Sabitlenmiş Tweet
🇮🇳ମତ୍ସ୍ୟଜୀବୀ /Matsyajivi 🐟
66.5K posts

🇮🇳ମତ୍ସ୍ୟଜୀବୀ /Matsyajivi 🐟 retweetledi

ମାଣବସା ଗୁରୁବାର ଶୁଭେଚ୍ଛା 🌻🌻🌻
ମାତା ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ଥାଉ 🙏🙏🙏




Pragyan Amit Mohapatra 🇮🇳@pragu04
ମାର୍ଗଶିର ଗୁରୁବାର ଶୁଭେଚ୍ଛା 🙏🙏🙏 🪷🪷🪷🪷🪷🪷🪷🪷🪷🪷🪷
OR
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweetledi

ହଉ ତେବେ ଆମେ ବି କିଛି ଯୋଗଦାନ ରଖିବା..🤭

🇮🇳 Loknath Palauri@lokipalauri
Ye mirror selfie trend chal raha hai kya??
OR
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweetledi

ଆଜି ଆସି ପହଞ୍ଚିଲା, ଏତେ ସୁନ୍ଦର କଳାକୃତି ପାଇଁ @ISachikant ଙ୍କୁ ଧନ୍ୟବାଦ। 🙏🏻

ବାଘମାମୁଁ 🐯@bagha_mamu
ଘର କାନ୍ଥରେ ଲଗେଇବା ପାଇଁ ଗୋଟେ ୩ ଫୁଟ୍ ରେ ୨ ଫୁଟ୍ ର ପଟ୍ଟଚିତ୍ର ଦରକାର। କୋଉ ବିଷୟ ଉପରେ ଲଗେଇଲେ ଭଲ ହେବ (ରଘୁନାଥ ବେଶ/ କାଳୀୟଦଳନ/ ମାଣିକ ଗୌଡୁଣି.... ଇତ୍ୟାଦି) ମତାମତ ଦେବାକୁ ଅନୁରୋଧ। ଫଟୋ ସହ କମେଣ୍ଟ ଦେଲେ ଭଲ ହେବ।
OR
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweetledi
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweetledi

ଭଲ:
୧. ସରକାରୀ ବ୍ୟାଙ୍କ୍ ଗୁଡ଼ିକର ଲାଭ ବଢିବ, ଭଲ ପ୍ରଦର୍ଶନ କରିପାରୁନଥିବା ବ୍ୟାଙ୍କ୍ ମାନେ, ଭଲ ପ୍ରଦର୍ଶନ କରୁଥିବା ବ୍ୟାଙ୍କ୍ ଗୁଡିକରେ ମ୍ୟାନେମେଣ୍ଟରେ ଭଲ କରିବେ।
୨. ଛୋଟ ବ୍ୟାଙ୍କ୍ ସଂଖ୍ୟା କମିଲେ ବ୍ୟାଙ୍କ୍ ଦ୍ଵାରା ଠକେଇ, ଘୋଟାଲା ଆଦି ର ସଂଖ୍ୟା କମିବ।
୩. ସରକାର ଓ RBI କୁ Compliance enforce କରିବା ସହଜ ହେବ।
ଖରାପ:
୧. ଗ୍ରାହକ ମାନଙ୍କ ପାଇଁ ଅପ୍ସନ୍ କମିବ, କମ୍ପିଟେଶନ କମିବା ହେତୁ ବ୍ୟାଙ୍କିଙ୍ଗ ସେବାର ଦର ବଢିବ।
୨. ଛୋଟ ଛୋଟ ସରକାରୀ ବ୍ୟାଙ୍କ୍ ରେ ଅପେକ୍ଷାକୃତ କମ୍ କାମ କରୁଥିବା କର୍ମଚାରୀ ମାନେ ଅପେକ୍ଷାକୃତ ଅଧିକ କାମ କରୁଥିବା ବ୍ୟାଙ୍କ୍ ସହ ଯୋଡ଼ିହେଲେ ମାନବ ସମ୍ବଳ ର ମାନ ହାରାହାରି କମିବ।
୩. ଅନେକ ସଧାରଣ ଶିକ୍ଷାରୁ ବଞ୍ଚିତ, ତାଙ୍କ ବ୍ୟାଙ୍କ୍ କୁଆଡେ ଗଲା, ଏ ବ୍ୟାଙ୍କ୍ ଯାଆ, ସେ ବ୍ୟାଙ୍କ୍ ଯାଆ, ପାସବୁକ୍ ବଦଳା, IFSC ବଦଳା ଏମିତିରେ ହଇରାଣ ହେବେ।
OR
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweetledi
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweetledi
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweetledi

#ପ୍ରଥମାଷ୍ଟମୀ ଦିନ ପ୍ରତ୍ୟେକଟି ଓଡ଼ିଆ ଘରେ ହଳଦୀପତ୍ରରେ ଏଣ୍ଡୁରି ପିଠା ତିଆରି କରାଯାଏ।ଆପଣ ମାନେ ଜାଣିଛନ୍ତି କି ଓଡ଼ିଶାର ଦକ୍ଷିଣାଞ୍ଚଳରେ
ଏହିଦିନ ସ୍ୱତନ୍ତ୍ର ଭାବରେ ମା'ଲକ୍ଷ୍ମୀଙ୍କ ନିକଟରେ ଝୁଡୁଙ୍ଗପୁଳି ଭୋଗ ଲାଗିଥାଏ।
ଓଡ଼ିଶାରେ ହେଉଥିବା ବିଭିନ୍ନ ପ୍ରକାରର ପୁଳି ପିଠା ମାନଙ୍କ ମଧ୍ୟରୁ ଏହା ଗୋଟିଏ।
youtu.be/YUaMNl6ucRs?si…

YouTube


OR
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweetledi

We gave a few to a group of devotees because kids weren’t interested in traditional boats. Not a single strand of plastic is used. #KartikaPurnami


English
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweetledi
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweetledi


































