଗିରଫ କରାଯାଉ। ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଆଇନଶୃଙ୍ଖଳା ସ୍ଥିତିକୁ ସଜାଡ଼ିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ। #Odisha
OR
86
106
526
15.3K
Babali Swain
Babali Swain@BabaliSwain·
କଳିଙ୍ଗର ଇନଡୋର୍ ଆଥଲେଟିକ୍ସ ଷ୍ଟାଡିୟମ । ନବୀନଙ୍କ ନିର୍ଦେଶ କାର୍ତ୍ତିକ ପାଣ୍ଡିଆନଙ୍କ ଉଦ୍ୟମ ପୁଣି କଳିଙ୍ଗ ଜିତିଲା ବିଶ୍ବର ମନ । ଓଡ଼ିଶାରେ ୨୦୨୮ରେ ହେବ ବିଶ୍ବ ଇନଡୋର୍ ଆଥେଲେଟିକ୍ସ ଚାମ୍ପିୟନସିପ୍ । #ଓଡ଼ିଶା #Odisha #OdishaNews #ATHLETICSCENTRE #Pride_of_Odisha #Naveen
Babali Swain tweet media
OR
3
49
107
674
Babali Swain
Babali Swain@BabaliSwain·
ଚିହ୍ନିଲେ ଏ ବ୍ୟକ୍ତି କିଏ ? ଦୁଇ କିମ୍ବା ଅଢେଇ ବର୍ଷ ତଳର ଏହି ଭିଡ଼ିଓ ଓଡ଼ିଶାର ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କ ଆନ୍ଦୋଳନରେ ଯୋଗ ଦେଇଥିଲେ ଏହି ମହାନ ବ୍ୟକ୍ତି । ଏବେ ଏ ବ୍ୟକ୍ତି ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କ ପାଇଁ କଣ କରୁଛନ୍ତି କହିପାରିବେ କି? #BabaliTalk #Odisha #Employiment #Unemployiment #OdishaNews
OR
13
80
180
5K
Babali Swain
Babali Swain@BabaliSwain·
ନବୀନଙ୍କ ନାମରେ ଅପପ୍ରଚାର କରୁଥିବା ଅପପ୍ରଚାରକାରୀଙ୍କୁ ନବୀନଙ୍କ ଶକ୍ତ ଚାପୁଡ଼ା। ସତରେ ଆମ ନବୀନ ବାବୁ କେତେ ମହାନ୍। ପଇସା ପାଇଁ ସ୍ବାଭିମାନ ବିକୁଥିବା ଲୋକଙ୍କ ଆଗାରେ ଆଜି ପୁଣି ଥରେ ପ୍ରମାଣ କରିଦେଲେ ଯେ ତାଙ୍କ ଆଗେ ଏ ଟଙ୍କା କିଛି ନୁହେଁ। #BabaliTalk #OdishaNews #NaveenPatnaik #Odisha #BijuPatnaik
OR
13
67
122
876
Babali Swain
Babali Swain@BabaliSwain·
ସତରେ କଣ କଟକ ବଡ ମେଡ଼ିକାଲର ଏହି ଦୁଃଖଦ ସମୟରେ ଆମ ସ୍ବାସ୍ଥ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ନାହାନ୍ତି ? ଆମ ଓଡ଼ିଶାରେ ପରା ଲୋକଙ୍କ ସରକାର ଚାଲିଛି? ଏବେ ଆମ ସ୍ବାସ୍ଥ୍ୟମନ୍ତ୍ରୀ କେଉଁଠି ? କିଏ ଜାଣିଛନ୍ତି କି ? #BabaliTalk #Odisha #OdishaNews #Cuttack #ScbHospital #HealthMinister #ICUFire #OdishaHospitalFire
Babali Swain tweet media
OR
5
50
78
438
Babali Swain retweetledi
🦋šrαdhα🦋
🦋šrαdhα🦋@princess_sradha·
ଓଁ ନମଃ ଭଗବତେ ବାସୁଦେବାୟ ନମଃ 🙏🏻
🦋šrαdhα🦋 tweet media
OR
23
27
651
3.1K
AADHYA SINGH
AADHYA SINGH@SheWriteFire·
Jai Jagannath ❤️
AADHYA SINGH tweet media
हिन्दी
14
29
463
2K
Dharmendra Dubey 🇮🇳
Dharmendra Dubey 🇮🇳@DharamjDubey11·
जगन्नाथ प्रभु के संध्या कालीन आरती दर्शन प्रेम से बोलो जय जगन्नाथ प्रभु
Dharmendra Dubey 🇮🇳 tweet media
हिन्दी
26
44
446
2.1K
Prachee Nanda OSPS (।)🌵
Prachee Nanda OSPS (।)🌵@PracheeNanda·
ତୋ ପାଖରେ ମୋ ଭଳି କେତେ ଅଧମ ଅଛନ୍ତି, . . କିନ୍ତୁ ମୋ ପାଖରେ ତୋ ପରି କେହି ନାହଁନ୍ତି ✍️ #ହେ_ନାଥ 🙏
Prachee Nanda OSPS (।)🌵 tweet media
OR
11
20
419
2.5K
Maharaj Ji
Maharaj Ji@RadhaMarg·
Jai jagannath mahaprabhu 🙌
Maharaj Ji tweet media
हिन्दी
28
47
1.1K
14.5K