ସୁଦୀପ୍

40.8K posts

ସୁଦୀପ୍ banner
ସୁଦୀପ୍

ସୁଦୀପ୍

@BaghRohan

ଓଡ଼ିଆ ।। ଓଡ଼ିଆ ।। ଓଡ଼ିଆ।। ଓଡ଼ିଆ।।ଓଡ଼ିଆ

🇮🇳🕊️ Katılım Aralık 2018
935 Takip Edilen2.3K Takipçiler
Sabitlenmiş Tweet
ସୁଦୀପ୍
ସୁଦୀପ୍@BaghRohan·
ପଳାଶ କୁସୁମ ଦିଶେ କେଡେ ମନୋହର ବାସନା ହୀନ ବୋଲି ସେତ ପାଏନା ଆଦର @Fishcosian ମୋ ଛବି ଭଲ ଉଠିଛି ନା?
ସୁଦୀପ୍ tweet mediaସୁଦୀପ୍ tweet media
OR
7
6
65
5.2K
ସୁଦୀପ୍
ସୁଦୀପ୍@BaghRohan·
କେବଳ ଶୁଣିବା ପାଇଁ ଉଦ୍ଦିଷ୍ଟ।
OR
0
0
0
11
The Anonymous 🇮🇳
The Anonymous 🇮🇳@TheAnonymoz·
ଯୋଉମାନେ ପଖାଳକୁ ଚାମଚରେ ଖାଉଛନ୍ତି ସେମାନଙ୍କୁ ବି ପଖାଳ ଦିବସର ଶୁଭେଚ୍ଛା। #ପଖାଳଦିବସ
The Anonymous 🇮🇳 tweet media
OR
4
3
49
689
ସୁଦୀପ୍
ସୁଦୀପ୍@BaghRohan·
ପଖାଳ ଦିବସ ପାଇଁ ପୋଷ୍ଟିବା ପାଇଁ ଜେମିନାଇ ସହାୟତା ରେ ପ୍ରସ୍ତୁତ। #ପଖାଳ_ଦିବସ #ପଖାଳଦିବସ
ସୁଦୀପ୍ tweet media
OR
0
0
7
96
ସୁଦୀପ୍
ସୁଦୀପ୍@BaghRohan·
@Naveen_Odisha ଆପଣଙ୍କ ପୋଷ୍ଟ ଦେଖି ମୋର ପୁରୁଣା ଭିଡିଓ ଟି ମନେ ପଡୁଛି। ଏବେ ଗୋଟେ ଆସୁ।
OR
0
0
0
52
Naveen Patnaik
Naveen Patnaik@Naveen_Odisha·
ଓଡ଼ିଆ ଖାଦ୍ୟ ସଂସ୍କୃତିର ଅନନ୍ୟ ପରିଚୟ ହେଉଛି 'ପଖାଳ'। କଂସାଏ ପଖାଳରେ ଥାଏ ଅନାବିଳ ଆତ୍ମୀୟତା, ଏଥିରେ ଜଡ଼ିତ ଥାଏ ଓଡ଼ିଆଙ୍କ ଭାବପ୍ରବଣତା। #ପଖାଳଦିବସ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ଆସନ୍ତୁ, ଓଡ଼ିଶାର ଏହି ଗୌରବମୟ ଖାଦ୍ୟ ପରମ୍ପରାକୁ ବିଶ୍ୱ ଦରବାରରେ ଆହୁରି ଆଦୃତ କରିବା ପାଇଁ ସମସ୍ତେ ସଂକଳ୍ପ ନେବା। #PakhalaDibasa
Naveen Patnaik tweet media
OR
19
59
690
5.2K
ସୁଦୀପ୍
ସୁଦୀପ୍@BaghRohan·
@GALPAKABITA ପଣ୍ଡିଆନ ମାନେ ବାସୀ ପଖାଳ ଖାଇ ପାରିବେ ନାହିଁ।
OR
1
0
1
11
ସୁଦୀପ୍
ସୁଦୀପ୍@BaghRohan·
ଗରମ ପଡ଼ିବା ଦିନରୁ ସକାଳ ଜଳଖିଆ ଟା ପଖାଳ ହେଇଛି। #ପଖାଳ_ଦିବସ
OR
1
0
5
77
ସୁଦୀପ୍
ସୁଦୀପ୍@BaghRohan·
ଏଥି ପାଇଁ ଦିନେ ବିଲାତି ୧୦୦ ଟଙ୍କା ପ୍ରତି କିଗ୍ରା ରେ କିଣିବେ କିଛି ଦିନ ପରେ।
ସୁଦୀପ୍ tweet media
OR
0
2
12
407
ସୁଦୀପ୍
ସୁଦୀପ୍@BaghRohan·
ପାଣି ର ବ୍ୟବସ୍ଥା ❌ ପୁଣ୍ୟ ର ବ୍ୟବସ୍ଥା ✅ ସୁପ୍ରଭାତ।
ସୁଦୀପ୍ tweet media
OR
3
1
19
393
ସୁଦୀପ୍
ସୁଦୀପ୍@BaghRohan·
@Viswanath507480 @sudhansubhol @ranigupta_20 କଇଁଆ ତେନ୍ତୁଳି ର ଅନ୍ୟ ନାମ। ଯେହେତୁ ଏଇଟା ତେନ୍ତୁଳି ଆକାର ସହ ସାମଞ୍ଜସ୍ୟ ରଖୁଛି ତା ନାଁ ବିଲାତି କଇଁଆ।
OR
0
0
2
8
Rani Gupta
Rani Gupta@ranigupta_20·
What do you call these in your language 🤔
Rani Gupta tweet media
English
44
2
85
1.9K
ସୁଦୀପ୍
ସୁଦୀପ୍@BaghRohan·
ପ୍ରସ୍ତୁତି ପ୍ରଥେ "କୋରଡ" ସୁପ୍ରଭାତ
ସୁଦୀପ୍ tweet media
OR
0
1
11
273
ସୁଦୀପ୍
ସୁଦୀପ୍@BaghRohan·
@BinayakSahoo "ଦ୍ରୁତ ଗତି ମହା ବିପତ୍ତି" ଟା ପଛରୁ ଆସୁଥିବା ଚାଳକ ପାଇଁ ପ୍ରଯୁଜ୍ୟ ହେଲା। ଆପଣଙ୍କ ପାଇଁ ନୁହେଁ।
OR
0
0
3
141
Binayak Sahoo
Binayak Sahoo@BinayakSahoo·
କୁହନ୍ତି speed ଗଲେ ଦୁର୍ଘଟଣା ହେବ! 3ଦିନ ତଳେ ଜଳେଶ୍ଵରରୁ ଚନ୍ଦନେଶ୍ୱର ରାସ୍ତାରେ ଗୋଟେ ଟ୍ରକ ପଛରେ slow speed ରେ ଯାଉଥିଲି overtake କରିବାକୁ ପ୍ରସସ୍ତ ରାସ୍ତା ମିଳୁ ନଥିଲା | ପିଛରୁ ଗୋଟେ car ଆସିଲା ବାଡେଇଦେଲା 🤦
OR
7
0
42
2.5K
ସୁଦୀପ୍
ସୁଦୀପ୍@BaghRohan·
।।ପ୍ରାତଃ କାଳେ, ଭୁବନେଶ୍ଵରେ।।
ସୁଦୀପ୍ tweet media
OR
0
0
4
69
ସୁଦୀପ୍
ସୁଦୀପ୍@BaghRohan·
ଟିକେ ଖରା କୁ ଟିକେ ଛାଇ ସକାଳ ବୁଲା ସମ୍ପୂର୍ଣ ହୁଅଇ
ସୁଦୀପ୍ tweet media
OR
4
0
24
566
ସୁଦୀପ୍
ସୁଦୀପ୍@BaghRohan·
ବେଙ୍ଗାଲୁରୁ <<<< ପାରାଦୀପ #ସାମ୍ପ୍ରତିକ
OR
0
0
1
87
ସୁଦୀପ୍
ସୁଦୀପ୍@BaghRohan·
@BibhuRath ଯେଉଁ ଜାଗାରେ ଫଟୋ ଉଠିଛି ସେଇଠି ଠେକୁଆ ମାନେ ରୁହନ୍ତି। ମୁଁ ଏଠି ଥିବା ସମୟରେ ସକାଳେ ଆଉ ସନ୍ଧ୍ୟା ବେଳେ ଏହି ଜାଗା କୁ ଯାଏ ତାଙ୍କୁ ଦେଖିବା ପାଇଁ।
OR
0
0
1
6
ସୁଦୀପ୍
ସୁଦୀପ୍@BaghRohan·
@BibhuRath ଓ ଟିଭି ର ଓଡ଼ିଆ ଭାଷା ପ୍ରତି ନିତି ଅବହେଳା ପାଇଁ କେବେ ଠୁଁ ଓ ଟିଭି ଦେଖିବା ଛାଡ଼ି ଦେଇଛି। "ତୁ ଖରା ମୁଁ ଛାଇ" କେବେ ଶୁଣି ମଧ୍ୟ ନାହିଁ। ଖରା ଛାଇ ର ଲୁଚକାଳି ଖେଳ ଭିତରେ ସକାଳ ବୁଲା ସମ୍ପୂର୍ଣ ହେବା ପରେ ଯାହା ଉଠାଇଲି ତାହା ନିଜସ୍ଵ ଅନୁଭବ ମାତ୍ର।
OR
1
0
1
13